Shuru
Apke Nagar Ki App…
NAACH JHUM BAND PARTY 💥B. MUSKUNI
NAACH JHUM BAND PARTY
NAACH JHUM BAND PARTY 💥B. MUSKUNI
More news from ଓଡ଼ିଶା and nearby areas
- NAACH JHUM BAND PARTY 💥B. MUSKUNI1
- ୟୁନିଅନ ଗ୍ରାମ୍ୟ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ପକ୍ଷରୁ ବସ୍ତ୍ର ଓ ଚିତ୍ରକଳା ତାଲିମ୍ ଶିବିର ଶୁଭାରମ୍ଭ ୟୁନିଅନ ଗ୍ରାମ୍ୟ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ପକ୍ଷରୁ ବସ୍ତ୍ର ଓ ଚିତ୍ରକଳା ତାଲିମ୍ ଶିବିର ଶୁଭାରମ୍ଭ ପାରଳାଖେମୁଣ୍ଡି,ଗଜପତି ଜିଲ୍ଲା ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନ ଦ୍ଵାରା ୩୫ଜଣ ମହିଳା ତାଲିମାର୍ଥୀ “ବସ୍ତ୍ର ଓ ଚିତ୍ର କଳା ତାଲିମ” କାର୍ଯ୍ୟକ୍ରମର ଶୁଭ ଉଦଘାଟନୀ ଉତ୍ସବ ୟୁନିୟନ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଶ୍ରେଣୀ ଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଛି Iଏହି ୩୧ ଦିନିଆ ତାଲିମ କାର୍ଯ୍ୟକ୍ରମଟି ସ୍ଥାନୀୟ ୟୁନିୟନ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ, ଗଜପତିରେ ଚାଲୁରହିବ l ଏଥିରେ ଗଜପତି ଜିଲ୍ଲାର ୭ ଗୋଟି ବ୍ଲକର ବିଭିନ୍ନ ଗ୍ରାମ ପଂଚାୟତର ମହିଳା ମାନଙ୍କୁ ବସ୍ତ୍ର ଓ ଚିତ୍ର କଳା ତାଲିମ ଦିଆଯିବ। ଏଥିରେ ମୋଟ ୩୫ ଜଣ ମହିଳା ଉପସ୍ଥିତଥିଲେ । ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ଶ୍ରୀମାନ ତିମନ ବାରା, ଓଡ଼ିଶା ଜୀବିକା ମିଶନ ତଥା ମିଶନ ଶକ୍ତି-ଗଜପତି ଏବଂ ଶ୍ରୀମାନ ଅଭିଷେକ ମିଶ୍ର, ମୁଖ୍ୟ ଜିଲ୍ଲା ବ୍ୟାଙ୍କ ପରିଚାଳକ ତଥା ନିର୍ଦ୍ଦେଶକ, ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନ – ଗଜପତି, ସଭାପତିତ୍ୱ କରିଥିଲେ ତଥା ଶ୍ରୀମତୀ ଏ.ବାଲାମଣି ଆଚାରୀ, ପ୍ରଶିକ୍ଷିକା ସମ୍ମାନିତ ଅତିଥି ଭାବେ ଯୋଗଦେଇ ତାଲିମାର୍ଥୀ ମାନଙ୍କୁ ବସ୍ତ୍ର ଓ ଚିତ୍ର କଳା ତାଲିମ କରି ସ୍ୱରୋଜଗାର କରିବାକୁ ଉତ୍ସାହିତ କରିଥିଲେ l ମହିଳା ତାଲିମ ପ୍ରତିଭାଗୀ ମାନଙ୍କୁ ଭାଷଣ ମାଧ୍ୟମରେ ବିଭିନ୍ନ ଉଦାହରଣ ଦେଇ ମନଯୋଗ ସହକାରେ ତାଲିମ ପ୍ରାପ୍ତ ହୋଇ ଭବିଷ୍ୟତରେ ଉତ୍ତରୋତ୍ତର ଉନ୍ନତି କରିବାକୁ ପରାମର୍ଶ ଦେଇଥିଲେ ଏବଂ ସମସ୍ତେ ଯେପରି ଭବିଷ୍ୟତରେ ନିଜେ ଜଣେ ସ୍ୱାବଲମ୍ବୀ ଭାବେ ରୋଜକାରୀକ୍ଷମ ଉଦ୍ୟୋଗୀ ହୋଇପାରିବେ । ବରିଷ୍ଠ ପ୍ରାଧ୍ୟାପକ ଶ୍ରୀମାନ ଦିଲ୍ଲୀପ କୁମାର ତନ୍ତି ଉପସ୍ଥିତ ରହି କାର୍ଯ୍ୟକୁ ସୁଚାର ରୂପେ ସମ୍ପାଦନା କରିଥିଲେ ଏବଂ ଅନୁଷ୍ଠାନର ପ୍ରାଧ୍ୟାପକ ତଥା ସଂଯୋଜକ ଶ୍ରୀମାନ ପ୍ରଦୀପ କୁମାର ଦାସ ଉପସ୍ଥିତ ରହି ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ । ଗଜପତି ଜିଲା ରୁ ଟିକି ଲିମା ଙ୍କ ରିପୋର୍ଟ ଖବର ତରଙ୍ଗ1
- ବିବାଦ ଘେରରେ ଜୟପୁର R&B ବିଭାଗ ଠିକାଦାର–R&B ଅଧିକାରୀଙ୍କ ସଲାସୁତୁରାରେ ଚାଲିଛି କାମ ବୋଲି ଅଭିଯୋଗ ଆସୁଛି! ବିବାଦ ଘେରରେ ଜୟପୁର R&B ବିଭାଗ ଠିକାଦାର–R&B ଅଧିକାରୀଙ୍କ ସଲାସୁତୁରାରେ ଚାଲିଛି କାମ ବୋଲି ଅଭିଯୋଗ ଆସୁଛି!1
- ମୋହନା ରେ ଶ୍ରାବଣ ମାସ ଶେଷ ଦିନ ରେ କାଉଡିଆ ଙ୍କ ନଗର ପରିକ୍ରମା କରି ନୀଳକଣ୍ଠେଶ୍ଵର ଶିବ ମନ୍ଦିର ରେ ଜଳାଭିଷେକ କରିଛନ୍ତି3
- 🙂🥺🥺🙄🙄😄🤭1
- ଛାତ୍ରଙ୍କ ମୃତଦେହ ଉଦ୍ଧାର,ହତ୍ୟା ସନ୍ଦେହ କଲେ ପରିବାର l Student Death Body recovery l Boriguma l Koraput1
- କୋଷାଗୁମୁଡ଼ା ସଦର ମହକୁମା ର ଗ୍ରାମ୍ୟ ଜଳ ଯୋଗାଣ ଫେଲ,,,,୩ ଦିନ ରୁ ଲୋକେ,, ପାଣି ପାଇଁ ଡ଼ହଳ ବିକଳ,,,, କେବେ ପ୍ରଶାସନ ଜାଗ୍ରତ ହେବ ସାଧାରଣ ରେ ପ୍ରଶ୍ନ ? କୋଷାଗୁମୁଡ଼ା ସଦର ମହକୁମା ର ଗ୍ରାମ୍ୟ ଜଳ ଯୋଗାଣ ଫେଲ,,,,୩ ଦିନ ରୁ ଲୋକେ,, ପାଣି ପାଇଁ ଡ଼ହଳ ବିକଳ,,,, କେବେ ପ୍ରଶାସନ ଜାଗ୍ରତ ହେବ ସାଧାରଣ ରେ ପ୍ରଶ୍ନ ?1
- ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଅଜୟଗଡ ଗ୍ରାମରେ ବହୁ ପ୍ରତୀକ୍ଷିତ ସାପ୍ତାହିକ ହାଟର ଶୁଭ ଉଦଘାଟନ ଅନୁଷ୍ଠିତ ହୋଇଛି ଅଜୟଗଡ ସାପ୍ତାହିକ ହାଟର ଶୁଭ ଉଦଘାଟନ କଲେ ପାରଳା ବିଧାୟକ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଅଜୟଗଡ ଗ୍ରାମରେ ବହୁ ପ୍ରତୀକ୍ଷିତ ସାପ୍ତାହିକ ହାଟର ଶୁଭ ଉଦଘାଟନ ଅନୁଷ୍ଠିତ ହୋଇଛି। ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ହାଟର ଶୁଭ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମ ରେ ବିଧାୟକଙ୍କ ସମେତ ଗୁମ୍ମା ବ୍ଲକର ଗୋଷ୍ଟି ଉନ୍ନୟନ ଅଧିକାରୀ ଦୁଲେରାମ ମାରାଣ୍ଡି , ଗୁମ୍ମା ବ୍ଲକ ତହସିଲଦାର ଶରତ ଶବର, ଗୁମ୍ମା ବ୍ଲକ ଅଧ୍ୟକ୍ଷା ସୁନେମି ମଣ୍ଡଳ, ଅଜୟଗଡ ସରପଞ୍ଚ ସୁଲମି ଗମାଙ୍ଗ, ସମିତି ସଭ୍ୟ ରିବିକା ଗମାଙ୍ଗ ଙ୍କ ସହ ବିଭିନ୍ନ ଅଧିକାରୀ,ବୁଦ୍ଧିଜିବୀ ଓ ଅଞ୍ଚଳବାସୀ ଉପସ୍ଥିତ ଥିଲେ। ଅଜୟଗଡ ଅଞ୍ଚଳରେ ଏକ ସୁବିଧାଜନକ ସାପ୍ତାହିକ ହାଟ ପ୍ରତିଷ୍ଠା ପାଇଁ ଗ୍ରାମବାସୀ ଦୀର୍ଘଦିନ ଧରି ଦାବି କରିଆସୁଥିଲେ। ହାଟ ନଥିବାରୁ ସ୍ଥାନୀୟ ଚାଷୀ, ବ୍ୟବସାୟୀ ଓ ସାଧାରଣ ଲୋକଙ୍କୁ ନିଜର ଉତ୍ପାଦ ବିକ୍ରି ଏବଂ ଦୈନନ୍ଦିନ ଆବଶ୍ୟକ ସାମଗ୍ରୀ କିଣିବା ପାଇଁ ଅନ୍ୟ ଅଞ୍ଚଳକୁ ଯିବାକୁ ପଡୁଥିଲା। ହାଟ ନିର୍ମାଣ ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ବହୁବାର ଦାବି ହୋଇଥିଲେ ମଧ୍ୟ ଦୀର୍ଘ ସମୟ ଧରି ଏହା ବାସ୍ତବ ରୂପ ନେଇପାରିନଥିଲା। ଶେଷରେ ବିଧାୟକ ରୂପେଶ ପାଣିଗ୍ରାହୀଙ୍କ ପ୍ରଚେଷ୍ଟାରେ ଅଜୟଗଡରେ ସାପ୍ତାହିକ ହାଟ ପ୍ରତିଷ୍ଠା ହୋଇଥିବାରୁ ଅଞ୍ଚଳବାସୀଙ୍କ ଦୀର୍ଘଦିନର ଆଶା ପୂରଣ ହୋଇଛି।ଏହି ହାଟ ଆରମ୍ଭ ହେବା ଦ୍ୱାରା ସ୍ଥାନୀୟ ଚାଷୀ ଓ ବ୍ୟବସାୟୀମାନେ ନିଜର କୃଷିଜାତ ଦ୍ରବ୍ୟ, ପନିପରିବା ଓ ଅନ୍ୟାନ୍ୟ ସାମଗ୍ରୀ ସହଜରେ ବିକ୍ରି କରିପାରିବେ। ଏଥିସହ ସ୍ଥାନୀୟ ଲୋକଙ୍କୁ ନିକଟରେ ଆବଶ୍ୟକ ସାମଗ୍ରୀ ମିଳିବା ସହ ଅଞ୍ଚଳର ଛୋଟ ବ୍ୟବସାୟୀମାନଙ୍କ ପାଇଁ ରୋଜଗାରର ସୁଯୋଗ ମଧ୍ୟ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଶୁଭ ଉଦଘାଟନ ଅବସରରେ ବିଧାୟକ ଶ୍ରୀ ପାଣିଗ୍ରାହୀ ହାଟର ସୁବ୍ୟବସ୍ଥା, ପରିମଳ ଓ ଲୋକଙ୍କ ସୁବିଧା ପ୍ରତି ଗୁରୁତ୍ୱ ଦେବାକୁ ସମ୍ପୃକ୍ତ ଅଧିକାରୀ ଓ ସ୍ଥାନୀୟ ପ୍ରତିନିଧିମାନଙ୍କୁ ପରାମର୍ଶ ପ୍ରଦାନ କରିଥିଲେ। ଦୀର୍ଘଦିନର ଦାବି ପୂରଣ ହୋଇ ଅଜୟଗଡରେ ସାପ୍ତାହିକ ହାଟ ଆରମ୍ଭ ହୋଇଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଖୁସିର ମାହୋଲ ଦେଖାଦେଇଛି। ଏଥିପାଇଁ ଅଞ୍ଚଳବାସୀ ବିଧାୟକ ରୂପେଶ ପାଣିଗ୍ରାହୀଙ୍କୁ ଧନ୍ୟବାଦ ଜଣାଇବା ସହ ଆଗାମୀ ଦିନରେ ହାଟର ସୁବ୍ୟବସ୍ଥା ଓ ଉନ୍ନତି ପାଇଁ ଆହୁରି ପଦକ୍ଷେପ ନିଆଯିବ ବୋଲି ଆଶା ପ୍ରକାଶ କରିଛନ୍ତି।1