logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ମୌଳିକ ସୁବିଧା ପାଇବାରେ ବଞ୍ଚିତ ଡପାକିଆ ଗ୍ରାମ ର ଜନଜାତି ଆଦିବାସୀ ମୌଳିକ ସୁବିଧା ପାଇବାରେ ବଞ୍ଚିତ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲଜ ବୁଡାଗୁଡା ଗ୍ରାମ ପଞ୍ଚାୟତ ର ଡପାକିଆ ଗ୍ରାମବାସୀ କଳିଙ୍ଗ ସମ୍ବାଦ ଲାଇଭ ଚାନେଲ ର ମାଲିକ ତଥା ସମ୍ପାଦକ ଶ୍ରୀଯୁକ୍ତ ଶ୍ୟାମ ସୁନ୍ଦର ବଡ଼ସେଠ କନ୍ଧମାଳ ଗସ୍ତ ରେ ଯାଇ ଦାରିଙ୍ଗବାଡି ବ୍ଲକ ଅଧିନରେ ଥିବା ବୁଡାଗୁଡା ଗ୍ରାମ ପଞ୍ଚାୟତ ର ଡପାକିଆ ଗ୍ରାମ ରେ ପହଂଚି ଥିଲେ, ସେହି ଗ୍ରାମ ରେ ଗ୍ରାମ ବାସୀ ମାନେ ମୌଳିକ ସୁବିଧାରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଥିଲେ। ଦୀର୍ଘ ଦିନ ହେଲା ବିଦ୍ୟୁତ ସଂଯୋଗ କରାଯାଇ ନାହିଁ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ କେହିଁ ଜଣେ ମଧ୍ୟ ଘର ପାଇ ନ ଥିବା ନଜରକୁ ଆସିଛି।ଗାଁ କୁ ଯିବା ପାଇଁ ଭଲ ରାସ୍ତା ଖଣ୍ଡିଏ ନାହିଁ। ଏହି ଗାଁ କୁ ଯିବା ପାଇଁ ଏକ ପୋଲ ନିର୍ମାଣ କରାଯାଇଛି, ଦୀର୍ଘ ଦିନ ହେଲା ସମ୍ପୂର୍ଣ୍ଣ ହୋଇ ନାହିଁ। ସନ୍ଦେହ କରାଯାଉଛି ଏହି ପୋଲ ନିର୍ମାଣ ଅର୍ଥ ହରିଲୁଟ ହୋଇଛି ବୋଲି। ଗ୍ରାମ ବାସୀମାନେ ପିଇବା ପାଇଁ ପାଣି ର ବ୍ୟବସ୍ଥା ମଧ୍ୟ ନାହିଁ। ଏହି ଗ୍ରାମ ର ଗ୍ରାମ ବାସୀ ମାନେ ନାଳ ପାଣି ବ୍ୟବହାର କରି ବିଭିନ୍ନ ପ୍ରକାର ରୋଗ ଗ୍ରସ୍ତ ହେଉଥିବା ଅଭିଯୋଗ କରିଛନ୍ତି। ଏହି ଗ୍ରାମ ରେ ସମସ୍ତେ ଆଦିବାସୀ ଅଟନ୍ତି। ଏହି ଆଦିବାସୀ ମାନଙ୍କୁ ପ୍ରଧାନମନ୍ତ୍ରୀ JANMAN ଯୋଜନା ରେ ସାମିଲ ନ କରି ରାଜନୈତିକ ଉଦେଶ୍ୟ ରଖି ସମସ୍ତ ଙ୍କୁ ବଞ୍ଚିତ କରାଯାଇଛି। ଏଣୁ ତୁରନ୍ତ ସର୍ଭେ କରି ସମସ୍ତ ଯୋଗ୍ୟ ହିତାଧିକାରୀ ମାନଙ୍କୁ ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ JANMAN ଯୋଜନା ରେ ସାମିଲ କରି ଗୃହ ଯୋଗାଇବା ସଙ୍ଗେ ସଙ୍ଗେ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦେବା ନିମନ୍ତେ ସରକାର ତଥା ଦାରିଙ୍ଗବାଡି ବ୍ଲକ ପ୍ରଶାସନ ଙ୍କୁ ଗ୍ରାମ ବାସୀ ନିବେଦନ କରିଥିବା ଦେଖିବାକୁ ମିଳିଛି। କନ୍ଧମାଳ ଦାରିଙ୍ଗବାଡି ବୁଡାଗୁଡା ଡପାକିଆ ରୁ ନିୟୁଜ ଏଡିଟର ଶ୍ରୀଯୁକ୍ତ ଶ୍ୟାମେନ୍ଦ୍ର ବଡ଼ସେଠ ଙ୍କ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ,ଓଡିଶା, ଭୁବନେଶ୍ୱର।

5 hrs ago
user_OWNER-EDITOR
OWNER-EDITOR
Association or organisation ତୁମୁଡ଼ିବନ୍ଧ, କନ୍ଧମାଳ, ଓଡ଼ିଶା•

More news from ଓଡ଼ିଶା and nearby areas
  • Post by Ansubhai Pandey
    1
    Post by Ansubhai Pandey
    user_Ansubhai Pandey
    Ansubhai Pandey
    ମୋହନା, ଗଜପତି, ଓଡ଼ିଶା•
    54 min ago
  • ଭୂତ ପାଇଁ ଲାଟିନ ଗୃହ ନିର୍ମାଣ ହୋଇଛି ଗଣେଶ ପାଣିଗ୍ରାହୀ ରିପୋର୍ଟ
    1
    ଭୂତ ପାଇଁ ଲାଟିନ ଗୃହ ନିର୍ମାଣ ହୋଇଛି ଗଣେଶ ପାଣିଗ୍ରାହୀ ରିପୋର୍ଟ
    user_GANESH PANlGRAHl
    GANESH PANlGRAHl
    ସାମ୍ବାଦିକ ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    21 hrs ago
  • ଭୂତ ପାଇଁ ଲାଟିନ ଗୃହ ନିର୍ମାଣ ହୋଇଛି #Latin #Government #Update #latest #viral #news #odisha
    1
    ଭୂତ ପାଇଁ ଲାଟିନ ଗୃହ ନିର୍ମାଣ ହୋଇଛି 
#Latin
#Government
#Update
#latest
#viral
#news
#odisha
    user_Utkal Gourav
    Utkal Gourav
    Media company ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    21 hrs ago
  • Post by Sonepur news khulasa
    1
    Post by Sonepur news khulasa
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    1 hr ago
  • Post by KOSAL TIMES
    2
    Post by KOSAL TIMES
    user_KOSAL TIMES
    KOSAL TIMES
    ପାଟଣାଗଡ଼, ବଲାଙ୍ଗୀର, ଓଡ଼ିଶା•
    2 hrs ago
  • ଆଜିର ସମାଚାର ରେ ଆଜିର ତାଜା ଖଵର ଫଟାଫଟ । ତାରିଖ -୦୬/୦୪/୨୦୨୬ ସୋମଵାର । ୧୧ ଵଜେର ସମାଚାର ଦେଖନ୍ତୁ ଦେଶ ବିଦେଶର ସମାଚାର ତଥା ଓଡିଶା ର ବିଭିନ୍ନ ଜିଲ୍ଲା ର ସମାଚାର । BREAKING NEWS ଆଜିର ସମାାଚାର ଆମ ତ୍ୟାନେଲ କୁ ଲାଇକ,ସସ୍କ୍ରାଇବ,ସେୟାର କରନ୍ତୁ ନୂଆଁ ନୂଆଁ ସମାଚାର ଜାଣନ୍ତୁ । ।
    1
    ଆଜିର ସମାଚାର ରେ ଆଜିର ତାଜା ଖଵର ଫଟାଫଟ ।  ତାରିଖ -୦୬/୦୪/୨୦୨୬ ସୋମଵାର ।  ୧୧ ଵଜେର ସମାଚାର ଦେଖନ୍ତୁ ଦେଶ ବିଦେଶର ସମାଚାର ତଥା ଓଡିଶା ର ବିଭିନ୍ନ ଜିଲ୍ଲା ର ସମାଚାର ।
BREAKING NEWS ଆଜିର ସମାାଚାର ଆମ ତ୍ୟାନେଲ କୁ ଲାଇକ,ସସ୍କ୍ରାଇବ,ସେୟାର କରନ୍ତୁ ନୂଆଁ ନୂଆଁ ସମାଚାର ଜାଣନ୍ତୁ । ।
    user_Ajira Samachar
    Ajira Samachar
    Photographer ସୋନପୁର, ସୋନପୁର, ଓଡ଼ିଶା•
    5 hrs ago
  • ଭିଡ଼ିଓ ଟି ଦେଖନ୍ତୁ, ଅନୁଭବ କରନ୍ତୁ, ପରିବର୍ତ୍ତନ ହୁଅନ୍ତୁ କଳିଙ୍ଗ ସମ୍ବାଦ ଲାଇଭ୍, ନିୟୁଜ୍ ଚାନେଲ ଓଡିଶା ଭୁବନେଶ୍ୱର
    1
    ଭିଡ଼ିଓ ଟି ଦେଖନ୍ତୁ, ଅନୁଭବ କରନ୍ତୁ, ପରିବର୍ତ୍ତନ ହୁଅନ୍ତୁ 
କଳିଙ୍ଗ ସମ୍ବାଦ ଲାଇଭ୍,
ନିୟୁଜ୍ ଚାନେଲ 
ଓଡିଶା ଭୁବନେଶ୍ୱର
    user_OWNER-EDITOR
    OWNER-EDITOR
    Association or organisation ତୁମୁଡ଼ିବନ୍ଧ, କନ୍ଧମାଳ, ଓଡ଼ିଶା•
    8 hrs ago
  • Post by Ansubhai Pandey
    1
    Post by Ansubhai Pandey
    user_Ansubhai Pandey
    Ansubhai Pandey
    ମୋହନା, ଗଜପତି, ଓଡ଼ିଶା•
    21 hrs ago
  • Post by Sonepur news khulasa
    1
    Post by Sonepur news khulasa
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    2 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.