Shuru
Apke Nagar Ki App…
ବାରିପଦା ପୂର୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର କୁନି କୁନି ପିଲା ମାନଙ୍କ ଦ୍ୱାରା ମୂର୍ତ୍ତି ତିଆରି ଓ ସାଜସଜ୍ଜା
MN.NEWS ODIA
ବାରିପଦା ପୂର୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର କୁନି କୁନି ପିଲା ମାନଙ୍କ ଦ୍ୱାରା ମୂର୍ତ୍ତି ତିଆରି ଓ ସାଜସଜ୍ଜା
More news from ଓଡ଼ିଶା and nearby areas
- ବାରିପଦା ପୂର୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର କୁନି କୁନି ପିଲା ମାନଙ୍କ ଦ୍ୱାରା ମୂର୍ତ୍ତି ତିଆରି ଓ ସାଜସଜ୍ଜା1
- ଗୋପବନ୍ଧୁ ନଗର ବ୍ଲକ ଅଧିନ ସାନ ଖୁଣ୍ଟା ପଞ୍ଚାୟତ ର ବଡ଼ଖୁଣ୍ଟା ଖେଳ ପଡ଼ିଆ ଠାରେ ବାଣିଜ୍ୟ ମେଳା ଉଦଘାଟିତ ଗୋପବନ୍ଧୁ ନଗର ବ୍ଲକ ଅଧିନ ସାନ ଖୁଣ୍ଟା ପଞ୍ଚାୟତ ର ବଡ଼ଖୁଣ୍ଟା ଖେଳ ପଡ଼ିଆ ଠାରେ ଖୁଣ୍ଟା ବଣିକ ସଂଘ ଆନୁକୂଲ୍ୟ ରେ ଅନୁଷ୍ଠିତ ହେବାକୁ ଥିବା ବାଣିଜ୍ୟ ମେଳାର ଉଦ୍ଦଘାଟନୀ ଉତ୍ସବ ସୋମବାର ରାତିରେ ଅନୁଷ୍ଠିତ ହୋଇ ଯାଇଛି । ଇତି ଅବସରରେ ଖୁଣ୍ଟା ବଣିକ ସଂଘର ସଭାପତି କୌଳାଶ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟୀ ସଭାରେ ମୁଖ୍ୟ ଅତିଥି ଭାବେ ଖୁଣ୍ଟା ଥାନା ଆଇ ଆଇ ସି ଆଦିତ୍ୟ ପ୍ରସାଦ ଜେନା ଯୋଗ ଦେଇ ଏହାର ଉଦଘାଟନ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ସଂଘର ଉପ ସଭାପତି ହୃଦୟ ରଞ୍ଜନ ମହାକୁଡ଼ , ପୂର୍ବତନ ସଭାପତି କାହୁ ଚରଣ ବେହରା , ସହ ସମ୍ପାଦକ ତପନ ବେହେରା , ଜ୍ଞାନରଞ୍ଜନ ସହୁ , ସୁଦେଶ ଚୈଧୁରୀ , ଶୁଶାନ୍ତ ଦାସ, ଉପଦେଷ୍ଟା ଲୋକନାଥ ପଲେଇ , ପ୍ରଦୋଷ ଦାସ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସର ରେ ଆଇ ଆଇ ସି ଶ୍ରୀଜେନା ଅଞ୍ଚଳରେ ଆଇନ ଶୃଙ୍ଖଳା ବଜାଇ ରଖିବା ସହ ମେଳାର ମଜା ନେବା ପାଇଁ ଜନସାଧାରଣଙ୍କୁ ଆହ୍ବାନ ଦେଇଥିଲେ । ପବିତ୍ର ଗଣେଷ ପୂଜା ଠାରୁ ଆରମ୍ଭ ହୋଇ ଏହି ମେଳା ଏକ ମାସ ଧରି ଚ଼ାଲୁ ରହିବ ବୋଲି ଖୁଣ୍ଟା ବଣିକ ସଂଘର ସଭାପତି ଶ୍ରୀ ବେହେରା ସୁଚ଼ନା ପ୍ରଦାନ କରିଛନ୍ତି ।4
- ବାରିପଦାରେ 'ଆମ ଖଟି ପିଲା' କମିଟିର ୪ର୍ଥ ବାର୍ଷିକ ଗଣେଶ ପୂଜା: ମୁଖ୍ୟ ଆକର୍ଷଣ ସାଜିଛନ୍ତି 'ଛୁଆ ଗଣେଶ' ବାରିପଦାରେ 'ଆମ ଖଟି ପିଲା' କମିଟିର ୪ର୍ଥ ବାର୍ଷିକ ଗଣେଶ ପୂଜା: ମୁଖ୍ୟ ଆକର୍ଷଣ ସାଜିଛନ୍ତି 'ଛୁଆ ଗଣେଶ' ବାରିପଦା ୧୪/୦୯ : ବାରିପଦା ସହରର ୱାର୍ଡ ନମ୍ବର ୦୫ ସ୍ଥିତ ଅମ୍ବିକା ମନ୍ଦିର ନିକଟରେ ସାର୍ବଜନୀନ 'ଆମ ଖଟି ପିଲା' ଗଣେଶ ପୂଜା କମିଟି ପକ୍ଷରୁ ମହାସମାରୋହରେ ପବିତ୍ର ଶ୍ରୀ ଗଣେଶ ପୂଜା ଆୟୋଜିତ ହୋଇଯାଇଛି। ଚଳିତ ବର୍ଷ ଏହି ପୂଜା ଆୟୋଜନ ସଫଳତାର ସହ ୪ର୍ଥ ବର୍ଷରେ ପଦାର୍ପଣ କରିଛି। ଏହି ପୂଜା ମଣ୍ଡପର ମୁଖ୍ୟ ଆକର୍ଷଣ ପାଲଟିଛି ପ୍ରଭୁ ଗଜାନନଙ୍କର ଏକ ସୁଦୃଶ୍ୟ 'ଛୁଆ ଗଣେଶ' (ବାଲ୍ୟ ରୂପ) ମୂର୍ତ୍ତି। ମଣ୍ଡପରେ ଅତ୍ୟନ୍ତ ସୁନ୍ଦର ଭାବରେ ଶୋଭା ପାଉଥିବା ଗଣେଶଙ୍କର ଏହି ନିଆରା ବାଲ୍ୟ ରୂପ ସ୍ଥାନୀୟ ଶ୍ରଦ୍ଧାଳୁ ତଥା ଦର୍ଶକଙ୍କ ମନକୁ ବେଶ୍ ମୋହୁଛି। କମିଟିର ସମସ୍ତ ଯୁବ ସଦସ୍ୟ ଓ କର୍ମକର୍ତ୍ତାମାନଙ୍କ ନିଷ୍ଠାପର ଉଦ୍ୟମ ଯୋଗୁଁ ଏହି ବାର୍ଷିକୋତ୍ସବ ଖୁବ୍ ଆନନ୍ଦ ଉଲ୍ଲାସ, ଆଧ୍ୟାତ୍ମିକ ତଥା ଭକ୍ତିମୟ ପରିବେଶ ମଧ୍ୟରେ ପାଳିତ ହେଉଛି। ଶ୍ରୀ ଜୀଉଙ୍କ ଦର୍ଶନ ତଥା ପୂଜାର୍ଚ୍ଚନା ନିମନ୍ତେ ମଣ୍ଡପ ନିକଟରେ ବହୁ ଶ୍ରଦ୍ଧାଳୁଙ୍କର ସମାଗମ ଦେଖିବାକୁ ମିଳିଛି।4
- ଗାଡ଼ି ଚୋରଙ୍କ ଟାର୍ଗେଟରେ ଅନଲାଇନ ପରୀକ୍ଷା କେନ୍ଦ୍ର । ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିବାବେଳେ ଚାଲିଥିଲା ମୋବାଇଲ୍ ଓ ବାଇକ୍ ଚୋରି । ଏନେଇ ଜଣେ ପରୀକ୍ଷ।ର୍ଥୀ ଥାନାରେ ଅଭିଯୋଗ କରିବା ପରେ ଲୁଟ୍ ର ପର୍ଦ୍ଦାଫାସ କରିଛି ପୋଲିସ1
- ବିଦ୍ୟାଳୟ ପକ୍ଷରୁ ଜୋତା ବଦଳରେ ଚପଲ ଦେବାଘଟଣାରେ ଅବିଭାବକ ମଧ୍ୟରେ ଅସନ୍ତୋଷ l ସିମୁଳିଆ ଜୋତା ବଦଳରେ ଚପଲ ଅଭିଭାବକ ମଧ୍ୟରେ ଅସନ୍ତୋଷ l ସିମୁଳିଆ1
- ଭଦ୍ରକରେ ଗୁମ୍ଫା ଭିତରେ ପୂଜା ପାଉଛନ୍ତି ବାବା ଛୁଆ ଗଣେଶ ଯେଉଁଠି ମାନସିକ ହୁଏ ପୂରଣ1
- ମହାଡମ୍ବର ରେ ପାଳିତ ହୋଇଛି କୁମାର ଗଣେଶ ପୂଜା #goibindapur #bhadrak1
- ବାରିପଦା ପୂର୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଗଣେଶ ପୂଜା1