Shuru
Apke Nagar Ki App…
#ଫେଲ୍_ହେଲା_ଲ୍ୟାଣ୍ଡିଂ #ଆକାଶରେ_ଥରିଲେ #ଶହ_ଶହ_ଯାତ୍ରୀ ଅଳ୍ପକେ ବଡ଼ ଧରଣର ବିମାନ ଦୁର୍ଘଟଣାରୁ ବର୍ତ୍ତିଗଲେ ଶହ ଶହ ଯାତ୍ରୀ। ଇସ୍ତାନବୁଲ୍ରୁ ତୁନିସିଆ ଯାଉଥିବା ତୁର୍କିସ୍ ଏୟାରଲାଇନ୍ସର ଏକ ବିମାନ ଖରାପ ପାଗ ଓ ପ୍ରବଳ ଝଡ଼ତୋଫାନ ଯୋଗୁଁ ତିନି ତିନି ଥର ଅବତରଣ କରିବାରେ ବିଫଳ ହୋଇଥିଲା।
Rajib Behera
#ଫେଲ୍_ହେଲା_ଲ୍ୟାଣ୍ଡିଂ #ଆକାଶରେ_ଥରିଲେ #ଶହ_ଶହ_ଯାତ୍ରୀ ଅଳ୍ପକେ ବଡ଼ ଧରଣର ବିମାନ ଦୁର୍ଘଟଣାରୁ ବର୍ତ୍ତିଗଲେ ଶହ ଶହ ଯାତ୍ରୀ। ଇସ୍ତାନବୁଲ୍ରୁ ତୁନିସିଆ ଯାଉଥିବା ତୁର୍କିସ୍ ଏୟାରଲାଇନ୍ସର ଏକ ବିମାନ ଖରାପ ପାଗ ଓ ପ୍ରବଳ ଝଡ଼ତୋଫାନ ଯୋଗୁଁ ତିନି ତିନି ଥର ଅବତରଣ କରିବାରେ ବିଫଳ ହୋଇଥିଲା।
More news from ଓଡ଼ିଶା and nearby areas
- ଗାଡ଼ି ଚୋରଙ୍କ ଟାର୍ଗେଟରେ ଅନଲାଇନ ପରୀକ୍ଷା କେନ୍ଦ୍ର । ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିବାବେଳେ ଚାଲିଥିଲା ମୋବାଇଲ୍ ଓ ବାଇକ୍ ଚୋରି । ଏନେଇ ଜଣେ ପରୀକ୍ଷ।ର୍ଥୀ ଥାନାରେ ଅଭିଯୋଗ କରିବା ପରେ ଲୁଟ୍ ର ପର୍ଦ୍ଦାଫାସ କରିଛି ପୋଲିସ1
- ବାରିପଦା ପୂର୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର କୁନି କୁନି ପିଲା ମାନଙ୍କ ଦ୍ୱାରା ମୂର୍ତ୍ତି ତିଆରି ଓ ସାଜସଜ୍ଜା1
- ଗୋପବନ୍ଧୁ ନଗର ବ୍ଲକ ଅଧିନ ସାନ ଖୁଣ୍ଟା ପଞ୍ଚାୟତ ର ବଡ଼ଖୁଣ୍ଟା ଖେଳ ପଡ଼ିଆ ଠାରେ ବାଣିଜ୍ୟ ମେଳା ଉଦଘାଟିତ ଗୋପବନ୍ଧୁ ନଗର ବ୍ଲକ ଅଧିନ ସାନ ଖୁଣ୍ଟା ପଞ୍ଚାୟତ ର ବଡ଼ଖୁଣ୍ଟା ଖେଳ ପଡ଼ିଆ ଠାରେ ଖୁଣ୍ଟା ବଣିକ ସଂଘ ଆନୁକୂଲ୍ୟ ରେ ଅନୁଷ୍ଠିତ ହେବାକୁ ଥିବା ବାଣିଜ୍ୟ ମେଳାର ଉଦ୍ଦଘାଟନୀ ଉତ୍ସବ ସୋମବାର ରାତିରେ ଅନୁଷ୍ଠିତ ହୋଇ ଯାଇଛି । ଇତି ଅବସରରେ ଖୁଣ୍ଟା ବଣିକ ସଂଘର ସଭାପତି କୌଳାଶ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟୀ ସଭାରେ ମୁଖ୍ୟ ଅତିଥି ଭାବେ ଖୁଣ୍ଟା ଥାନା ଆଇ ଆଇ ସି ଆଦିତ୍ୟ ପ୍ରସାଦ ଜେନା ଯୋଗ ଦେଇ ଏହାର ଉଦଘାଟନ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ସଂଘର ଉପ ସଭାପତି ହୃଦୟ ରଞ୍ଜନ ମହାକୁଡ଼ , ପୂର୍ବତନ ସଭାପତି କାହୁ ଚରଣ ବେହରା , ସହ ସମ୍ପାଦକ ତପନ ବେହେରା , ଜ୍ଞାନରଞ୍ଜନ ସହୁ , ସୁଦେଶ ଚୈଧୁରୀ , ଶୁଶାନ୍ତ ଦାସ, ଉପଦେଷ୍ଟା ଲୋକନାଥ ପଲେଇ , ପ୍ରଦୋଷ ଦାସ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସର ରେ ଆଇ ଆଇ ସି ଶ୍ରୀଜେନା ଅଞ୍ଚଳରେ ଆଇନ ଶୃଙ୍ଖଳା ବଜାଇ ରଖିବା ସହ ମେଳାର ମଜା ନେବା ପାଇଁ ଜନସାଧାରଣଙ୍କୁ ଆହ୍ବାନ ଦେଇଥିଲେ । ପବିତ୍ର ଗଣେଷ ପୂଜା ଠାରୁ ଆରମ୍ଭ ହୋଇ ଏହି ମେଳା ଏକ ମାସ ଧରି ଚ଼ାଲୁ ରହିବ ବୋଲି ଖୁଣ୍ଟା ବଣିକ ସଂଘର ସଭାପତି ଶ୍ରୀ ବେହେରା ସୁଚ଼ନା ପ୍ରଦାନ କରିଛନ୍ତି ।4
- ବନ୍ତ ବ୍ଲକର ବିଭିନ୍ନ ସ୍ଥାନର ବାବା ବିଘ୍ନରାଜ ଙ୍କ ପୂଜା ଅନୁଷ୍ଠିତ। ବନ୍ତ ବ୍ଲକର ବିଭିନ୍ନ ସ୍ଥାନର ବାବା ବିଘ୍ନରାଜ ଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି।1
- ନିଆରା ଭାବରେ ଗୁରୁ ଦିବସ ପାଳନ। ନୂଆପଡ଼ା ଅମୂଲ୍ୟପହି +୨ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବିଦ୍ଯାଳୟରେ ଫୁଲ, ଚନ୍ଦନ ଦେଈ ପ୍ରଥମେ ନିଜର ବାପା ମା ଙ୍କୁ ପରେ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ପୂଜାର୍ଚ୍ଚନା କରିଥଲେ। ନିଆରା ଭାବରେ ଗୁରୁ ଦିବସ ପାଳନ। ନୂଆପଡ଼ା ଅମୂଲ୍ୟପହି +୨ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବିଦ୍ଯାଳୟରେ ଫୁଲ, ଚନ୍ଦନ ଦେଈ ପ୍ରଥମେ ନିଜର ବାପା ମା ଙ୍କୁ ପରେ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ପୂଜାର୍ଚ୍ଚନା କରିଥଲେ।1
- ବିଦ୍ୟାଳୟ ପକ୍ଷରୁ ଜୋତା ବଦଳରେ ଚପଲ ଦେବାଘଟଣାରେ ଅବିଭାବକ ମଧ୍ୟରେ ଅସନ୍ତୋଷ l ସିମୁଳିଆ ଜୋତା ବଦଳରେ ଚପଲ ଅଭିଭାବକ ମଧ୍ୟରେ ଅସନ୍ତୋଷ l ସିମୁଳିଆ1
- କଳାପାଟ ପ୍ରାଥମିକ ବିଦ୍ୟାଳୟରେ ବାବା ଗଣପତିଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି1
- #ରାଜକୀୟ_ଜୀବନରୁ_ଦୁର୍ଦ୍ଦିନ! #କାହିଁକି_ଅଭାଗା_ମାଲ୍ୟା? କୋଟି କୋଟିର ସମ୍ପତ୍ତି, ରାଜକୀୟ ଜୀବନ ଆଉ ନିଜର ‘ମାଲ୍ୟା ମହଲ’! ଦିନେ ଐଶ୍ୱର୍ଯ୍ୟରେ ବୁଡ଼ି ରହୁଥିବା ବିଜୟ ମାଲ୍ୟାଙ୍କ ଜୀବନଶୈଳୀ ଥିଲା ଚର୍ଚ୍ଚାରେ । ମହିଳାଙ୍କ ପ୍ରତି ଦୁର୍ବଳତା ପାଇଁ ମଧ୍ୟ ସେ ଚର୍ଚ୍ଚିତ ଥିଲେ ଏବଂ ଏଥିପାଇଁ ନିଜ ମହଲରେ ତିଆରି କରିଥିଲେ ସ୍ୱତନ୍ତ୍ର ସ୍ୱିମିଂ ପୁଲ୍! ହେଲେ ଏତେ ଐଶ୍ୱର୍ଯ୍ୟ ମଧ୍ୟରେ ଥିବା ମାଲ୍ୟାଙ୍କୁ କାହିଁକି କୁହାଯାଏ ‘ଅଭାଗା ବ୍ୟବସାୟୀ’?1