Shuru
Apke Nagar Ki App…
ପବିତ୍ର ପଣାସଂକ୍ରାନ୍ତୀ ପୁରୀ ରେଲୱେ ଷ୍ଟେସନ ଟ୍ୟାକ୍ସି ଚାଳକ ସଙ୍ଘ ପକ୍ଷରୁ ଟଙ୍କତୋରାଣି ସର୍ବତ ବଣ୍ଟନ l ପବିତ୍ର ପଣାସଂକ୍ରାନ୍ତି ରେ ପୁରୀ ରେଲୱେ ଷ୍ଟେସନ ଟ୍ୟାକ୍ସି ଚାଳକ ସଙ୍ଘ ପକ୍ଷରୁ ପ୍ରବଳ ଗ୍ରୀଷ୍ମ ପ୍ରବାହ ନିମନ୍ତେ ଆସୁଥିବା ପର୍ଯ୍ୟଟକ, ତୀର୍ଥଯାତ୍ରୀ ଏବଂ ଭକ୍ତ ମାନଙ୍କ ନିମନ୍ତେ ଆସନ୍ତା ଚାରିମାସ ପର୍ଯ୍ୟନ୍ତ ଟଙ୍କତୋରାଣି ବଣ୍ଟନ କରାଯାଉଛି l ଏହି କାର୍ଯ୍ୟକ୍ରମ କୁ ମୁଖ୍ୟ ଅତିଥିଭାବେ ରାଜ୍ୟସଭା ସାଂସଦ ସୁଭାଶିଷ ଖୁଣ୍ଟିଆ, ସମ୍ମାନିତ ଅତିଥିଭାବେ ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଯୋଗଦାନ କରି ଉଦଘାଟନ କରିଥିଲେ l ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିବାରେ ପୁରୀ ରେଲୱେ ଷ୍ଟେସନ ଟ୍ୟାକ୍ସି ସଙ୍ଘର ଉପଦେଷ୍ଟା ସୋମନାଥ ସାହୁ,ସଂଘର ସଭାପତି, ସମ୍ପାଦକ ଏବଂ କୋଷାଧକ୍ଷ ଙ୍କ ସହିତ ସଂଘର ସମସ୍ତ କର୍ମକର୍ତ୍ତା ପ୍ରତିଦିନ ଏହି କାର୍ଯ୍ୟକ୍ରମ କୁ ସମ୍ପାଦନା କରିବାରେ ପୂର୍ଣ୍ଣ ସହଯୋଗ କରି ଆସୁଛନ୍ତି l ପୁରୀରୁ ଡ଼ଃ ମନୋଜ କୁମାର ବଳିଆରଙ୍କ ରିପୋର୍ଟ l
Manoj kumar baliyarsingh