ସ୍ୱାଧୀନତା ସଂଗ୍ରାମୀ ଈଶ୍ବର ଚନ୍ଦ୍ର ପାଣିଗ୍ରାହୀ ସ୍ମୃତି ସମିତିର ସାଧାରଣ ବୈଠକ ଅନୁଷ୍ଠିତ ସୁବର୍ଣ୍ଣପୁର: ଜିଲ୍ଲାର ସୋନପୁର ବ୍ଲକ ବିଶିମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ବାଗଦୁଲି ଗ୍ରାମଠାରେ ସ୍ୱାଧୀନତା ସଂଗ୍ରାମୀ ସ୍ମୃତିସଭା ଗୃହଠାରେ ସ୍ୱାଧୀନତା ସଂଗ୍ରାମୀ ଈଶ୍ବର ଚନ୍ଦ୍ର ପାଣିଗ୍ରାହୀ ସ୍ମୃତି ସମିତି ପକ୍ଷରୁ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମିତିର ନୂତନ କର୍ମକର୍ତ୍ତା ଗଠନ ସହିତ ନୂତନ ସଦସ୍ୟ ଗ୍ରହଣ କରାଯାଇଥିଲା। ବିଶିମୁଣ୍ଡା, ମଲ୍ଲିକମୁଣ୍ଡା, ହରଡୋଖୋଲ ଗ୍ରାମପଞ୍ଚାୟତର ବିଶେଷ ଭାବେ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସହଯୋଗ କରିଥିବା ପରିବାରର ଜଣେ ଜଣେ ସଦସ୍ୟ ଉପସ୍ଥିତ ଥିଲେ। ସର୍ବସମ୍ମତିକ୍ରମେ ସଭାପତି ଭାବେ ବିରଞ୍ଚି ନାରାୟଣ ଷାଣ୍ଢ, ମନୋଜ କୁମାର ପଲିଆ ଉପସଭାପତି, ସରୋଜ ଚନ୍ଦ୍ର ମେହେର ସମ୍ପାଦକ, ପର୍ଶୁରାମ ମେହେର ସହ ସମ୍ପାଦକ, ପ୍ରମୋଦ କୁମାର ସାହୁ କୋଷାଧକ୍ଷ ଏବଂ ଉପଦେଷ୍ଟା ଭାବେ ଭଗବାନ ଦାସ, ଅର୍ଜୁନ ମିଶ୍ର, ଆଦିତ୍ୟ ମିଶ୍ର, ସମାରୁ ମେହେର, ଯାଦୁନନ୍ଦନ ବେଜି, ନଗର କର୍ମୀ ଗୋପାଳ ମିଶ୍ର, ସୁରେଶ ଚନ୍ଦ୍ର କୁଶଳ ଏବଂ ମିଡ଼ିଆ ସଂଯୋଜକ ରଞ୍ଜନ ହୋତା ମନୋନୀତ ହୋଇଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ତଥା ଗ୍ରାମାଞ୍ଚଳରେ ଥିବା ସମସ୍ତ ସ୍ୱାଧୀନତା ସଂଗ୍ରାମୀମାନଙ୍କ ପରିବାରକୁ ଚିହ୍ନଟ କରି ସରକାରଙ୍କୁ ଜଣାଇବା ଏବଂ ସ୍ୱାଧୀନତା ସଂଗ୍ରାମୀ ଓ ତାଙ୍କ ସହଯୋଗୀମାନଙ୍କ ସ୍ମୃତି ଉଦେଶ୍ୟରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମ କରାଯିବ ବୋଲି ନବ ମନୋନୀତ ସଭାପତି ବିରଞ୍ଚି ନାରାୟଣ ଷାଣ୍ଢ ଗଣମାଧ୍ୟକୁ ସୂଚନା ଦେଇଥିଲେ।

- ସ୍ୱାଧୀନତା ସଂଗ୍ରାମୀ ଈଶ୍ବର ଚନ୍ଦ୍ର ପାଣିଗ୍ରାହୀ ସ୍ମୃତି ସମିତିର ସାଧାରଣ ବୈଠକ ଅନୁଷ୍ଠିତ ସୁବର୍ଣ୍ଣପୁର: ଜିଲ୍ଲାର ସୋନପୁର ବ୍ଲକ ବିଶିମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ବାଗଦୁଲି ଗ୍ରାମଠାରେ ସ୍ୱାଧୀନତା ସଂଗ୍ରାମୀ ସ୍ମୃତିସଭା ଗୃହଠାରେ ସ୍ୱାଧୀନତା ସଂଗ୍ରାମୀ ଈଶ୍ବର ଚନ୍ଦ୍ର ପାଣିଗ୍ରାହୀ ସ୍ମୃତି ସମିତି ପକ୍ଷରୁ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମିତିର ନୂତନ କର୍ମକର୍ତ୍ତା ଗଠନ ସହିତ ନୂତନ ସଦସ୍ୟ ଗ୍ରହଣ କରାଯାଇଥିଲା। ବିଶିମୁଣ୍ଡା, ମଲ୍ଲିକମୁଣ୍ଡା, ହରଡୋଖୋଲ ଗ୍ରାମପଞ୍ଚାୟତର ବିଶେଷ ଭାବେ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସହଯୋଗ କରିଥିବା ପରିବାରର ଜଣେ ଜଣେ ସଦସ୍ୟ ଉପସ୍ଥିତ ଥିଲେ। ସର୍ବସମ୍ମତିକ୍ରମେ ସଭାପତି ଭାବେ ବିରଞ୍ଚି ନାରାୟଣ ଷାଣ୍ଢ, ମନୋଜ କୁମାର ପଲିଆ ଉପସଭାପତି, ସରୋଜ ଚନ୍ଦ୍ର ମେହେର ସମ୍ପାଦକ, ପର୍ଶୁରାମ ମେହେର ସହ ସମ୍ପାଦକ, ପ୍ରମୋଦ କୁମାର ସାହୁ କୋଷାଧକ୍ଷ ଏବଂ ଉପଦେଷ୍ଟା ଭାବେ ଭଗବାନ ଦାସ, ଅର୍ଜୁନ ମିଶ୍ର, ଆଦିତ୍ୟ ମିଶ୍ର, ସମାରୁ ମେହେର, ଯାଦୁନନ୍ଦନ ବେଜି, ନଗର କର୍ମୀ ଗୋପାଳ ମିଶ୍ର, ସୁରେଶ ଚନ୍ଦ୍ର କୁଶଳ ଏବଂ ମିଡ଼ିଆ ସଂଯୋଜକ ରଞ୍ଜନ ହୋତା ମନୋନୀତ ହୋଇଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ତଥା ଗ୍ରାମାଞ୍ଚଳରେ ଥିବା ସମସ୍ତ ସ୍ୱାଧୀନତା ସଂଗ୍ରାମୀମାନଙ୍କ ପରିବାରକୁ ଚିହ୍ନଟ କରି ସରକାରଙ୍କୁ ଜଣାଇବା ଏବଂ ସ୍ୱାଧୀନତା ସଂଗ୍ରାମୀ ଓ ତାଙ୍କ ସହଯୋଗୀମାନଙ୍କ ସ୍ମୃତି ଉଦେଶ୍ୟରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମ କରାଯିବ ବୋଲି ନବ ମନୋନୀତ ସଭାପତି ବିରଞ୍ଚି ନାରାୟଣ ଷାଣ୍ଢ ଗଣମାଧ୍ୟକୁ ସୂଚନା ଦେଇଥିଲେ।1
- Post by Sonepur news khulasa1
- ଆଜିର ସମାଚାର ରେ ଆଜିର ତାଜା ଖଵର ଫଟାଫଟ । ତାରିଖ -୦୬/୦୪/୨୦୨୬ ସୋମଵାର । ୧୧ ଵଜେର ସମାଚାର ଦେଖନ୍ତୁ ଦେଶ ବିଦେଶର ସମାଚାର ତଥା ଓଡିଶା ର ବିଭିନ୍ନ ଜିଲ୍ଲା ର ସମାଚାର । BREAKING NEWS ଆଜିର ସମାାଚାର ଆମ ତ୍ୟାନେଲ କୁ ଲାଇକ,ସସ୍କ୍ରାଇବ,ସେୟାର କରନ୍ତୁ ନୂଆଁ ନୂଆଁ ସମାଚାର ଜାଣନ୍ତୁ । ।1
- ସୁବର୍ଣ୍ଣପୁର କୁଞ୍ଜ ଛକ ରୁ ବ୍ଲକ୍ ଛକ ଦେଇ ଏକ ପିକଅପ୍ ଭେନ୍ ରେ ୩୭୫୦ ବୋତଲ ଉପରେ କଫ ସିରପ ଯାଉଥିବା ସମୟ ରେ ସୁବର୍ଣ୍ଣପୁର ପୋଲିସ ଦ୍ଵାରା ଯାଞ୍ଚ ସମୟ ରେ କଫ ଶିରପ ସହ ଦୁଇ ଆସାମୀ ଗିରଫ। ମାଯା ବୋତଲ ସହିତ ଅଭିନବ ଉପାୟ ରେ ଚାଲାଣ ହେଉଥିଲା କଫ ସିରପ। ପୋଲିସ ଉପସ୍ଥିତ ରେ ସମସ୍ତ ବୋତଲ ଗଣତି କରିବା ପରେ ସିଲ କରାଯାଇଛି। ଯୁବ ପୀଢ଼ି ଏହି ଔଷଧ କୁ ନିଶା ରେ ବ୍ୟବହାର କରୁଥିବା ବେଳେ ସୁବର୍ଣ୍ଣପୁର ରେ ମଧ୍ୟ ବହୁଳ ବ୍ୟବହାର ହେଉଥିବା ଅନେକ ସମୟ ରେ ଅଭିଯୋଗ ହୋଇଆସୁଛି।2
- ବୌଦ୍ଧ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଭାବରେ ଡମ୍ବରୁଧର କହଁର ଏବଂ ଉପାଧ୍ୟକ୍ଷା ଭାବରେ ଶ୍ରୀମତୀ ଝରଣା ଯାନୀଙ୍କୁ ନିଯୁକ୍ତି ମିଳିଥିବା ଜଣାପଡ଼ିଛି । ଖବର ସାମ୍ନାକୁ ଆସିବା ପରେ ପରିଷଦର ଅଧ୍ୟକ୍ଷ ଶ୍ରୀ କହଁରଙ୍କୁ ବିଜେପି କାର୍ଯ୍ୟାଳୟ ଠାରେ ଦଳର ସଭାପତି ପ୍ରେମାନନ୍ଦ ମିଶ୍ର ସମେତ ବୌଦ୍ଧ ବିଧାୟକ ସରୋଜ ପ୍ରଧାନ ଓ କଣ୍ଟାମାଳ ବିଧାୟକ କାହେଁଇ ଚରଣ ଡ।ଙ୍ଗ ସହ ଅନେକ କର୍ମୀ ଓ ନେତା ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।1
- Post by SonepurSambad1
- ଫିରିଙ୍ଗିଆ ଠାରେ ଅଷ୍ଟ ଦଣ୍ଡ ମିଳନ ସୁଚାରୁ ରୂପେ ସମ୍ପନ୍ନ ହୋଇଛି ଏହି ଅବସରରେ ସନ୍ଧ୍ୟା ସମୟରେ ଫିରିଙ୍ଗିଆ ବଜାର ଠାରେ ଆଠ ଗୋଟି ଦଣ୍ଡ ନାଚ ର ମିଳନ ଉତ୍ସବ ସନ୍ଧ୍ୟା ସମୟରେ ଅନୁଷ୍ଠିତ ହୋଇଥିଲା1
- Post by Sonepur news khulasa1