logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

9 hrs ago
user_KOSAL TIMES
KOSAL TIMES
ପାଟଣାଗଡ଼, ବଲାଙ୍ଗୀର, ଓଡ଼ିଶା•
9 hrs ago

More news from ଓଡ଼ିଶା and nearby areas
  • America pilot rescue operation in Iran : ईरान में अमेरिका का सबसे बड़ा ऑपरेशन, ट्रंप के 100 कमांडो ने पलट दी जंग ! बड़ी जानकारी इस समय इस पूरी युद्ध से जुड़ी हुई मिल रही है। अमेरिका के ऑपरेशन पर यह नई खबर है। ताजा जानकारी मिल रही है। ऑपरेशन में 100 कमांडो शामिल थे |जैसा कि दावा डोनल्ड ट्रंप की तरफ से भी किया गया था। गन फाइट हुई है। Major information regarding this entire conflict is emerging at this moment. This is the latest news concerning the U.S. operation. Fresh details are coming in. One hundred commandos were involved in the operation—a fact that was also asserted by Donald Trump. A gunfight took place.
    1
    America pilot rescue operation in Iran : ईरान में अमेरिका का सबसे बड़ा ऑपरेशन,  ट्रंप के 100 कमांडो ने पलट दी जंग !
बड़ी जानकारी इस समय इस पूरी युद्ध से जुड़ी हुई मिल रही है। अमेरिका के ऑपरेशन पर यह नई खबर है। ताजा जानकारी मिल रही है। ऑपरेशन में 100 कमांडो शामिल थे |जैसा कि दावा डोनल्ड ट्रंप की तरफ से भी किया गया था। गन फाइट हुई है। 
Major information regarding this entire conflict is emerging at this moment. This is the latest news concerning the U.S. operation. Fresh details are coming in. One hundred commandos were involved in the operation—a fact that was also asserted by Donald Trump. A gunfight took place.
    user_B Putel
    B Putel
    Mission ପାଟଣାଗଡ଼, ବଲାଙ୍ଗୀର, ଓଡ଼ିଶା•
    5 hrs ago
  • Post by KOSAL TIMES
    1
    Post by KOSAL TIMES
    user_KOSAL TIMES
    KOSAL TIMES
    ପାଟଣାଗଡ଼, ବଲାଙ୍ଗୀର, ଓଡ଼ିଶା•
    9 hrs ago
  • #♥️♥️♥️🙂♥️♥️♥️♥️♥️
    1
    #♥️♥️♥️🙂♥️♥️♥️♥️♥️
    user_Bighne Rana
    Bighne Rana
    Dancer ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    10 hrs ago
  • Post by Sonepur news khulasa
    1
    Post by Sonepur news khulasa
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    20 hrs ago
  • ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟକୁ ନେଇ ନାପସନ୍ଦ ସୁବର୍ଣ୍ଣପୁର: ଆଜି ଜିଲ୍ଲା ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ ପର୍ବ ଜିଲ୍ଲା ସଦର ମହକୁମା ସ୍ଥିତ ମଝିପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମକୁ ହାଲୁକା ଭାବେ ନେଇ ବିଧିରକ୍ଷା ପୂର୍ବକ ପାଳନ କରାଯାଇଥିଲା। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟ ସାଧାରଣରେ ନାପସନ୍ଦ କରାଯାଇଛି। ଏହାକୁ ନେଇ ବରିଷ୍ଠ ନାରୀନେତ୍ରୀ ତଥା ସମାଜସେବୀ ଶ୍ରଦ୍ଧାଞ୍ଜଳି ମିଶ୍ର କଣ କହୁଛନ୍ତି ଶୁଣନ୍ତୁ...
    1
    ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟକୁ ନେଇ ନାପସନ୍ଦ
ସୁବର୍ଣ୍ଣପୁର: ଆଜି ଜିଲ୍ଲା ସ୍ତରୀୟ ପ୍ରବେଶ ଉତ୍ସବ ଓ  ଖଡ଼ି ଛୁଆଁ ପର୍ବ ଜିଲ୍ଲା ସଦର ମହକୁମା ସ୍ଥିତ ମଝିପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମକୁ ହାଲୁକା ଭାବେ ନେଇ ବିଧିରକ୍ଷା ପୂର୍ବକ ପାଳନ କରାଯାଇଥିଲା। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟ ସାଧାରଣରେ ନାପସନ୍ଦ କରାଯାଇଛି। ଏହାକୁ ନେଇ ବରିଷ୍ଠ ନାରୀନେତ୍ରୀ ତଥା ସମାଜସେବୀ ଶ୍ରଦ୍ଧାଞ୍ଜଳି ମିଶ୍ର କଣ କହୁଛନ୍ତି ଶୁଣନ୍ତୁ...
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    21 hrs ago
  • ସୁବର୍ଣ୍ଣପୁର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଖଡ଼ିଛୁଆଁ ଉତ୍ସବ ଅନୁଷ୍ଠିତ
    1
    ସୁବର୍ଣ୍ଣପୁର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଖଡ଼ିଛୁଆଁ ଉତ୍ସବ ଅନୁଷ୍ଠିତ
    user_OTV SONEPUR
    OTV SONEPUR
    ସୋନପୁର, ସୋନପୁର, ଓଡ଼ିଶା•
    21 hrs ago
  • Post by SONEPUR NEWS
    1
    Post by SONEPUR NEWS
    user_SONEPUR NEWS
    SONEPUR NEWS
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    21 hrs ago
  • ଖଡିଛୁଆଁ ପର୍ବ ପ୍ରହସନ ପାଲଟିଛି; ବିଭାଗୀୟ କାର୍ଯ୍ୟରେ ମନ ନାହିଁ ଅଧିକାରିଣୀଙ୍କ ସୁବର୍ଣ୍ଣପୁର: ସୁନ୍ଦର କୋଠା ଘର ସାଙ୍ଗକୁ ଚକାଚକ ତୋରଣ। ସ୍କୁଲ ଫାଟକରେ ମୁରୁଜରେ ଅଙ୍କାଯାଇଛି ସ୍ୱାଗତଂ। କଳସ, ଦୀପ ପ୍ରଜ୍ୱଳିତ କରି ପାଳିତ ହେଉଛି ଜିଲ୍ଲା ସ୍ତରୀୟ ଖଡିଛୁଆଁ ପର୍ବ। ଲକ୍ଷାଧିକ ଟଙ୍କା ଖର୍ଚ୍ଚରେ ସ୍କୁଲ ବ୍ୟାଗ, ଟି-ସାର୍ଟ ତିଆରି କରାଯାଇଥିବା ବେଳେ ଖଡି ଛୁଇଁବାକୁ ପିଲାଙ୍କ ଦେଖାନାହିଁ। ପାଞ୍ଚ ଘଣ୍ଟାର ଅପେକ୍ଷା ପରେ ମାତ୍ର ୯ଜଣ ପିଲା ଆସିଲେ ଦିନ ୧୧ଟାରେ। କାହିଁକି ନାଁ ଏନେଇ କାହାରିକୁ ଖବର ଦିଆଯାଇ ନଥିବା ବେଳେ ନାମକୁ ମାତ୍ର ଖଡିଛୁଆଁ ପର୍ବ ପାଳନ କରି ଚଳୁକରିଦେଲେ ହଜରା ହଜାର ଟଙ୍କା। କେତେବେଳେ ଖଡିଛୁଆଁ ହେବ ? କେତେ ପିଲାଙ୍କର ଖଡିଛୁଆଁଇବେ ?ପିଲାଙ୍କପାଇଁ କଣସବୁ ବ୍ୟବସ୍ଥା କରାଯାଇଛି? ସ୍କୁଲରେ କେତେ ପିଲା ପାଠ ପଢୁଛନ୍ତି ଏସବୁର ସୁଚନା କିନ୍ତୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପାଖରେ ସୁଚନା ନାହିଁ। ମନ ଦେଉ ନାହାଁନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ ମୀନାରାଣି ବୋଲି ଚର୍ଚ୍ଚା ଯୋର ଧରିଛି। ଏନେଇ ଗଣ ମାଧ୍ୟମର ପ୍ରତିନିଧି ପଚାରିବାରୁ ସେମିତି କିଛି ନାଇଁ ଆସୁଛନ୍ତି କହି ଏଡାଇ ଚାଲିଗଲେ। ପ୍ରହସନ ପାଲଟିଛି ଖଡିଛୁଆଁ ପର୍ବ। ସ୍ଥାନୀୟ ପ୍ରଶାସନ ଥାଇବି ନିରବଦ୍ରଷ୍ଟା। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ମଝିପଡାରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ସମଗ୍ର ଶିକ୍ଷା ବିଭାଗ ପକ୍ଷରୁ ବିଦ୍ୟାବନ୍ତ ବିଦ୍ୟାର୍ଥୀ, ବିକଶିତ ଓଡିଶା ଗଠନ ଲକ୍ଷ୍ୟରେ ରାଜ୍ୟ ସରକାର ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା। ଲକ୍ଷ୍ୟ ସମସ୍ତେ ସ୍କୁଲକୁ ଯିବା। ସମସ୍ତେ ପଢିବା ଆଉ ସମସ୍ତେ ବଢିବା। ହେଲେ କେତେକ ଅଧିକାରୀଙ୍କ ବୈମାତୃକ ମନୋଭାବ ଯୋଗୁଁ ସେସବୁ ଯୋଜନା ବାଟବଣା ହୋଇଛି। ଯାହାର ଜ୍ଜଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମଝୀପଡାସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ଏଠାରେ ଉପସ୍ଥିତ ରହି ଜିଲ୍ଲା ଶିକ୍ଷା ଅଧୀକାରୀ ସବୁ ଜାଣିଶୁଣି ନଜାଣିଲା ଭଳି ଚୁପ ରହି ଏଡାଇଯିବା ସାଧାରଣରେ ବେଶ ଚର୍ଚ୍ଚା ଯୋରଧରିଥିବା ବେଳେ କ୍ୟାମେରା ଆଗରେ ମୁହଁ ଖୋଲିବାକୁ ନାରାଜ ଜିଲ୍ଲା ଶିକ୍ଷା ଅଧିକାରୀ।
    1
    ଖଡିଛୁଆଁ ପର୍ବ ପ୍ରହସନ ପାଲଟିଛି;
ବିଭାଗୀୟ କାର୍ଯ୍ୟରେ ମନ ନାହିଁ ଅଧିକାରିଣୀଙ୍କ
ସୁବର୍ଣ୍ଣପୁର: ସୁନ୍ଦର କୋଠା ଘର ସାଙ୍ଗକୁ ଚକାଚକ ତୋରଣ। ସ୍କୁଲ ଫାଟକରେ ମୁରୁଜରେ ଅଙ୍କାଯାଇଛି ସ୍ୱାଗତଂ। କଳସ, ଦୀପ ପ୍ରଜ୍ୱଳିତ କରି ପାଳିତ ହେଉଛି ଜିଲ୍ଲା ସ୍ତରୀୟ ଖଡିଛୁଆଁ ପର୍ବ। ଲକ୍ଷାଧିକ ଟଙ୍କା ଖର୍ଚ୍ଚରେ ସ୍କୁଲ ବ୍ୟାଗ, ଟି-ସାର୍ଟ ତିଆରି କରାଯାଇଥିବା ବେଳେ ଖଡି ଛୁଇଁବାକୁ ପିଲାଙ୍କ ଦେଖାନାହିଁ। ପାଞ୍ଚ ଘଣ୍ଟାର ଅପେକ୍ଷା ପରେ ମାତ୍ର ୯ଜଣ ପିଲା ଆସିଲେ ଦିନ ୧୧ଟାରେ। କାହିଁକି ନାଁ ଏନେଇ କାହାରିକୁ ଖବର ଦିଆଯାଇ ନଥିବା ବେଳେ ନାମକୁ ମାତ୍ର ଖଡିଛୁଆଁ ପର୍ବ ପାଳନ କରି ଚଳୁକରିଦେଲେ ହଜରା ହଜାର ଟଙ୍କା। କେତେବେଳେ ଖଡିଛୁଆଁ ହେବ ? କେତେ ପିଲାଙ୍କର ଖଡିଛୁଆଁଇବେ ?ପିଲାଙ୍କପାଇଁ କଣସବୁ ବ୍ୟବସ୍ଥା କରାଯାଇଛି? ସ୍କୁଲରେ କେତେ ପିଲା ପାଠ ପଢୁଛନ୍ତି ଏସବୁର ସୁଚନା କିନ୍ତୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପାଖରେ ସୁଚନା ନାହିଁ। ମନ ଦେଉ ନାହାଁନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ ମୀନାରାଣି ବୋଲି ଚର୍ଚ୍ଚା ଯୋର ଧରିଛି। ଏନେଇ ଗଣ ମାଧ୍ୟମର ପ୍ରତିନିଧି ପଚାରିବାରୁ ସେମିତି କିଛି ନାଇଁ ଆସୁଛନ୍ତି କହି ଏଡାଇ ଚାଲିଗଲେ। ପ୍ରହସନ ପାଲଟିଛି ଖଡିଛୁଆଁ ପର୍ବ। ସ୍ଥାନୀୟ ପ୍ରଶାସନ ଥାଇବି ନିରବଦ୍ରଷ୍ଟା। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ମଝିପଡାରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ସମଗ୍ର ଶିକ୍ଷା ବିଭାଗ ପକ୍ଷରୁ ବିଦ୍ୟାବନ୍ତ ବିଦ୍ୟାର୍ଥୀ, ବିକଶିତ ଓଡିଶା ଗଠନ ଲକ୍ଷ୍ୟରେ ରାଜ୍ୟ ସରକାର ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା। ଲକ୍ଷ୍ୟ ସମସ୍ତେ ସ୍କୁଲକୁ ଯିବା। ସମସ୍ତେ ପଢିବା ଆଉ ସମସ୍ତେ ବଢିବା। ହେଲେ କେତେକ ଅଧିକାରୀଙ୍କ ବୈମାତୃକ ମନୋଭାବ ଯୋଗୁଁ ସେସବୁ ଯୋଜନା ବାଟବଣା ହୋଇଛି। ଯାହାର ଜ୍ଜଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମଝୀପଡାସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ଏଠାରେ ଉପସ୍ଥିତ ରହି ଜିଲ୍ଲା ଶିକ୍ଷା ଅଧୀକାରୀ ସବୁ ଜାଣିଶୁଣି ନଜାଣିଲା ଭଳି ଚୁପ ରହି ଏଡାଇଯିବା ସାଧାରଣରେ ବେଶ ଚର୍ଚ୍ଚା ଯୋରଧରିଥିବା ବେଳେ କ୍ୟାମେରା ଆଗରେ ମୁହଁ ଖୋଲିବାକୁ ନାରାଜ ଜିଲ୍ଲା ଶିକ୍ଷା ଅଧିକାରୀ।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    21 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.