#ଏପ୍ରିଲ_୧ରୁ_ନୂଆ_ସୁଭଦ୍ରା_ପଞ୍ଜୀକରଣ -ଏପ୍ରିଲ ୧ରୁ ନୂଆ ସୁଭଦ୍ରା ପଞ୍ଜୀକରଣ ଆରମ୍ଭ -ନୂତନ ଆବେଦନ ପାଇଁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି -ଅଧିକ ସଂଖ୍ୟକ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ପ୍ରୟାସ -ଏପ୍ରିଲ ୧ରୁ ୩୦ ପର୍ଯ୍ୟନ୍ତ ଏକ ମାସ ପାଇଁ ‘ସୁଭଦ୍ରା ପୋର୍ଟାଲ’ରେ ଆବେଦନ -ଆବେଦନକାରୀଙ୍କ ବୟସ ୨୧ ବର୍ଷରୁ ୬୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ -ଯେଉଁମାନେ ପୂର୍ବରୁ ଆବେଦନ କରି ନାହାନ୍ତି କେବଳ ସେମାନେ କରିପାରିବେ -ସମସ୍ତ ଅଙ୍ଗନବାଡି କେନ୍ଦ୍ର ଓ CDPO କାର୍ଯ୍ୟାଳୟରେ ନିଶୁଳ୍କ ଫର୍ମ ଦିଆଯିବ #SubhadraYojana #BadaKhabar #ଏପ୍ରିଲ_୧ରୁ_ନୂଆ_ସୁଭଦ୍ରା_ପଞ୍ଜୀକରଣ -ଏପ୍ରିଲ ୧ରୁ ନୂଆ ସୁଭଦ୍ରା ପଞ୍ଜୀକରଣ ଆରମ୍ଭ -ନୂତନ ଆବେଦନ ପାଇଁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି -ଅଧିକ ସଂଖ୍ୟକ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ପ୍ରୟାସ -ଏପ୍ରିଲ ୧ରୁ ୩୦ ପର୍ଯ୍ୟନ୍ତ ଏକ ମାସ ପାଇଁ ‘ସୁଭଦ୍ରା ପୋର୍ଟାଲ’ରେ ଆବେଦନ -ଆବେଦନକାରୀଙ୍କ ବୟସ ୨୧ ବର୍ଷରୁ ୬୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ -ଯେଉଁମାନେ ପୂର୍ବରୁ ଆବେଦନ କରି ନାହାନ୍ତି କେବଳ ସେମାନେ କରିପାରିବେ -ସମସ୍ତ ଅଙ୍ଗନବାଡି କେନ୍ଦ୍ର ଓ CDPO କାର୍ଯ୍ୟାଳୟରେ ନିଶୁଳ୍କ ଫର୍ମ ଦିଆଯିବ #SubhadraYojana #BadaKhabar
#ଏପ୍ରିଲ_୧ରୁ_ନୂଆ_ସୁଭଦ୍ରା_ପଞ୍ଜୀକରଣ -ଏପ୍ରିଲ ୧ରୁ ନୂଆ ସୁଭଦ୍ରା ପଞ୍ଜୀକରଣ ଆରମ୍ଭ -ନୂତନ ଆବେଦନ ପାଇଁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି -ଅଧିକ ସଂଖ୍ୟକ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ପ୍ରୟାସ -ଏପ୍ରିଲ ୧ରୁ ୩୦ ପର୍ଯ୍ୟନ୍ତ ଏକ ମାସ ପାଇଁ ‘ସୁଭଦ୍ରା ପୋର୍ଟାଲ’ରେ ଆବେଦନ -ଆବେଦନକାରୀଙ୍କ ବୟସ ୨୧ ବର୍ଷରୁ ୬୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ -ଯେଉଁମାନେ ପୂର୍ବରୁ ଆବେଦନ କରି ନାହାନ୍ତି କେବଳ ସେମାନେ କରିପାରିବେ -ସମସ୍ତ ଅଙ୍ଗନବାଡି କେନ୍ଦ୍ର ଓ CDPO କାର୍ଯ୍ୟାଳୟରେ ନିଶୁଳ୍କ ଫର୍ମ ଦିଆଯିବ #SubhadraYojana #BadaKhabar #ଏପ୍ରିଲ_୧ରୁ_ନୂଆ_ସୁଭଦ୍ରା_ପଞ୍ଜୀକରଣ -ଏପ୍ରିଲ
୧ରୁ ନୂଆ ସୁଭଦ୍ରା ପଞ୍ଜୀକରଣ ଆରମ୍ଭ -ନୂତନ ଆବେଦନ ପାଇଁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି -ଅଧିକ ସଂଖ୍ୟକ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ପ୍ରୟାସ -ଏପ୍ରିଲ ୧ରୁ ୩୦ ପର୍ଯ୍ୟନ୍ତ ଏକ ମାସ ପାଇଁ ‘ସୁଭଦ୍ରା ପୋର୍ଟାଲ’ରେ ଆବେଦନ -ଆବେଦନକାରୀଙ୍କ ବୟସ ୨୧ ବର୍ଷରୁ ୬୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ -ଯେଉଁମାନେ ପୂର୍ବରୁ ଆବେଦନ କରି ନାହାନ୍ତି କେବଳ ସେମାନେ କରିପାରିବେ -ସମସ୍ତ ଅଙ୍ଗନବାଡି କେନ୍ଦ୍ର ଓ CDPO କାର୍ଯ୍ୟାଳୟରେ ନିଶୁଳ୍କ ଫର୍ମ ଦିଆଯିବ #SubhadraYojana #BadaKhabar
- Post by KOSAL TIMES1
- ଆଜିର ସମାଚାର ରେ ଆଜିର ତାଜା ଖଵର ଫଟାଫଟ । ତାରିଖ -୦୫/୦୪/୨୦୨୬ ରଵିଵାର । ସକାଳ ୯ ଵଜେର ସମାଚାର ଦେଖନ୍ତୁ ଦେଶ ବିଦେଶର ସମାଚାର ତଥା ଓଡିଶା ର ବିଭିନ୍ନ ଜିଲ୍ଲା ର ସମାଚାର । BREAKING NEWS ଆଜିର ସମାାଚାର ଆମ ଚ୍ୟାନେଲ କୁ ଲାଇକ,ସସ୍କ୍ରାଇବ,ସେୟାର କରନ୍ତୁ ନୂଆଁ ନୂଆଁ ସମାଚାର ଜାଣନ୍ତୁ । । ମୋ-୬୩୭୨୯୬୬୧୨୭1
- Post by Sonepur news khulasa1
- ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟକୁ ନେଇ ନାପସନ୍ଦ ସୁବର୍ଣ୍ଣପୁର: ଆଜି ଜିଲ୍ଲା ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ ପର୍ବ ଜିଲ୍ଲା ସଦର ମହକୁମା ସ୍ଥିତ ମଝିପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମକୁ ହାଲୁକା ଭାବେ ନେଇ ବିଧିରକ୍ଷା ପୂର୍ବକ ପାଳନ କରାଯାଇଥିଲା। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟ ସାଧାରଣରେ ନାପସନ୍ଦ କରାଯାଇଛି। ଏହାକୁ ନେଇ ବରିଷ୍ଠ ନାରୀନେତ୍ରୀ ତଥା ସମାଜସେବୀ ଶ୍ରଦ୍ଧାଞ୍ଜଳି ମିଶ୍ର କଣ କହୁଛନ୍ତି ଶୁଣନ୍ତୁ...1
- ସୁବର୍ଣ୍ଣପୁର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଖଡ଼ିଛୁଆଁ ଉତ୍ସବ ଅନୁଷ୍ଠିତ1
- Post by SONEPUR NEWS1
- Post by BAHUJAN ADHIKAR1
- ସୁବର୍ଣ୍ଣପୁର ଜ଼ିଲ୍ଲା ଆମ ଆଦମୀ ପାର୍ଟି. ପ୍ରେସ ମିଟ ସୁବର୍ଣ୍ଣପୁର ଜ଼ିଲ୍ଲା ର ବୀରମହାରାଜପୁର pwd ib ରେ ଏକ ସାମ୍ବାଦିକ ସମ୍ବିଳନୀ କରାଯିବ, ବୀରମହାରାଜପୁର ଅଂଚଳରୁ ତଥା ମହାନଦୀ ଦୁର୍ଦୁରା ଘାଟ, କେଉଟିପାଲି ଘାଟ, ହରିହର ଯୋର ବାଗବର, କୃଷ୍ଣପାଲି ଏଭଳି ବେଆଇନ ଭାବରେ ବାଲି ମାଫିଆ ମାନେ, ଜ଼ିଲ୍ଲାପ୍ରଶାସନ ତଥା sp, mining officer, iic ସୁବଳୟା ବାଲି ମାଫିଆ ଙ୍କ ସହିତ ମଧୁଚନ୍ଦ୍ରିକା ଭାବ ରଖିଥିବାରୁ ବୀରମହାରାଜପୁର, ସୁବଳୟା ଅଂଚଳରୁ ବାଲି ଚୋରା ଚାଲାଣ ହେଉଥିବାରୁ ମହାନଦୀ ରୁ ପାଣି ଶୁଖିଯିବା ସହିତ ଅଞ୍ଚଳ ରେ ଥିବା ଅନେକ କୂପ ନଳକୂପ ରୁ ପାଣି ସୁଖୀ ଯାଉଛି ଏବଂ ରାଜସ୍ବ ହାନି ମଧ୍ୟ ହେଉଛି l ତେଣୁ କରି ପ୍ରତିବାଦ କରିବା ସହିତ ନିରବଦ୍ରଷ୍ଟା ସାଜିଥିବା ଅଧିକାରୀ ଙ୍କୁ ସୁବର୍ଣ୍ଣପୁର ଜ଼ିଲ୍ଲା ରୁ ବଦଳି କରିବା ସକାଶେ ଆସନ୍ତା ତା -6/4/2026 ସୋମବାର ସକାଳ 6ଟା ସମୟରୁ ଦିନ 2 ଟା ପର୍ଯ୍ୟନ୍ତ ବୀରମହାରାଜପୁର ର ସମସ୍ତ ସରକାରୀ ବେସରକାରୀ କାର୍ୟ୍ଯlଳୟ, ଶିକ୍ଷ୍lନୁଷ୍ଠାନ, ଦୈନିକ ଦୁକାନବଜ଼ାର, ଦୁଇ ଚକିଆ ଚାରି ଚକିଆ ଜାନ ବାହାନ, ଜରୁରୀ କାଳୀନ ସେବା ଯୋଗାଉଥିବା ଓ ଜରୁରୀ ପରିସ୍ଥିତି କୁ ଛାଡି,ବାକି ସମସ୍ତ ବନ୍ଦ ରହିବା କୁ ନିବେଦନ କରା ଯାଉଛି l କାରଣ ଯଦି ଆମେ ବେଳ ଥାଉ ଥାଉ ସଜାଗ ନ ହେବା ଆଗାମୀ ଦିନରେ ପାଣି, ଓ ବାଲି ର ଶଙ୍କଟ ହେବ ସେତେ ବେଳକୁ ନେଡିଗୋଡ କୋହଣୀକୁ ବୋହି ଯାଇଥିବ l ତେଣୁ ଅଂଚଳର ସମସ୍ତ ଜନସାଧାରଣ, ବୁଦ୍ଧିଜୀବୀ ବ୍ୟବସାୟୀ ଏହି ବନ୍ଦ ଡାକରା କୁ ସମ୍ପୂର୍ଣ ଭାବରେ ସହଯୋଗ କରି ସଫଳ କରିବା ଓ ଓଡିଶା ସରକାର ଙ୍କୁ ବାର୍ତ୍ତା ଦେବା ଯେ ମହାନଦୀ କୁ ସୁରକ୍ଷା କଲେ ଆମରି ରକ୍ଷା ହେବ ବୋଲି ଜଣାଇ ଦେବା l ବିନୀତ ଆମ ଆଦମୀ ପାର୍ଟି ସୁବର୍ଣ୍ଣପୁର ଜ଼ିଲ୍ଲା ସଭାପତି ଓ କମିଟି l1