logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଧନ୍ୟବାଦ ବୀରମହାରାଜପୁର ଅଞ୍ଚଳ ଜନସାଧାରଣ ଏବଂ ବଜାର ନିୟନ୍ତ୍ରିତ କମିଟି ତା ସହିତ ବୀରମହାରାଜପୁର ସମସ୍ତ ଦୋକାନ ବଜାର ସଂଘ ଆଜି ବନ୍ଧ ଡାକରା କୁ ସମର୍ଥନ ଦେଇଥିବାରୁ l

4 hrs ago
user_Sonepur news khulasa
Sonepur news khulasa
Video Creator ସୋନପୁର, ସୋନପୁର, ଓଡ଼ିଶା•
4 hrs ago

ଧନ୍ୟବାଦ ବୀରମହାରାଜପୁର ଅଞ୍ଚଳ ଜନସାଧାରଣ ଏବଂ ବଜାର ନିୟନ୍ତ୍ରିତ କମିଟି ତା ସହିତ ବୀରମହାରାଜପୁର ସମସ୍ତ ଦୋକାନ ବଜାର ସଂଘ ଆଜି ବନ୍ଧ ଡାକରା କୁ ସମର୍ଥନ ଦେଇଥିବାରୁ l

More news from ଓଡ଼ିଶା and nearby areas
  • ପୃଥ୍ୱୀରାଜ ଓ ପ୍ରିୟବ୍ରତ ଗିରଫ ସୁବର୍ଣ୍ଣପୁର: ବୀରମହାରାଜପୁର ବନ୍ଦ ଡାକରା ଦେଇଥିବା ଆମ ଆଦମୀ ପାର୍ଟିର ଜିଲ୍ଲା ସଭାପତି ପୃଥ୍ୱୀରାଜ ଜଗଦଲା ଏବଂ ବୀର ମହାରାଜପୁର ବନ୍ଦକୁ ସମର୍ଥନ ଜଣାଇଥିବା କଂଗ୍ରେସ ନେତା ପ୍ରିୟବ୍ରତ ସାହୁଙ୍କୁ ଗିରଫ କରୁଛି ପୁଲିସ।
    1
    ପୃଥ୍ୱୀରାଜ ଓ ପ୍ରିୟବ୍ରତ ଗିରଫ
ସୁବର୍ଣ୍ଣପୁର: ବୀରମହାରାଜପୁର ବନ୍ଦ ଡାକରା ଦେଇଥିବା ଆମ ଆଦମୀ ପାର୍ଟିର ଜିଲ୍ଲା ସଭାପତି  ପୃଥ୍ୱୀରାଜ ଜଗଦଲା ଏବଂ ବୀର ମହାରାଜପୁର ବନ୍ଦକୁ ସମର୍ଥନ ଜଣାଇଥିବା କଂଗ୍ରେସ ନେତା ପ୍ରିୟବ୍ରତ ସାହୁଙ୍କୁ ଗିରଫ କରୁଛି ପୁଲିସ।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    7 hrs ago
  • ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ସ୍ରସିକ୍ଷଣ ମହାଅଭିଯାନ ମଣ୍ଡଲ ପ୍ରଶିକ୍ଷଣ ଵର୍ଗ ସୁଵର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ମେଟାକନି ମଣ୍ଡଳ ସ୍ତରୀୟ ପ୍ରଶିକ୍ଷଣ ଵର୍ଗ ପାତାଳି ଶ୍ରୀକ୍ଷେତ୍ର ଠାରେ ଅନୁଷ୍ଠିତ ହେଉଛି। ଏହି କାର୍ଯ୍ୟକ୍ରମ ୦୫/୦୪/୨୦୨୬ ରୁ ୦୬/୦୪/୨୦୨୬
    3
    ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ  ସ୍ରସିକ୍ଷଣ ମହାଅଭିଯାନ ମଣ୍ଡଲ ପ୍ରଶିକ୍ଷଣ ଵର୍ଗ 
ସୁଵର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ମେଟାକନି ମଣ୍ଡଳ ସ୍ତରୀୟ ପ୍ରଶିକ୍ଷଣ ଵର୍ଗ ପାତାଳି ଶ୍ରୀକ୍ଷେତ୍ର ଠାରେ ଅନୁଷ୍ଠିତ ହେଉଛି। ଏହି କାର୍ଯ୍ୟକ୍ରମ ୦୫/୦୪/୨୦୨୬ ରୁ ୦୬/୦୪/୨୦୨୬
    user_Ajira Samachar
    Ajira Samachar
    Photographer ସୋନପୁର, ସୋନପୁର, ଓଡ଼ିଶା•
    12 hrs ago
  • ସୁବର୍ଣ୍ଣପାଲି ତେଲନଦୀ ଘାଟରେ ବିନା ସୂଚନା ଫଳକରେ ପାହାଚ ନିର୍ମାଣ, ବୁଦ୍ଧିଜୀବିଙ୍କ ପ୍ରତିକ୍ରିୟା ରବିବାର ଦିନ 11 ଘଣ୍ଟା ସମୟରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ମନମୁଣ୍ଡା ପଞ୍ଚାୟତ ସୁବର୍ଣ୍ଣପାଲି ତେଲନଦୀ ଘାଟରେ ବିନା ସୂଚନା ଫଳକରେ ପାହାଚ ନିର୍ମାଣ ସମ୍ପର୍କରେ ପ୍ରତିକ୍ରିୟା ଦେଇଛନ୍ତି ବୁଦ୍ଧିଜୀବି ଆବୁ ବକର ସିଦ୍ଧିକ ଖଁl l ତା ସହିତ ଉକ୍ତ ଘାଟ ପାହାଚ କାମ ଅତି ନିମ୍ନ ମାନର ହୋଇଥିବା ମଧ୍ୟ ଅଭିଯୋଗ କରିଛନ୍ତି | କାମ ଯେନତେନ ପ୍ରକାରେ ସାରି ଦିଆ ଯାଇଥିବା ବେଳେ କାର୍ଯ୍ୟ ସ୍ଥଳରେ ସୂଚନା ଫଳକ ନଥିବା ହେତୁ ଠିକାଦାର କିଏ, କେଉଁ ଅନୁଦାନରେ କେତେ ଟଙ୍କାର ବ୍ୟୟ ଅଟକଳରେ କରା ଯାଇଛି ସେ ସମ୍ପର୍କରେ ଜନ ସାଧାରଣ ଅନ୍ଧାରରେ ଥିବା ଅଭିଯୋଗ ହୋଇଛି | କାର୍ଯ୍ୟ ସମ୍ପର୍କରେ ସୂଚନା ଜାଣିବା ପାଇଁ କଣ୍ଟାମାଳ ବିଡ଼ିଓ ଓ ସହକାରୀ ଜନ୍ତ୍ରୀଙ୍କ ମୋବାଇଲ୍ ସୁଇଚ୍ ଅପ୍ ଓ ପଞ୍ଚାୟତ ଦାୟିତ୍ବରେ ଥିବା କନିଷ୍ଠ ଯନ୍ତ୍ରୀ ଫୋନ୍ ଉଠାଉ ନଥିବା ଶ୍ରୀ ଖାଁ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି |
    1
    ସୁବର୍ଣ୍ଣପାଲି ତେଲନଦୀ ଘାଟରେ ବିନା ସୂଚନା ଫଳକରେ ପାହାଚ ନିର୍ମାଣ, ବୁଦ୍ଧିଜୀବିଙ୍କ ପ୍ରତିକ୍ରିୟା
ରବିବାର ଦିନ 11 ଘଣ୍ଟା ସମୟରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ମନମୁଣ୍ଡା ପଞ୍ଚାୟତ ସୁବର୍ଣ୍ଣପାଲି ତେଲନଦୀ ଘାଟରେ ବିନା ସୂଚନା ଫଳକରେ ପାହାଚ ନିର୍ମାଣ ସମ୍ପର୍କରେ ପ୍ରତିକ୍ରିୟା ଦେଇଛନ୍ତି ବୁଦ୍ଧିଜୀବି ଆବୁ ବକର ସିଦ୍ଧିକ ଖଁl l ତା ସହିତ ଉକ୍ତ ଘାଟ ପାହାଚ କାମ ଅତି ନିମ୍ନ ମାନର ହୋଇଥିବା ମଧ୍ୟ ଅଭିଯୋଗ କରିଛନ୍ତି | କାମ ଯେନତେନ ପ୍ରକାରେ ସାରି ଦିଆ ଯାଇଥିବା ବେଳେ କାର୍ଯ୍ୟ ସ୍ଥଳରେ ସୂଚନା ଫଳକ ନଥିବା ହେତୁ ଠିକାଦାର କିଏ, କେଉଁ ଅନୁଦାନରେ କେତେ ଟଙ୍କାର ବ୍ୟୟ ଅଟକଳରେ କରା ଯାଇଛି ସେ ସମ୍ପର୍କରେ ଜନ ସାଧାରଣ ଅନ୍ଧାରରେ ଥିବା ଅଭିଯୋଗ ହୋଇଛି | କାର୍ଯ୍ୟ ସମ୍ପର୍କରେ ସୂଚନା ଜାଣିବା ପାଇଁ କଣ୍ଟାମାଳ ବିଡ଼ିଓ ଓ ସହକାରୀ ଜନ୍ତ୍ରୀଙ୍କ ମୋବାଇଲ୍ ସୁଇଚ୍ ଅପ୍ ଓ ପଞ୍ଚାୟତ ଦାୟିତ୍ବରେ ଥିବା କନିଷ୍ଠ ଯନ୍ତ୍ରୀ ଫୋନ୍ ଉଠାଉ ନଥିବା ଶ୍ରୀ ଖାଁ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି |
    user_Baidyanath Samal Mozillakhabra
    Baidyanath Samal Mozillakhabra
    Court reporter ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    23 hrs ago
  • Post by KOSAL TIMES
    2
    Post by KOSAL TIMES
    user_KOSAL TIMES
    KOSAL TIMES
    ପାଟଣାଗଡ଼, ବଲାଙ୍ଗୀର, ଓଡ଼ିଶା•
    4 hrs ago
  • Post by ସାଥୀ ଟି ଭି
    1
    Post by ସାଥୀ ଟି ଭି
    user_ସାଥୀ ଟି ଭି
    ସାଥୀ ଟି ଭି
    Video Creator ସୋହେଲା, ବରଗଡ଼, ଓଡ଼ିଶା•
    8 hrs ago
  • #ମରିଗଲା_ଗୋଲାପୀ_ହାତୀ ଭାଇରାଲ୍ ଗୋଲାପୀ ହାତୀର ମୃତ୍ୟୁ। ହୋସ୍ ଉଡ଼ାଇଦେଲା ପୋଷ୍ଟମର୍ଟମ ରିପୋର୍ଟ। ଲାଇକ ଓ ଭ୍ୟୁ ପାଇଁ କରିଦେଲେ କି ହତ୍ୟା ? #PinkElephant #JaipurNews #AnimalCruelty #ViralNews #ChanchalElephant #WildlifeProtection #SocialMediaImpact #IndiaNews #BreakingNews #AnimalRights #Controversy #TrendingNews #EthicalIssues #SpecialStory #OTV
    1
    #ମରିଗଲା_ଗୋଲାପୀ_ହାତୀ
ଭାଇରାଲ୍ ଗୋଲାପୀ ହାତୀର ମୃତ୍ୟୁ। ହୋସ୍ ଉଡ଼ାଇଦେଲା ପୋଷ୍ଟମର୍ଟମ ରିପୋର୍ଟ। ଲାଇକ ଓ ଭ୍ୟୁ ପାଇଁ କରିଦେଲେ କି ହତ୍ୟା ?
#PinkElephant #JaipurNews #AnimalCruelty #ViralNews #ChanchalElephant #WildlifeProtection #SocialMediaImpact #IndiaNews #BreakingNews #AnimalRights #Controversy #TrendingNews #EthicalIssues #SpecialStory #OTV
    user_B Putel
    B Putel
    Mission ପାଟଣାଗଡ଼, ବଲାଙ୍ଗୀର, ଓଡ଼ିଶା•
    12 hrs ago
  • ବୀରମହାରାଜପୁର ବନ୍ଦ ଅଭୂତପୂର୍ବ ସୁବର୍ଣ୍ଣପୁର: ବୀରମହାରାଜପୁର ଅଞ୍ଚଳର ସ୍ଥାନୀୟ ସମସ୍ୟାକୁ ନେଇ ବନ୍ଦ ଡାକରା ଦେଇଥିବା ଆମ ଆଦମୀ ପାର୍ଟିକୁ ବିପୁଳ ସଫଳତା ମିଳିଥିବା ଦେଖାଯାଇଛି। ଆମ ଆଦମୀ ପାର୍ଟିର ଜିଲ୍ଲା ସଭାପତି ପୃଥ୍ୱୀରାଜ ଜଗଦଲାକୁ ପୁଲିସ ଗିରଫ ପରେ ମଧ୍ୟ ଏହି ବନ୍ଦକୁ ସ୍ଵତଃପୂର୍ତ୍ତ ଜନ ସମର୍ଥନ ମିଳିଛି। ବନ୍ଦ କୁ ସମର୍ଥନ ଜଣାଇଥିବା କଂଗ୍ରେସ ନେତା ତଥା ବିଧାୟକ ପ୍ରାର୍ଥୀ ପ୍ରିୟବ୍ରତ ସାହୁଙ୍କୁ ମଧ୍ୟ ପୁଲିସ ଗିରଫ କରିଛି। ମହାନଦୀରୁ ବିପୁଳ ପରିମାଣରେ ବାଲି ଚୋରା ଚାଲାଣ ଚାଲିଛି। ଏହା ସହ ଦୁର୍ଜନତୈଲା ପଞ୍ଚାୟତ ବହଲପଦର ଏବଂ କେଞ୍ଜିରିଆପାଲି ଅଞ୍ଚଳରୁ ବିପୁଳ ପରିମାଣରେ ରତ୍ନପଥର ଚୋରା ଚାଲାଣ ଚାଲିଛି। ଏହି ଚୋରା ଚକ୍ରରେ ସ୍ଥାନୀୟ ଆଇଆଇସି, ଖଣି ଅଧିକାରୀ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାମିଲ ଥିବା ଅଭିଯୋଗ ଆଣି ଏମାନଙ୍କ ବଦଳି ଦାବିରେ ନେଇ ବନ୍ଦ ଡାକରା ଦିଆଯାଇଛି।
    1
    ବୀରମହାରାଜପୁର ବନ୍ଦ ଅଭୂତପୂର୍ବ
ସୁବର୍ଣ୍ଣପୁର: ବୀରମହାରାଜପୁର ଅଞ୍ଚଳର ସ୍ଥାନୀୟ ସମସ୍ୟାକୁ ନେଇ ବନ୍ଦ ଡାକରା ଦେଇଥିବା ଆମ ଆଦମୀ ପାର୍ଟିକୁ ବିପୁଳ ସଫଳତା ମିଳିଥିବା ଦେଖାଯାଇଛି। ଆମ ଆଦମୀ ପାର୍ଟିର ଜିଲ୍ଲା ସଭାପତି ପୃଥ୍ୱୀରାଜ ଜଗଦଲାକୁ ପୁଲିସ ଗିରଫ ପରେ ମଧ୍ୟ 
ଏହି ବନ୍ଦକୁ ସ୍ଵତଃପୂର୍ତ୍ତ ଜନ ସମର୍ଥନ ମିଳିଛି। ବନ୍ଦ କୁ ସମର୍ଥନ ଜଣାଇଥିବା କଂଗ୍ରେସ ନେତା ତଥା ବିଧାୟକ ପ୍ରାର୍ଥୀ ପ୍ରିୟବ୍ରତ ସାହୁଙ୍କୁ ମଧ୍ୟ ପୁଲିସ ଗିରଫ କରିଛି। ମହାନଦୀରୁ ବିପୁଳ ପରିମାଣରେ ବାଲି ଚୋରା ଚାଲାଣ ଚାଲିଛି। ଏହା ସହ ଦୁର୍ଜନତୈଲା ପଞ୍ଚାୟତ ବହଲପଦର ଏବଂ କେଞ୍ଜିରିଆପାଲି ଅଞ୍ଚଳରୁ ବିପୁଳ ପରିମାଣରେ ରତ୍ନପଥର ଚୋରା ଚାଲାଣ ଚାଲିଛି। ଏହି ଚୋରା ଚକ୍ରରେ ସ୍ଥାନୀୟ ଆଇଆଇସି, ଖଣି ଅଧିକାରୀ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାମିଲ ଥିବା ଅଭିଯୋଗ ଆଣି ଏମାନଙ୍କ ବଦଳି ଦାବିରେ ନେଇ ବନ୍ଦ ଡାକରା ଦିଆଯାଇଛି।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    7 hrs ago
  • कांग्रेस पार्टी... हिंदू धर्म विध्वंशक और घुसपैठिया संरक्षक है। जिनकी राजमाता ने 16 वर्षों तक भारत का पासपोर्ट नहीं रखा और विदेशी पासपोर्ट पर राजमाता यहां की मतदाता बन गई थीं…
    1
    कांग्रेस पार्टी... हिंदू धर्म विध्वंशक और घुसपैठिया संरक्षक है। जिनकी राजमाता ने 16 वर्षों तक भारत का पासपोर्ट नहीं रखा और विदेशी पासपोर्ट पर राजमाता यहां की मतदाता बन गई थीं…
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    12 hrs ago
  • 🇹🇯🇹🇯🇹🇯♥️🇹🇯♥️♥️🇹🇯🇹🇯🇹🇯
    1
    🇹🇯🇹🇯🇹🇯♥️🇹🇯♥️♥️🇹🇯🇹🇯🇹🇯
    user_Bighne Rana
    Bighne Rana
    Dancer ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    10 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.