logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଅଟୋ ରିକ୍ସାରେ ଗଞ୍ଜେଇ ଚାଲାଣ,୪ ଅଭିଯୁକ୍ତ ଗିରଫ #Woman_suicide #Nabarangpur #National24

1 hr ago
user_Kopad Breaking News
Kopad Breaking News
କୋଟପାଡ, କୋରାପୁଟ, ଓଡ଼ିଶା•
1 hr ago

ଅଟୋ ରିକ୍ସାରେ ଗଞ୍ଜେଇ ଚାଲାଣ,୪ ଅଭିଯୁକ୍ତ ଗିରଫ #Woman_suicide #Nabarangpur #National24

More news from ଓଡ଼ିଶା and nearby areas
  • ଅଟୋ ରିକ୍ସାରେ ଗଞ୍ଜେଇ ଚାଲାଣ,୪ ଅଭିଯୁକ୍ତ ଗିରଫ #Woman_suicide #Nabarangpur #National24
    1
    ଅଟୋ ରିକ୍ସାରେ ଗଞ୍ଜେଇ ଚାଲାଣ,୪ ଅଭିଯୁକ୍ତ ଗିରଫ #Woman_suicide #Nabarangpur #National24
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    1 hr ago
  • କୋଷାଗୁମୁଡ଼ା ସଦର ମହକୁମା ର ଗ୍ରାମ୍ୟ ଜଳ ଯୋଗାଣ ଫେଲ,,,,୩ ଦିନ ରୁ ଲୋକେ,, ପାଣି ପାଇଁ ଡ଼ହଳ ବିକଳ,,,, କେବେ ପ୍ରଶାସନ ଜାଗ୍ରତ ହେବ ସାଧାରଣ ରେ ପ୍ରଶ୍ନ ? କୋଷାଗୁମୁଡ଼ା ସଦର ମହକୁମା ର ଗ୍ରାମ୍ୟ ଜଳ ଯୋଗାଣ ଫେଲ,,,,୩ ଦିନ ରୁ ଲୋକେ,, ପାଣି ପାଇଁ ଡ଼ହଳ ବିକଳ,,,, କେବେ ପ୍ରଶାସନ ଜାଗ୍ରତ ହେବ ସାଧାରଣ ରେ ପ୍ରଶ୍ନ ?
    1
    କୋଷାଗୁମୁଡ଼ା ସଦର ମହକୁମା ର ଗ୍ରାମ୍ୟ ଜଳ ଯୋଗାଣ ଫେଲ,,,,୩ ଦିନ ରୁ ଲୋକେ,, ପାଣି ପାଇଁ ଡ଼ହଳ ବିକଳ,,,, କେବେ ପ୍ରଶାସନ ଜାଗ୍ରତ ହେବ ସାଧାରଣ ରେ ପ୍ରଶ୍ନ ?
କୋଷାଗୁମୁଡ଼ା ସଦର ମହକୁମା ର ଗ୍ରାମ୍ୟ ଜଳ ଯୋଗାଣ ଫେଲ,,,,୩ ଦିନ ରୁ ଲୋକେ,, ପାଣି ପାଇଁ ଡ଼ହଳ ବିକଳ,,,, କେବେ ପ୍ରଶାସନ ଜାଗ୍ରତ ହେବ ସାଧାରଣ ରେ ପ୍ରଶ୍ନ ?
    user_Santosh kumar
    Santosh kumar
    Local News Reporter କୋସାଗୁମୁଡା, ନବରଙ୍ଗପୁର, ଓଡ଼ିଶା•
    19 hrs ago
  • ଜଳ ଯୋଗାଣ ବନ୍ଦକୁ ନେଇ ଅସନ୍ତୋଷ, ସମସ୍ୟାର ସମାଧାନ ଦାବି କଲେ ସମିତି ସଭ୍ୟ ଲକ୍ଷ୍ମଣ ପୂଜାରୀ ଜଳ ଯୋଗାଣ ବନ୍ଦକୁ ନେଇ ଅସନ୍ତୋଷ, ସମସ୍ୟାର ସମାଧାନ ଦାବି କଲେ ସମିତି ସଭ୍ୟ ଲକ୍ଷ୍ମଣ ପୂଜାରୀ
    1
    ଜଳ ଯୋଗାଣ ବନ୍ଦକୁ ନେଇ ଅସନ୍ତୋଷ, ସମସ୍ୟାର ସମାଧାନ ଦାବି କଲେ ସମିତି ସଭ୍ୟ  ଲକ୍ଷ୍ମଣ ପୂଜାରୀ
ଜଳ ଯୋଗାଣ ବନ୍ଦକୁ ନେଇ ଅସନ୍ତୋଷ, ସମସ୍ୟାର ସମାଧାନ ଦାବି କଲେ ସମିତି ସଭ୍ୟ  ଲକ୍ଷ୍ମଣ ପୂଜାରୀ
    user_Narendra Patra
    Narendra Patra
    Local News Reporter କୋସାଗୁମୁଡା, ନବରଙ୍ଗପୁର, ଓଡ଼ିଶା•
    19 hrs ago
  • ବିବାଦ ଘେରରେ ଜୟପୁର R&B ବିଭାଗ ଠିକାଦାର–R&B ଅଧିକାରୀଙ୍କ ସଲାସୁତୁରାରେ ଚାଲିଛି କାମ ବୋଲି ଅଭିଯୋଗ ଆସୁଛି! ବିବାଦ ଘେରରେ ଜୟପୁର R&B ବିଭାଗ ଠିକାଦାର–R&B ଅଧିକାରୀଙ୍କ ସଲାସୁତୁରାରେ ଚାଲିଛି କାମ ବୋଲି ଅଭିଯୋଗ ଆସୁଛି!
    1
    ବିବାଦ ଘେରରେ ଜୟପୁର R&B ବିଭାଗ
ଠିକାଦାର–R&B ଅଧିକାରୀଙ୍କ ସଲାସୁତୁରାରେ ଚାଲିଛି କାମ ବୋଲି ଅଭିଯୋଗ ଆସୁଛି!
ବିବାଦ ଘେରରେ ଜୟପୁର R&B ବିଭାଗ
ଠିକାଦାର–R&B ଅଧିକାରୀଙ୍କ ସଲାସୁତୁରାରେ ଚାଲିଛି କାମ ବୋଲି ଅଭିଯୋଗ ଆସୁଛି!
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    3 hrs ago
  • ସାଧା ପୋଷାକରେ ଦୁଇ ଯୁବକଙ୍କୁ ଉଠାଇ ନେବା ଅଭିଯୋଗ କରିଛନ୍ତି ସନପୁର ଡ଼ିଏନକେ ଗ୍ରାମ ଲୋକ ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ସନପୁର ଡିଏନକେ ଗ୍ରାମରେ ସାଧା ପୋଷାକରେ ଆସି ଦୁଇଜଣ ଯୁବକଙ୍କୁ ଉଠାଇ ନେବାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଘଟଣାକୁ ନେଇ ଗ୍ରାମବାସୀଙ୍କ ପକ୍ଷରୁ ବନ ବିଭାଗର କିଛି ଅଧିକାରୀଙ୍କ ବିରୋଧରେ ଥାନାରେ ଅଭିଯୋଗ ଦିଆଯାଇଥିବା ଜଣାପଡ଼ିଛି।
    2
    ସାଧା ପୋଷାକରେ ଦୁଇ ଯୁବକଙ୍କୁ ଉଠାଇ ନେବା ଅଭିଯୋଗ କରିଛନ୍ତି ସନପୁର ଡ଼ିଏନକେ ଗ୍ରାମ ଲୋକ 
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ସନପୁର ଡିଏନକେ ଗ୍ରାମରେ ସାଧା ପୋଷାକରେ ଆସି ଦୁଇଜଣ ଯୁବକଙ୍କୁ ଉଠାଇ ନେବାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଘଟଣାକୁ ନେଇ ଗ୍ରାମବାସୀଙ୍କ ପକ୍ଷରୁ ବନ ବିଭାଗର କିଛି ଅଧିକାରୀଙ୍କ ବିରୋଧରେ ଥାନାରେ ଅଭିଯୋଗ ଦିଆଯାଇଥିବା ଜଣାପଡ଼ିଛି।
    user_Dinu kuldeep
    Dinu kuldeep
    ରାୟଘର, ନବରଙ୍ଗପୁର, ଓଡ଼ିଶା•
    2 hrs ago
  • ସୋସିଆଲ ମିଡିଆରେ ମାନବିକତାର ନୂଆ ମୁହଁ ରିଲ୍ସରୁ ରୋଗୀଙ୍କ ପାଇଁ ସହାୟତା, ରିଲ୍ସ ଦେଖି ଲୋକେ ହସନ୍ତି, ମନୋରଞ୍ଜନ କରନ୍ତି। କିନ୍ତୁ ସେହି ରିଲ୍ସ ଯଦି କାହାର ଦୁଃଖ କହେ, କାହାର ଚିକିତ୍ସା ପାଇଁ ସହାୟତା ମାଗେ, ତେବେ ଏହା କେବଳ ଏକ ଭିଡିଓ ହୋଇ ରହେନି। ପାଲଟିଯାଏ ମାନବିକତାର ଏକ ମାଧ୍ୟମ। ମାଲକାନଗିରିରେ ଏବେ ଏଭଳି କିଛି ଯୁବ ସୋସିଆଲ ମିଡିଆ କ୍ରିଏଟର ନିଜ ଲୋକପ୍ରିୟତାକୁ ଅସହାୟଙ୍କ ସହାୟତାରେ ବ୍ୟବହାର କରି ସୃଷ୍ଟି କରୁଛନ୍ତି ଏକ ଭିନ୍ନ ଉଦାହରଣ।ଆପଣ ଯଦି ମାଲକାନଗିରି ଜିଲ୍ଲାର ହୋଇଥିବେ, ସୋସିଆଲ ମିଡିଆ ସ୍କ୍ରୋଲ କରୁ କରୁ ହୁଏତ ଆପଣଙ୍କ ଆଖିରେ ପଡ଼ିଥିବ ଏହି ଭିଡିଓ।ଜଣେ ଅସହାୟ ରୋଗୀଙ୍କ ଚିକିତ୍ସା ପାଇଁ ସହାୟତାର ନିବେଦନ। ଜଣେ କ୍ରିଏଟରଙ୍କ ଏହି ଆହ୍ୱାନ ଏବେ ପହଞ୍ଚୁଛି ଶହ ଶହ ଲୋକଙ୍କ ପାଖରେ।ଇନଷ୍ଟାଗ୍ରାମ, ଫେସବୁକ୍‌ କିମ୍ବା ୟୁଟ୍ୟୁବରେ ଯେଉଁ କ୍ରିଏଟରଙ୍କ ଭିଡିଓ ହଜାର ହଜାର ଲୋକ ଦେଖନ୍ତି, ଆଜି ସେହି କ୍ରିଏଟରଙ୍କ କଥା ଶୁଣି ଅନ୍ୟ ଜଣଙ୍କ ଜୀବନ ବଞ୍ଚାଇବା ପାଇଁ ଆଗକୁ ଆସୁଛନ୍ତି ଲୋକେ।କେହି ଶହେ ଟଙ୍କା, କେହି ହଜାର ଟଙ୍କା, ଆଉ କେହି ନିଜ ସାମର୍ଥ୍ୟ ଅନୁଯାୟୀ ସହାୟତା କରୁଛନ୍ତି। ଲକ୍ଷ୍ୟ ଗୋଟିଏ—ଅସହାୟ ରୋଗୀଙ୍କ ଚିକିତ୍ସାରେ ସହଯୋଗ କରିବା।ସୋସିଆଲ ମିଡିଆରେ ଜଣେ ଯୁବତୀଙ୍କ ଆବେଦନ—ଜଣେ ଅସହାୟ ରୋଗୀଙ୍କ ଚିକିତ୍ସା ପାଇଁ ସହାୟତା କରନ୍ତୁ। ଏ ହେଉଛନ୍ତି ଅନୁପମା ଡିମ୍ପଲ୍। କେବଳ ଭିଡିଓ କରି ଆବେଦନ କରିବାରେ ସେ ଅଟକି ଯାଇନାହାନ୍ତି। ନିଜ ହାତରେ ସହାୟତା ବକ୍ସ ଧରି ନିଜ ଗାଁରୁ ଆରମ୍ଭ କରି କାଲିମେଳା ଓ ଆଖପାଖ ଅଞ୍ଚଳର ବିଭିନ୍ନ ଗାଁକୁ ଯାଇଛନ୍ତି। ଘର ଘର ବୁଲି ରୋଗୀଙ୍କ ପାଇଁ ସହାୟତା ମାଗିଛନ୍ତି। ରୋଗୀଙ୍କ ସହ କୌଣସି ସମ୍ପର୍କ ନଥିଲେ ମଧ୍ୟ, ରୋଗ ବିଷୟରେ ଜାଣିନଥିଲେ ମଧ୍ୟ—କେବଳ ଜଣେ ଅସହାୟଙ୍କ ଅସୁବିଧା ଜାଣିବା ପରେ ନିଜ ସାମର୍ଥ୍ୟ ଅନୁଯାୟୀ ସହଯୋଗ କରିଛନ୍ତି ଲୋକେ।ଏଭଳି ଆହ୍ୱାନ ନେଇ ଆଗକୁ ଆସୁଛନ୍ତି ଆହୁରି ଅନେକ କଣ୍ଟେଣ୍ଟ କ୍ରିଏଟର। ତାପସ ମୋବାଇଲ କେୟର ଓ ସଞ୍ଜନା ଖରା ଏବଂ ଗୁଡ଼ି କଣ କହୁଛନ୍ତି ସୁନ୍ତୁ... ଏ ହେଉଛି ପ୍ୟାସନ୍ ଫ୍ରେମ୍‌ର ସ୍ୱରୂପ କୁମାର ବୈଦ୍ୟଙ୍କ ଆବେଦନ। ଭିଡିଓରେ ରହିଛି ଜଣେ ଅସହାୟଙ୍କ ପାଇଁ ସହଯୋଗର ନିବେଦନ। ଆଉ ଏହି ଆହ୍ୱାନ ଦେଖି ଅନେକ ଲୋକ ମଧ୍ୟ ଆଗକୁ ଆସୁଛନ୍ତି ସହାୟତାର ହାତ ବଢ଼ାଇବାକୁ।ଜଣେ, ଦୁଇଜଣ ନୁହେଁ—ଏକାଧିକ କ୍ରିଏଟର ଆଜି ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ଅସହାୟଙ୍କ ସ୍ୱର କରିବାକୁ ଚେଷ୍ଟା କରୁଛନ୍ତି।ଯେଉଁମାନଙ୍କୁ ଲୋକେ ଦେଖନ୍ତି, ଯେଉଁମାନଙ୍କ କଥା ଶୁଣନ୍ତି, ସେହି ଲୋକପ୍ରିୟତା ଏବେ କାହାର ଚିକିତ୍ସା, କାହାର ଅସ୍ତ୍ରୋପଚାର ଓ କାହାର ପରିବାର ପାଇଁ ଆଶାର କିରଣ ପାଲଟୁଛି।କେହି କେବଳ ରିଲ୍ସ ତିଆରି କରୁନାହାନ୍ତି। ରାସ୍ତା, ପାନୀୟଜଳ, ଶିକ୍ଷା ଓ ସ୍ୱାସ୍ଥ୍ୟ ଭଳି ସାଧାରଣ ଲୋକଙ୍କ ସମସ୍ୟାକୁ ମଧ୍ୟ ନିଜ ଭିଡିଓ ମାଧ୍ୟମରେ ସାମ୍ନାକୁ ଆଣୁଛନ୍ତି।କେଉଁଠି ସରକାରୀ ଯୋଜନାର ସୁଯୋଗ କିପରି ମିଳିବ, କେଉଁଠି କେଉଁ ଦଲିଲ ଦରକାର—ଏଭଳି ଜରୁରୀ ସୂଚନା ଦେଇ ସାଧାରଣ ଲୋକଙ୍କୁ ମଧ୍ୟ ସଚେତନ କରୁଛନ୍ତି।ଜେନ୍‌ ଜି ପିଢ଼ିକୁ ନେଇ ଅନେକ କଥା ଶୁଣିବାକୁ ମିଳେ।ସୋସିଆଲ ମିଡିଆରେ ଅଧିକ ସମୟ, ରିଲ୍ସରେ ମଗ୍ନ ଯୁବପିଢ଼ି—ଏଭଳି ଆଲୋଚନା ମଧ୍ୟ ହୁଏ।କିନ୍ତୁ ଏହି ଚିତ୍ରର ଅନ୍ୟ ଏକ ପାର୍ଶ୍ୱ ମଧ୍ୟ ରହିଛି। ସେହି ସୋସିଆଲ ମିଡିଆରୁ ଯଦି ଜଣେ ରୋଗୀଙ୍କ ପାଇଁ ସହାୟତା ପହଞ୍ଚେ, ଯଦି ଜଣେ ଗରିବ ପରିବାରର ଚିକିତ୍ସା ସମ୍ଭବ ହୁଏ, ତେବେ ଏହି ପିଢ଼ିର ମାନବିକତାକୁ ମଧ୍ୟ ଦେଖିବା ଦରକାର।ଅସୁବିଧା ସମୟରେ ଯେଉଁମାନେ ପାଖରେ ଛିଡ଼ା ହୁଅନ୍ତି, ସେମାନଙ୍କ ପାଇଁ ରୋଗୀଙ୍କ ପରିବାରର ଆଶୀର୍ବାଦ ହିଁ ବୋଧହୁଏ ସବୁଠାରୁ ବଡ଼ ପୁରସ୍କାର।.....
    3
    ସୋସିଆଲ ମିଡିଆରେ ମାନବିକତାର ନୂଆ ମୁହଁ
ରିଲ୍ସରୁ ରୋଗୀଙ୍କ ପାଇଁ ସହାୟତା,


ରିଲ୍ସ ଦେଖି ଲୋକେ ହସନ୍ତି, ମନୋରଞ୍ଜନ କରନ୍ତି। କିନ୍ତୁ ସେହି ରିଲ୍ସ ଯଦି କାହାର ଦୁଃଖ କହେ, କାହାର ଚିକିତ୍ସା ପାଇଁ ସହାୟତା ମାଗେ, ତେବେ ଏହା କେବଳ ଏକ ଭିଡିଓ ହୋଇ ରହେନି। ପାଲଟିଯାଏ ମାନବିକତାର ଏକ ମାଧ୍ୟମ।
ମାଲକାନଗିରିରେ ଏବେ ଏଭଳି କିଛି ଯୁବ ସୋସିଆଲ ମିଡିଆ କ୍ରିଏଟର ନିଜ ଲୋକପ୍ରିୟତାକୁ ଅସହାୟଙ୍କ ସହାୟତାରେ ବ୍ୟବହାର କରି ସୃଷ୍ଟି କରୁଛନ୍ତି ଏକ ଭିନ୍ନ ଉଦାହରଣ।ଆପଣ ଯଦି ମାଲକାନଗିରି ଜିଲ୍ଲାର ହୋଇଥିବେ, ସୋସିଆଲ ମିଡିଆ ସ୍କ୍ରୋଲ କରୁ କରୁ ହୁଏତ ଆପଣଙ୍କ ଆଖିରେ ପଡ଼ିଥିବ ଏହି ଭିଡିଓ।ଜଣେ ଅସହାୟ ରୋଗୀଙ୍କ ଚିକିତ୍ସା ପାଇଁ ସହାୟତାର ନିବେଦନ। ଜଣେ କ୍ରିଏଟରଙ୍କ ଏହି ଆହ୍ୱାନ ଏବେ ପହଞ୍ଚୁଛି ଶହ ଶହ ଲୋକଙ୍କ ପାଖରେ।ଇନଷ୍ଟାଗ୍ରାମ, ଫେସବୁକ୍‌ କିମ୍ବା ୟୁଟ୍ୟୁବରେ ଯେଉଁ କ୍ରିଏଟରଙ୍କ ଭିଡିଓ ହଜାର ହଜାର ଲୋକ ଦେଖନ୍ତି, ଆଜି ସେହି କ୍ରିଏଟରଙ୍କ କଥା ଶୁଣି ଅନ୍ୟ ଜଣଙ୍କ ଜୀବନ ବଞ୍ଚାଇବା ପାଇଁ ଆଗକୁ ଆସୁଛନ୍ତି ଲୋକେ।କେହି ଶହେ ଟଙ୍କା, କେହି ହଜାର ଟଙ୍କା, ଆଉ କେହି ନିଜ ସାମର୍ଥ୍ୟ ଅନୁଯାୟୀ ସହାୟତା କରୁଛନ୍ତି। ଲକ୍ଷ୍ୟ ଗୋଟିଏ—ଅସହାୟ ରୋଗୀଙ୍କ ଚିକିତ୍ସାରେ ସହଯୋଗ କରିବା।ସୋସିଆଲ ମିଡିଆରେ ଜଣେ ଯୁବତୀଙ୍କ ଆବେଦନ—ଜଣେ ଅସହାୟ ରୋଗୀଙ୍କ ଚିକିତ୍ସା ପାଇଁ ସହାୟତା କରନ୍ତୁ।
ଏ ହେଉଛନ୍ତି ଅନୁପମା ଡିମ୍ପଲ୍। କେବଳ ଭିଡିଓ କରି ଆବେଦନ କରିବାରେ ସେ ଅଟକି ଯାଇନାହାନ୍ତି।
ନିଜ ହାତରେ ସହାୟତା ବକ୍ସ ଧରି ନିଜ ଗାଁରୁ ଆରମ୍ଭ କରି କାଲିମେଳା ଓ ଆଖପାଖ ଅଞ୍ଚଳର ବିଭିନ୍ନ ଗାଁକୁ ଯାଇଛନ୍ତି। ଘର ଘର ବୁଲି ରୋଗୀଙ୍କ ପାଇଁ ସହାୟତା ମାଗିଛନ୍ତି।
ରୋଗୀଙ୍କ ସହ କୌଣସି ସମ୍ପର୍କ ନଥିଲେ ମଧ୍ୟ, ରୋଗ ବିଷୟରେ ଜାଣିନଥିଲେ ମଧ୍ୟ—କେବଳ ଜଣେ ଅସହାୟଙ୍କ ଅସୁବିଧା ଜାଣିବା ପରେ ନିଜ ସାମର୍ଥ୍ୟ ଅନୁଯାୟୀ ସହଯୋଗ କରିଛନ୍ତି ଲୋକେ।ଏଭଳି ଆହ୍ୱାନ ନେଇ ଆଗକୁ ଆସୁଛନ୍ତି ଆହୁରି ଅନେକ କଣ୍ଟେଣ୍ଟ କ୍ରିଏଟର। ତାପସ ମୋବାଇଲ କେୟର ଓ ସଞ୍ଜନା ଖରା ଏବଂ ଗୁଡ଼ି କଣ କହୁଛନ୍ତି ସୁନ୍ତୁ...
ଏ ହେଉଛି ପ୍ୟାସନ୍ ଫ୍ରେମ୍‌ର ସ୍ୱରୂପ କୁମାର ବୈଦ୍ୟଙ୍କ ଆବେଦନ। ଭିଡିଓରେ ରହିଛି ଜଣେ ଅସହାୟଙ୍କ ପାଇଁ ସହଯୋଗର ନିବେଦନ। ଆଉ ଏହି ଆହ୍ୱାନ ଦେଖି ଅନେକ ଲୋକ ମଧ୍ୟ ଆଗକୁ ଆସୁଛନ୍ତି ସହାୟତାର ହାତ ବଢ଼ାଇବାକୁ।ଜଣେ, ଦୁଇଜଣ ନୁହେଁ—ଏକାଧିକ କ୍ରିଏଟର ଆଜି ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ଅସହାୟଙ୍କ ସ୍ୱର କରିବାକୁ ଚେଷ୍ଟା କରୁଛନ୍ତି।ଯେଉଁମାନଙ୍କୁ ଲୋକେ ଦେଖନ୍ତି, ଯେଉଁମାନଙ୍କ କଥା ଶୁଣନ୍ତି, ସେହି ଲୋକପ୍ରିୟତା ଏବେ କାହାର ଚିକିତ୍ସା, କାହାର ଅସ୍ତ୍ରୋପଚାର ଓ କାହାର ପରିବାର ପାଇଁ ଆଶାର କିରଣ ପାଲଟୁଛି।କେହି କେବଳ ରିଲ୍ସ ତିଆରି କରୁନାହାନ୍ତି। ରାସ୍ତା, ପାନୀୟଜଳ, ଶିକ୍ଷା ଓ ସ୍ୱାସ୍ଥ୍ୟ ଭଳି ସାଧାରଣ ଲୋକଙ୍କ ସମସ୍ୟାକୁ ମଧ୍ୟ ନିଜ ଭିଡିଓ ମାଧ୍ୟମରେ ସାମ୍ନାକୁ ଆଣୁଛନ୍ତି।କେଉଁଠି ସରକାରୀ ଯୋଜନାର ସୁଯୋଗ କିପରି ମିଳିବ, କେଉଁଠି କେଉଁ ଦଲିଲ ଦରକାର—ଏଭଳି ଜରୁରୀ ସୂଚନା ଦେଇ ସାଧାରଣ ଲୋକଙ୍କୁ ମଧ୍ୟ ସଚେତନ କରୁଛନ୍ତି।ଜେନ୍‌ ଜି ପିଢ଼ିକୁ ନେଇ ଅନେକ କଥା ଶୁଣିବାକୁ ମିଳେ।ସୋସିଆଲ ମିଡିଆରେ ଅଧିକ ସମୟ, ରିଲ୍ସରେ ମଗ୍ନ ଯୁବପିଢ଼ି—ଏଭଳି ଆଲୋଚନା ମଧ୍ୟ ହୁଏ।କିନ୍ତୁ ଏହି ଚିତ୍ରର ଅନ୍ୟ ଏକ ପାର୍ଶ୍ୱ ମଧ୍ୟ ରହିଛି।
ସେହି ସୋସିଆଲ ମିଡିଆରୁ ଯଦି ଜଣେ ରୋଗୀଙ୍କ ପାଇଁ ସହାୟତା ପହଞ୍ଚେ, ଯଦି ଜଣେ ଗରିବ ପରିବାରର ଚିକିତ୍ସା ସମ୍ଭବ ହୁଏ, ତେବେ ଏହି ପିଢ଼ିର ମାନବିକତାକୁ ମଧ୍ୟ ଦେଖିବା ଦରକାର।ଅସୁବିଧା ସମୟରେ ଯେଉଁମାନେ ପାଖରେ ଛିଡ଼ା ହୁଅନ୍ତି, ସେମାନଙ୍କ ପାଇଁ ରୋଗୀଙ୍କ ପରିବାରର ଆଶୀର୍ବାଦ ହିଁ ବୋଧହୁଏ ସବୁଠାରୁ ବଡ଼ ପୁରସ୍କାର।.....
    user_Malkangiri Update news
    Malkangiri Update news
    ମାଲକାନଗିରି, ମାଲକାନଗିରି, ଓଡ଼ିଶା•
    20 hrs ago
  • NAACH JHUM BAND PARTY 💥B. MUSKUNI
    1
    NAACH JHUM BAND PARTY 💥B. MUSKUNI
    user_NAACH JHUM BAND PARTY
    NAACH JHUM BAND PARTY
    ରାୟଗଡା, ରାୟଗଡା, ଓଡ଼ିଶା•
    8 hrs ago
  • Post by Kopad Breaking News
    1
    Post by Kopad Breaking News
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    1 hr ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.