Shuru
Apke Nagar Ki App…
KOSAL TIMES
More news from ଓଡ଼ିଶା and nearby areas
- Post by Sonepur news khulasa1
- ବନ୍ଦକୁ ନେଇ ପ୍ରତିକ୍ରିୟା ରଖିଲେ ପୃଥ୍ୱୀରାଜ ଜଗଦଲା ସୁବର୍ଣ୍ଣପୁର: ଖଣିଜ ସମ୍ପଦ ଲୁଟ ଏବଂ ମହାନଦୀ ସୁରକ୍ଷାରେ ବୀରମହାରାଜପୁର ବନ୍ଦକୁ ନେଇ ନିଜ ପ୍ରତିକ୍ରିୟା ରଖିଲେ ଆମ ଆଦମୀ ପାର୍ଟିର ଜିଲ୍ଲା ସଭାପତି ପୃଥ୍ୱୀରାଜ ଜଗଦଲା1
- Post by ସାଥୀ ଟି ଭି1
- Post by Sai mpcl chairman1
- ଆଜିର ସମାଚାର ରେ ଆଜିର ତାଜା ଖଵର ଫଟାଫଟ । ତାରିଖ -୦୬/୦୪/୨୦୨୬ ସୋମଵାର । ୧୧ ଵଜେର ସମାଚାର ଦେଖନ୍ତୁ ଦେଶ ବିଦେଶର ସମାଚାର ତଥା ଓଡିଶା ର ବିଭିନ୍ନ ଜିଲ୍ଲା ର ସମାଚାର । BREAKING NEWS ଆଜିର ସମାାଚାର ଆମ ତ୍ୟାନେଲ କୁ ଲାଇକ,ସସ୍କ୍ରାଇବ,ସେୟାର କରନ୍ତୁ ନୂଆଁ ନୂଆଁ ସମାଚାର ଜାଣନ୍ତୁ । ।1
- ସୁବର୍ଣ୍ଣପୁର କୁଞ୍ଜ ଛକ ରୁ ବ୍ଲକ୍ ଛକ ଦେଇ ଏକ ପିକଅପ୍ ଭେନ୍ ରେ ୩୭୫୦ ବୋତଲ ଉପରେ କଫ ସିରପ ଯାଉଥିବା ସମୟ ରେ ସୁବର୍ଣ୍ଣପୁର ପୋଲିସ ଦ୍ଵାରା ଯାଞ୍ଚ ସମୟ ରେ କଫ ଶିରପ ସହ ଦୁଇ ଆସାମୀ ଗିରଫ। ମାଯା ବୋତଲ ସହିତ ଅଭିନବ ଉପାୟ ରେ ଚାଲାଣ ହେଉଥିଲା କଫ ସିରପ। ପୋଲିସ ଉପସ୍ଥିତ ରେ ସମସ୍ତ ବୋତଲ ଗଣତି କରିବା ପରେ ସିଲ କରାଯାଇଛି। ଯୁବ ପୀଢ଼ି ଏହି ଔଷଧ କୁ ନିଶା ରେ ବ୍ୟବହାର କରୁଥିବା ବେଳେ ସୁବର୍ଣ୍ଣପୁର ରେ ମଧ୍ୟ ବହୁଳ ବ୍ୟବହାର ହେଉଥିବା ଅନେକ ସମୟ ରେ ଅଭିଯୋଗ ହୋଇଆସୁଛି।2
- ପୃଥ୍ୱୀରାଜ ଓ ପ୍ରିୟବ୍ରତ ଗିରଫ ସୁବର୍ଣ୍ଣପୁର: ବୀରମହାରାଜପୁର ବନ୍ଦ ଡାକରା ଦେଇଥିବା ଆମ ଆଦମୀ ପାର୍ଟିର ଜିଲ୍ଲା ସଭାପତି ପୃଥ୍ୱୀରାଜ ଜଗଦଲା ଏବଂ ବୀର ମହାରାଜପୁର ବନ୍ଦକୁ ସମର୍ଥନ ଜଣାଇଥିବା କଂଗ୍ରେସ ନେତା ପ୍ରିୟବ୍ରତ ସାହୁଙ୍କୁ ଗିରଫ କରୁଛି ପୁଲିସ।1
- ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ସ୍ରସିକ୍ଷଣ ମହାଅଭିଯାନ ମଣ୍ଡଲ ପ୍ରଶିକ୍ଷଣ ଵର୍ଗ ସୁଵର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ମେଟାକନି ମଣ୍ଡଳ ସ୍ତରୀୟ ପ୍ରଶିକ୍ଷଣ ଵର୍ଗ ପାତାଳି ଶ୍ରୀକ୍ଷେତ୍ର ଠାରେ ଅନୁଷ୍ଠିତ ହେଉଛି। ଏହି କାର୍ଯ୍ୟକ୍ରମ ୦୫/୦୪/୨୦୨୬ ରୁ ୦୬/୦୪/୨୦୨୬3
- ମାନ୍ୟବର LOP ଶ୍ରୀଯୁକ୍ତ ରାହୁଳ ଗାନ୍ଧୀ ଜୀ ଙ୍କ ବିରାଟ ବଡ଼ ଜନ ସମାବେଶ ରେ ଯୋଗଦାନ1