କୁମ୍ଭାରୀରେ ଆଜାଦ କ୍ଲବ୍ର ୪୧ତମ ନୂଆଁଖାଇ ଭେଟ୍ : ନବାନ୍ନ ଭକ୍ଷଣ ନୁହେଁ ନୂଆଁଖାଇ: ସମ୍ବଲପୁରୀ ବ୍ୟାକରଣ ବିତ୍ତ ଉତ୍ପନ୍ନ ଭୋଇ କୁମ୍ଭାରୀରେ ଆଜାଦ କ୍ଲବ୍ର ୪୧ତମ ନୂଆଁଖାଇ ଭେଟ୍ : ନବାନ୍ନ ଭକ୍ଷଣ ନୁହେଁ ନୂଆଁଖାଇ: ସମ୍ବଲପୁରୀ ବ୍ୟାକରଣ ବିତ୍ତ ଉତ୍ପନ୍ନ ଭୋଇ ବରଗଡ଼ : ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ ଅବସରରେ ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ କୁମ୍ଭାରୀ ଗ୍ରାମରେ ଆଜାଦ କ୍ଲବ୍ ପକ୍ଷରୁ ୪୧ତମ ନୂଆଁଖାଇ ଭେଟ୍ଘାଟ୍ ଉତ୍ସବ ଆନନ୍ଦ ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ଦୀର୍ଘ ୪୧ ବର୍ଷ ଧରି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ନୂଆଁଖାଇର ପରମ୍ପରା, ଭାଇଚାରା, ସାମାଜିକ ସମ୍ପର୍କ ଓ ଲୋକକଳାକୁ ଉତ୍ସାହିତ କରାଯାଇଆସୁଛି।କ୍ଲବ୍ର ସଭାପତି ସେବାନନ୍ଦ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ବରଗଡ଼ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମାଜସେବୀ ନରେନ୍ଦ୍ର ହୋତା, ନାଟ୍ୟକାର ଅରୁଣ ନାୟକ ଓ ଡ. ସଂଜୀବ ଦାଶ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ବେଳେ ସ୍ତମ୍ଭକାର ଉତ୍ପନ୍ନ ଭୋଇ ମୁଖ୍ୟବକ୍ତା ଭାବେ ଯୋଗଦେଇ ନୂଆଁଖାଇର ସାମାଜିକ, ସାଂସ୍କୃତିକ ଓ ପାରମ୍ପରିକ ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ l ଅତିଥିମାନେ ନୂଆଁଖାଇ କେବଳ ନୂଆ ଧାନ ଖାଇବାର ଏକ ପର୍ବ ନୁହେଁ, ବରଂ ଏହା ପରସ୍ପର ମଧ୍ୟରେ ଭାଇଚାରା, ଆତ୍ମୀୟତା ଓ ସାମାଜିକ ଏକତାକୁ ସୁଦୃଢ଼ କରୁଥିବା ଏକ ମହାନ ଲୋକପର୍ବ ବୋଲି ମତବ୍ୟକ୍ତ କରିଥିଲେ। ନୂଆଁଖାଇ ଭେଟ୍ଘାଟ୍ ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ନୂତନ ପିଢ଼ି ନିଜ ମାଟି, ପରମ୍ପରା, ଲୋକସଂସ୍କୃତି ଓ ଐତିହ୍ୟ ସହ ଯୋଡ଼ି ହୋଇପାରିବ ବୋଲି ସେମାନେ କହିଥିଲେ। ସଭା ପୂର୍ବରୁ ନାଟ୍ୟ ମହର୍ଷି ସ୍ୱର୍ଗତ ଭଗବାନ ସାହୁ, ବ୍ରଜେଶ୍ୱରୀ ଦେବୀ ଓ ମା’ ସମଲେଶ୍ୱରୀଙ୍କ ଫଟୋଚିତ୍ରରେ ଅତିଥି ଓ ଆୟୋଜକମାନଙ୍କ ପକ୍ଷରୁ ପୁଷ୍ପମାଲ୍ୟାର୍ପଣ କରାଯାଇଥିଲା। ପରେ ଅତିଥିମାନଙ୍କୁ ମଞ୍ଚରେ ସ୍ୱାଗତ କରାଯାଇଥିଲା।କାର୍ଯ୍ୟକ୍ରମରେ ପପୁନ ଦାଶ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସୁଦାମ ପଧାନ କ୍ଲବ୍ର ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଆଜାଦ କ୍ଲବ୍ର ସଦସ୍ୟ, ଗ୍ରାମବାସୀ, ବୁଦ୍ଧିଜୀବୀ, ସାହିତ୍ୟିକ, କଳାକାର ଓ ବିଭିନ୍ନ ବର୍ଗର ଲୋକେ ଉତ୍ସବରେ ଯୋଗଦେଇ ନୂଆଁଖାଇର ଆନନ୍ଦ ବାଣ୍ଟିଥିଲେ।ଦୀର୍ଘ ୪୧ ବର୍ଷ ଧରି କୁମ୍ଭାରୀରେ ଆୟୋଜିତ ହୋଇଆସୁଥିବା ଏହି ନୂଆଁଖାଇ ଭେଟ୍ଘାଟ୍ ଉତ୍ସବ ଗ୍ରାମର ସାମାଜିକ ଓ ସାଂସ୍କୃତିକ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଥିବା ଆୟୋଜକମାନେ କହିଛନ୍ତି। ଆଗାମୀ ଦିନରେ ମଧ୍ୟ ଏହି ପରମ୍ପରାକୁ ଅବ୍ୟାହତ ରଖି ନୂଆଁଖାଇର ମହତ୍ତ୍ୱ ଓ ଓଡ଼ିଆ ଲୋକସଂସ୍କୃତିକୁ ଆହୁରି ବ୍ୟାପକ କରିବାକୁ କ୍ଲବ୍ ପକ୍ଷରୁ ପ୍ରୟାସ ଜାରି ରହିବ ବୋଲି ପ୍ରକାଶ କରାଯାଇଛି।

- ବେଲପାହାଡ଼ ମୁନିସିପାଲିଟି ନିକଟସ୍ଥ ମାର୍କେଟ କମ୍ପ୍ଲେକ୍ସ ଗଣେଷ ମଣ୍ଡପରେ ମହା ଆଡମ୍ବର ଏବଂ ଧୂମଧାମ ରେ ପ୍ରଭୁ ଗଜାନନଙ୍କ ପୂଜା ଅନୁଷ୍ଠିତ। GaneshChaturthi2026 Near Muncipality MarketComplex Belpahad ବେଲପାହାଡ଼ ମୁନିସିପାଲିଟି ନିକଟସ୍ଥ ମାର୍କେଟ କମ୍ପ୍ଲେକ୍ସ ଗଣେଷ ମଣ୍ଡପରେ ମହା ଆଡମ୍ବର ଏବଂ ଧୂମଧାମ ରେ ପ୍ରଭୁ ଗଜାନନଙ୍କ ପୂଜା ଅନୁଷ୍ଠିତ।1
- *ଟିଟିଲାଗଡ଼ରେ ମାଙ୍କଡ଼ ପଲ, କ୍ଷୟକ୍ଷତି ସହ ହତା, ହତ ସତ୍ୱେ ପ୍ରଶାସନ ନୀରବ*। *ଟିଟିଲାଗଡ଼ରେ ମାଙ୍କଡ଼ ପଲ, କ୍ଷୟକ୍ଷତି ସହ ହତା, ହତ ସତ୍ୱେ ପ୍ରଶାସନ ନୀରବ*। *ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ରେ ସହରମୁଖା ହାତୀ ପଲ ପରେ ଏବେ ମାଙ୍କଡ଼ ପଲ ଆସି ତିନି ଦିନ ହେଲା ବ୍ୟାପକ କ୍ଷୟ, କ୍ଷତି ସହ ସାଧାରଣ ତାଙ୍କ ଦ୍ୱାରା ହତାହତ ହୋଇ ଭୟଭୀତ ଥିବା ବେଳେ ବିଭାଗୀୟ ପ୍ରଶାସନ ନୀରବ ରହିଛି*। *ପ୍ରକାଶ ଯେ,ଜଙ୍ଗଲ ରୁ କୌଣସି କାରଣ ବଶତଃ ସହର ମୁଖା ପ୍ରାୟ ତିରିଶ ଗୋଟି ଏହି ମାଙ୍କଡ଼ ଦଳ ଟିଟିଲାଗଡ଼ ସହର ର ବିଭିନ୍ନ ଅଞ୍ଚଳ ରେ ତ୍ରାହି, ତ୍ରାହି ସୃଷ୍ଟି କରିଥିବା ବେଳେ ଛଅ ଜଣ ଆକ୍ରାନ୍ତ ହୋଇଥିବା ଜଣା ପଡିଛି*। *ବନ ବିଭାଗ ଗୋଚରରେ ଏହି ସମସ୍ୟା ଉପୁଜିଥିବା ବେଳେ ଆଖ, ପାଖ ଗ୍ରାମାଞ୍ଚଳ ରେ ମାତ୍ରାଧିକ ଦୁର୍ଦଶା ଭୋଗୀ ଆସୁଛନ୍ତି*। *ସିକେର ଫରେଷ୍ଟ ଡିଭିଜନ ର ଜଣେ ଫରେଷ୍ଟ ଗାର୍ଡ ଙ୍କ ଉପସ୍ଥିତି ରେ ଜଙ୍ଗଲ ରେ ନିଆଁ ଲଗେଇ କୋଇଲା ସଂଗ୍ରହ ଯୋଗୁଁ ଏଇ ସ୍ଥିତି ସୃଷ୍ଟି ହେଉଥିବା ବେଳେ ତୁରନ୍ତ ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଉ*।4
- ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଦପଲା ଗ୍ରାମ ପଞ୍ଚାୟତ ର ଯୁରମୁଣ୍ଡା ଗ୍ରାମ ରେ ନୂଆଁଖାଇ ଭେଟଘାଟ କଣ୍ଟାମାଳ:-୧୭/୦୯ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଦପଲା ଗ୍ରାମ ପଞ୍ଚାୟତ ର ଯୁରମୁଣ୍ଡା ଗ୍ରାମ ରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଗୋବିନ୍ଦ ମହାକୁଡ଼, ସମ୍ମାନୀୟ ଅତିଥି ଭାବରେ ଶୈଳେନ୍ଦ୍ର କୁମାର ବାରିକ,ବିଜୁ ଜନତା ଦଳର ଯୁବ ନେତା ଜଗୁରାମ ଚାନ୍ଦ,ମିଥୁନ ପ୍ରଧାନ,ବିଜେପି ଯୁବ ମୋର୍ଚ୍ଚାର ତ୍ରିଦେବ ନାୟକ, ରାଧା ଦନ୍ତା, ଶିକ୍ଷକ ଚିତ୍ରସେନ କଲତା ପ୍ରମୁଖ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଦର୍ଶକ ଭରପୁର ମଜା ନେଇଥିଲେ ।3
- ବଲାଙ୍ଗୀରରେଆଜି ନୂଆଖଇରଉତ୍ସବର ଦିନକ ପରେ ଘରେ ଘରେ ଛାଡ଼ଖଇରମଜା ନୂଆଖଇରଉତ୍ସବର ଦିନକ ପରେ ଘରେ ଘରେ ଛାଡ଼ଖଇରମଜା1
- କଣ୍ଟାମାଳ ୟଙ୍ଗଷ୍ଟାର ଏସୋସିଏସନ ପକ୍ଷରୁ ମେଡିକାଲ ଛକରେ ନୂଆଁଖାଇ ଭେଟଘାଟର ସାଂସ୍କୃତିକ ସଭା,1
- ଯୋଗୀନ୍ଦ୍ରପୁର ଗ୍ରାମ ପଞ୍ଚାୟତର ମାଙ୍କଡ଼ଚୁଆଁ ଗ୍ରାମରେ ୨୧ତମ ଗଣେଶ ପୂଜା ଉପଲକ୍ଷେ ୟଙ୍ଗଷ୍ଟାର କ୍ଲବ ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଧୁମଧାମରେ ଅନୁଷ୍ଠିତ ଧୁମଧାମରେ ପାଳିତ ହେଲା ନୂଆଁଖାଇ ଭେଟଘାଟ ବୌଦ୍ଧ:ବୌଦ୍ଧ ଜ଼ିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଯୋଗୀନ୍ଦ୍ରପୁର ଗ୍ରାମ ପଞ୍ଚାୟତର ମାଙ୍କଡ଼ଚୁଆଁ ଗ୍ରାମରେ ୨୧ତମ ଗଣେଶ ପୂଜା ଉପଲକ୍ଷେ ୟଙ୍ଗଷ୍ଟାର କ୍ଲବ ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଶ୍ରୀକାନ୍ତ ମହାକୁଡ଼ ଯୋଗଦେଇ କୁନି କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ ଓ ଭାଇଚାରାର ପର୍ବ ନୂଆଁଖାଇକୁ ନେଇ ବାର୍ତ୍ତା ପ୍ରଦାନ କରିଥିଲେ। କ୍ଲବର ସଭାପତି ଶ୍ରୀକାନ୍ତ ମହାକୁଡ଼, ଉପ-ସଭାପତି ଜନାର୍ଦନ ମେହେର, ସମ୍ପାଦକ ରାଜେଶ ଠେଲାଙ୍କ ତ୍ତ୍ଵାବଧାନରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା। ଏହି ଅବସରରେ ମଣ୍ଟୁ ଗୁରୁ, କୁନା ନାଏକ, ପ୍ରଶାନ୍ତ ମହାକୁଡ଼, ମଧୁ ମହାକୁଡ଼, ଟୁଙ୍ଗୁରୁ, ଭଗିଆ, ବାବୁ ସମେତ କ୍ଲବର ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ। ସନ୍ଧ୍ୟାରେ ନାଚ, ଗୀତ ସହ ବିଭିନ୍ନ ସାଂସ୍କୃତିକ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।1
- 📰 रेलवे ट्रैक पर बकरियों का झुंड, ट्रेन के आगे आने से कई बकरियों की मौत; बड़ा हादसा टला प्रतापगढ़: कुंडा के हथिगवां थाना क्षेत्र के कृष्णा राम का पुरवा, बिसाहिया के पास रेलवे लाइन पर आज बड़ी लापरवाही का मामला सामने आया। लखनऊ से प्रयाग जंक्शन जा रही इंटरसिटी एक्सप्रेस के सामने अचानक बकरियां आ गईं। बताया जा रहा है कि कृष्णा राम का पुरवा गांव के दो लोगों की बकरियां रेलवे ट्रैक पर पहुंच गई थीं। ट्रेन के सामने आने से कई बकरियां चपेट में आ गईं। स्थानीय लोगों के मुताबिक, 30 से अधिक बकरियों के कटने की बात सामने आ रही है, हालांकि मृत बकरियों की वास्तविक संख्या की आधिकारिक पुष्टि अभी नहीं हुई है। बताया जा रहा है कि ट्रेन चालक की सूझबूझ से बड़ा हादसा टल गया। यदि समय रहते ट्रेन को नियंत्रित नहीं किया जाता, तो स्थिति और गंभीर हो सकती थी। स्थानीय लोगों का आरोप है कि रेलवे ट्रैक के आसपास इस तरह की घटनाएं पहले भी होती रही हैं। बावजूद इसके सुरक्षा व्यवस्था और निगरानी को लेकर सवाल उठ रहे हैं। लोगों का कहना है कि यदि कुंडा जीआरपी और रेलवे प्रशासन ने समय रहते ध्यान नहीं दिया, तो भविष्य में किसी बड़े हादसे से इनकार नहीं किया जा सकता। फिलहाल, घटना को लेकर जिम्मेदार अधिकारियों की कार्रवाई और बकरियों के रेलवे ट्रैक तक पहुंचने की परिस्थितियों को लेकर स्थानीय स्तर पर सवाल उठ रहे हैं। 📰 रेलवे ट्रैक पर बकरियों का झुंड, ट्रेन के आगे आने से कई बकरियों की मौत; बड़ा हादसा टला प्रतापगढ़: कुंडा के हथिगवां थाना क्षेत्र के कृष्णा राम का पुरवा, बिसाहिया के पास रेलवे लाइन पर आज बड़ी लापरवाही का मामला सामने आया। लखनऊ से प्रयाग जंक्शन जा रही इंटरसिटी एक्सप्रेस के सामने अचानक बकरियां आ गईं। बताया जा रहा है कि कृष्णा राम का पुरवा गांव के दो लोगों की बकरियां रेलवे ट्रैक पर पहुंच गई थीं। ट्रेन के सामने आने से कई बकरियां चपेट में आ गईं। स्थानीय लोगों के मुताबिक, 30 से अधिक बकरियों के कटने की बात सामने आ रही है, हालांकि मृत बकरियों की वास्तविक संख्या की आधिकारिक पुष्टि अभी नहीं हुई है। बताया जा रहा है कि ट्रेन चालक की सूझबूझ से बड़ा हादसा टल गया। यदि समय रहते ट्रेन को नियंत्रित नहीं किया जाता, तो स्थिति और गंभीर हो सकती थी। स्थानीय लोगों का आरोप है कि रेलवे ट्रैक के आसपास इस तरह की घटनाएं पहले भी होती रही हैं। बावजूद इसके सुरक्षा व्यवस्था और निगरानी को लेकर सवाल उठ रहे हैं। लोगों का कहना है कि यदि कुंडा जीआरपी और रेलवे प्रशासन ने समय रहते ध्यान नहीं दिया, तो भविष्य में किसी बड़े हादसे से इनकार नहीं किया जा सकता। फिलहाल, घटना को लेकर जिम्मेदार अधिकारियों की कार्रवाई और बकरियों के रेलवे ट्रैक तक पहुंचने की परिस्थितियों को लेकर स्थानीय स्तर पर सवाल उठ रहे हैं।1
- ବାଇକ ଧକ୍କାରେ ସାଇକେଲ ଆରୋହୀ ମୃତ, କଣ୍ଟାମାଳ ମେଡିକାଲ ସାମ୍ନାରେ ରାସ୍ତାରୋକ : କ୍ଷତିପୂରଣ ଓ ବାଇକ ଚାଳକଙ୍କ ଗିରଫ ଦାବି ବାଇକ ଧକ୍କାରେ ସାଇକେଲ ଆରୋହୀ ମୃତ, କଣ୍ଟାମାଳ ମେଡିକାଲ ସାମ୍ନାରେ ରାସ୍ତାରୋକ : କ୍ଷତିପୂରଣ ଓ ବାଇକ ଚାଳକଙ୍କ ଗିରଫ ଦାବି ବୌଦ୍ଧ:ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ଖଲିଆପାଳି ପଞ୍ଚାୟତ ଅଧୀନ ଭାଲିଆପଦର ଗ୍ରାମରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବାଇକ ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଭାଲିଆପଦର ଗ୍ରାମର ଟୁନା ନାଗ। ସୂଚନା ଅନୁସାରେ, ମଙ୍ଗଳବାର ଦିନ ଅପରାହ୍ନ ପ୍ରାୟ ୪ ରୁ ୫ ଟା ସମୟରେ ଟୁନା ନାଗ ଘରେ ନୂଆଖାଇ ସାରି ସାଇକେଲ ଯୋଗେ ତାଙ୍କ ଶଶୁର ଘରକୁ ଯାଉଥିଲେ। ଶୁଳିଆ ଗ୍ରାମ ନିକଟରେ ତାଙ୍କ ସାଇକେଲର ଚେନ୍ ଖୋଲି ଯିବାରୁ ସେ ରାସ୍ତା କଡ଼ରେ ଠିଆ ହୋଇ ଚେନ୍ ଲଗାଉଥିଲେ। ଏହି ସମୟରେ ଏକ ଦ୍ରୁତଗାମୀ ଆପାଚି ବାଇକ୍ ଆସି ତାଙ୍କୁ ଜୋରରେ ଧକ୍କା ଦେଇ ୨୦ ରୁ ୩୦ ଫୁଟ ପର୍ଯ୍ୟନ୍ତ ଘୋଷାଡି ନେଇଥିଲା। ସେହି ରାସ୍ତା ଦେଇ ଯାଉଥିବା ସ୍ଥାନୀୟ ଲୋକେ ତାଙ୍କୁ ଚିହ୍ନି ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରେ ପରିବାର ଲୋକେ ଓ ଗ୍ରାମବାସୀ ତାଙ୍କୁ ଆମ୍ବୁଲାନ୍ସ ଯୋଗେ କଣ୍ଟାମାଳ ମେଡିକାଲକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ଉତ୍ତ୍ୟକ୍ତ ପରିବାର ଓ ଗ୍ରାମବାସୀ କଣ୍ଟାମାଳ ମେଡିକାଲ ସାମ୍ନାରେ ରାସ୍ତାରୋକ କରିଥିଲେ। ମୃତକ ପରିବାରର ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ତାଙ୍କ ବୃଦ୍ଧା ମା, ସ୍ତ୍ରୀ ଓ ଦୁଇ ଛୋଟ ଛୁଆ ଏବେ କାହା ଭରସାରେ ବଞ୍ଚିବେ ବୋଲି ପରିବାର ଲୋକେ କାନ୍ଦି କାନ୍ଦି କହୁଥିବା ଦୃଶ୍ୟ ସମସ୍ତଙ୍କ ଆଖିରେ ଲୁହ ଆଣି ଦେଇଥିଲା। ଦୁର୍ଘଟଣା ଘଟାଇଥିବା ବାଇକ ଚାଳକକୁ ତୁରନ୍ତ ଗିରଫ କରିବା ଏବଂ କ୍ଷତିପୂରଣ ପ୍ରଦାନ ଦାବିରେ ସେମାନେ ରାସ୍ତାରୋକ କରିଥିଲେ। ଖବର ପାଇ କଣ୍ଟାମାଳ IIC ମହାନ୍ତି ବାବୁ ଓ ତହସିଲଦାର ସାହୁ ବାବୁ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ପରେ ଖଲିଆପାଳି ଗ୍ରାମ ପଞ୍ଚାୟତ ତରଫରୁ ହରିଶ୍ଚନ୍ଦ୍ର ସହାୟତା ବାବଦକୁ ୩୦୦୦ ଟଙ୍କା ପ୍ରଦାନ କରାଯାଇଥିଲା। କଣ୍ଟାମାଳ ପୁଲିସ ଘଟଣାର ତଦନ୍ତ କରୁଛି।1
- ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଝାରମୁଣ୍ଡା କ୍ରସର ଛକ ନିକଟସ୍ଥ ଏକ ପରିତ୍ୟକ୍ତ କୋଠରୀରୁ ଜଣେ ଯୁବକଙ୍କ ମୃ_ଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି। ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଝାରମୁଣ୍ଡା କ୍ରସର ଛକ ନିକଟସ୍ଥ ଏକ ପରିତ୍ୟକ୍ତ କୋଠରୀରୁ ଜଣେ ଯୁବକଙ୍କ ମୃ_ଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି। ମୃ_କ ଜଣକ ଝାରମୁଣ୍ଡା ହରିଜନପଡ଼ାର କୃଷ୍ଣଚନ୍ଦ୍ର ମହାନନ୍ଦ ବୋଲି ଜଣାପଡ଼ିଛି। ତାଙ୍କ ବୟସ ପ୍ରାୟ ୩୨ ବର୍ଷ ସୂଚନା ଅନୁସାରେ, କିଛି ସ୍ଥାନୀୟ ଯୁବକ ପରିତ୍ୟକ୍ତ କୋଠରୀ ଭିତରେ ମୃ_ଦେହ ଝୁଲନ୍ତା ଅବସ୍ଥାରେ ଥିବା ଦେଖି ରେଙ୍ଗାଲି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ରେଙ୍ଗାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃ_ଦେହ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି _ତ୍ୟୁର ପ୍ରକୃତ କାରଣ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।1