Shuru
Apke Nagar Ki App…
ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଝାରମୁଣ୍ଡା କ୍ରସର ଛକ ନିକଟସ୍ଥ ଏକ ପରିତ୍ୟକ୍ତ କୋଠରୀରୁ ଜଣେ ଯୁବକଙ୍କ ମୃ_ଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି। ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଝାରମୁଣ୍ଡା କ୍ରସର ଛକ ନିକଟସ୍ଥ ଏକ ପରିତ୍ୟକ୍ତ କୋଠରୀରୁ ଜଣେ ଯୁବକଙ୍କ ମୃ_ଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି। ମୃ_କ ଜଣକ ଝାରମୁଣ୍ଡା ହରିଜନପଡ଼ାର କୃଷ୍ଣଚନ୍ଦ୍ର ମହାନନ୍ଦ ବୋଲି ଜଣାପଡ଼ିଛି। ତାଙ୍କ ବୟସ ପ୍ରାୟ ୩୨ ବର୍ଷ ସୂଚନା ଅନୁସାରେ, କିଛି ସ୍ଥାନୀୟ ଯୁବକ ପରିତ୍ୟକ୍ତ କୋଠରୀ ଭିତରେ ମୃ_ଦେହ ଝୁଲନ୍ତା ଅବସ୍ଥାରେ ଥିବା ଦେଖି ରେଙ୍ଗାଲି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ରେଙ୍ଗାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃ_ଦେହ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି _ତ୍ୟୁର ପ୍ରକୃତ କାରଣ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।
Soubhagya Ranjan Sahu
ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଝାରମୁଣ୍ଡା କ୍ରସର ଛକ ନିକଟସ୍ଥ ଏକ ପରିତ୍ୟକ୍ତ କୋଠରୀରୁ ଜଣେ ଯୁବକଙ୍କ ମୃ_ଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି। ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଝାରମୁଣ୍ଡା କ୍ରସର ଛକ ନିକଟସ୍ଥ ଏକ ପରିତ୍ୟକ୍ତ କୋଠରୀରୁ ଜଣେ ଯୁବକଙ୍କ ମୃ_ଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି। ମୃ_କ ଜଣକ ଝାରମୁଣ୍ଡା ହରିଜନପଡ଼ାର କୃଷ୍ଣଚନ୍ଦ୍ର ମହାନନ୍ଦ ବୋଲି ଜଣାପଡ଼ିଛି। ତାଙ୍କ ବୟସ ପ୍ରାୟ ୩୨ ବର୍ଷ ସୂଚନା ଅନୁସାରେ, କିଛି ସ୍ଥାନୀୟ ଯୁବକ ପରିତ୍ୟକ୍ତ କୋଠରୀ ଭିତରେ ମୃ_ଦେହ ଝୁଲନ୍ତା ଅବସ୍ଥାରେ ଥିବା ଦେଖି ରେଙ୍ଗାଲି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ରେଙ୍ଗାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃ_ଦେହ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି _ତ୍ୟୁର ପ୍ରକୃତ କାରଣ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।
More news from Jharsuguda and nearby areas
- ବେଲପାହାଡ଼ ଗୁମାଡେରା ଗୋବିନ୍ଦ ଟକିଜ ନିକଟସ୍ଥ ମାର୍କେଟ ଏସୋସିଏସନ ଦ୍ୱାରା ଆୟୋଜିତ ମାର୍କେଟ ଗଣେଷ ମଣ୍ଡପରେ ମହା ଆଡମ୍ବର ଏବଂ ଧୂମଧାମ ରେ ପ୍ରଭୁ ଗଜାନନଙ୍କ ପୂଜା ଅନୁଷ୍ଠିତ। GaneshChaturthi2026 Guamadera_Market_Near_GovindTalkies Belpahad ବେଲପାହାଡ଼ ଗୁମାଡେରା ଗୋବିନ୍ଦ ଟକିଜ ନିକଟସ୍ଥ ମାର୍କେଟ ଏସୋସିଏସନ ଦ୍ୱାରା ଆୟୋଜିତ ମାର୍କେଟ ଗଣେଷ ମଣ୍ଡପରେ ମହା ଆଡମ୍ବର ଏବଂ ଧୂମଧାମ ରେ ପ୍ରଭୁ ଗଜାନନଙ୍କ ପୂଜା ଅନୁଷ୍ଠିତ।1
- 🚨 ईरान में विमान में बड़ा हादसा टला, यात्रियों में मची चीख-पुकार ईरान की Sepehran Airlines के Boeing 737 विमान को उड़ान भरने के कुछ ही देर बाद तकनीकी समस्या के चलते मशहद एयरपोर्ट लौटना पड़ा। विमान मशहद से केरमानशाह जा रहा था। शुरुआती रिपोर्टों में टायर की समस्या और इंजन इमरजेंसी की बात सामने आई। तेज कंपन के कारण विमान के केबिन की छत के कुछ पैनल और सामान नीचे गिरने लगे, जिससे यात्रियों में अफरा-तफरी मच गई। घटना के वीडियो में यात्री घबराए हुए दिखाई दे रहे हैं। विमान ने सुरक्षित लैंडिंग की और किसी के घायल होने की सूचना नहीं है। हालांकि, घटना के सटीक तकनीकी कारणों की जांच की जा रही है। #BreakingNews #Iran #SepehranAirlines #Boeing737 #PlaneEmergency #Mashhad #Kermanshah #AviationNews #ViralVideo #P24NewsExpress 🚨 ईरान में विमान में बड़ा हादसा टला, यात्रियों में मची चीख-पुकार ईरान की Sepehran Airlines के Boeing 737 विमान को उड़ान भरने के कुछ ही देर बाद तकनीकी समस्या के चलते मशहद एयरपोर्ट लौटना पड़ा। विमान मशहद से केरमानशाह जा रहा था। शुरुआती रिपोर्टों में टायर की समस्या और इंजन इमरजेंसी की बात सामने आई। तेज कंपन के कारण विमान के केबिन की छत के कुछ पैनल और सामान नीचे गिरने लगे, जिससे यात्रियों में अफरा-तफरी मच गई। घटना के वीडियो में यात्री घबराए हुए दिखाई दे रहे हैं। विमान ने सुरक्षित लैंडिंग की और किसी के घायल होने की सूचना नहीं है। हालांकि, घटना के सटीक तकनीकी कारणों की जांच की जा रही है। #BreakingNews #Iran #SepehranAirlines #Boeing737 #PlaneEmergency #Mashhad #Kermanshah #AviationNews #ViralVideo #P24NewsExpress1
- କୁମ୍ଭାରୀରେ ଆଜାଦ କ୍ଲବ୍ର ୪୧ତମ ନୂଆଁଖାଇ ଭେଟ୍ : ନବାନ୍ନ ଭକ୍ଷଣ ନୁହେଁ ନୂଆଁଖାଇ: ସମ୍ବଲପୁରୀ ବ୍ୟାକରଣ ବିତ୍ତ ଉତ୍ପନ୍ନ ଭୋଇ କୁମ୍ଭାରୀରେ ଆଜାଦ କ୍ଲବ୍ର ୪୧ତମ ନୂଆଁଖାଇ ଭେଟ୍ : ନବାନ୍ନ ଭକ୍ଷଣ ନୁହେଁ ନୂଆଁଖାଇ: ସମ୍ବଲପୁରୀ ବ୍ୟାକରଣ ବିତ୍ତ ଉତ୍ପନ୍ନ ଭୋଇ ବରଗଡ଼ : ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ ଅବସରରେ ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ କୁମ୍ଭାରୀ ଗ୍ରାମରେ ଆଜାଦ କ୍ଲବ୍ ପକ୍ଷରୁ ୪୧ତମ ନୂଆଁଖାଇ ଭେଟ୍ଘାଟ୍ ଉତ୍ସବ ଆନନ୍ଦ ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ଦୀର୍ଘ ୪୧ ବର୍ଷ ଧରି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ନୂଆଁଖାଇର ପରମ୍ପରା, ଭାଇଚାରା, ସାମାଜିକ ସମ୍ପର୍କ ଓ ଲୋକକଳାକୁ ଉତ୍ସାହିତ କରାଯାଇଆସୁଛି।କ୍ଲବ୍ର ସଭାପତି ସେବାନନ୍ଦ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ବରଗଡ଼ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମାଜସେବୀ ନରେନ୍ଦ୍ର ହୋତା, ନାଟ୍ୟକାର ଅରୁଣ ନାୟକ ଓ ଡ. ସଂଜୀବ ଦାଶ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ବେଳେ ସ୍ତମ୍ଭକାର ଉତ୍ପନ୍ନ ଭୋଇ ମୁଖ୍ୟବକ୍ତା ଭାବେ ଯୋଗଦେଇ ନୂଆଁଖାଇର ସାମାଜିକ, ସାଂସ୍କୃତିକ ଓ ପାରମ୍ପରିକ ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ l ଅତିଥିମାନେ ନୂଆଁଖାଇ କେବଳ ନୂଆ ଧାନ ଖାଇବାର ଏକ ପର୍ବ ନୁହେଁ, ବରଂ ଏହା ପରସ୍ପର ମଧ୍ୟରେ ଭାଇଚାରା, ଆତ୍ମୀୟତା ଓ ସାମାଜିକ ଏକତାକୁ ସୁଦୃଢ଼ କରୁଥିବା ଏକ ମହାନ ଲୋକପର୍ବ ବୋଲି ମତବ୍ୟକ୍ତ କରିଥିଲେ। ନୂଆଁଖାଇ ଭେଟ୍ଘାଟ୍ ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ନୂତନ ପିଢ଼ି ନିଜ ମାଟି, ପରମ୍ପରା, ଲୋକସଂସ୍କୃତି ଓ ଐତିହ୍ୟ ସହ ଯୋଡ଼ି ହୋଇପାରିବ ବୋଲି ସେମାନେ କହିଥିଲେ। ସଭା ପୂର୍ବରୁ ନାଟ୍ୟ ମହର୍ଷି ସ୍ୱର୍ଗତ ଭଗବାନ ସାହୁ, ବ୍ରଜେଶ୍ୱରୀ ଦେବୀ ଓ ମା’ ସମଲେଶ୍ୱରୀଙ୍କ ଫଟୋଚିତ୍ରରେ ଅତିଥି ଓ ଆୟୋଜକମାନଙ୍କ ପକ୍ଷରୁ ପୁଷ୍ପମାଲ୍ୟାର୍ପଣ କରାଯାଇଥିଲା। ପରେ ଅତିଥିମାନଙ୍କୁ ମଞ୍ଚରେ ସ୍ୱାଗତ କରାଯାଇଥିଲା।କାର୍ଯ୍ୟକ୍ରମରେ ପପୁନ ଦାଶ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସୁଦାମ ପଧାନ କ୍ଲବ୍ର ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଆଜାଦ କ୍ଲବ୍ର ସଦସ୍ୟ, ଗ୍ରାମବାସୀ, ବୁଦ୍ଧିଜୀବୀ, ସାହିତ୍ୟିକ, କଳାକାର ଓ ବିଭିନ୍ନ ବର୍ଗର ଲୋକେ ଉତ୍ସବରେ ଯୋଗଦେଇ ନୂଆଁଖାଇର ଆନନ୍ଦ ବାଣ୍ଟିଥିଲେ।ଦୀର୍ଘ ୪୧ ବର୍ଷ ଧରି କୁମ୍ଭାରୀରେ ଆୟୋଜିତ ହୋଇଆସୁଥିବା ଏହି ନୂଆଁଖାଇ ଭେଟ୍ଘାଟ୍ ଉତ୍ସବ ଗ୍ରାମର ସାମାଜିକ ଓ ସାଂସ୍କୃତିକ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଥିବା ଆୟୋଜକମାନେ କହିଛନ୍ତି। ଆଗାମୀ ଦିନରେ ମଧ୍ୟ ଏହି ପରମ୍ପରାକୁ ଅବ୍ୟାହତ ରଖି ନୂଆଁଖାଇର ମହତ୍ତ୍ୱ ଓ ଓଡ଼ିଆ ଲୋକସଂସ୍କୃତିକୁ ଆହୁରି ବ୍ୟାପକ କରିବାକୁ କ୍ଲବ୍ ପକ୍ଷରୁ ପ୍ରୟାସ ଜାରି ରହିବ ବୋଲି ପ୍ରକାଶ କରାଯାଇଛି।1
- ଚାଷୀଙ୍କ ସାଥୀ - ବରଗଡ଼ ଆରଏମସି ,ସମସ୍ତ ଚାଷୀ ଭାଇ ମାନଙ୍କୁ ନୁଆଁଖାଇର ଶୁଭେଚ୍ଛା ଓ ଅଭିନନ୍ଦନ.... ଚାଷୀଙ୍କ ସାଥୀ - ବରଗଡ଼ ଆରଏମସି ,ସମସ୍ତ ଚାଷୀ ଭାଇ ମାନଙ୍କୁ ନୁଆଁଖାଇର ଶୁଭେଚ୍ଛା ଓ ଅଭିନନ୍ଦନ....1
- ସୁନ୍ଦର ଗଡ଼ ଜ଼ିଲ୍ଲା ବଣାଇ ଅଞ୍ଚଳରେ ହାତୀ ଆତଙ୍କ ଦେଖାଦେଇଥିବା ବେଳେ ଘର ଭାଙ୍ଗି ଫସଲ ନଷ୍ଟ କରୁଛି ସୁନ୍ଦର ଗଡ଼ ଜ଼ିଲ୍ଲା ବଣାଇ ଅଞ୍ଚଳରେ ପୁଣି ହାତୀ ଆତଙ୍କ ଖେଳି ଯାଇଛି l ବଣାଇ ବ୍ଲକର ବିଭିନ୍ନ ଅଞ୍ଚଳରେ ହାତୀ ଆତଙ୍କ ଖେଳାଉଥିବା ବେଳେ ଘର ଦ୍ୱାର ଭାଙ୍ଗି ଫସଲ ନଷ୍ଟ କରୁଛି l ବନ ବିଭାଗ ଘଉଡ଼ାଇବା ପାଇଁ ଚେଷ୍ଟା କଲେ ମଧ୍ୟ ବିଫଳ ହେଉଛି l ବାରମ୍ବାର ହାତୀ ଆସିବା ଯୋଗୁଁ ଧାନ ଫସଲ ନଷ୍ଟ କରିବା ସହିତ ଘର ଦ୍ୱାର ଭାଙ୍ଗି ଦେଉଥିବା କାରଣରୁ ଲୋକେ ଭୟଭୀତ ହେଉଛନ୍ତି l ବନ କର୍ମଚାରୀ ନିଆଁ ହୁଳା ଦେଖାଇ ଘଉଡ଼ାଇବା ପାଇଁ ଚେଷ୍ଟା କଲେ ମଧ୍ୟ ହାତୀ ଯିବାର ନା ଧରୁନି l ଗ୍ରାମ୍ୟ ଜଙ୍ଗଲ ଭିତରକୁ ନ ଯିବାକୁ ଜନ ସାଧାରଣଙ୍କୁ ବାରଣ କରା ଯାଉଛି l ବେଳେ ବେଳେ ହାତୀ ସହର ଭିତରକୁ ପଶି ଆସି ଉତ୍ପାତ ମଚାଉଛି l ତେଣୁ ତୁରନ୍ତ ହାତୀକୁ ଅନ୍ୟତ୍ର ପଠାଇବାକୁ ଜନ ସାଧାରଣ ଦାବୀ କରୁଛନ୍ତି l2
- ବୀରମହାରାଜପୁରରେ ନୁଆଁଖାଇ ଭେଟଘାଟ ଅନୁଷ୍ଠିତ l କଳାକାରଙ୍କ ନୃତ୍ୟ ଗୀତରେ ଦୁଲୁକିଲା ମଞ୍ଚ1
- ନୂଆଁଖାଇ ପାହୁର ଯାତ୍ରା1
- ବେଲପାହାଡ଼ ମୁନିସିପାଲିଟି ନିକଟସ୍ଥ ମାର୍କେଟ କମ୍ପ୍ଲେକ୍ସ ଗଣେଷ ମଣ୍ଡପରେ ମହା ଆଡମ୍ବର ଏବଂ ଧୂମଧାମ ରେ ପ୍ରଭୁ ଗଜାନନଙ୍କ ପୂଜା ଅନୁଷ୍ଠିତ। GaneshChaturthi2026 Near Muncipality MarketComplex Belpahad ବେଲପାହାଡ଼ ମୁନିସିପାଲିଟି ନିକଟସ୍ଥ ମାର୍କେଟ କମ୍ପ୍ଲେକ୍ସ ଗଣେଷ ମଣ୍ଡପରେ ମହା ଆଡମ୍ବର ଏବଂ ଧୂମଧାମ ରେ ପ୍ରଭୁ ଗଜାନନଙ୍କ ପୂଜା ଅନୁଷ୍ଠିତ।1