logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବୃଦ୍ଧାବସ୍ଥାରେ ବୟସ୍କ ବ୍ୟକ୍ତିଙ୍କ ପ୍ରତି ହେଉଥିବା ଅତ୍ୟାଚାର, ଅବହେଳା ଏବଂ ଶୋଷଣ ବିରୋଧରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଜୁନ ୧୫ ତାରିଖରେ ପାଳନ କରାଯାଉଥିବା ବିଶ୍ବ ବରିଷ୍ଠ ହତାଦର ସଚେତନତା ଦିବସ ବୀରମହାରାଜପୁରରେ ପାଳିତ ହୋଇଛି। ଏହି ଉପଲକ୍ଷେ ସୋମବାର ପୂର୍ବାହ୍ନ ୯-୦୦ ଘଣ୍ଟା ସମୟରେ ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟରେ ଏହି ଦିବସ ପାଳନ ସହିତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠାନର ସଭାପତି ଦୟାନିଧି ହୋତାଙ୍କ ପୌରୋହିତ୍ୟରେ ଆୟୋଜିତ ଏକ ସଭାରେ ମୁଖ୍ୟ ଅତିଥି ଭାବେ ଅନୁଷ୍ଠାନର ପୂର୍ବତନ ସଭାପତି ଡ଼ ପ୍ରଫୁଲ୍ଲ କୁମାର ରଥ, ମୁଖ୍ୟ ବକ୍ତା ଭାବେ କୃଷ୍ଣଚନ୍ଦ୍ର ପାଢ଼ୀ ଏବଂ ସମ୍ମାନିତ ଅତିଥି ଭାବେ ଗୋପୀନାଥ ମହାକୁର ଯୋଗଦାନ କରି ଦିବସର ତାତ୍ପର୍ଯ୍ୟ ସଂପର୍କରେ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ସଭାପତି ରାଧେଶ୍ୟାମ ପୁରୋହିତ ସ୍ବାଗତ ଭାଷଣ ଦେଇଥିବାବେଳେ କୋଷାଧ୍ୟକ୍ଷ ଅକ୍ଷୟ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଅନୁଷ୍ଠାନର ସଂପାଦକ ଡ ଦ୍ବିତୀକୃଷ୍ଣ ପଣ୍ଡା ସମଗ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ସଭା ପରେ ରାମାୟଣ ପାରାୟଣ ଓ ପ୍ରବଚନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବ୍ୟାସ ଗାୟକ ଭାବରେ ସତ୍ୟନାରାୟଣ ଚାନ୍ଦ ପାରାୟଣ କରିଥିବାବେଳେ ହାର୍ମୋନିୟମ୍‌ରେ ନବୀନ ଦାସ୍, ତବଲାରେ ଯୁଗଳ କିଶୋର ମିଶ୍ର ଏବଂ ପୂଜକ ଭାବରେ ବାସୁଦେବ ରଥ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଦସ୍ୟ ଜମ୍ବେଶ୍ଵର ପଧାନ, ବାସୁଦେବ ପଣ୍ଡା, ସତ୍ୟ ନାରାୟଣ ନାୟକ, ବଟକୃଷ୍ଣ ପାଢ଼ୀ, ଶ୍ୟାମସୁନ୍ଦର ସେଠୀ ସହଯୋଗ କରିଥିଲେ। ଏହି ଅବସରରେ ଧୀରେନ୍ଦ୍ର ବାଘ, ନାରାୟଣ ପ୍ରସାଦ ନାୟକ, ଜ୍ଞାନେନ୍ଦ୍ର ତ୍ରିପାଠୀ, ନିତ୍ୟାନନ୍ଦ ତ୍ରିପାଠୀ, ନିମାଇଁ ଚରଣ ପଣ୍ଡା, ଶିବ ପ୍ରସାଦ ଅଗ୍ରୱାଲ, କୃଷ୍ଣଚନ୍ଦ୍ର ମଲ୍ଲିକ, ଦିଲ୍ଲିପ ତ୍ରିପାଠୀ, ହୃଷିକେଶ ସାହୁ ପ୍ରମୁଖ ସଦସ୍ୟମାନେ ଉପସ୍ଥିତ ଥିଲେ।

2 hrs ago
user_Pitambar Sahu
Pitambar Sahu
Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
2 hrs ago

ବୃଦ୍ଧାବସ୍ଥାରେ ବୟସ୍କ ବ୍ୟକ୍ତିଙ୍କ ପ୍ରତି ହେଉଥିବା ଅତ୍ୟାଚାର, ଅବହେଳା ଏବଂ ଶୋଷଣ ବିରୋଧରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଜୁନ ୧୫ ତାରିଖରେ ପାଳନ କରାଯାଉଥିବା ବିଶ୍ବ ବରିଷ୍ଠ ହତାଦର ସଚେତନତା ଦିବସ ବୀରମହାରାଜପୁରରେ ପାଳିତ ହୋଇଛି। ଏହି ଉପଲକ୍ଷେ ସୋମବାର ପୂର୍ବାହ୍ନ ୯-୦୦ ଘଣ୍ଟା ସମୟରେ ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟରେ ଏହି ଦିବସ ପାଳନ ସହିତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠାନର ସଭାପତି ଦୟାନିଧି ହୋତାଙ୍କ ପୌରୋହିତ୍ୟରେ ଆୟୋଜିତ ଏକ ସଭାରେ ମୁଖ୍ୟ ଅତିଥି ଭାବେ ଅନୁଷ୍ଠାନର ପୂର୍ବତନ ସଭାପତି ଡ଼ ପ୍ରଫୁଲ୍ଲ କୁମାର ରଥ, ମୁଖ୍ୟ ବକ୍ତା ଭାବେ କୃଷ୍ଣଚନ୍ଦ୍ର ପାଢ଼ୀ ଏବଂ ସମ୍ମାନିତ ଅତିଥି ଭାବେ ଗୋପୀନାଥ ମହାକୁର ଯୋଗଦାନ କରି ଦିବସର ତାତ୍ପର୍ଯ୍ୟ ସଂପର୍କରେ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ସଭାପତି ରାଧେଶ୍ୟାମ ପୁରୋହିତ ସ୍ବାଗତ ଭାଷଣ ଦେଇଥିବାବେଳେ କୋଷାଧ୍ୟକ୍ଷ

ଅକ୍ଷୟ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଅନୁଷ୍ଠାନର ସଂପାଦକ ଡ ଦ୍ବିତୀକୃଷ୍ଣ ପଣ୍ଡା ସମଗ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ସଭା ପରେ ରାମାୟଣ ପାରାୟଣ ଓ ପ୍ରବଚନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବ୍ୟାସ ଗାୟକ ଭାବରେ ସତ୍ୟନାରାୟଣ ଚାନ୍ଦ ପାରାୟଣ କରିଥିବାବେଳେ ହାର୍ମୋନିୟମ୍‌ରେ ନବୀନ ଦାସ୍, ତବଲାରେ ଯୁଗଳ କିଶୋର ମିଶ୍ର ଏବଂ ପୂଜକ ଭାବରେ ବାସୁଦେବ ରଥ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଦସ୍ୟ ଜମ୍ବେଶ୍ଵର ପଧାନ, ବାସୁଦେବ ପଣ୍ଡା, ସତ୍ୟ ନାରାୟଣ ନାୟକ, ବଟକୃଷ୍ଣ ପାଢ଼ୀ, ଶ୍ୟାମସୁନ୍ଦର ସେଠୀ ସହଯୋଗ କରିଥିଲେ। ଏହି ଅବସରରେ ଧୀରେନ୍ଦ୍ର ବାଘ, ନାରାୟଣ ପ୍ରସାଦ ନାୟକ, ଜ୍ଞାନେନ୍ଦ୍ର ତ୍ରିପାଠୀ, ନିତ୍ୟାନନ୍ଦ ତ୍ରିପାଠୀ, ନିମାଇଁ ଚରଣ ପଣ୍ଡା, ଶିବ ପ୍ରସାଦ ଅଗ୍ରୱାଲ, କୃଷ୍ଣଚନ୍ଦ୍ର ମଲ୍ଲିକ, ଦିଲ୍ଲିପ ତ୍ରିପାଠୀ, ହୃଷିକେଶ ସାହୁ ପ୍ରମୁଖ ସଦସ୍ୟମାନେ ଉପସ୍ଥିତ ଥିଲେ।

More news from ଓଡ଼ିଶା and nearby areas
  • ବୃଦ୍ଧାବସ୍ଥାରେ ବୟସ୍କ ବ୍ୟକ୍ତିଙ୍କ ପ୍ରତି ହେଉଥିବା ଅତ୍ୟାଚାର, ଅବହେଳା ଏବଂ ଶୋଷଣ ବିରୋଧରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଜୁନ ୧୫ ତାରିଖରେ ପାଳନ କରାଯାଉଥିବା ବିଶ୍ବ ବରିଷ୍ଠ ହତାଦର ସଚେତନତା ଦିବସ ବୀରମହାରାଜପୁରରେ ପାଳିତ ହୋଇଛି। ଏହି ଉପଲକ୍ଷେ ସୋମବାର ପୂର୍ବାହ୍ନ ୯-୦୦ ଘଣ୍ଟା ସମୟରେ ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟରେ ଏହି ଦିବସ ପାଳନ ସହିତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠାନର ସଭାପତି ଦୟାନିଧି ହୋତାଙ୍କ ପୌରୋହିତ୍ୟରେ ଆୟୋଜିତ ଏକ ସଭାରେ ମୁଖ୍ୟ ଅତିଥି ଭାବେ ଅନୁଷ୍ଠାନର ପୂର୍ବତନ ସଭାପତି ଡ଼ ପ୍ରଫୁଲ୍ଲ କୁମାର ରଥ, ମୁଖ୍ୟ ବକ୍ତା ଭାବେ କୃଷ୍ଣଚନ୍ଦ୍ର ପାଢ଼ୀ ଏବଂ ସମ୍ମାନିତ ଅତିଥି ଭାବେ ଗୋପୀନାଥ ମହାକୁର ଯୋଗଦାନ କରି ଦିବସର ତାତ୍ପର୍ଯ୍ୟ ସଂପର୍କରେ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ସଭାପତି ରାଧେଶ୍ୟାମ ପୁରୋହିତ ସ୍ବାଗତ ଭାଷଣ ଦେଇଥିବାବେଳେ କୋଷାଧ୍ୟକ୍ଷ ଅକ୍ଷୟ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଅନୁଷ୍ଠାନର ସଂପାଦକ ଡ ଦ୍ବିତୀକୃଷ୍ଣ ପଣ୍ଡା ସମଗ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ସଭା ପରେ ରାମାୟଣ ପାରାୟଣ ଓ ପ୍ରବଚନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବ୍ୟାସ ଗାୟକ ଭାବରେ ସତ୍ୟନାରାୟଣ ଚାନ୍ଦ ପାରାୟଣ କରିଥିବାବେଳେ ହାର୍ମୋନିୟମ୍‌ରେ ନବୀନ ଦାସ୍, ତବଲାରେ ଯୁଗଳ କିଶୋର ମିଶ୍ର ଏବଂ ପୂଜକ ଭାବରେ ବାସୁଦେବ ରଥ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଦସ୍ୟ ଜମ୍ବେଶ୍ଵର ପଧାନ, ବାସୁଦେବ ପଣ୍ଡା, ସତ୍ୟ ନାରାୟଣ ନାୟକ, ବଟକୃଷ୍ଣ ପାଢ଼ୀ, ଶ୍ୟାମସୁନ୍ଦର ସେଠୀ ସହଯୋଗ କରିଥିଲେ। ଏହି ଅବସରରେ ଧୀରେନ୍ଦ୍ର ବାଘ, ନାରାୟଣ ପ୍ରସାଦ ନାୟକ, ଜ୍ଞାନେନ୍ଦ୍ର ତ୍ରିପାଠୀ, ନିତ୍ୟାନନ୍ଦ ତ୍ରିପାଠୀ, ନିମାଇଁ ଚରଣ ପଣ୍ଡା, ଶିବ ପ୍ରସାଦ ଅଗ୍ରୱାଲ, କୃଷ୍ଣଚନ୍ଦ୍ର ମଲ୍ଲିକ, ଦିଲ୍ଲିପ ତ୍ରିପାଠୀ, ହୃଷିକେଶ ସାହୁ ପ୍ରମୁଖ ସଦସ୍ୟମାନେ ଉପସ୍ଥିତ ଥିଲେ।
    2
    ବୃଦ୍ଧାବସ୍ଥାରେ ବୟସ୍କ ବ୍ୟକ୍ତିଙ୍କ ପ୍ରତି ହେଉଥିବା ଅତ୍ୟାଚାର, ଅବହେଳା ଏବଂ ଶୋଷଣ ବିରୋଧରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଜୁନ ୧୫ ତାରିଖରେ ପାଳନ କରାଯାଉଥିବା ବିଶ୍ବ ବରିଷ୍ଠ ହତାଦର ସଚେତନତା ଦିବସ ବୀରମହାରାଜପୁରରେ ପାଳିତ ହୋଇଛି। ଏହି ଉପଲକ୍ଷେ ସୋମବାର ପୂର୍ବାହ୍ନ ୯-୦୦ ଘଣ୍ଟା ସମୟରେ ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟରେ ଏହି ଦିବସ ପାଳନ ସହିତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଅନୁଷ୍ଠାନର ସଭାପତି ଦୟାନିଧି ହୋତାଙ୍କ ପୌରୋହିତ୍ୟରେ ଆୟୋଜିତ ଏକ ସଭାରେ ମୁଖ୍ୟ ଅତିଥି ଭାବେ ଅନୁଷ୍ଠାନର ପୂର୍ବତନ ସଭାପତି ଡ଼ ପ୍ରଫୁଲ୍ଲ କୁମାର ରଥ, ମୁଖ୍ୟ ବକ୍ତା ଭାବେ କୃଷ୍ଣଚନ୍ଦ୍ର ପାଢ଼ୀ ଏବଂ ସମ୍ମାନିତ ଅତିଥି ଭାବେ ଗୋପୀନାଥ ମହାକୁର ଯୋଗଦାନ କରି ଦିବସର ତାତ୍ପର୍ଯ୍ୟ ସଂପର୍କରେ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ସଭାପତି ରାଧେଶ୍ୟାମ ପୁରୋହିତ ସ୍ବାଗତ ଭାଷଣ ଦେଇଥିବାବେଳେ କୋଷାଧ୍ୟକ୍ଷ ଅକ୍ଷୟ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଅନୁଷ୍ଠାନର ସଂପାଦକ ଡ ଦ୍ବିତୀକୃଷ୍ଣ ପଣ୍ଡା ସମଗ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

ସଭା ପରେ ରାମାୟଣ ପାରାୟଣ ଓ ପ୍ରବଚନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବ୍ୟାସ ଗାୟକ ଭାବରେ ସତ୍ୟନାରାୟଣ ଚାନ୍ଦ ପାରାୟଣ କରିଥିବାବେଳେ ହାର୍ମୋନିୟମ୍‌ରେ ନବୀନ ଦାସ୍, ତବଲାରେ ଯୁଗଳ କିଶୋର ମିଶ୍ର ଏବଂ ପୂଜକ ଭାବରେ ବାସୁଦେବ ରଥ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଦସ୍ୟ ଜମ୍ବେଶ୍ଵର ପଧାନ, ବାସୁଦେବ ପଣ୍ଡା, ସତ୍ୟ ନାରାୟଣ ନାୟକ, ବଟକୃଷ୍ଣ ପାଢ଼ୀ, ଶ୍ୟାମସୁନ୍ଦର ସେଠୀ ସହଯୋଗ କରିଥିଲେ। ଏହି ଅବସରରେ ଧୀରେନ୍ଦ୍ର ବାଘ, ନାରାୟଣ ପ୍ରସାଦ ନାୟକ, ଜ୍ଞାନେନ୍ଦ୍ର ତ୍ରିପାଠୀ, ନିତ୍ୟାନନ୍ଦ ତ୍ରିପାଠୀ, ନିମାଇଁ ଚରଣ ପଣ୍ଡା, ଶିବ ପ୍ରସାଦ ଅଗ୍ରୱାଲ, କୃଷ୍ଣଚନ୍ଦ୍ର ମଲ୍ଲିକ, ଦିଲ୍ଲିପ ତ୍ରିପାଠୀ, ହୃଷିକେଶ ସାହୁ ପ୍ରମୁଖ ସଦସ୍ୟମାନେ ଉପସ୍ଥିତ ଥିଲେ।
    user_Pitambar Sahu
    Pitambar Sahu
    Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
    2 hrs ago
  • ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବରଘାଟ ଦାଦର ସ୍ଥିତ ବ୍ରାହ୍ମଣୀ ଖଣ୍ଡି ମଠରେ ରଜ ସଂକ୍ରାନ୍ତି ଅବସରରେ ଏକ ନାମ ସଂକୀର୍ତ୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଯୋଗୁଁ ବରଘାଟ ଦାଦର ଗ୍ରାମରେ ଏକ ଭକ୍ତି ପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଥିଲା।
    1
    ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବରଘାଟ ଦାଦର ସ୍ଥିତ ବ୍ରାହ୍ମଣୀ ଖଣ୍ଡି ମଠରେ ରଜ ସଂକ୍ରାନ୍ତି ଅବସରରେ ଏକ ନାମ ସଂକୀର୍ତ୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଯୋଗୁଁ ବରଘାଟ ଦାଦର ଗ୍ରାମରେ ଏକ ଭକ୍ତି ପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଥିଲା।
    user_Shree News
    Shree News
    ବୀରମହାରାଜପୁର, ସୋନପୁର, ଓଡ଼ିଶା•
    2 hrs ago
  • ଆଜି ରଜ ସଂକ୍ରାନ୍ତି ଅବସରରେ ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳ ପଦର ଗ୍ରାମପଞ୍ଚାୟତର ବଡ଼ମାଲ ମାହାର ପଡା ମନ୍ଦିର ସମ୍ମୁଖରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକ ନୂତନ ପୂଜକଙ୍କ ଦ୍ୱାରା ବଡ଼ମାଲ ସ୍ଵପ୍ନେଶ୍ଵର ବାବାଙ୍କ ପୂଜାର୍ଚନା ବ୍ୟବସ୍ଥାକୁ ନେଇ କରାଯାଇଥିଲା।
    1
    ଆଜି ରଜ ସଂକ୍ରାନ୍ତି ଅବସରରେ ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳ ପଦର ଗ୍ରାମପଞ୍ଚାୟତର ବଡ଼ମାଲ ମାହାର ପଡା ମନ୍ଦିର ସମ୍ମୁଖରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକ ନୂତନ ପୂଜକଙ୍କ ଦ୍ୱାରା ବଡ଼ମାଲ ସ୍ଵପ୍ନେଶ୍ଵର ବାବାଙ୍କ ପୂଜାର୍ଚନା ବ୍ୟବସ୍ଥାକୁ ନେଇ କରାଯାଇଥିଲା।
    user_Jagadish meher
    Jagadish meher
    ସୋନପୁର, ସୋନପୁର, ଓଡ଼ିଶା•
    17 min ago
  • ନିୟମ ପ୍ରଣୟନକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଯାଇଛି, ଯେଉଁଥିରେ ପଚରାଯାଇଛି କି ଲୋକଙ୍କୁ ସୂଚନା ନ ଦେଇ ନିୟମ ଲାଗୁ କରାଯିବ କି। ଏହା ସହିତ, ନିଜ ଆତ୍ମରକ୍ଷା ପାଇଁ ଜଣେ ଝିଅ କାହିଁକି ଭିଡିଓ କରିପାରିବ ନାହିଁ ବୋଲି ମଧ୍ୟ ପ୍ରଶ୍ନ କରାଯାଇଛି।
    1
    ନିୟମ ପ୍ରଣୟନକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଯାଇଛି, ଯେଉଁଥିରେ ପଚରାଯାଇଛି କି ଲୋକଙ୍କୁ ସୂଚନା ନ ଦେଇ ନିୟମ ଲାଗୁ କରାଯିବ କି। ଏହା ସହିତ, ନିଜ ଆତ୍ମରକ୍ଷା ପାଇଁ ଜଣେ ଝିଅ କାହିଁକି ଭିଡିଓ କରିପାରିବ ନାହିଁ ବୋଲି ମଧ୍ୟ ପ୍ରଶ୍ନ କରାଯାଇଛି।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    57 min ago
  • ଆଜି ବୌଦ୍ଧ ଜିଲ୍ଲା କଣ୍ଟାମାଳ ପୋଲିସ 'ପୁଷ୍ପା' ଷ୍ଟାଇଲରେ ହେଉଥିବା ଗଞ୍ଜେଇ ଚାଲାଣକୁ ମାଡ଼ି ବସିଛି। ପୋଲିସ ପାଣି ଟ୍ୟାଙ୍କରରେ ଗଞ୍ଜେଇ ଭର୍ତ୍ତିକରି ଚାଲାଣ କରାଯାଉଥିବା ସମୟରେ ଏହି କାରବାରକୁ ଧରିବାରେ ସଫଳ ହୋଇଛି।
    1
    ଆଜି ବୌଦ୍ଧ ଜିଲ୍ଲା କଣ୍ଟାମାଳ ପୋଲିସ 'ପୁଷ୍ପା' ଷ୍ଟାଇଲରେ ହେଉଥିବା ଗଞ୍ଜେଇ ଚାଲାଣକୁ ମାଡ଼ି ବସିଛି। ପୋଲିସ ପାଣି ଟ୍ୟାଙ୍କରରେ ଗଞ୍ଜେଇ ଭର୍ତ୍ତିକରି ଚାଲାଣ କରାଯାଉଥିବା ସମୟରେ ଏହି କାରବାରକୁ ଧରିବାରେ ସଫଳ ହୋଇଛି।
    user_SONEPUR NEWS
    SONEPUR NEWS
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    8 hrs ago
  • ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡରେ ଆଜି ଅପରାହ୍ନରେ ବଜ୍ରପାତ ଘଟି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଦୁଃଖଦ ଘଟଣା ୨୦୨୬ ମସିହା ଜୁନ୍ ୧୪ ତାରିଖରେ ଘଟିଛି। ମୃତକ ଜଣକ ହେଉଛନ୍ତି ବୀରମହାରାଜପୁର ଥାନା ଅନ୍ତର୍ଗତ ବିକଳପୂର୍ ଗ୍ରାମର ନରେଶ କଅଁର। ବୀରମହାରାଜପୁର ବ୍ଲକ୍ ଅନ୍ତର୍ଗତ କମୀରା ଗାଁରେ ଏହି ଘଟଣା ଘଟିଥିଲା, ଯେଉଁଠାରେ ନରେଶ ଏବଂ ଅନ୍ୟ ଦୁଇଜଣ ବିଲରେ ଗୋବର ଖତ ପକାଉଥିବା ସମୟରେ ହଠାତ୍ ବଜ୍ରପାତ ହୋଇଥିଲା। ଘଟଣାସ୍ଥଳରେ ସାଙ୍ଗେ ସାଙ୍ଗେ ସ୍ଥାନୀୟ ସରପଞ୍ଚ ଏବଂ ତାଙ୍କ ସ୍ୱାମୀ ଆହତମାନଙ୍କୁ ଉଦ୍ଧାର କରି ନିଜ ଗାଡ଼ିରେ ବୀରମହାରାଜପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତରମାନେ ନରେଶଙ୍କୁ ମୃତ ଘୋଷଣା କରିଥିଲେ। ଆହତଙ୍କ ମଧ୍ୟରୁ ଅଜୟ ଗୁରୁଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି, ଏବଂ ବିକାଶ ପଧାନ ଆହତ ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି।
    1
    ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡରେ ଆଜି ଅପରାହ୍ନରେ ବଜ୍ରପାତ ଘଟି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଦୁଃଖଦ ଘଟଣା ୨୦୨୬ ମସିହା ଜୁନ୍ ୧୪ ତାରିଖରେ ଘଟିଛି।

ମୃତକ ଜଣକ ହେଉଛନ୍ତି ବୀରମହାରାଜପୁର ଥାନା ଅନ୍ତର୍ଗତ ବିକଳପୂର୍ ଗ୍ରାମର ନରେଶ କଅଁର। ବୀରମହାରାଜପୁର ବ୍ଲକ୍ ଅନ୍ତର୍ଗତ କମୀରା ଗାଁରେ ଏହି ଘଟଣା ଘଟିଥିଲା, ଯେଉଁଠାରେ ନରେଶ ଏବଂ ଅନ୍ୟ ଦୁଇଜଣ ବିଲରେ ଗୋବର ଖତ ପକାଉଥିବା ସମୟରେ ହଠାତ୍ ବଜ୍ରପାତ ହୋଇଥିଲା। ଘଟଣାସ୍ଥଳରେ ସାଙ୍ଗେ ସାଙ୍ଗେ ସ୍ଥାନୀୟ ସରପଞ୍ଚ ଏବଂ ତାଙ୍କ ସ୍ୱାମୀ ଆହତମାନଙ୍କୁ ଉଦ୍ଧାର କରି ନିଜ ଗାଡ଼ିରେ ବୀରମହାରାଜପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତରମାନେ ନରେଶଙ୍କୁ ମୃତ ଘୋଷଣା କରିଥିଲେ। ଆହତଙ୍କ ମଧ୍ୟରୁ ଅଜୟ ଗୁରୁଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି, ଏବଂ ବିକାଶ ପଧାନ ଆହତ ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି।
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    9 hrs ago
  • ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ପଞ୍ଚାୟତ ଅଞ୍ଚଳରେ ବିଦ୍ୟୁତ କାଟ ଯୋଗୁଁ ଜନଜୀବନ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ରବିବାର ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ଏହି ବିଦ୍ୟୁତ ବିଭ୍ରାଟ ଖବର ପ୍ରସାରଣ ପର୍ଯ୍ୟନ୍ତ ସ୍ୱାଭାବିକ ହୋଇ ପାରି ନାହିଁ। ଅସହ୍ୟ ଗରମ ଏବଂ ଗୁଳୁଗୁଳି ଯୋଗୁଁ ସ୍ଥାନୀୟ ଜନସାଧାରଣ ଅତ୍ୟନ୍ତ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି। ବହଳପଦର ଅଞ୍ଚଳର ଉପଭୋକ୍ତାମାନେ ଏହି ବିଦ୍ୟୁତ କାଟ ଯୋଗୁଁ ଅନେକ ହଇରାଣ ହରକତ ହେଉଥିବା ବେଳେ ଛୋଟ ଛୁଆମାନେ ବିଶେଷ ଭାବେ ଗରମ ଓ ଗୁଳୁଗୁଳିରେ କଷ୍ଟ ଭୋଗୁଛନ୍ତି।
    3
    ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ପଞ୍ଚାୟତ ଅଞ୍ଚଳରେ ବିଦ୍ୟୁତ କାଟ ଯୋଗୁଁ ଜନଜୀବନ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ରବିବାର ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ଏହି ବିଦ୍ୟୁତ ବିଭ୍ରାଟ ଖବର ପ୍ରସାରଣ ପର୍ଯ୍ୟନ୍ତ ସ୍ୱାଭାବିକ ହୋଇ ପାରି ନାହିଁ।

ଅସହ୍ୟ ଗରମ ଏବଂ ଗୁଳୁଗୁଳି ଯୋଗୁଁ ସ୍ଥାନୀୟ ଜନସାଧାରଣ ଅତ୍ୟନ୍ତ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି। ବହଳପଦର ଅଞ୍ଚଳର ଉପଭୋକ୍ତାମାନେ ଏହି ବିଦ୍ୟୁତ କାଟ ଯୋଗୁଁ ଅନେକ ହଇରାଣ ହରକତ ହେଉଥିବା ବେଳେ ଛୋଟ ଛୁଆମାନେ ବିଶେଷ ଭାବେ ଗରମ ଓ ଗୁଳୁଗୁଳିରେ କଷ୍ଟ ଭୋଗୁଛନ୍ତି।
    user_Pitambar Sahu
    Pitambar Sahu
    Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
    23 hrs ago
  • ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ କମୀରା ଗ୍ରାମରେ ଆଜି ଅପରାହ୍ନରେ ବଜ୍ରପାତ ଘଟି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତକ ଜଣକ ହେଉଛନ୍ତି ବୀରମହାରାଜପୁର ଥାନା ଅନ୍ତର୍ଗତ ବିକଳପୂର୍ ଗ୍ରାମର ନରେଶ କଅଁର। ଆଜି ଅପରାହ୍ନରେ ନରେଶ ଏବଂ ଅନ୍ୟ ଦୁଇଜଣ ବିଲରେ ଗୋବର ଖତ ପକାଉଥିବା ସମୟରେ ହଠାତ୍ ବଜ୍ରପାତ ହୋଇଥିଲା। ଏହି ଘଟଣା ପରେ ସ୍ଥାନୀୟ ସରପଞ୍ଚ ଏବଂ ତାଙ୍କ ସ୍ୱାମୀ ତୁରନ୍ତ ତିନିଜଣଙ୍କୁ ଉଦ୍ଧାର କରି ନିଜ ଗାଡ଼ିରେ ବୀରମହାରାଜପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ, ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତରମାନେ ନରେଶଙ୍କୁ ମୃତ ଘୋଷଣା କରିଥିଲେ। ଆହତ ଦୁଇଜଣଙ୍କ ମଧ୍ୟରୁ ଅଜୟ ଗୁରୁଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ଆହତ ବିକାସ ପଧାନ ବୀରମହାରାଜପୁର ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।
    1
    ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ କମୀରା ଗ୍ରାମରେ ଆଜି ଅପରାହ୍ନରେ ବଜ୍ରପାତ ଘଟି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତକ ଜଣକ ହେଉଛନ୍ତି ବୀରମହାରାଜପୁର ଥାନା ଅନ୍ତର୍ଗତ ବିକଳପୂର୍ ଗ୍ରାମର ନରେଶ କଅଁର।

ଆଜି ଅପରାହ୍ନରେ ନରେଶ ଏବଂ ଅନ୍ୟ ଦୁଇଜଣ ବିଲରେ ଗୋବର ଖତ ପକାଉଥିବା ସମୟରେ ହଠାତ୍ ବଜ୍ରପାତ ହୋଇଥିଲା। ଏହି ଘଟଣା ପରେ ସ୍ଥାନୀୟ ସରପଞ୍ଚ ଏବଂ ତାଙ୍କ ସ୍ୱାମୀ ତୁରନ୍ତ ତିନିଜଣଙ୍କୁ ଉଦ୍ଧାର କରି ନିଜ ଗାଡ଼ିରେ ବୀରମହାରାଜପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ, ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତରମାନେ ନରେଶଙ୍କୁ ମୃତ ଘୋଷଣା କରିଥିଲେ।

ଆହତ ଦୁଇଜଣଙ୍କ ମଧ୍ୟରୁ ଅଜୟ ଗୁରୁଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ଆହତ ବିକାସ ପଧାନ ବୀରମହାରାଜପୁର ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।
    user_Ajira Samachar
    Ajira Samachar
    Photographer ସୋନପୁର, ସୋନପୁର, ଓଡ଼ିଶା•
    9 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.