logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

।।ବେଲପାହାଡ଼ ଉଚ୍ଛବ୍ ‘ମଚାନ୍‌’ ଉଦଯାପିତ। ବିବିଧ ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ।। ।।ବେଲପାହାଡ଼ ଉଚ୍ଛବ୍ ‘ମଚାନ୍‌’ ଉଦଯାପିତ। ବିବିଧ ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ।। #belpahar #BelpaharUchhab2026 #Machan #PalishriMela

14 hrs ago
user_Soubhagya Ranjan Sahu
Soubhagya Ranjan Sahu
Belpahar, Jharsuguda•
14 hrs ago

।।ବେଲପାହାଡ଼ ଉଚ୍ଛବ୍ ‘ମଚାନ୍‌’ ଉଦଯାପିତ। ବିବିଧ ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ।। ।।ବେଲପାହାଡ଼ ଉଚ୍ଛବ୍ ‘ମଚାନ୍‌’ ଉଦଯାପିତ। ବିବିଧ ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ।। #belpahar #BelpaharUchhab2026 #Machan #PalishriMela

More news from Jharsuguda and nearby areas
  • ।।ବେଲପାହାଡ଼ ଉଚ୍ଛବ୍ ‘ମଚାନ୍‌’ ଉଦଯାପିତ। ବିବିଧ ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ।।
    1
    ।।ବେଲପାହାଡ଼ ଉଚ୍ଛବ୍ ‘ମଚାନ୍‌’ ଉଦଯାପିତ। ବିବିଧ ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ।।
    user_Soubhagya Ranjan Sahu
    Soubhagya Ranjan Sahu
    Belpahar, Jharsuguda•
    3 hrs ago
  • लोकसभा और राज्य विधानसभाओं में महिलाओं को 33% आरक्षण देने के लिए 2023 में बनाया गया कानून 2029 से लागू होगा। बिल में बदलाव के लिए बजट सेशन को 16 अप्रैल से 18 अप्रैल तक 3 दिन के लिए बढ़ा दिया गया है। #Pravatiparida #WomensReservation #ParliamentSession #LokSabha
    1
    लोकसभा और राज्य विधानसभाओं में महिलाओं को 33% आरक्षण देने के लिए 2023 में बनाया गया कानून 2029 से लागू होगा। बिल में बदलाव के लिए बजट सेशन को 16 अप्रैल से 18 अप्रैल तक 3 दिन के लिए बढ़ा दिया गया है। #Pravatiparida #WomensReservation #ParliamentSession #LokSabha
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    3 hrs ago
  • ସବଡେଗା ବ୍ଲକ ଡମକୁଡା ଗ୍ରାମରେ ପ୍ରତିବର୍ଷ ରାମ ନବମୀ ଉତ୍ସବ ହସ ଉଲ୍ଲାସରେ ପାଳନ୍ କରାଯାଏ । ଏହି କାର୍ଯ୍ୟକ୍ରମ ସାତଦିନ ଧରି ଚାଲିଥାଏ । ମହାପ୍ରଭୁ ଜନ୍ମ ଠାରୁ ଆରମ୍ଭ କରି ରାବଣ ବଧ ର ସମ୍ପୂର୍ଣ ଚିତ୍ର ମନ୍ଦିର ଟ୍ରଷ୍ଟ ପକ୍ଷରୁ ନାଟକୀୟ ଢ଼ଙ୍ଗରେ ପରିବେଷଣ କରାଯାଇଥାଏ । ଏହି ଯାତ୍ରା ମହୋତ୍ସବରେ ଗ୍ରାମର ଆବାଳବୃଦ୍ଧବନିତା ସମ୍ପୂର୍ଣ ସହଯୋଗ ଦେଖିବାକୁ ମିଳିଥାଏ । ଏହି ଯାତ୍ରା ମହୋତ୍ସବ ସମୟେ ଅନେକ ଦୋକାନ ବଜାର ସହିତ ମିଷ୍ଟାନ୍ନ ଦୋକାନ ରହିଥିବା ବେଳେ ଅଞ୍ଚଳ ର ବିପୁଳ ସଂଖ୍ୟାରେ ଜନ ସମାଗମ ଦେଖିବାକୁ ମିଳିଥାଏ ।
    1
    ସବଡେଗା ବ୍ଲକ ଡମକୁଡା ଗ୍ରାମରେ ପ୍ରତିବର୍ଷ ରାମ ନବମୀ ଉତ୍ସବ ହସ ଉଲ୍ଲାସରେ ପାଳନ୍ କରାଯାଏ । ଏହି କାର୍ଯ୍ୟକ୍ରମ ସାତଦିନ ଧରି ଚାଲିଥାଏ । ମହାପ୍ରଭୁ ଜନ୍ମ ଠାରୁ ଆରମ୍ଭ କରି ରାବଣ ବଧ ର ସମ୍ପୂର୍ଣ ଚିତ୍ର ମନ୍ଦିର ଟ୍ରଷ୍ଟ ପକ୍ଷରୁ ନାଟକୀୟ ଢ଼ଙ୍ଗରେ ପରିବେଷଣ କରାଯାଇଥାଏ । ଏହି ଯାତ୍ରା ମହୋତ୍ସବରେ ଗ୍ରାମର ଆବାଳବୃଦ୍ଧବନିତା ସମ୍ପୂର୍ଣ ସହଯୋଗ ଦେଖିବାକୁ ମିଳିଥାଏ । ଏହି ଯାତ୍ରା ମହୋତ୍ସବ ସମୟେ ଅନେକ ଦୋକାନ ବଜାର ସହିତ ମିଷ୍ଟାନ୍ନ ଦୋକାନ ରହିଥିବା ବେଳେ ଅଞ୍ଚଳ ର ବିପୁଳ ସଂଖ୍ୟାରେ ଜନ ସମାଗମ ଦେଖିବାକୁ ମିଳିଥାଏ ।
    user_Raju kumar patel
    Raju kumar patel
    Mechanic ତାଳସରା, ସୁନ୍ଦରଗଡ଼, ଓଡ଼ିଶା•
    17 hrs ago
  • Post by ସାଥୀ ଟି ଭି
    1
    Post by ସାଥୀ ଟି ଭି
    user_ସାଥୀ ଟି ଭି
    ସାଥୀ ଟି ଭି
    Video Creator ସୋହେଲା, ବରଗଡ଼, ଓଡ଼ିଶା•
    14 hrs ago
  • Post by SonepurSambad
    1
    Post by SonepurSambad
    user_SonepurSambad
    SonepurSambad
    Court reporter ଡୁଙ୍ଗୁରିପାଲି, ସୋନପୁର, ଓଡ଼ିଶା•
    18 hrs ago
  • ସ୍ୱାଧୀନତା ସଂଗ୍ରାମୀ ଈଶ୍ବର ଚନ୍ଦ୍ର ପାଣିଗ୍ରାହୀ ସ୍ମୃତି ସମିତିର ସାଧାରଣ ବୈଠକ ଅନୁଷ୍ଠିତ ସୁବର୍ଣ୍ଣପୁର: ଜିଲ୍ଲାର ସୋନପୁର ବ୍ଲକ ବିଶିମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ବାଗଦୁଲି ଗ୍ରାମଠାରେ ସ୍ୱାଧୀନତା ସଂଗ୍ରାମୀ ସ୍ମୃତିସଭା ଗୃହଠାରେ ସ୍ୱାଧୀନତା ସଂଗ୍ରାମୀ ଈଶ୍ବର ଚନ୍ଦ୍ର ପାଣିଗ୍ରାହୀ ସ୍ମୃତି ସମିତି ପକ୍ଷରୁ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମିତିର ନୂତନ କର୍ମକର୍ତ୍ତା ଗଠନ ସହିତ ନୂତନ ସଦସ୍ୟ ଗ୍ରହଣ କରାଯାଇଥିଲା। ବିଶିମୁଣ୍ଡା, ମଲ୍ଲିକମୁଣ୍ଡା, ହରଡୋଖୋଲ ଗ୍ରାମପଞ୍ଚାୟତର ବିଶେଷ ଭାବେ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସହଯୋଗ କରିଥିବା ପରିବାରର ଜଣେ ଜଣେ ସଦସ୍ୟ ଉପସ୍ଥିତ ଥିଲେ। ସର୍ବସମ୍ମତିକ୍ରମେ ସଭାପତି ଭାବେ ବିରଞ୍ଚି ନାରାୟଣ ଷାଣ୍ଢ, ମନୋଜ କୁମାର ପଲିଆ ଉପସଭାପତି, ସରୋଜ ଚନ୍ଦ୍ର ମେହେର ସମ୍ପାଦକ, ପର୍ଶୁରାମ ମେହେର ସହ ସମ୍ପାଦକ, ପ୍ରମୋଦ କୁମାର ସାହୁ କୋଷାଧକ୍ଷ ଏବଂ ଉପଦେଷ୍ଟା ଭାବେ ଭଗବାନ ଦାସ, ଅର୍ଜୁନ ମିଶ୍ର, ଆଦିତ୍ୟ ମିଶ୍ର, ସମାରୁ ମେହେର, ଯାଦୁନନ୍ଦନ ବେଜି, ନଗର କର୍ମୀ ଗୋପାଳ ମିଶ୍ର, ସୁରେଶ ଚନ୍ଦ୍ର କୁଶଳ ଏବଂ ମିଡ଼ିଆ ସଂଯୋଜକ ରଞ୍ଜନ ହୋତା ମନୋନୀତ ହୋଇଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ତଥା ଗ୍ରାମାଞ୍ଚଳରେ ଥିବା ସମସ୍ତ ସ୍ୱାଧୀନତା ସଂଗ୍ରାମୀମାନଙ୍କ ପରିବାରକୁ ଚିହ୍ନଟ କରି ସରକାରଙ୍କୁ ଜଣାଇବା ଏବଂ ସ୍ୱାଧୀନତା ସଂଗ୍ରାମୀ ଓ ତାଙ୍କ ସହଯୋଗୀମାନଙ୍କ ସ୍ମୃତି ଉଦେଶ୍ୟରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମ କରାଯିବ ବୋଲି ନବ ମନୋନୀତ ସଭାପତି ବିରଞ୍ଚି ନାରାୟଣ ଷାଣ୍ଢ ଗଣମାଧ୍ୟକୁ ସୂଚନା ଦେଇଥିଲେ।
    1
    ସ୍ୱାଧୀନତା ସଂଗ୍ରାମୀ ଈଶ୍ବର ଚନ୍ଦ୍ର ପାଣିଗ୍ରାହୀ ସ୍ମୃତି ସମିତିର ସାଧାରଣ ବୈଠକ ଅନୁଷ୍ଠିତ
ସୁବର୍ଣ୍ଣପୁର: ଜିଲ୍ଲାର ସୋନପୁର ବ୍ଲକ ବିଶିମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ବାଗଦୁଲି ଗ୍ରାମଠାରେ ସ୍ୱାଧୀନତା ସଂଗ୍ରାମୀ ସ୍ମୃତିସଭା ଗୃହଠାରେ ସ୍ୱାଧୀନତା ସଂଗ୍ରାମୀ ଈଶ୍ବର ଚନ୍ଦ୍ର ପାଣିଗ୍ରାହୀ ସ୍ମୃତି ସମିତି ପକ୍ଷରୁ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମିତିର ନୂତନ କର୍ମକର୍ତ୍ତା ଗଠନ ସହିତ ନୂତନ ସଦସ୍ୟ ଗ୍ରହଣ କରାଯାଇଥିଲା। ବିଶିମୁଣ୍ଡା, ମଲ୍ଲିକମୁଣ୍ଡା, ହରଡୋଖୋଲ ଗ୍ରାମପଞ୍ଚାୟତର ବିଶେଷ ଭାବେ  ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସହଯୋଗ କରିଥିବା ପରିବାରର ଜଣେ ଜଣେ ସଦସ୍ୟ ଉପସ୍ଥିତ ଥିଲେ। ସର୍ବସମ୍ମତିକ୍ରମେ ସଭାପତି ଭାବେ ବିରଞ୍ଚି ନାରାୟଣ ଷାଣ୍ଢ, ମନୋଜ କୁମାର ପଲିଆ ଉପସଭାପତି, ସରୋଜ ଚନ୍ଦ୍ର ମେହେର ସମ୍ପାଦକ, ପର୍ଶୁରାମ ମେହେର ସହ ସମ୍ପାଦକ, ପ୍ରମୋଦ କୁମାର ସାହୁ କୋଷାଧକ୍ଷ ଏବଂ ଉପଦେଷ୍ଟା ଭାବେ ଭଗବାନ ଦାସ, ଅର୍ଜୁନ ମିଶ୍ର, ଆଦିତ୍ୟ ମିଶ୍ର, ସମାରୁ ମେହେର, ଯାଦୁନନ୍ଦନ ବେଜି, ନଗର କର୍ମୀ ଗୋପାଳ ମିଶ୍ର, ସୁରେଶ ଚନ୍ଦ୍ର କୁଶଳ ଏବଂ ମିଡ଼ିଆ ସଂଯୋଜକ ରଞ୍ଜନ ହୋତା ମନୋନୀତ ହୋଇଛନ୍ତି।
ସୁବର୍ଣ୍ଣପୁର ଜିଲ୍ଲା ତଥା ଗ୍ରାମାଞ୍ଚଳରେ ଥିବା ସମସ୍ତ ସ୍ୱାଧୀନତା ସଂଗ୍ରାମୀମାନଙ୍କ ପରିବାରକୁ ଚିହ୍ନଟ କରି ସରକାରଙ୍କୁ ଜଣାଇବା ଏବଂ ସ୍ୱାଧୀନତା ସଂଗ୍ରାମୀ ଓ ତାଙ୍କ ସହଯୋଗୀମାନଙ୍କ ସ୍ମୃତି ଉଦେଶ୍ୟରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମ କରାଯିବ ବୋଲି ନବ ମନୋନୀତ ସଭାପତି ବିରଞ୍ଚି ନାରାୟଣ ଷାଣ୍ଢ ଗଣମାଧ୍ୟକୁ ସୂଚନା ଦେଇଥିଲେ।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    5 hrs ago
  • Post by Sonepur news khulasa
    1
    Post by Sonepur news khulasa
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    10 hrs ago
  • ।।ବେଲପାହାଡ଼ ଉଚ୍ଛବ୍ ‘ମଚାନ୍‌’ ଉଦଯାପିତ। ବିବିଧ ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ।। #belpahar #BelpaharUchhab2026 #Machan #PalishriMela
    1
    ।।ବେଲପାହାଡ଼ ଉଚ୍ଛବ୍ ‘ମଚାନ୍‌’ ଉଦଯାପିତ। ବିବିଧ ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ।।
#belpahar #BelpaharUchhab2026 #Machan #PalishriMela
    user_Soubhagya Ranjan Sahu
    Soubhagya Ranjan Sahu
    Belpahar, Jharsuguda•
    13 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.