Shuru
Apke Nagar Ki App…
ଆଜିର ସମାଚାର ରେ ଆଜିର ତାଜା ଖଵର ଫଟାଫଟ । ତାରିଖ -୦୬/୦୪/୨୦୨୬ ସୋମଵାର । ୧୧ ଵଜେର ସମାଚାର ଦେଖନ୍ତୁ ଦେଶ ବିଦେଶର ସମାଚାର ତଥା ଓଡିଶା ର ବିଭିନ୍ନ ଜିଲ୍ଲା ର ସମାଚାର । BREAKING NEWS ଆଜିର ସମାାଚାର ଆମ ତ୍ୟାନେଲ କୁ ଲାଇକ,ସସ୍କ୍ରାଇବ,ସେୟାର କରନ୍ତୁ ନୂଆଁ ନୂଆଁ ସମାଚାର ଜାଣନ୍ତୁ । ।
Ajira Samachar
ଆଜିର ସମାଚାର ରେ ଆଜିର ତାଜା ଖଵର ଫଟାଫଟ । ତାରିଖ -୦୬/୦୪/୨୦୨୬ ସୋମଵାର । ୧୧ ଵଜେର ସମାଚାର ଦେଖନ୍ତୁ ଦେଶ ବିଦେଶର ସମାଚାର ତଥା ଓଡିଶା ର ବିଭିନ୍ନ ଜିଲ୍ଲା ର ସମାଚାର । BREAKING NEWS ଆଜିର ସମାାଚାର ଆମ ତ୍ୟାନେଲ କୁ ଲାଇକ,ସସ୍କ୍ରାଇବ,ସେୟାର କରନ୍ତୁ ନୂଆଁ ନୂଆଁ ସମାଚାର ଜାଣନ୍ତୁ । ।
More news from ଓଡ଼ିଶା and nearby areas
- Post by Sonepur news khulasa1
- ଆଜିର ସମାଚାର ରେ ଆଜିର ତାଜା ଖଵର ଫଟାଫଟ । ତାରିଖ -୦୬/୦୪/୨୦୨୬ ସୋମଵାର । ୧୧ ଵଜେର ସମାଚାର ଦେଖନ୍ତୁ ଦେଶ ବିଦେଶର ସମାଚାର ତଥା ଓଡିଶା ର ବିଭିନ୍ନ ଜିଲ୍ଲା ର ସମାଚାର । BREAKING NEWS ଆଜିର ସମାାଚାର ଆମ ତ୍ୟାନେଲ କୁ ଲାଇକ,ସସ୍କ୍ରାଇବ,ସେୟାର କରନ୍ତୁ ନୂଆଁ ନୂଆଁ ସମାଚାର ଜାଣନ୍ତୁ । ।1
- ବନ୍ଦକୁ ନେଇ ପ୍ରତିକ୍ରିୟା ରଖିଲେ ପୃଥ୍ୱୀରାଜ ଜଗଦଲା ସୁବର୍ଣ୍ଣପୁର: ଖଣିଜ ସମ୍ପଦ ଲୁଟ ଏବଂ ମହାନଦୀ ସୁରକ୍ଷାରେ ବୀରମହାରାଜପୁର ବନ୍ଦକୁ ନେଇ ନିଜ ପ୍ରତିକ୍ରିୟା ରଖିଲେ ଆମ ଆଦମୀ ପାର୍ଟିର ଜିଲ୍ଲା ସଭାପତି ପୃଥ୍ୱୀରାଜ ଜଗଦଲା1
- ସୁବର୍ଣ୍ଣପୁର କୁଞ୍ଜ ଛକ ରୁ ବ୍ଲକ୍ ଛକ ଦେଇ ଏକ ପିକଅପ୍ ଭେନ୍ ରେ ୩୭୫୦ ବୋତଲ ଉପରେ କଫ ସିରପ ଯାଉଥିବା ସମୟ ରେ ସୁବର୍ଣ୍ଣପୁର ପୋଲିସ ଦ୍ଵାରା ଯାଞ୍ଚ ସମୟ ରେ କଫ ଶିରପ ସହ ଦୁଇ ଆସାମୀ ଗିରଫ। ମାଯା ବୋତଲ ସହିତ ଅଭିନବ ଉପାୟ ରେ ଚାଲାଣ ହେଉଥିଲା କଫ ସିରପ। ପୋଲିସ ଉପସ୍ଥିତ ରେ ସମସ୍ତ ବୋତଲ ଗଣତି କରିବା ପରେ ସିଲ କରାଯାଇଛି। ଯୁବ ପୀଢ଼ି ଏହି ଔଷଧ କୁ ନିଶା ରେ ବ୍ୟବହାର କରୁଥିବା ବେଳେ ସୁବର୍ଣ୍ଣପୁର ରେ ମଧ୍ୟ ବହୁଳ ବ୍ୟବହାର ହେଉଥିବା ଅନେକ ସମୟ ରେ ଅଭିଯୋଗ ହୋଇଆସୁଛି।2
- Post by SonepurSambad1
- ଢେଙ୍କାନାଳ, ଅଦ୍ୟ ପିଏମ୍ଶ୍ରୀ ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷୟିତ୍ରୀ ମିନତୀ ଦେହୁରୀ ଏବଂ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରଦୀପ୍ତ ମହାପାତ୍ରଙ୍କର ତତ୍ତ୍ୱାବଧାନରେ ପ୍ରବେଶ ଉତ୍ସବ ଓ ଖଡିଛୁଆଁ ପର୍ବ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଢେଙ୍କାନାଳ ପୌରପାଳିକାର ଅଧ୍ଯକ୍ଷା ଜୟନ୍ତୀ ପାତ୍ର, ଏଗାର ନଂ- ଓ୍ବାର୍ଡର ଡାଉନ୍ସିଲର ଲକ୍ଷ୍ମୀପ୍ରିୟା ଦଳେଇ, ରାଜନୀତିଜ୍ଞ ତଥା ସମାଜସେବୀ କରୁଣାକର ଦଳେଇ, ବିକାଶ ପୁହାଣ ଏବଂ ଫଚସଖା ଶିକ୍ଷାସେତୁର ସଭାପତି କୃଷିଦା ବେଗମ୍ ପ୍ରମୁଖ ଅତିଥିମାନଙ୍କ ଆଗମନ କୁନି କୁନି ଛାତ୍ରଛାତ୍ରୀଙ୍କ ମନରେ ଆନନ୍ଦ ଓ ଉଲ୍ଲାସ ଭରିଦେଇଥିଲା। ବିଦ୍ୟାଳୟର ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ ଓ କର୍ମଚାରୀବୃନ୍ଦଙ୍କ ସହଯୋଗରେ ଉକ୍ତ କାର୍ଯ୍ୟକ୍ରମଟି ସାଫଲ୍ୟ କରି ଥିଲେ1
- मीडिया में मान्यता प्राप्त पत्रकार को भी कैशलेस स्वास्थ्य सुविधा प्राप्त हो जाए...1
- Post by Sonepur news khulasa1