Shuru
Apke Nagar Ki App…
sinapali re kali sandya 6ta re kara sahita prabala barsa
Sai mpcl chairman
sinapali re kali sandya 6ta re kara sahita prabala barsa
- Sai mpcl chairmanସିନାପାଲି, ନୂଆପଡ଼ା, ଓଡ଼ିଶାvoice record karantu6 hrs ago
- User8411Nuapada, Odisha👏1 hr ago
More news from ଓଡ଼ିଶା and nearby areas
- ଅଜଣା ବୃଦ୍ଧଙ୍କ ଶେଷକୃତ୍ୟ ସମ୍ପନ୍ନ କଲେ ବରଗଡ଼ର ସଂକଳ୍ପ ପରିବାର। ସମାଜସେବା କ୍ଷେତ୍ରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ବରଗଡ଼ର ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ ‘ସଂକଳ୍ପ ପରିବାର’। ଜଣେ ଅଚିହ୍ନା ବୃଦ୍ଧଙ୍କ ବାରିସହୀନ ଶବକୁ ପୂର୍ଣ୍ଣ ମର୍ଯ୍ୟାଦାର ସହ ସତ୍କାର କରି ସଂଗଠନ ଆଜି ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି। ଗତ ୩୧.୦୩.୨୦୨୬ ରିଖରେ ସିନ୍ଦୁରବାହାଲ-ଗୋଡଭଗା କେନାଲ ନିକଟରୁ ଜଣେ ପ୍ରାୟ ୫୫ ରୁ ୬୦ ବର୍ଷୀୟ ବୃଦ୍ଧଙ୍କ ଶବ ଭାସମାନ ଅବସ୍ଥାରେ ଅତାବିରା ପୋଲିସ ଦ୍ୱାରା ଉଦ୍ଧାର କରାଯାଇଥିଲା। ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ଶବ ବ୍ୟବଚ୍ଛଦ ପରେ ପରିଚୟ ଖୋଜିବା ପାଇଁ ଦୀର୍ଘ ୯୬ ଘଣ୍ଟା ଅପେକ୍ଷା କରାଯାଇଥିଲେ ସୁଦ୍ଧା କୌଣସି ସମ୍ପର୍କୀୟଙ୍କ ପତ୍ତା ମିଳିନଥିଲା। ଶେଷରେ ଅତାବିରା ପୋଲିସ ପ୍ରଶାସନ ପକ୍ଷରୁ ସଂକଳ୍ପ ପରିବାରକୁ ଶବ ସତ୍କାର କରିବା ପାଈଁ ଅନୁରୋଧ କରାଯାଇଥିଲା। ପ୍ରଶାସନର ଅନୁରୋଧକୁ ରକ୍ଷା କରି ଆଜି ସଂକଳ୍ପ ପରିବାରର ସଦସ୍ୟମାନେ ଗୋଡଭଗା ଫାଣ୍ଡି କନଷ୍ଟେବଲ ସରସ୍ୱତୀ ଡନସନାଙ୍କ ଉପସ୍ଥିତିରେ ଶବ ସତ୍କାର ସମ୍ପନ୍ନ କରିଛନ୍ତି। ଏହି ପୂଣ୍ୟ କାର୍ଯ୍ୟରେ ସଂଗଠନର ଶେଷଦେବ ପଧାନ,ନିଲେଶ ପ୍ରଧାନ, ଚିନ୍ମୟ ପାଣ୍ଡେ,, ତରୁଣ ପଟେଲ ଏବଂ ତପନ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ। ସୂଚନାଯୋଗ୍ୟ ଯେ, ସଂକଳ୍ପ ପରିବାର କୌଣସି ପ୍ରକାର ଶବ ସତ୍କାର ପାଇଁ କାହାଠାରୁ ଅର୍ଥ ଗ୍ରହଣ କରେ ନାହିଁ। କେବଳ ମାନବ ସେବାକୁ ଲକ୍ଷ୍ୟ ରଖି ସଂଗଠନ ବର୍ଷ ବର୍ଷ ଧରି ଏଭଳି ମହତ କାର୍ଯ୍ୟ ଜାରି ରଖିଛି। ସଂକଳ୍ପ ପରିବାରର ଏହି ନିସ୍ୱାର୍ଥପର କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସା କରାଯାଇଛି।1
- ରାୟଗଡ଼ା ଜିଲ୍ଲା ବିଜେପି ପକ୍ଷରୁ ଭାଜପା ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି1
- 🇹🇯🇹🇯🇹🇯♥️🇹🇯♥️♥️🇹🇯🇹🇯🇹🇯1
- କାଳବୈଶାଖୀ ପ୍ରଭାଵରେ କୋଟପାଡ଼ରେ ପ୍ରବଳ ବର୍ଷା1
- ମାନ୍ୟବର LOP ଶ୍ରୀଯୁକ୍ତ ରାହୁଳ ଗାନ୍ଧୀ ଜୀ ଙ୍କ ବିରାଟ ବଡ଼ ଜନ ସମାବେଶ ରେ ଯୋଗଦାନ1
- କୋରାପୁଟ: କୋରାପୁଟ ଜିଲ୍ଲାପାଳ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ କାର୍ୟକ୍ରମ ଅନୁଷ୍ଠିତ ହୋଇଛି। କୋରାପୁଟ ବିଧାୟକ ରଘୁରାମ ମାଛ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନଙ୍କ କାର୍ଯ୍ୟାଳୟରେ ପହଞ୍ଚି କୋରାପୁଟ ଜିଲ୍ଲା ଯୋଜନା ବୋର୍ଡ କମିଟିର “ଅଧ୍ୟକ୍ଷ” ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।1
- ଅଜଣା ବୃଦ୍ଧଙ୍କ ଶେଷକୃତ୍ୟ ସମ୍ପନ୍ନ କଲେ ବରଗଡ଼ର ସଂକଳ୍ପ ପରିବାର। ସମାଜସେବା କ୍ଷେତ୍ରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ବରଗଡ଼ର ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ ‘ସଂକଳ୍ପ ପରିବାର’। ଜଣେ ଅଚିହ୍ନା ବୃଦ୍ଧଙ୍କ ବାରିସହୀନ ଶବକୁ ପୂର୍ଣ୍ଣ ମର୍ଯ୍ୟାଦାର ସହ ସତ୍କାର କରି ସଂଗଠନ ଆଜି ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି। ଗତ ୩୧.୦୩.୨୦୨୬ ରିଖରେ ସିନ୍ଦୁରବାହାଲ-ଗୋଡଭଗା କେନାଲ ନିକଟରୁ ଜଣେ ପ୍ରାୟ ୫୫ ରୁ ୬୦ ବର୍ଷୀୟ ବୃଦ୍ଧଙ୍କ ଶବ ଭାସମାନ ଅବସ୍ଥାରେ ଅତାବିରା ପୋଲିସ ଦ୍ୱାରା ଉଦ୍ଧାର କରାଯାଇଥିଲା। ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ଶବ ବ୍ୟବଚ୍ଛଦ ପରେ ପରିଚୟ ଖୋଜିବା ପାଇଁ ଦୀର୍ଘ ୯୬ ଘଣ୍ଟା ଅପେକ୍ଷା କରାଯାଇଥିଲେ ସୁଦ୍ଧା କୌଣସି ସମ୍ପର୍କୀୟଙ୍କ ପତ୍ତା ମିଳିନଥିଲା। ଶେଷରେ ଅତାବିରା ପୋଲିସ ପ୍ରଶାସନ ପକ୍ଷରୁ ସଂକଳ୍ପ ପରିବାରକୁ ଶବ ସତ୍କାର କରିବା ପାଈଁ ଅନୁରୋଧ କରାଯାଇଥିଲା। ପ୍ରଶାସନର ଅନୁରୋଧକୁ ରକ୍ଷା କରି ଆଜି ସଂକଳ୍ପ ପରିବାରର ସଦସ୍ୟମାନେ ଗୋଡଭଗା ଫାଣ୍ଡି କନଷ୍ଟେବଲ ସରସ୍ୱତୀ ଡନସନାଙ୍କ ଉପସ୍ଥିତିରେ ଶବ ସତ୍କାର ସମ୍ପନ୍ନ କରିଛନ୍ତି। ଏହି ପୂଣ୍ୟ କାର୍ଯ୍ୟରେ ସଂଗଠନର ଶେଷଦେବ ପଧାନ,ନିଲେଶ ପ୍ରଧାନ, ଚିନ୍ମୟ ପାଣ୍ଡେ,, ତରୁଣ ପଟେଲ ଏବଂ ତପନ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ। ସୂଚନାଯୋଗ୍ୟ ଯେ, ସଂକଳ୍ପ ପରିବାର କୌଣସି ପ୍ରକାର ଶବ ସତ୍କାର ପାଇଁ କାହାଠାରୁ ଅର୍ଥ ଗ୍ରହଣ କରେ ନାହିଁ। କେବଳ ମାନବ ସେବାକୁ ଲକ୍ଷ୍ୟ ରଖି ସଂଗଠନ ବର୍ଷ ବର୍ଷ ଧରି ଏଭଳି ମହତ କାର୍ଯ୍ୟ ଜାରି ରଖିଛି। ସଂକଳ୍ପ ପରିବାରର ଏହି ନିସ୍ୱାର୍ଥପର କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସା କରାଯାଇଛି।1
- କୋଟପାଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼କ୍ଟର ରଞ୍ଜିତ ଦାସଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା1
- ମୌଳିକ ସୁବିଧା ପାଇବାରେ ବଞ୍ଚିତ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲଜ ବୁଡାଗୁଡା ଗ୍ରାମ ପଞ୍ଚାୟତ ର ଡପାକିଆ ଗ୍ରାମବାସୀ କଳିଙ୍ଗ ସମ୍ବାଦ ଲାଇଭ ଚାନେଲ ର ମାଲିକ ତଥା ସମ୍ପାଦକ ଶ୍ରୀଯୁକ୍ତ ଶ୍ୟାମ ସୁନ୍ଦର ବଡ଼ସେଠ କନ୍ଧମାଳ ଗସ୍ତ ରେ ଯାଇ ଦାରିଙ୍ଗବାଡି ବ୍ଲକ ଅଧିନରେ ଥିବା ବୁଡାଗୁଡା ଗ୍ରାମ ପଞ୍ଚାୟତ ର ଡପାକିଆ ଗ୍ରାମ ରେ ପହଂଚି ଥିଲେ, ସେହି ଗ୍ରାମ ରେ ଗ୍ରାମ ବାସୀ ମାନେ ମୌଳିକ ସୁବିଧାରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଥିଲେ। ଦୀର୍ଘ ଦିନ ହେଲା ବିଦ୍ୟୁତ ସଂଯୋଗ କରାଯାଇ ନାହିଁ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ କେହିଁ ଜଣେ ମଧ୍ୟ ଘର ପାଇ ନ ଥିବା ନଜରକୁ ଆସିଛି।ଗାଁ କୁ ଯିବା ପାଇଁ ଭଲ ରାସ୍ତା ଖଣ୍ଡିଏ ନାହିଁ। ଏହି ଗାଁ କୁ ଯିବା ପାଇଁ ଏକ ପୋଲ ନିର୍ମାଣ କରାଯାଇଛି, ଦୀର୍ଘ ଦିନ ହେଲା ସମ୍ପୂର୍ଣ୍ଣ ହୋଇ ନାହିଁ। ସନ୍ଦେହ କରାଯାଉଛି ଏହି ପୋଲ ନିର୍ମାଣ ଅର୍ଥ ହରିଲୁଟ ହୋଇଛି ବୋଲି। ଗ୍ରାମ ବାସୀମାନେ ପିଇବା ପାଇଁ ପାଣି ର ବ୍ୟବସ୍ଥା ମଧ୍ୟ ନାହିଁ। ଏହି ଗ୍ରାମ ର ଗ୍ରାମ ବାସୀ ମାନେ ନାଳ ପାଣି ବ୍ୟବହାର କରି ବିଭିନ୍ନ ପ୍ରକାର ରୋଗ ଗ୍ରସ୍ତ ହେଉଥିବା ଅଭିଯୋଗ କରିଛନ୍ତି। ଏହି ଗ୍ରାମ ରେ ସମସ୍ତେ ଆଦିବାସୀ ଅଟନ୍ତି। ଏହି ଆଦିବାସୀ ମାନଙ୍କୁ ପ୍ରଧାନମନ୍ତ୍ରୀ JANMAN ଯୋଜନା ରେ ସାମିଲ ନ କରି ରାଜନୈତିକ ଉଦେଶ୍ୟ ରଖି ସମସ୍ତ ଙ୍କୁ ବଞ୍ଚିତ କରାଯାଇଛି। ଏଣୁ ତୁରନ୍ତ ସର୍ଭେ କରି ସମସ୍ତ ଯୋଗ୍ୟ ହିତାଧିକାରୀ ମାନଙ୍କୁ ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ JANMAN ଯୋଜନା ରେ ସାମିଲ କରି ଗୃହ ଯୋଗାଇବା ସଙ୍ଗେ ସଙ୍ଗେ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦେବା ନିମନ୍ତେ ସରକାର ତଥା ଦାରିଙ୍ଗବାଡି ବ୍ଲକ ପ୍ରଶାସନ ଙ୍କୁ ଗ୍ରାମ ବାସୀ ନିବେଦନ କରିଥିବା ଦେଖିବାକୁ ମିଳିଛି। କନ୍ଧମାଳ ଦାରିଙ୍ଗବାଡି ବୁଡାଗୁଡା ଡପାକିଆ ରୁ ନିୟୁଜ ଏଡିଟର ଶ୍ରୀଯୁକ୍ତ ଶ୍ୟାମେନ୍ଦ୍ର ବଡ଼ସେଠ ଙ୍କ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ,ଓଡିଶା, ଭୁବନେଶ୍ୱର।1