Shuru
Apke Nagar Ki App…
ଆଣ୍ଠୁ, ଅଣ୍ଟା, ଗଣ୍ଠି, ମୁଣ୍ଡବିନ୍ଧା ଭଲ ହେବ ଖଣ୍ଡେ କାଠରେ ଶୁଣନ୍ତୁ ବଡମ୍ବା ବଡ ବାରସିଂ ବୈଦଙ୍କ ଠାରୁ
Birendra Patel
ଆଣ୍ଠୁ, ଅଣ୍ଟା, ଗଣ୍ଠି, ମୁଣ୍ଡବିନ୍ଧା ଭଲ ହେବ ଖଣ୍ଡେ କାଠରେ ଶୁଣନ୍ତୁ ବଡମ୍ବା ବଡ ବାରସିଂ ବୈଦଙ୍କ ଠାରୁ
More news from Fategarh and nearby areas
- ନୟାଗଡ଼ ଜିଲ୍ଲା ଫତେଗଡ ପୋଲିସକୁ ବଡ଼ ସଫଳତା। ଫତେଗଡ ପଞ୍ଚାୟତ ମଣିପୁର ଗ୍ରାମର ରୁପେଇ ଖଟେଇ ୧୩ କିଲୋ ଶହେ ଗ୍ରାମ ଗଞ୍ଜେଇ ଚାଲାଣ ବେଳେ ଗିରଫ। ଗଞ୍ଜେଇ ଚାଲାଣ କାରୀଙ୍କ ବୃଦ୍ଧି ମାନିବାକୁ ପଡିବ। ରାସ୍ତା ଘାଟରେ ପୋଲିସ କଡାକଡି ଭାବରେ ଗାଡ଼ି ଯାଞ୍ଚ କରୁଥିବାରୁ ଗଞ୍ଜେଇ ଚାଲାଣ କାରୀଙ୍କ ଅଭିନବ ଢ଼ଙ୍ଗରେ ଗଞ୍ଜେଇ ଚାଲାଣ କରୁଛନ୍ତି। ଗଞ୍ଜେଇ ଚାଲାଣ କାରୀ ଫୁଲବାଣୀ ଅଞ୍ଚଳରୁ ଦାମୀ ଗାଡ଼ିରେ ଗଞ୍ଜେଇ ନଆଣି ଲୁନା, ସ୍କୁଟିରେ ଅଳ୍ପ ଅଳ୍ପ ଆଣି ଗାଁ ଗହଳି ସମେତ ନୟାଗଡ଼ ଓ ଆଖପାଖ ପଡୋଶୀ ଜିଲ୍ଲାରେ ବିକ୍ରୀ କରିଥାନ୍ତି। ଗଞ୍ଜେଇ ଚାଲାଣକାରୀ ସବୁ ବେଳେ ଗଞ୍ଜେଇ ଚାଲାଣ କରିବା ପାଇଁ ଅଭିନବ ଉପାୟ ଆପଣେଇଥାନ୍ତି। କେତେବେଳେ ପରିବା ବୋଝେଇ ଗାଡି ତ କେତେବେଳେ ଆମ୍ବୁଲାନ୍ସ। ଏହିପରି ବିଭିନ୍ନ ଉପାୟ ଅବଲମ୍ବନ କରିଥାନ୍ତି। ଏଥର ମଧ୍ୟ ଫତେଗଡ ଥାନା ଅଞ୍ଚଳରେ ଏକ ଭିନ୍ନ ଉପାୟ ଆପଣେଇ ଥିଲେ ଗଞ୍ଜେଇ ଚାଲାଣକାରୀ। ମଣିପୁର ଗ୍ରାମର ରୁପେଇ ଖଟେଇ ଏକ ଲୁନା ଗାଡ଼ିରେ ଗାଁ ଗହଳିରେ ବୁଲି ପୁରୁଣା ଲୁହା, ପ୍ଲାଷ୍ଟିକ ଡବା, ଖାତା ବହି କବାଡିଆ ବେପାର କରନ୍ତି। ଅଖା ଭିତରେ ଗଞ୍ଜେଇ ଚାଲାଣ କରି ବିକ୍ରୀ କରିଥାନ୍ତି। ଶନିବାର ସକାଳୁ କୈାଣସି ସୂତ୍ରରୁ ଫତେଗଡ ଥାନାଧିକାରୀ ପଞ୍ଚାନନ ପରିଡ଼ା ସୂଚନା ପାଇଁ ଏଏସଆଇ ଭାବଗ୍ରାହୀ ମଲ୍ଲିକ ଓ ପୋଲିସ କର୍ମଚାରୀ କଳାପଥର ଠାରୁ କଣ୍ଟିଲୋ ୪୮ ନଂ ରାଜ୍ୟ ରାଜପଥ ରାସ୍ତା ମଣିପୁର ଛକରେ ଛକି ରହିଥିଲେ। ରୁପେଇ ଖଟେଇ ଏକ ଲୁନା ଗାଡ଼ିରେ ଭଙ୍ଗା ଟିଣ ଓ ଖାତା ବହି, ପ୍ଲାଷ୍ଟିକ ଡବା , ବୋତଲ ନେଇ ଯାଉଥିବା ବେଳେ ଅଟକ ରଖି ଅଖା ଭିତର ଯାଞ୍ଚ କରିଥିଲେ।। ସେଥରେ ଗଞ୍ଜେଇ ଥିବା ଜଣା ପଡିଥିଲା। ମୋଟ ୧୩ କିଲୋ ଶହେ ଗ୍ରାମ ଗଞ୍ଜେଇ ଥିବା ଜଣାପଡିଥିଲା।। ଏଥିସହ ପୋଲିସ ଲୁନାଗାଡି ସହ ଗଞ୍ଜେଇ ଜବତ କରିବା ସହ ରୁପେଇଙ୍କୁ ଅଟକ ରଖି ଅଧିକ ତଦନ୍ତ ଚାଲୁ ରଖିଛନ୍ତି। ରବିବାର କୋର୍ଟ ଚାଲାଣ କରାଯାଇଥିଲା ଥାନାଧିକାରୀ ଶ୍ରୀ ପରିଡା ସୂଚନା ଦେଇଛନ୍ତି।କେସର ତଦନ୍ତ କରୁଛନ୍ତି ସବ୍ ଇନ୍ସପେକ୍ଟର ଅରୂପା ନନ୍ଦ ନାୟକ।1
- ନରସିଂହପୁର ମହୋତ୍ସବ ଛାଡଖାଇ ...1
- ବୁଢା ବୁଢୀ ଘାଟି ନରସିଂହପୁର 🙏🕉 new video masti1
- ଖଣ୍ଡପଡ଼ା ଏନଏସି ୧ ନଂ ୱାର୍ଡ଼ରେ ଥିବା ଟିଙ୍କଚୁଆ ପ୍ରାଥମିକ ବିଦ୍ୟାଳୟ ରେ ଆଜିପର୍ଯ୍ୟନ୍ତ ବିଜୁଳି ନାହିଁ l1
- Bhangila Sansara Jodiba Kie//Jatra Video//ଭାଙ୍ଗିଲା ସଂସାର ଯୋଡ଼ିବ କିଏ//ପଥୁରିଆ//ଖଣ୍ଡପଡ଼ା1
- ହିନ୍ଦୋଳ: ପାଇକପୁରୁଣାକୋଟ-ପାଟଲା ମୁଖ୍ୟ ରାସ୍ତାରେ ୪୫ ଟିକିଆ ହାତୀପଲ ପାର ହେଉଥିବା ସୂଚନା, ଲୋକେ ଭୟଭୀତ1
- ହିନ୍ଦୋଳ ମିନି ଷ୍ଟାଡିୟମରେ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଅନୁଷ୍ଠିତ1