Shuru
Apke Nagar Ki App…
ପୁରୀ ଜିଲ୍ଲାର ଗୋପ ବ୍ଲକ ନାଗପୁର HP ଗ୍ୟାସ ରମହାଦୁର୍ନୀତି ଦୀର୍ଘ ଦିନ ହେବ ଗ୍ୟାସ ଦେବେ ଦେବେ କହିକି ଠକିଆସୁଛନ୍ତି । ହେଲେ ଷ୍ଟୋର ନିକଟକୁ ଆସିଲେ ଭିତରୁ ତାଲା ପକେଇ ଘଉଡ଼େଇ ଦେଉଛନ୍ତି ଏବଂ ଭିଡ଼ିଓ କରିଲେ ଧମକ ମଧ୍ୟ ଦେଉଛନ୍ତି... ଏମାନେ ଗୋଟେ ପ୍ରକାର ଗୁଣ୍ଡାରାଜ ଚଲେଇଛନ୍ତି ଏଠାରେ consumer ମାନଙ୍କୁ କୁକୁର ମାଙ୍କଡ଼ ଭଳି ଦ୍ରୁବ୍ୟବହାର କରୁଛନ୍ତି ଏମାନେ ସରକାର ଙ୍କ ପାଖରେ ଅନୁରୋଧ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ।
SOUMYA RANJAN