Shuru
Apke Nagar Ki App…
ହାଇବା ଧକ୍କାରେ ମହିଳା ମୃତ ବ୍ରାହ୍ମଣି ତରଙ୍ଗ - ପ୍ଲାଣ୍ଟ ସାଇଟ ଥାନା ଅନ୍ତର୍ଗତ ଡିଏ ଭି ଛକ ନିକଟରେ ଏକ ହାଇବା ଧକ୍କାରେ ଜଣେ ମହିଳାଙ୍କ ମୃତ ହୋଇଥିବା ଜଣା ପଡିଛି!ମହିଳା ଙ୍କ ନାମ ପୂଜା ନାୟକ (27)!ସେ ସେକ୍ଟର 6ଅଞ୍ଚଳ ର ବୋଲି ଜଣା ପଡିଛି!ସେ ସକାଳେ ଡ୍ୟୁଟି ଆସୁଥିବା ବେଳେ ହାଇବା ଧକ୍କା ଦେବା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା!ତାଙ୍କ ପରିବାର ଓ ସ୍ଥାନୀୟ ଲୋକ ମାନେ କ୍ଷତି ପୂରଣ ଦାବୀ ରେ ଥାନା ସମ୍ମୁଖରେ ରୁଣ୍ଡ ହୋଇଛନ୍ତି!ପୁଲିସ ହାଇବା କୁ ଜବତ କରିଛି
Rabindra Nayak

- Rabindra Nayakବ୍ରାହ୍ମଣୀ ତରଙ୍ଗ, ସୁନ୍ଦରଗଡ଼, ଓଡ଼ିଶା16 hrs ago
More news from Jharsuguda and nearby areas
- ।।ବେଲପାହାଡ଼ ଉଚ୍ଛବ୍ ‘ମଚାନ୍’ ଉଦଯାପିତ। ବିବିଧ ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ।। #belpahar #BelpaharUchhab2026 #Machan #PalishriMela1
- ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ମେଟ୍ରୋ ପ୍ରକଳ୍ପ ଓଡ଼ିଶାବାସୀଙ୍କ ହକ୍। ବିକାଶ କାମରେ ବାଧା ସୃଷ୍ଟି ନକରି ବିଜେଡି ସରକାର ଆରମ୍ଭ କରିଥିବା ମେଟ୍ରୋ ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକାରୀ କରାଯାଉ। ବିଜୁ ଜନତା ଦଳର ସାଂସଦ ଡଃ ସସ୍ମିତ ପାତ୍ର ଏନେଇ କେନ୍ଦ୍ର ଗୃହ ନିର୍ମାଣ ଓ ସହରୀ ବ୍ୟାପାର ମନ୍ତ୍ରୀ ଶ୍ରୀ ମନୋହର ଲାଲ୍ଙ୍କୁ ଚିଠି ଲେଖିଛନ୍ତି। #OdishaMetro #BJPAntiOdisha #ହଟାଅବିଜେପି #ରଙ୍ଗବଦଳାସରକାର #JababMaguchiOdisha1
- Post by Ranjan hota1
- ଅଦ୍ୟ ତା ୦୪/୦୪/୨୦୨୬ ରିଖ ଶନିବାର ଦିନ ବଅଁରପାଳ ବ୍ଲକ ବୁଢାପଙ୍କ ପଞ୍ଚାୟତ ତେନ୍ତୁଳିହତା ଗ୍ରାମରେ ଫାୟାର ଷ୍ଟେସନ ଖେଳ ପଡ଼ିଆରେ ମା ବାଉତୀ କ୍ରିକେଟ କ୍ଳବ ତେନ୍ତୁଳିହତା ତରଫରୁ ପ୍ରଥମ ଥର ପାଇଁ ବାବା ସାହେବ୍ ଆମ୍ବେଦକର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶୁଭାରମ୍ଭ ରେ କାଉଁସିଲ ପରିବାର ତରଫରୁ ଲିଙ୍ଗରାଜ କ୍ଷେତ୍ରର ସମ୍ପାଦକ ସୁବାଷ ଚନ୍ଦ୍ର ନାଏକ ମହୋଦୟ, ଇନଚାର୍ଜ ଧର୍ମେନ୍ଦ୍ର କୁମାର ନାଏକ ମହୋଦୟ, କୋଷାଧ୍ୟକ୍ଷ ହେମନ୍ତ କୁମାର ନାଏକ ମହୋଦୟ ଏବଂ କାର୍ଯକାରୀ ସଭାପତି ଜିଡି ଶୀଳରତ୍ନ ବୋଦ୍ଧି ମହୋଦୟ(𝐌𝐂𝐋) ଉପସ୍ଥିତ ରହି କ୍ଲବ ର ସମସ୍ତ ସଦସ୍ୟ ମାନଙ୍କୁ ସାଧୁବାଦ୍ ଦେବା ସହିତ ଖେଳର ଶୁଭାରମ୍ଭ କରିଥିଲେ। ଜୟ ଭୀମ୍ ! ଜୟ ସମ୍ବିଧାନ !! ଜୟ ବହୁଜନ !!! ଜୟ କାଉଁସିଲ !!!! 🌹🙏🌹🙏🌹🙏1
- Post by ଶଶାଙ୍କ ଶେଖର ସାମଲ1
- ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଦରଦାମ ବୃଦ୍ଧି ସାଂଗକୁ ଗ୍ୟାସ ନ ମିଳିବା ଏବେ ସବୁଠି ଜନସାଧାରଣ ମାନେ ନାହିଁ ନଥିବ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗ୍ୟାସ ଅଭାବ ଯୋଗୁଁ ହୋଟେଲ ଏବଂ ଜଳଖିଆ ଦୋକାନୀ ମାନେ କାଠ ଚୁଲାରେ ରୋଷେଇ କରୁଥିବା ବେଳେ କିଛି ଦୋକାନ ବନ୍ଦ ହୋଇ ଗଲାଣୀ । ଗୋଦାମରୁ ଗ୍ୟାସ ପାଇବା ପାଇଁ ତ୍ୟେକ ଦିନ ଲମ୍ବା ଧାଡି ଲାଗୁଛି । ଢେଙ୍କାନାଳ ସହରରେ ଗ୍ୟାସ କଳାବଜାରୀ ହେଉଥିବା ଖବର ପାଇ ସଦର ଉପ ଜିଲ୍ଲାପାଳଙ୍କ ନେତୃତ୍ୱରେ ଜିଲ୍ଲା ଯୋଗାଣ ଅଧିକାରୀ, ୩ଜଣ ସପ୍ଲାଇ ଇନସପେକ୍ଟର ଓ କର୍ମଚାରୀମାନଙ୍କୁ ନେଇ ଚନ୍ଦନ ବଜାର ଶାସନ ଛକ ନିକଟରେ ଥିବା ସୀତାରାମ ଗ୍ୟାସ ଦୋକାନ ଉପରେ ଚଢ଼ାଉ କରା ଯାଇଥିଲା । ଦୋକାନରୁ ୨୭ଟି ଗ୍ୟାସ ଜବତ କରାଯାଇଥିଲା । ଦୋକାନର ମାଲିକକୁ ଏ ବିଷୟରେ ପଚରା ଉଚରା କରାଯିବା ସହିତ ବଡ ଧରଣର ଫାଇନ ଲଗାଯିବ ବୋଲି ଅଧିକାରୀମାନେ ପ୍ରକାଶ କରିଛନ୍ତି ।1
- Post by Uttam@97773344221
- ।।ବେଲପାହାଡ଼ ଉଚ୍ଛବ୍ ‘ମଚାନ୍’ ଉଦଯାପିତ। ବିବିଧ ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ।। #belpahar #BelpaharUchhab2026 #Machan #PalishriMela1
- #Rengali के श्याम मेटलिक्स पर प्रदूषण विभाग का छापा । श्याम मेटलिक्स को प्रदूषण विभाग द्वारा बंद कर दिया गया है । पिछले कई सालों से संबलपुर के #Rengali में प्रदूषण फैला रहा था यह श्याम मैटेलिक कंपनी ।1