logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ମୋହନା- ଘୋଷଣା ହେଲl ସ୍ୱତନ୍ତ୍ର ଉନୟନ ପରିଷଦ ତଥା SDC ଅଧ୍ୟକ୍ଷ ଙ୍କ ନାମ l ରାଜ୍ୟର 23 ଟି ଜନଜାତି ବହୁଳ ଜିଲ୍ଲାର SDC ଅଧ୍ୟକ୍ଷ ନିଯୁକ୍ତି କରିଛନ୍ତି ସରକାର l ଗଜପତି ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି ବରିଷ୍ଠ ନେତା କାମଦେବ ବଡ଼ନାୟକ l ତାଙ୍କ ନାମ ଘୋଷଣା ହେବା ପରେ ବିଜେପି କର୍ମୀ ଓ ସମର୍ଥକ ମାନେ ମୋହନା ବ୍ଲକ ରାଇପୁର ଗାଁରେ ଥିବା କାମଦେବ ଙ୍କ ବାସଭବନ କୁ ଯାଇ ଶୁଭେଚ୍ଛା ଜଣାଉଛନ୍ତି l ଗଜପତି ଜିଲ୍ଲାର ବିକାଶ ସହ ଜନଜାତି ଙ୍କ ଆଧ୍ୟାତ୍ମିକ, ସାଂସ୍କୃତିକ ବିକାଶ ଉପରେ ଧ୍ୟାନ ଦେବି ବୋଲି ନୂତନ ଅଧ୍ୟକ୍ଷ କହିଛନ୍ତି l

2 hrs ago
user_Ansubhai Pandey
Ansubhai Pandey
ମୋହନା, ଗଜପତି, ଓଡ଼ିଶା•
2 hrs ago

ମୋହନା- ଘୋଷଣା ହେଲl ସ୍ୱତନ୍ତ୍ର ଉନୟନ ପରିଷଦ ତଥା SDC ଅଧ୍ୟକ୍ଷ ଙ୍କ ନାମ l ରାଜ୍ୟର 23 ଟି ଜନଜାତି ବହୁଳ ଜିଲ୍ଲାର SDC ଅଧ୍ୟକ୍ଷ ନିଯୁକ୍ତି କରିଛନ୍ତି ସରକାର l ଗଜପତି ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି ବରିଷ୍ଠ ନେତା କାମଦେବ ବଡ଼ନାୟକ l ତାଙ୍କ ନାମ ଘୋଷଣା ହେବା ପରେ ବିଜେପି କର୍ମୀ ଓ ସମର୍ଥକ ମାନେ ମୋହନା ବ୍ଲକ ରାଇପୁର ଗାଁରେ ଥିବା କାମଦେବ ଙ୍କ ବାସଭବନ କୁ ଯାଇ ଶୁଭେଚ୍ଛା ଜଣାଉଛନ୍ତି l ଗଜପତି ଜିଲ୍ଲାର ବିକାଶ ସହ ଜନଜାତି ଙ୍କ ଆଧ୍ୟାତ୍ମିକ, ସାଂସ୍କୃତିକ ବିକାଶ ଉପରେ ଧ୍ୟାନ ଦେବି ବୋଲି ନୂତନ ଅଧ୍ୟକ୍ଷ କହିଛନ୍ତି l

More news from ଓଡ଼ିଶା and nearby areas
  • Post by Ansubhai Pandey
    1
    Post by Ansubhai Pandey
    user_Ansubhai Pandey
    Ansubhai Pandey
    ମୋହନା, ଗଜପତି, ଓଡ଼ିଶା•
    2 hrs ago
  • ବର୍ଷା ପବନର କିଟିମିଟ୍ ଅନ୍ଧାରର ସୁଯୋଗ ନେଇ କୋଠାଘରେ ଭିନ୍ନକ୍ଷମ ଝିଅକୁ ଦୁ-ଷ୍କର୍ମ, ଚିତ୍କାର ଶୁଣି ପହଞ୍ଚିଲେ ଲୋକେ ଗଣେଶ ପାଣିଗ୍ରାହୀ ରିପୋର୍ଟ
    1
    ବର୍ଷା ପବନର କିଟିମିଟ୍ ଅନ୍ଧାରର ସୁଯୋଗ ନେଇ କୋଠାଘରେ ଭିନ୍ନକ୍ଷମ ଝିଅକୁ ଦୁ-ଷ୍କର୍ମ, ଚିତ୍କାର ଶୁଣି ପହଞ୍ଚିଲେ ଲୋକେ ଗଣେଶ ପାଣିଗ୍ରାହୀ ରିପୋର୍ଟ
    user_GANESH PANlGRAHl
    GANESH PANlGRAHl
    ସାମ୍ବାଦିକ ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    1 hr ago
  • ଚାକିରି ଦେବା ନାମରେ କେମିତି ଠକେଇ ଚାଲିଥିଲା ଶୁଣନ୍ତୁ ଏ ସମ୍ପର୍କରେ କଣ କହୁଛନ୍ତି ଜଗତସିଂହ ପୁର ଆରକ୍ଷୀ ଅଧିକ୍ଷକ। ଗଣେଶ ପାଣିଗ୍ରାହୀ ରିପୋର୍ଟ
    1
    ଚାକିରି ଦେବା ନାମରେ କେମିତି ଠକେଇ ଚାଲିଥିଲା ଶୁଣନ୍ତୁ ଏ ସମ୍ପର୍କରେ କଣ କହୁଛନ୍ତି ଜଗତସିଂହ ପୁର ଆରକ୍ଷୀ ଅଧିକ୍ଷକ। ଗଣେଶ ପାଣିଗ୍ରାହୀ ରିପୋର୍ଟ
    user_Utkal Gourav
    Utkal Gourav
    Media company ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    12 hrs ago
  • ଚାକିରି ଦେବା ନାମରେ କେମିତି ଠକେଇ ଚାଲିଥିଲା ଶୁଣନ୍ତୁ ଏ ସମ୍ପର୍କରେ କଣ କହୁଛନ୍ତି ଜଗତସିଂହ ପୁର ଆରକ୍ଷୀ ଅଧିକ୍ଷକ। ଗଣେଶ ପାଣିଗ୍ରାହୀ ରିପୋର୍ଟ
    1
    ଚାକିରି ଦେବା ନାମରେ କେମିତି ଠକେଇ ଚାଲିଥିଲା ଶୁଣନ୍ତୁ ଏ ସମ୍ପର୍କରେ କଣ କହୁଛନ୍ତି ଜଗତସିଂହ ପୁର ଆରକ୍ଷୀ ଅଧିକ୍ଷକ। ଗଣେଶ ପାଣିଗ୍ରାହୀ ରିପୋର୍ଟ
    user_GANESH PANlGRAHl
    GANESH PANlGRAHl
    ସାମ୍ବାଦିକ ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    12 hrs ago
  • Post by Rabindra Mandal
    1
    Post by Rabindra Mandal
    user_Rabindra Mandal
    Rabindra Mandal
    Farmer R.Udayagiri, Gajapati•
    12 hrs ago
  • କୁକୁଡ଼ାଖଣ୍ତି ବ୍ଳକ ଅନ୍ତର୍ଗତ ବୋରିଗାଁ ଗ୍ରାମ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି
    1
    କୁକୁଡ଼ାଖଣ୍ତି ବ୍ଳକ ଅନ୍ତର୍ଗତ ବୋରିଗାଁ ଗ୍ରାମ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି
    user_Live Odisha NewsUpdate District reporter
    Live Odisha NewsUpdate District reporter
    Court reporter ବ୍ରହ୍ମପୁର, ଗଞ୍ଜାମ, ଓଡ଼ିଶା•
    3 hrs ago
  • ରା. ଉଦୟଗିରି ବ୍ଲକ୍‌ର ଗଡର ଗ୍ରାମରେ ବିଙ୍ଗ ଇଣ୍ଡିଆନ୍ ଫାଉଣ୍ଡେସନ ତରଫରୁ ଏଡ୍ସ ସଚେତନତା ଶିବିର ଓ ମାଗଣା ସ୍ୱାସ୍ଥ୍ୟ ଶିବିର ସଫଳତାର ସହ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଙ୍ଗ ଇଣ୍ଡିଆନ୍ ଫାଉଣ୍ଡେସନ ପକ୍ଷରୁ ଡ଼ା. ସନ୍ତୋଷ ଆଚାର୍ଯ୍ୟ ଉପସ୍ଥିତ ରହି ସାଧାରଣ ଲୋକଙ୍କୁ ଏଡ୍ସ ସମ୍ବନ୍ଧୀୟ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ। ଏବଂ ରୋଗୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଗଡର ଓ ପାଖପାଖି ଅଞ୍ଚଳର ଶତାଧିକ ଗ୍ରାମବାସୀ ଏହି ସଚେତନତା କାର୍ଯ୍ୟକ୍ରମରେ ଯୋଗଦେଇ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଓ ମାଗଣା ଔଷଧ ବଣ୍ଟନର ଲାଭ ନେଇ ଥିଲେ। ଏହା ସହିତ ଜନସାଧାରଣଙ୍କୁ ବିଭିନ୍ନ ରୋଗ ବିଷୟରେ ସଚେତନ କରାଯାଇଥିବା ସହ ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନାଗୁଡ଼ିକ ବିଷୟରେ ମଧ୍ୟ ଅବଗତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଓଡ଼ିଶା ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସୋସାଇଟୀ ଗୁରୁତ୍ୱପୂର୍ଣ୍ଣ ସହଯୋଗ କରିଥିଲା। କାର୍ଯ୍ୟକ୍ରମର ସୁଚାରୁ ପରିଚାଳନା ପାଇଁ ବିଙ୍ଗ ଇଣ୍ଡିଆନ୍ ଫାଉଣ୍ଡେସନ ପକ୍ଷରୁ ଡ଼ା. ସତ୍ୟପ୍ରକାଶ ମିଶ୍ର, ଅଭିନାଶ ପ୍ରଧାନ ଓ ମହେଶ ପାଇକ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ।
    1
    ରା. ଉଦୟଗିରି ବ୍ଲକ୍‌ର ଗଡର ଗ୍ରାମରେ ବିଙ୍ଗ ଇଣ୍ଡିଆନ୍ ଫାଉଣ୍ଡେସନ ତରଫରୁ ଏଡ୍ସ ସଚେତନତା ଶିବିର ଓ ମାଗଣା ସ୍ୱାସ୍ଥ୍ୟ ଶିବିର ସଫଳତାର ସହ ଆୟୋଜିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ବିଙ୍ଗ ଇଣ୍ଡିଆନ୍ ଫାଉଣ୍ଡେସନ ପକ୍ଷରୁ ଡ଼ା. ସନ୍ତୋଷ ଆଚାର୍ଯ୍ୟ ଉପସ୍ଥିତ ରହି ସାଧାରଣ ଲୋକଙ୍କୁ ଏଡ୍ସ ସମ୍ବନ୍ଧୀୟ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ। ଏବଂ ରୋଗୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା।
ଗଡର ଓ ପାଖପାଖି ଅଞ୍ଚଳର ଶତାଧିକ ଗ୍ରାମବାସୀ ଏହି ସଚେତନତା କାର୍ଯ୍ୟକ୍ରମରେ ଯୋଗଦେଇ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଓ ମାଗଣା ଔଷଧ ବଣ୍ଟନର ଲାଭ ନେଇ ଥିଲେ। ଏହା ସହିତ ଜନସାଧାରଣଙ୍କୁ ବିଭିନ୍ନ ରୋଗ ବିଷୟରେ ସଚେତନ କରାଯାଇଥିବା ସହ ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନାଗୁଡ଼ିକ ବିଷୟରେ ମଧ୍ୟ ଅବଗତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଓଡ଼ିଶା ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସୋସାଇଟୀ  ଗୁରୁତ୍ୱପୂର୍ଣ୍ଣ ସହଯୋଗ କରିଥିଲା।
କାର୍ଯ୍ୟକ୍ରମର ସୁଚାରୁ ପରିଚାଳନା ପାଇଁ ବିଙ୍ଗ ଇଣ୍ଡିଆନ୍ ଫାଉଣ୍ଡେସନ ପକ୍ଷରୁ ଡ଼ା. ସତ୍ୟପ୍ରକାଶ ମିଶ୍ର, ଅଭିନାଶ ପ୍ରଧାନ ଓ ମହେଶ ପାଇକ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ।
    user_KHABAR TARANGA
    KHABAR TARANGA
    ସେରଙ୍ଗୋ, ଗଜପତି, ଓଡ଼ିଶା•
    9 hrs ago
  • Post by Ansubhai Pandey
    1
    Post by Ansubhai Pandey
    user_Ansubhai Pandey
    Ansubhai Pandey
    ମୋହନା, ଗଜପତି, ଓଡ଼ିଶା•
    2 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.