logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଯୋଗୀନ୍ଦ୍ରପୁର ଗ୍ରାମ ପଞ୍ଚାୟତର ମାଙ୍କଡ଼ଚୁଆଁ ଗ୍ରାମରେ ୨୧ତମ ଗଣେଶ ପୂଜା ଉପଲକ୍ଷେ ୟଙ୍ଗଷ୍ଟାର କ୍ଲବ ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଧୁମଧାମରେ ଅନୁଷ୍ଠିତ ଧୁମଧାମରେ ପାଳିତ ହେଲା ନୂଆଁଖାଇ ଭେଟଘାଟ ବୌଦ୍ଧ:ବୌଦ୍ଧ ଜ଼ିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଯୋଗୀନ୍ଦ୍ରପୁର ଗ୍ରାମ ପଞ୍ଚାୟତର ମାଙ୍କଡ଼ଚୁଆଁ ଗ୍ରାମରେ ୨୧ତମ ଗଣେଶ ପୂଜା ଉପଲକ୍ଷେ ୟଙ୍ଗଷ୍ଟାର କ୍ଲବ ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଶ୍ରୀକାନ୍ତ ମହାକୁଡ଼ ଯୋଗଦେଇ କୁନି କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ ଓ ଭାଇଚାରାର ପର୍ବ ନୂଆଁଖାଇକୁ ନେଇ ବାର୍ତ୍ତା ପ୍ରଦାନ କରିଥିଲେ। କ୍ଲବର ସଭାପତି ଶ୍ରୀକାନ୍ତ ମହାକୁଡ଼, ଉପ-ସଭାପତି ଜନାର୍ଦନ ମେହେର, ସମ୍ପାଦକ ରାଜେଶ ଠେଲାଙ୍କ ତ୍ତ୍ଵାବଧାନରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା। ଏହି ଅବସରରେ ମଣ୍ଟୁ ଗୁରୁ, କୁନା ନାଏକ, ପ୍ରଶାନ୍ତ ମହାକୁଡ଼, ମଧୁ ମହାକୁଡ଼, ଟୁଙ୍ଗୁରୁ, ଭଗିଆ, ବାବୁ ସମେତ କ୍ଲବର ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ। ସନ୍ଧ୍ୟାରେ ନାଚ, ଗୀତ ସହ ବିଭିନ୍ନ ସାଂସ୍କୃତିକ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।

2 hrs ago
user_Basudev Sandha
Basudev Sandha
Sportswear Shop କଣ୍ଟାମାଳ, ବୌଦ୍ଧ, ଓଡ଼ିଶା•
2 hrs ago

ଯୋଗୀନ୍ଦ୍ରପୁର ଗ୍ରାମ ପଞ୍ଚାୟତର ମାଙ୍କଡ଼ଚୁଆଁ ଗ୍ରାମରେ ୨୧ତମ ଗଣେଶ ପୂଜା ଉପଲକ୍ଷେ ୟଙ୍ଗଷ୍ଟାର କ୍ଲବ ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଧୁମଧାମରେ ଅନୁଷ୍ଠିତ ଧୁମଧାମରେ ପାଳିତ ହେଲା ନୂଆଁଖାଇ ଭେଟଘାଟ ବୌଦ୍ଧ:ବୌଦ୍ଧ ଜ଼ିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଯୋଗୀନ୍ଦ୍ରପୁର ଗ୍ରାମ ପଞ୍ଚାୟତର ମାଙ୍କଡ଼ଚୁଆଁ ଗ୍ରାମରେ ୨୧ତମ ଗଣେଶ ପୂଜା ଉପଲକ୍ଷେ ୟଙ୍ଗଷ୍ଟାର କ୍ଲବ ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଶ୍ରୀକାନ୍ତ ମହାକୁଡ଼ ଯୋଗଦେଇ କୁନି କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ ଓ ଭାଇଚାରାର ପର୍ବ ନୂଆଁଖାଇକୁ ନେଇ ବାର୍ତ୍ତା ପ୍ରଦାନ କରିଥିଲେ। କ୍ଲବର ସଭାପତି ଶ୍ରୀକାନ୍ତ ମହାକୁଡ଼, ଉପ-ସଭାପତି ଜନାର୍ଦନ ମେହେର, ସମ୍ପାଦକ ରାଜେଶ ଠେଲାଙ୍କ ତ୍ତ୍ଵାବଧାନରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା। ଏହି ଅବସରରେ ମଣ୍ଟୁ ଗୁରୁ, କୁନା ନାଏକ, ପ୍ରଶାନ୍ତ ମହାକୁଡ଼, ମଧୁ ମହାକୁଡ଼, ଟୁଙ୍ଗୁରୁ, ଭଗିଆ, ବାବୁ ସମେତ କ୍ଲବର ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ। ସନ୍ଧ୍ୟାରେ ନାଚ, ଗୀତ ସହ ବିଭିନ୍ନ ସାଂସ୍କୃତିକ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।

More news from ଓଡ଼ିଶା and nearby areas
  • ବାଇ ଧକ୍କାରେ ସାଇକେଲ ଚାଳ ଟୁନା ନାଗଙ୍କ ଘଟଣାସ୍ଥଳରେ ମୃତ୍ୟୁକୁ ନେଇ କ୍ଷତିପୂରଣ ଦାବି ନେଇ କଣ୍ଟାମାଳ ମେଡିକାଲ ଛକରେ କ୍ଷତିପୂରଣ ଦାବି ନେଇ ରାସ୍ତାରୋକ, ବାଇକ୍ ଧକ୍କାରେ ସାଇକେଲ ଆରୋହୀ ମୃତ କ୍ଷତିପୂରଣ ଦାବିରେ ରାସ୍ତାରୋକ, ଦୁଇ ଘଣ୍ଟା ଯାନବାହନ ଚଳାଚଳ ବନ୍ଦ କଣ୍ଟାମାଳ, ୧୬/୦୯/୨୬: (ପ୍ରଭାତ କୁମାର ସାହୁ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅଞ୍ଚଳରେ ବାଇକ୍ ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ୫୭ ନମ୍ବର ରାଜ୍ୟ ରାଜପଥର ଦ୍ଭାଳିଆପଦର ଜଙ୍ଗଲ ନିକଟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।ମୃତକ ଜଣକ ଭଳିଆପଦର ଗ୍ରାମର ଟୁନା ନାଗ ବୋଲି ଜଣାପଡ଼ିଛି। ସେ ସାଇକେଲରେ ଯାଉଥିବା ସମୟରେ ଏକ ବାଇକ୍ ତାଙ୍କୁ ଧକ୍କା ଦେଇଥିଲା। ଧକ୍କା ଫଳରେ ଟୁନା ନାଗଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଘଟଣା ପରେ ମୃତକଙ୍କ ପରିବାରକୁ ଉଚିତ କ୍ଷତିପୂରଣ ଦାବିରେ ଗ୍ରାମବାସୀମାନେ କଣ୍ଟାମାଳ ମେଡିକାଲ ଛକ ଠାରେ ରାସ୍ତାରୋକ କରିଥିଲେ। ରାସ୍ତାରୋକ ଯୋଗୁଁ ରାଜପଥର ଉଭୟ ପାର୍ଶ୍ୱରେ ଯାନବାହନ ଚଳାଚଳ ପ୍ରାୟ ଦୁଇ ଘଣ୍ଟା ଧରି ବନ୍ଦ ରହିଥିଲା। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ଯାନବାହନ ଅଟକି ରହିଥିଲା।ଖବର ପାଇ କଣ୍ଟାମାଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲା। ଘଟଣାକୁ ନେଇ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଥିବା ଜଣାପଡ଼ିଛି।
    1
    ବାଇ ଧକ୍କାରେ ସାଇକେଲ ଚାଳ ଟୁନା ନାଗଙ୍କ ଘଟଣାସ୍ଥଳରେ ମୃତ୍ୟୁକୁ ନେଇ କ୍ଷତିପୂରଣ ଦାବି ନେଇ କଣ୍ଟାମାଳ ମେଡିକାଲ ଛକରେ କ୍ଷତିପୂରଣ ଦାବି ନେଇ ରାସ୍ତାରୋକ,
ବାଇକ୍ ଧକ୍କାରେ ସାଇକେଲ ଆରୋହୀ ମୃତ
କ୍ଷତିପୂରଣ ଦାବିରେ ରାସ୍ତାରୋକ, ଦୁଇ ଘଣ୍ଟା ଯାନବାହନ ଚଳାଚଳ ବନ୍ଦ
କଣ୍ଟାମାଳ, ୧୬/୦୯/୨୬:  (ପ୍ରଭାତ କୁମାର ସାହୁ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅଞ୍ଚଳରେ ବାଇକ୍ ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ୫୭ ନମ୍ବର ରାଜ୍ୟ ରାଜପଥର ଦ୍ଭାଳିଆପଦର ଜଙ୍ଗଲ ନିକଟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।ମୃତକ ଜଣକ ଭଳିଆପଦର ଗ୍ରାମର ଟୁନା ନାଗ ବୋଲି ଜଣାପଡ଼ିଛି। ସେ ସାଇକେଲରେ ଯାଉଥିବା ସମୟରେ ଏକ ବାଇକ୍ ତାଙ୍କୁ ଧକ୍କା ଦେଇଥିଲା। ଧକ୍କା ଫଳରେ ଟୁନା ନାଗଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।
ଘଟଣା ପରେ ମୃତକଙ୍କ ପରିବାରକୁ ଉଚିତ କ୍ଷତିପୂରଣ ଦାବିରେ ଗ୍ରାମବାସୀମାନେ କଣ୍ଟାମାଳ ମେଡିକାଲ ଛକ ଠାରେ ରାସ୍ତାରୋକ କରିଥିଲେ। ରାସ୍ତାରୋକ ଯୋଗୁଁ ରାଜପଥର ଉଭୟ ପାର୍ଶ୍ୱରେ ଯାନବାହନ ଚଳାଚଳ ପ୍ରାୟ ଦୁଇ ଘଣ୍ଟା ଧରି ବନ୍ଦ ରହିଥିଲା। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ଯାନବାହନ ଅଟକି ରହିଥିଲା।ଖବର ପାଇ କଣ୍ଟାମାଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲା। ଘଟଣାକୁ ନେଇ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଥିବା ଜଣାପଡ଼ିଛି।
    user_Prabhat Sahu
    Prabhat Sahu
    Local News Reporter କଣ୍ଟାମାଳ, ବୌଦ୍ଧ, ଓଡ଼ିଶା•
    3 hrs ago
  • *ଅଦ୍ୟ ସେପ୍ଟେମ୍ବର ମାସ ୧୬ ତାରିଖ ଶୁଭ ବୁଧବାର ୨୦୨୬ ମସିହା* *ଭାଦ୍ରବମାସ ଶୁକ୍ଳପକ୍ଷ ଗଣେଶ ମହାପ୍ରଭୁଙ୍କ ଆଶୀର୍ବାଦ ସଦାସର୍ବଦା ଆପଣ ଆପଣଙ୍କ ପରିବାର ଉପରେ ରହିଥାଉ। ଶୁଭମୟ ଓ ମଙ୍ଗମୟ ହେଉ* *ଅଦ୍ୟ ସେପ୍ଟେମ୍ବର ମାସ ୧୬ ତାରିଖ ଶୁଭ ବୁଧବାର ୨୦୨୬ ମସିହା* *ଭାଦ୍ରବମାସ ଶୁକ୍ଳପକ୍ଷ ଗଣେଶ ମହାପ୍ରଭୁଙ୍କ ଆଶୀର୍ବାଦ ସଦାସର୍ବଦା ଆପଣ ଆପଣଙ୍କ ପରିବାର ଉପରେ ରହିଥାଉ। ଶୁଭମୟ ଓ ମଙ୍ଗମୟ ହେଉ*
    1
    *ଅଦ୍ୟ ସେପ୍ଟେମ୍ବର ମାସ  ୧୬ ତାରିଖ ଶୁଭ ବୁଧବାର  ୨୦୨୬ ମସିହା*  
 *ଭାଦ୍ରବମାସ  ଶୁକ୍ଳପକ୍ଷ ଗଣେଶ ମହାପ୍ରଭୁଙ୍କ ଆଶୀର୍ବାଦ ସଦାସର୍ବଦା ଆପଣ ଆପଣଙ୍କ ପରିବାର ଉପରେ   ରହିଥାଉ। ଶୁଭମୟ ଓ ମଙ୍ଗମୟ ହେଉ*
*ଅଦ୍ୟ ସେପ୍ଟେମ୍ବର ମାସ  ୧୬ ତାରିଖ ଶୁଭ ବୁଧବାର  ୨୦୨୬ ମସିହା*  
*ଭାଦ୍ରବମାସ  ଶୁକ୍ଳପକ୍ଷ ଗଣେଶ ମହାପ୍ରଭୁଙ୍କ ଆଶୀର୍ବାଦ ସଦାସର୍ବଦା ଆପଣ ଆପଣଙ୍କ ପରିବାର ଉପରେ   ରହିଥାଉ। ଶୁଭମୟ ଓ ମଙ୍ଗମୟ ହେଉ*
    user_Santosh Nayak PRESS
    Santosh Nayak PRESS
    Local News Reporter Balangir, Odisha•
    14 hrs ago
  • ଚାଷୀଙ୍କ ସାଥୀ - ବରଗଡ଼ ଆରଏମସି ,ସମସ୍ତ ଚାଷୀ ଭାଇ ମାନଙ୍କୁ ନୁଆଁଖାଇର ଶୁଭେଚ୍ଛା ଓ ଅଭିନନ୍ଦନ.... ଚାଷୀଙ୍କ ସାଥୀ - ବରଗଡ଼ ଆରଏମସି ,ସମସ୍ତ ଚାଷୀ ଭାଇ ମାନଙ୍କୁ ନୁଆଁଖାଇର ଶୁଭେଚ୍ଛା ଓ ଅଭିନନ୍ଦନ....
    1
    ଚାଷୀଙ୍କ ସାଥୀ - ବରଗଡ଼ ଆରଏମସି ,ସମସ୍ତ ଚାଷୀ ଭାଇ ମାନଙ୍କୁ ନୁଆଁଖାଇର ଶୁଭେଚ୍ଛା ଓ ଅଭିନନ୍ଦନ....
ଚାଷୀଙ୍କ ସାଥୀ - ବରଗଡ଼ ଆରଏମସି ,ସମସ୍ତ ଚାଷୀ ଭାଇ ମାନଙ୍କୁ ନୁଆଁଖାଇର ଶୁଭେଚ୍ଛା ଓ ଅଭିନନ୍ଦନ....
    user_Bargarh TV
    Bargarh TV
    Local News Reporter ବରଗଡ଼, ବରଗଡ଼, ଓଡ଼ିଶା•
    4 hrs ago
  • ସତ୍ୟରମ୍ଭା ନାଟ୍ୟ କଳା ସଂସଦର କଳାକାରଙ୍କୁ ନେଇ ନୁଆଁଖାଇ ଭେଟଘାଟ ସତ୍ୟରମ୍ଭା ନାଟ୍ୟ କଳା ସଂସଦର କଳାକାରଙ୍କୁ ନେଇ ନୁଆଁଖାଇ ଭେଟଘାଟ ବରପାଲି : ବରଗଡ ଜ଼ିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ସତ୍ୟରମ୍ଭା ନାଟ୍ୟ କଳା ସଂସଦ, ସତଲମାର ୮୦ ଓ ୯୦ ଦଶକର ବହୁଚର୍ଚ୍ଚିତ ନାଟକ ‘ସାବତମା’ ଏବଂ ନାଟିକା ‘ମହିଷାସୁର ବଧ’ର କଳାକାରମାନଙ୍କୁ ନେଇ ଏକ ନିଆରା ନୁଆଁଖାଇ ଭେଟଘାଟ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଛି। ଗଣେଶ ପୂଜା କମିଟି ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବେଳେ ବିଜୟ ପାତ୍ର ଓ ବିଘ୍ନେଶ ସାହୁ ଏହାର ଆୟୋଜନରେ ପ୍ରମୁଖ ଭୂମିକା ନେଇଥିଲେ। ଦିନେଶ ସାହୁ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବାବେଳେ ପଙ୍କଜ ସାହୁ, ସରୋଜ ସାହୁ, ସଂଜୀବ ପଣ୍ଡା ଓ ସୁନୀଲ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।ଏହି ଅବସରରେ ସତ୍ୟରମ୍ଭା ନାଟ୍ୟ କଳା ସଂସଦ ସହ ଜଡ଼ିତ ଦିବଂଗତ କଳାକାରମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ସହ ପୁରୁଣା ଓ ନୂଆ କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପୁରୁଣା କଳାକାରମାନଙ୍କ ସ୍ମୃତିଚାରଣ ସହ ନାଟ୍ୟ ଜଗତରେ ସେମାନଙ୍କ ଅବଦାନକୁ ମଧ୍ୟ ସ୍ମରଣ କରାଯାଇଥିଲା। ଅନ୍ୟପକ୍ଷରେ, ସତ୍ୟରମ୍ଭା ନାଟ୍ୟ କଳା ସଂସଦର ବହୁଚର୍ଚ୍ଚିତ ନାଟକ ‘ସାବତମା’ର ୫୦ ବର୍ଷ ପୂର୍ତ୍ତି ଅବସରରେ ଆଗାମୀ ଦିନରେ ଏହି ନାଟକକୁ ପୁଣିଥରେ ମଞ୍ଚସ୍ଥ କରିବା ନେଇ କାର୍ଯ୍ୟକ୍ରମରେ ସହମତି ପ୍ରକାଶ ପାଇଥିଲା। ଏହି ନିଷ୍ପତ୍ତି ପୁରୁଣା ନାଟ୍ୟ କଳାକାରଙ୍କ ସ୍ମୃତିକୁ ପୁନର୍ଜୀବିତ କରିବା ସହ ନୂଆ ପିଢ଼ିକୁ ମଞ୍ଚ କଳା ସହ ଯୋଡ଼ିବାରେ ସହାୟକ ହେବ ବୋଲି ମତ ପ୍ରକାଶ ପାଇଥିଲା।
    1
    ସତ୍ୟରମ୍ଭା ନାଟ୍ୟ କଳା ସଂସଦର କଳାକାରଙ୍କୁ ନେଇ ନୁଆଁଖାଇ ଭେଟଘାଟ
ସତ୍ୟରମ୍ଭା ନାଟ୍ୟ କଳା ସଂସଦର କଳାକାରଙ୍କୁ ନେଇ ନୁଆଁଖାଇ ଭେଟଘାଟ
ବରପାଲି : ବରଗଡ ଜ଼ିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ସତ୍ୟରମ୍ଭା ନାଟ୍ୟ କଳା ସଂସଦ, ସତଲମାର ୮୦ ଓ ୯୦ ଦଶକର ବହୁଚର୍ଚ୍ଚିତ ନାଟକ ‘ସାବତମା’ ଏବଂ ନାଟିକା ‘ମହିଷାସୁର ବଧ’ର କଳାକାରମାନଙ୍କୁ ନେଇ ଏକ ନିଆରା ନୁଆଁଖାଇ ଭେଟଘାଟ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଛି। ଗଣେଶ ପୂଜା କମିଟି ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବେଳେ ବିଜୟ ପାତ୍ର ଓ ବିଘ୍ନେଶ ସାହୁ ଏହାର ଆୟୋଜନରେ ପ୍ରମୁଖ ଭୂମିକା ନେଇଥିଲେ। ଦିନେଶ ସାହୁ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବାବେଳେ ପଙ୍କଜ ସାହୁ, ସରୋଜ ସାହୁ, ସଂଜୀବ ପଣ୍ଡା ଓ ସୁନୀଲ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।ଏହି ଅବସରରେ ସତ୍ୟରମ୍ଭା ନାଟ୍ୟ କଳା ସଂସଦ ସହ ଜଡ଼ିତ ଦିବଂଗତ କଳାକାରମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ସହ ପୁରୁଣା ଓ ନୂଆ କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପୁରୁଣା କଳାକାରମାନଙ୍କ ସ୍ମୃତିଚାରଣ ସହ ନାଟ୍ୟ ଜଗତରେ ସେମାନଙ୍କ ଅବଦାନକୁ ମଧ୍ୟ ସ୍ମରଣ କରାଯାଇଥିଲା। ଅନ୍ୟପକ୍ଷରେ, ସତ୍ୟରମ୍ଭା ନାଟ୍ୟ କଳା ସଂସଦର ବହୁଚର୍ଚ୍ଚିତ ନାଟକ ‘ସାବତମା’ର ୫୦ ବର୍ଷ ପୂର୍ତ୍ତି ଅବସରରେ ଆଗାମୀ ଦିନରେ ଏହି ନାଟକକୁ ପୁଣିଥରେ ମଞ୍ଚସ୍ଥ କରିବା ନେଇ କାର୍ଯ୍ୟକ୍ରମରେ ସହମତି ପ୍ରକାଶ ପାଇଥିଲା। ଏହି ନିଷ୍ପତ୍ତି ପୁରୁଣା ନାଟ୍ୟ କଳାକାରଙ୍କ ସ୍ମୃତିକୁ ପୁନର୍ଜୀବିତ କରିବା ସହ ନୂଆ ପିଢ଼ିକୁ ମଞ୍ଚ କଳା ସହ ଯୋଡ଼ିବାରେ ସହାୟକ ହେବ ବୋଲି ମତ ପ୍ରକାଶ ପାଇଥିଲା।
    user_PNC MEDIA
    PNC MEDIA
    ବରଗଡ଼, ବରଗଡ଼, ଓଡ଼ିଶା•
    9 hrs ago
  • ଅଶୁର୍ଲା ଗାଁରେ ଆମ୍ବେଦକର କ୍ଳବ ପକ୍ଷରୁ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ
    1
    ଅଶୁର୍ଲା ଗାଁରେ ଆମ୍ବେଦକର କ୍ଳବ ପକ୍ଷରୁ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ
    user_HULESWAR HANS YADAV
    HULESWAR HANS YADAV
    Local News Reporter କଣ୍ଟାବାଞ୍ଜି, ବଲାଙ୍ଗୀର, ଓଡ଼ିଶା•
    2 hrs ago
  • ଅନୁଗୋଳ ଜିଲ୍ଲା ପାଲଲହଡ଼ା ରେ ଆଜି ବି ୭୯ ତମ ସ୍ବାଧିନତା ପରେ ମଧ୍ୟ ଉପାନ୍ତ ଗାଁକୁ ରାସ୍ତା ନାହିଁ । ତେଣୁ ବସ୍ ଚଳାଚଳ ହେଉନଥିବାରୁ ଗାଁକୁ ଯିବାକୁ ହେଲେ ଜୀବନକୁ ବାଜି ଲଗାଇ ଲୋକମାନେ ଯାତାୟତ କରୁଛନ୍ତି
    1
    ଅନୁଗୋଳ ଜିଲ୍ଲା ପାଲଲହଡ଼ା ରେ ଆଜି ବି ୭୯ ତମ ସ୍ବାଧିନତା ପରେ ମଧ୍ୟ ଉପାନ୍ତ ଗାଁକୁ ରାସ୍ତା ନାହିଁ  । ତେଣୁ ବସ୍ ଚଳାଚଳ ହେଉନଥିବାରୁ ଗାଁକୁ ଯିବାକୁ ହେଲେ ଜୀବନକୁ ବାଜି ଲଗାଇ ଲୋକମାନେ ଯାତାୟତ କରୁଛନ୍ତି
    user_Kishore nagar Shuru
    Kishore nagar Shuru
    Local News Reporter କିଶୋରନଗର, ଅନୁଗୁଳ, ଓଡ଼ିଶା•
    13 hrs ago
  • ପ୍ରାପ୍ତେଷୁ: ସାମ୍ବାଦିକ, ଫଟୋ ସାମ୍ବାଦିକ, ଜିଲ୍ଲା ପ୍ରତିନିଧି ଛାପା ଓ ବୈଦୁତିକ ଗଣମାଧ୍ୟମ ଏବଂ ସମସ୍ତ ଓ୍ବେବ ଚ୍ୟାନେଲ ପ୍ରତିନିଧି, ପୁରୀ । ଜୟ ଜଗନ୍ନାଥ ପ୍ରାପ୍ତେଷୁ: ସାମ୍ବାଦିକ, ଫଟୋ ସାମ୍ବାଦିକ, ଜିଲ୍ଲା ପ୍ରତିନିଧି ଛାପା ଓ ବୈଦୁତିକ ଗଣମାଧ୍ୟମ ଏବଂ ସମସ୍ତ ଓ୍ବେବ ଚ୍ୟାନେଲ ପ୍ରତିନିଧି, ପୁରୀ । ଆସନ୍ତା ତା୧୬.୦୯.୨୦୨୬ରିଖ ବୁଧବାର ଦିନ ଅପରାହ୍ନ ୪ଘଟିକା ସମୟରେ ହୋଟେଲ ହଲିଡେ ରିସର୍ଟ ରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ସାମ୍ୱାଦିକ ସମ୍ମିଳନୀ ନିମ୍ନଲିଖିତ କାରଣରୁ ଆୟୋଜନ କରାଯିବାକୁ ସ୍ଥିର ହୋଇଛି ଯଥା: (୧)ସଦ୍ୟ ପ୍ରକାଶିତ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଜମି ବ୍ୟବସ୍ତିକରଣ ବ୍ୟବସ୍ଥା, (୨)ପୁରୀ ଜଗନ୍ନାଥ ମେଡିକାଲ କଲେଜ ଏବଂ ଜ଼ିଲ୍ଲା ଚିକିତ୍ସାଳୟ ର ନୂତନ କୋଠା ସର୍ବସାଧାରଣ ଙ୍କ ପାଇଁ ଖୋଲିବାରେ ଅହେତୁକ ବିଳମ୍ବ ଏବଂ ଏହି ବିଳମ୍ବ ପାଇଁ ଦାୟୀ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ,(୩) ୨୦୧୪ ମସିହା ରୁ ଶହ ଶହ କୋଟି କୋଟି ଟଙ୍କା ବ୍ୟୟ ରେ ସହରର ବର୍ଷା ଓ ନର୍ଦମା ଜଳ ନିଷ୍କାସନ ବିଫଳତାର ସିବିଆଇ ତଦନ୍ତ ଓ ପୁରୀ ବାସୀଙ୍କୁ ସର୍ବନିମ୍ନ ସୁବିଧା ଦେବାରେ ବିଫଳତା ,(୪) ଅସମ୍ପୂର୍ଣ୍ଣ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଏବଂ ପୁରୀ ବାସୀଙ୍କ ଶ୍ରୀମନ୍ଦିର ରେ ସ୍ୱତନ୍ତ୍ର ପ୍ରବେଶ ବିଷୟରେ ଦଳର ଆଭିମୁଖ୍ୟ ଏବଂ ଆଗାମୀ କାର୍ଯ୍ୟପନ୍ଥା ବିଷୟରେ ବିସ୍ତୃତ ଆଲୋଚନା କରାଯିବ.. ଏଣୁ ଆପଣ ମାନଙ୍କ ସଦୟ ଉପସ୍ଥିତି ତଥା ଖବର ପ୍ରସାରଣ ପାଇଁ ବିନମ୍ର ନିବେଦନ ‌। ଇଂ ରାଜେଶ କୁମାର ମିଶ୍ର ସଭାପତି, ଜିଲ୍ଲା କଂଗ୍ରେସ କମିଟି, ପୁରୀ ଯୋଗାଯୋଗ: +919437058100
    1
    ପ୍ରାପ୍ତେଷୁ: ସାମ୍ବାଦିକ, ଫଟୋ ସାମ୍ବାଦିକ, ଜିଲ୍ଲା ପ୍ରତିନିଧି ଛାପା ଓ ବୈଦୁତିକ ଗଣମାଧ୍ୟମ ଏବଂ ସମସ୍ତ ଓ୍ବେବ ଚ୍ୟାନେଲ ପ୍ରତିନିଧି, ପୁରୀ ।
ଜୟ ଜଗନ୍ନାଥ 
ପ୍ରାପ୍ତେଷୁ: ସାମ୍ବାଦିକ, ଫଟୋ ସାମ୍ବାଦିକ, ଜିଲ୍ଲା ପ୍ରତିନିଧି ଛାପା ଓ ବୈଦୁତିକ ଗଣମାଧ୍ୟମ ଏବଂ ସମସ୍ତ ଓ୍ବେବ ଚ୍ୟାନେଲ ପ୍ରତିନିଧି, ପୁରୀ ।
ଆସନ୍ତା ତା୧୬.୦୯.୨୦୨୬ରିଖ ବୁଧବାର ଦିନ ଅପରାହ୍ନ ୪ଘଟିକା ସମୟରେ ହୋଟେଲ ହଲିଡେ ରିସର୍ଟ ରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ସାମ୍ୱାଦିକ ସମ୍ମିଳନୀ ନିମ୍ନଲିଖିତ କାରଣରୁ ଆୟୋଜନ କରାଯିବାକୁ ସ୍ଥିର ହୋଇଛି ଯଥା: (୧)ସଦ୍ୟ ପ୍ରକାଶିତ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଜମି ବ୍ୟବସ୍ତିକରଣ ବ୍ୟବସ୍ଥା, (୨)ପୁରୀ ଜଗନ୍ନାଥ ମେଡିକାଲ କଲେଜ ଏବଂ ଜ଼ିଲ୍ଲା ଚିକିତ୍ସାଳୟ ର ନୂତନ କୋଠା ସର୍ବସାଧାରଣ ଙ୍କ ପାଇଁ ଖୋଲିବାରେ ଅହେତୁକ ବିଳମ୍ବ ଏବଂ ଏହି ବିଳମ୍ବ ପାଇଁ ଦାୟୀ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ,(୩) ୨୦୧୪ ମସିହା ରୁ ଶହ ଶହ କୋଟି କୋଟି ଟଙ୍କା ବ୍ୟୟ ରେ ସହରର ବର୍ଷା ଓ ନର୍ଦମା ଜଳ ନିଷ୍କାସନ ବିଫଳତାର ସିବିଆଇ ତଦନ୍ତ ଓ ପୁରୀ ବାସୀଙ୍କୁ ସର୍ବନିମ୍ନ ସୁବିଧା ଦେବାରେ ବିଫଳତା ,(୪) ଅସମ୍ପୂର୍ଣ୍ଣ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଏବଂ ପୁରୀ ବାସୀଙ୍କ ଶ୍ରୀମନ୍ଦିର ରେ ସ୍ୱତନ୍ତ୍ର ପ୍ରବେଶ ବିଷୟରେ ଦଳର ଆଭିମୁଖ୍ୟ ଏବଂ ଆଗାମୀ କାର୍ଯ୍ୟପନ୍ଥା ବିଷୟରେ ବିସ୍ତୃତ ଆଲୋଚନା କରାଯିବ.. ଏଣୁ ଆପଣ ମାନଙ୍କ ସଦୟ ଉପସ୍ଥିତି ତଥା ଖବର ପ୍ରସାରଣ ପାଇଁ ବିନମ୍ର ନିବେଦନ ‌।
ଇଂ ରାଜେଶ କୁମାର ମିଶ୍ର 
ସଭାପତି, ଜିଲ୍ଲା କଂଗ୍ରେସ କମିଟି, ପୁରୀ
ଯୋଗାଯୋଗ: +919437058100
    user_Santosh Nayak PRESS
    Santosh Nayak PRESS
    Local News Reporter Balangir, Odisha•
    19 hrs ago
  • ନୂଆଁଖାଇ ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଶ୍ରୀମୁଖରୁ ............. ଭୁବନେଶ୍ୱର ,: ନୂଆଁଖାଇ ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଶ୍ରୀମୁଖରୁ ....... ଭୁବନେଶ୍ବରରୁ ସୁବୋଧ ସାହୁଙ୍କ ରିପୋର୍ଟ ପି ଏନ ସି
    1
    ନୂଆଁଖାଇ ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଶ୍ରୀମୁଖରୁ .............
ଭୁବନେଶ୍ୱର ,: ନୂଆଁଖାଇ ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଶ୍ରୀମୁଖରୁ .......  ଭୁବନେଶ୍ବରରୁ ସୁବୋଧ ସାହୁଙ୍କ ରିପୋର୍ଟ ପି ଏନ ସି
    user_PNC MEDIA
    PNC MEDIA
    ବରଗଡ଼, ବରଗଡ଼, ଓଡ଼ିଶା•
    11 hrs ago
  • ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ, ସଭାପତି, ବିଜୁ ଯୁବ ଜନତା ଦଳ, ବରଗଡ଼ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ, ସଭାପତି, ବିଜୁ ଯୁବ ଜନତା ଦଳ, ବରଗଡ଼
    1
    ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ, ସଭାପତି, ବିଜୁ ଯୁବ ଜନତା ଦଳ, ବରଗଡ଼
ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ, ସଭାପତି, ବିଜୁ ଯୁବ ଜନତା ଦଳ, ବରଗଡ଼
    user_Bargarh TV
    Bargarh TV
    Local News Reporter ବରଗଡ଼, ବରଗଡ଼, ଓଡ଼ିଶା•
    12 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.