ନାଲକୋ ପଞ୍ଚପଟ୍ଟମାଳି ବକ୍ସାଇଟ ଖଣି ପକ୍ଷରୁ "ଆଭୋକାଡୋ -୨୦୨୬” ଅଭିଯାନ ପରିବେଶ ସୁରକ୍ଷା ସହିତ ସ୍ଥାନୀୟ ଅର୍ଥନୀତି ଓ ଜୀବିକାକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଏକ ଅଭିନବ ପଦକ୍ଷେପ ଆରମ୍ଭ କରିଛି ଦାମନଯୋଡି ନାଲକୋ ପଞ୍ଚପଟମାଳି ବକ୍ସାଇଟ୍ ଖଣି। "ଆଭୋକାଡୋ ବର୍ଷ–୨୦୨୬” ଅବସରରେ ଆରମ୍ଭ ହୋଇଛି ଏକ ସ୍ୱତନ୍ତ୍ର ବୃକ୍ଷରୋପଣ ଅଭିଯାନ। ଖଣି ପରିସରରୁ ସିଜିଏମ୍ ମାଇନ୍ସ ଶ୍ରୀ ପୁରୁଷୋତ୍ତମ ମହାନ୍ତ ଏବଂ ସିଜିଏମ୍ ଓ ଆଣ୍ଡ୍ ଏମ୍ ଶ୍ରୀ ଏନ୍. ସୁଧାକର ଏହି ଅଭିଯାନକୁ ଉଦଘାଟନ କରିଛନ୍ତି। ନାଲକୋ ଖଣି ଅଞ୍ଚଳର ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଏବଂ ସ୍ୱୀକୃତିପ୍ରାପ୍ତ ଶ୍ରମିକ ସଂଗଠନର ପ୍ରତିନିଧିମାନେ ଏଥିରେ ସାମିଲ ହୋଇଥିବା ବେଳେ ଚଳିତ ବର୍ଷ ପ୍ରାୟ ୨ ହଜାର ଚାରା ରୋପଣ ପାଇଁ ଧାର୍ଯ୍ୟ ଲକ୍ଷ୍ୟ ରହିଛି। ଏହି ବୃକ୍ଷରୋପଣ ଅଭିଯାନରେ ଆଭୋକାଡୋ ଚାରାକୁ ଦିଆଯାଇଛି ବିଶେଷ ଗୁରୁତ୍ୱ। ସବୁଜ ପରିବେଶ,ସ୍ଥାୟୀ ବିକାଶ ଏବଂ ସ୍ଥାନୀୟ ଲୋକଙ୍କ ସମୃଦ୍ଧି—ଏହି ତିନିଟି ଲକ୍ଷ୍ୟ ନେଇ ପଞ୍ଚପଟ୍ଟମାଳି ଖଣିର ଏହି ପ୍ରୟାସ ଆଗାମୀ ଦିନରେ ଆୟ ଓ ଜୀବିକାର ନୂତନ ସୁଯୋଗ ସୃଷ୍ଟି କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସିଜିଏମ୍ ମାଇନ୍ସ କହିଛନ୍ତି।
ନାଲକୋ ପଞ୍ଚପଟ୍ଟମାଳି ବକ୍ସାଇଟ ଖଣି ପକ୍ଷରୁ "ଆଭୋକାଡୋ -୨୦୨୬” ଅଭିଯାନ ପରିବେଶ ସୁରକ୍ଷା ସହିତ ସ୍ଥାନୀୟ ଅର୍ଥନୀତି ଓ ଜୀବିକାକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଏକ ଅଭିନବ ପଦକ୍ଷେପ ଆରମ୍ଭ କରିଛି ଦାମନଯୋଡି ନାଲକୋ ପଞ୍ଚପଟମାଳି ବକ୍ସାଇଟ୍ ଖଣି। "ଆଭୋକାଡୋ ବର୍ଷ–୨୦୨୬” ଅବସରରେ ଆରମ୍ଭ ହୋଇଛି ଏକ ସ୍ୱତନ୍ତ୍ର ବୃକ୍ଷରୋପଣ ଅଭିଯାନ। ଖଣି ପରିସରରୁ ସିଜିଏମ୍ ମାଇନ୍ସ ଶ୍ରୀ ପୁରୁଷୋତ୍ତମ ମହାନ୍ତ ଏବଂ ସିଜିଏମ୍ ଓ ଆଣ୍ଡ୍ ଏମ୍ ଶ୍ରୀ ଏନ୍. ସୁଧାକର ଏହି ଅଭିଯାନକୁ ଉଦଘାଟନ କରିଛନ୍ତି। ନାଲକୋ ଖଣି ଅଞ୍ଚଳର ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଏବଂ ସ୍ୱୀକୃତିପ୍ରାପ୍ତ ଶ୍ରମିକ ସଂଗଠନର ପ୍ରତିନିଧିମାନେ ଏଥିରେ ସାମିଲ ହୋଇଥିବା ବେଳେ ଚଳିତ ବର୍ଷ ପ୍ରାୟ ୨ ହଜାର ଚାରା ରୋପଣ ପାଇଁ ଧାର୍ଯ୍ୟ ଲକ୍ଷ୍ୟ ରହିଛି। ଏହି ବୃକ୍ଷରୋପଣ ଅଭିଯାନରେ ଆଭୋକାଡୋ ଚାରାକୁ ଦିଆଯାଇଛି ବିଶେଷ ଗୁରୁତ୍ୱ। ସବୁଜ ପରିବେଶ,ସ୍ଥାୟୀ ବିକାଶ ଏବଂ ସ୍ଥାନୀୟ ଲୋକଙ୍କ ସମୃଦ୍ଧି—ଏହି ତିନିଟି ଲକ୍ଷ୍ୟ ନେଇ ପଞ୍ଚପଟ୍ଟମାଳି ଖଣିର ଏହି ପ୍ରୟାସ ଆଗାମୀ ଦିନରେ ଆୟ ଓ ଜୀବିକାର ନୂତନ ସୁଯୋଗ ସୃଷ୍ଟି କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସିଜିଏମ୍ ମାଇନ୍ସ କହିଛନ୍ତି।
- ଅଟୋ ରିକ୍ସାରେ ଗଞ୍ଜେଇ ଚାଲାଣ,୪ ଅଭିଯୁକ୍ତ ଗିରଫ #Woman_suicide #Nabarangpur #National241
- ଶୀର୍ଷକ: ଲଗାଣ ବର୍ଷାରେ ଭୁଶୁଡ଼ିଲା ମାଟି ଘର, ଅଳ୍ପକେ ବର୍ତ୍ତିଲେ ଦମ୍ପତି ସ୍ଲଗ୍: ଶୋଇଥିବା ବେଳେ ଘର ଭୁଶୁଡ଼ି ଦୁଇ ପ୍ରାଣୀ ଚାପି ହୋଇଗଲେ, ଜଣେ ଭବାନୀପାଟଣା ସ୍ଥାନାନ୍ତର ଆଙ୍କର: ଲଗାଣ ବର୍ଷା ଯୋଗୁଁ ଭୁଶୁଡ଼ିଲା ମାଟି ଘର। ଅଳ୍ପକେ ବର୍ତ୍ତିଲେ ଦମ୍ପତି। ଶୋଇଥିବା ସମୟରେ ହଠାତ୍ ଘର ଭୁଶୁଡ଼ି ପଡ଼ିବାରୁ ଦୁଇ ପ୍ରାଣୀ ମାଟି ତଳେ ଚାପି ହୋଇଯାଇଥିଲେ। ପରେ ପଡ଼ୋଶୀମାନେ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ନେଇଥିଲେ। ଭଏସ୍ ଓଭର: କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ବାଣ୍ଡି ଗାଁରେ ଘଟିଛି ଏଭଳି ଅଘଟଣ। ପ୍ରାଥମିକ ସୂଚନା ଅନୁସାରେ, ଲଗାଣ ଲଘୁଚାପଜନିତ ବର୍ଷାରେ ଗତରାତି ପ୍ରାୟ ୧୦ଟା ୩୦ ସମୟରେ ଟଙ୍କଧର ପାଣିଗ୍ରାହୀ ଓ ତାଙ୍କ ସ୍ତ୍ରୀ ମିଥିଲା ପାଣିଗ୍ରାହୀ ଘରେ ଶୋଇଥିବା ବେଳେ ହଠାତ୍ ମାଟି ଘରଟି ଭୁଶୁଡ଼ି ପଡ଼ିଥିଲା। ଘର ଭୁଶୁଡ଼ିବାରୁ ଦୁଇଜଣ ମାଟି ତଳେ ଚାପି ହୋଇଯାଇଥିଲେ। ଘଟଣା ସମ୍ପର୍କରେ ଜାଣିବା ପରେ ପଡ଼ୋଶୀମାନେ ତୁରନ୍ତ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଥିଲେ। ପରେ ଉଭୟଙ୍କୁ କଳମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ତେବେ ଟଙ୍କଧର ପାଣିଗ୍ରାହୀଙ୍କ ମୁଣ୍ଡରେ ଆଘାତ ଲାଗିଥିବାରୁ ତାଙ୍କୁ ପରବର୍ତ୍ତୀ ସମୟରେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ପ୍ରାଥମିକ ସୂତ୍ରରୁ ଜଣାପଡ଼ ଶୀର୍ଷକ: ଲଗାଣ ବର୍ଷାରେ ଭୁଶୁଡ଼ିଲା ମାଟି ଘର, ଅଳ୍ପକେ ବର୍ତ୍ତିଲେ ଦମ୍ପତି ସ୍ଲଗ୍: ଶୋଇଥିବା ବେଳେ ଘର ଭୁଶୁଡ଼ି ଦୁଇ ପ୍ରାଣୀ ଚାପି ହୋଇଗଲେ, ଜଣେ ଭବାନୀପାଟଣା ସ୍ଥାନାନ୍ତର ଆଙ୍କର: ଲଗାଣ ବର୍ଷା ଯୋଗୁଁ ଭୁଶୁଡ଼ିଲା ମାଟି ଘର। ଅଳ୍ପକେ ବର୍ତ୍ତିଲେ ଦମ୍ପତି। ଶୋଇଥିବା ସମୟରେ ହଠାତ୍ ଘର ଭୁଶୁଡ଼ି ପଡ଼ିବାରୁ ଦୁଇ ପ୍ରାଣୀ ମାଟି ତଳେ ଚାପି ହୋଇଯାଇଥିଲେ। ପରେ ପଡ଼ୋଶୀମାନେ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ନେଇଥିଲେ। ଭଏସ୍ ଓଭର: କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ବାଣ୍ଡି ଗାଁରେ ଘଟିଛି ଏଭଳି ଅଘଟଣ। ପ୍ରାଥମିକ ସୂଚନା ଅନୁସାରେ, ଲଗାଣ ଲଘୁଚାପଜନିତ ବର୍ଷାରେ ଗତରାତି ପ୍ରାୟ ୧୦ଟା ୩୦ ସମୟରେ ଟଙ୍କଧର ପାଣିଗ୍ରାହୀ ଓ ତାଙ୍କ ସ୍ତ୍ରୀ ମିଥିଲା ପାଣିଗ୍ରାହୀ ଘରେ ଶୋଇଥିବା ବେଳେ ହଠାତ୍ ମାଟି ଘରଟି ଭୁଶୁଡ଼ି ପଡ଼ିଥିଲା। ଘର ଭୁଶୁଡ଼ିବାରୁ ଦୁଇଜଣ ମାଟି ତଳେ ଚାପି ହୋଇଯାଇଥିଲେ। ଘଟଣା ସମ୍ପର୍କରେ ଜାଣିବା ପରେ ପଡ଼ୋଶୀମାନେ ତୁରନ୍ତ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଥିଲେ। ପରେ ଉଭୟଙ୍କୁ କଳମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ତେବେ ଟଙ୍କଧର ପାଣିଗ୍ରାହୀଙ୍କ ମୁଣ୍ଡରେ ଆଘାତ ଲାଗିଥିବାରୁ ତାଙ୍କୁ ପରବର୍ତ୍ତୀ ସମୟରେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ପ୍ରାଥମିକ ସୂତ୍ରରୁ ଜଣାପଡ଼ିଛି। ଏପଟେ ଲଗାଣ ବର୍ଷା ଯୋଗୁଁ ମାଟି ଘରେ ରହୁଥିବା ପରିବାରଗୁଡ଼ିକ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି। ଜୟପାଟଣା ଅଞ୍ଚଳରେ ମଧ୍ୟ ଭାରୀ ବର୍ଷାର ପ୍ରଭାବ ରହିଥିବା ନେଇ ସମ୍ପ୍ରତି ରିପୋର୍ଟ ଆସିଛି।4
- ଚାକିରିର ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ଓଡିଶା ବାହାରକୁ ଚାଲାଣ ଅଭିଯୋଗ ପରେ ଏହାର ତଦନ୍ତ କରି ଗଜପତି ଜିଲ୍ଲା ଅଡବା ପୁଲିସ ହାଇଦ୍ରାବାଦ ୫ଜଣ ନାବାଳିକାଙ୍କୁ ଉଦ୍ଧାର କରିଛି । ହାଇଦ୍ରାବାଦ ରୁ ୫ ନାବାଳିକା ଉଦ୍ଧାର, ମୁଖ୍ୟ ଅଭିଯୁକ୍ତ ଗିରଫ । ଚାକିରିର ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ଓଡିଶା ବାହାରକୁ ଚାଲାଣ ଅଭିଯୋଗ ପରେ ଏହାର ତଦନ୍ତ କରି ଗଜପତି ଜିଲ୍ଲା ଅଡବା ପୁଲିସ ହାଇଦ୍ରାବାଦ ୫ଜଣ ନାବାଳିକାଙ୍କୁ ଉଦ୍ଧାର କରିଛି । ଏଥିରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ କଟାମା ଗାଁର ରାଜ କୁମାର ବସ୍ତ୍ରରାୟଙ୍କୁ ଗିରଫ କରାଯାଇଛି । ରାୟଗଡା, କନ୍ଧମାଳ ଓ ଗଜପତି ସୀମାନ୍ତବର୍ତୀ ଅଞ୍ଚଳର ନାବାଳିକାମାନଙ୍କୁ ଚାକିରି ଦେବା ଆଳରେ ପ୍ରଲୋଭନ ଦେବା ଆଳରେ ପ୍ରଲୋଭନ ଦେଖାଇ ଚାଲାଣ କରାଯାଉଥିବା ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିବାକୁ ପାଇଛି । ଖବରରୁ ଜଣାପଡିଛି, ଅଡବା ଅଞ୍ଚଳର ଜଣେ ମହିଳା ସରପଞ୍ଚ ନାବାଳିକାମାନଙ୍କୁ ବାହାରକୁ ଚାଲାଣ କରାଯାଉଥିବା ନେଇ ଅଭିଯୋଗ କରିଥିଲେ । ଏହାକୁ ଭିତ୍ତିକରି ଗତ ୧୭ ତାରିଖରେ କେସ ନଂ ୧୮୦/୨୬ ରେ ଏକ ମାମଲା ରୁଜୁ କରାଯାଇ ଆର,ଉଦୟଗିରି ଏସଡିପିଓ ରାକେଶ କୁମାର ସାହୁଙ୍କ ତତ୍ତ୍ବାବଧାନରେ ତଦନ୍ତ ଆରମ୍ଭ ହୋଇଥିଲା । ତଦନ୍ତ ବେଳେ ନାବାଳିକାମାନଙ୍କୁ ହାଇଦ୍ରାବାଦ ନିଆଯାଇଥିବା ସୂଚନା ପାଇ ପୁଲିସ ଏକ ସ୍ବତନ୍ତ ଟିମ୍ ଗଠନ ହୋଇଥିଲା । ଅଡବା ଥାନା ସହକାରୀ ଅଧିକାରୀ ନଳନୀ କହଁରଙ୍କ ନେତୃତ୍ବରେ ଟିମ୍ ହାଇଦ୍ରାବାଦ ଯାଇଥିଲା । ସେମାନେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ଏକ ନିଦ୍ଦିଷ୍ଟ ସ୍ଥାନରେ ୫ ନାବାଳିକାଙ୍କୁ ଠାବ କରି ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ସମସ୍ତ ନାବାଳିକାଙ୍କୁ ୧୫ରୁ ୨୦ ହଜାର ଦେଖାଇ ଦଲାଲ ଅନ୍ୟ ରାଜ୍ୟକୁ ନେଇଥିଲେ । ନାବାଳିକାଙ୍କ ଅଧାର କାର୍ଡରେ ଜନ୍ମ ତାରିଖରେ ବୟସ ଅଧିକ ଦର୍ଶାଇ ସେମାନଙ୍କୁ ସାବାଳିକା ଭାବେ ଦର୍ଶାଯାଇଥିଲା । । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ରାଜ କୁମାରଙ୍କୁ ଗିରଫ କରାଯାଇଥିଲା । ଉଦ୍ଧାର ନାବାଳିକାମାନଙ୍କୁ ସୁରକ୍ଷିତ ଭାବେ ରଖାଯାଇଛି । ଆଇନ ଅନୁଯାୟୀ ସେମାନଙ୍କ ଡାକ୍ତରୀ ପରୀକ୍ଷୀ, ସୁରକ୍ଷିତ ପ୍ରତ୍ୟାବର୍ତନ ଓ ପୁନର୍ବାସ ବ୍ୟବସ୍ଥା କରାଯାଇଛି । ଏହାର ଅଧିକ ତଦନ୍ତ କରାଯାଉଥିବା ଏସଡିପିଓ ଶ୍ରୀ ସାହୁ କହିଛନ୍ତି । ଏହା ପୂର୍ବରୁ ମଧ୍ୟ ଅଡବା ୬ ଜଣ ନାବାଳିକା ସହ ଜଣେ ମହିଳାଙ୍କୁ ଉଦ୍ଧାର କରିଥିଲେ । ମୋହନା ରୁ ମନୋଜ କୁମାର ପାଢୀଙ୍କ ରିପୋର୍ଟ ଖବର ତରଙ୍ଗ।1
- ଆଜି ଗଙ୍ଗା ଧର ମେହେର ଙ୍କ ୧୬୪ ତମ ଜୟନ୍ତୀ ପାଳନ ଉପଲକ୍ଷେ କବି ମାନଙ୍କ କବିତା ପଠନ।1
- ସାଧା ପୋଷାକରେ ଦୁଇ ଯୁବକଙ୍କୁ ଉଠାଇ ନେବା ଅଭିଯୋଗ କରିଛନ୍ତି ସନପୁର ଡ଼ିଏନକେ ଗ୍ରାମ ଲୋକ ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ସନପୁର ଡିଏନକେ ଗ୍ରାମରେ ସାଧା ପୋଷାକରେ ଆସି ଦୁଇଜଣ ଯୁବକଙ୍କୁ ଉଠାଇ ନେବାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଘଟଣାକୁ ନେଇ ଗ୍ରାମବାସୀଙ୍କ ପକ୍ଷରୁ ବନ ବିଭାଗର କିଛି ଅଧିକାରୀଙ୍କ ବିରୋଧରେ ଥାନାରେ ଅଭିଯୋଗ ଦିଆଯାଇଥିବା ଜଣାପଡ଼ିଛି।2
- ଗଜପତି ଜିଲ୍ଲା କାଶୀନଗର ବ୍ଲକ ର ଏକ ପଂଚାୟତ ର ବିଦ୍ୟାଳୟ ରେ ତେଲୁଗୁ ସିନିମା ସୁଟିଙ୍ଗି ହେଇଥିବା ବେଳେ ପ୍ରଶାସନ ର ବିନା ଅନୁମତି ରେ କିପରି ହେଲା ଫୁଣି ସରପଞ୍ଚ ନିଜେ ଭାଇରଲ କଲେ1
- ବିବାଦ ଘେରରେ ଜୟପୁର R&B ବିଭାଗ ଠିକାଦାର–R&B ଅଧିକାରୀଙ୍କ ସଲାସୁତୁରାରେ ଚାଲିଛି କାମ ବୋଲି ଅଭିଯୋଗ ଆସୁଛି! ବିବାଦ ଘେରରେ ଜୟପୁର R&B ବିଭାଗ ଠିକାଦାର–R&B ଅଧିକାରୀଙ୍କ ସଲାସୁତୁରାରେ ଚାଲିଛି କାମ ବୋଲି ଅଭିଯୋଗ ଆସୁଛି!1
- Post by Kopad Breaking News1
- ଲୁହାଗୁଡ଼ି ଗ୍ରାମ ରେ ବିଷାକ୍ତ ସାପ ସହ ଗୋଟିଏ ଘରେ ରହୁଛନ୍ତି ଯୁବକ ଭୟ ନଥିବା କହିଛନ୍ତି କଣ କହୁଛନ୍ତି ଶୁଣନ୍ତୁ2