Shuru
Apke Nagar Ki App…
କୁକୁଡ଼ାଖଣ୍ତି ବ୍ଳକ ଅନ୍ତର୍ଗତ ବୋରିଗାଁ ଗ୍ରାମ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି କୁକୁଡ଼ାଖଣ୍ତି ବ୍ଳକ ଅନ୍ତର୍ଗତ ବୋରିଗାଁ ଗ୍ରାମ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି
Live Odisha NewsUpdate District reporter
କୁକୁଡ଼ାଖଣ୍ତି ବ୍ଳକ ଅନ୍ତର୍ଗତ ବୋରିଗାଁ ଗ୍ରାମ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି କୁକୁଡ଼ାଖଣ୍ତି ବ୍ଳକ ଅନ୍ତର୍ଗତ ବୋରିଗାଁ ଗ୍ରାମ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି
More news from ଓଡ଼ିଶା and nearby areas
- କୁକୁଡ଼ାଖଣ୍ତି ବ୍ଳକ ଅନ୍ତର୍ଗତ ବୋରିଗାଁ ଗ୍ରାମ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି1
- ବର୍ଷା ପବନର କିଟିମିଟ୍ ଅନ୍ଧାରର ସୁଯୋଗ ନେଇ କୋଠାଘରେ ଭିନ୍ନକ୍ଷମ ଝିଅକୁ ଦୁ-ଷ୍କର୍ମ, ଚିତ୍କାର ଶୁଣି ପହଞ୍ଚିଲେ ଲୋକେ ଗଣେଶ ପାଣିଗ୍ରାହୀ ରିପୋର୍ଟ1
- ଚାକିରି ଦେବା ନାମରେ କେମିତି ଠକେଇ ଚାଲିଥିଲା ଶୁଣନ୍ତୁ ଏ ସମ୍ପର୍କରେ କଣ କହୁଛନ୍ତି ଜଗତସିଂହ ପୁର ଆରକ୍ଷୀ ଅଧିକ୍ଷକ। ଗଣେଶ ପାଣିଗ୍ରାହୀ ରିପୋର୍ଟ1
- ଚାକିରି ଦେବା ନାମରେ କେମିତି ଠକେଇ ଚାଲିଥିଲା ଶୁଣନ୍ତୁ ଏ ସମ୍ପର୍କରେ କଣ କହୁଛନ୍ତି ଜଗତସିଂହ ପୁର ଆରକ୍ଷୀ ଅଧିକ୍ଷକ। ଗଣେଶ ପାଣିଗ୍ରାହୀ ରିପୋର୍ଟ1
- Post by Ansubhai Pandey1
- ଜଗନ୍ନାଥ ପ୍ରସାଦ ମାଆ ଦଣ୍ଡକାଳୀ ଙ୍କ ସୁନ୍ଦର ଆଳତି ବେଳେ ଭକ୍ତ ମାନଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି |1
- Post by Rabindra Mandal1
- ହାତୀଓଟ ହାଇ ସ୍କୁଲରେ ପ୍ରବେଶ ଓ ଖଡିଛୁଆଁ ଉତ୍ସବ ପୋଲସରା, ୦୫/୪/୨୬ : ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ଏପ୍ରିଲ ୪ ତାରିଖ ଦିନ ପ୍ରବେଶ ଓ ଖଡିଛୁଆଁ ଉତ୍ସବ ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ହାତୀଓଟ ନୋଡାଲ୍ ଉଚ୍ଚ ବିଦ୍ୟାଳୟରେ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମାଶଙ୍କର ଦାସ ତତ୍ତ୍ୱାବଧାନରେ ଅତିଥିଭାବେ ସମାଜସେବୀ ମୃତ୍ୟୁଞ୍ଜୟ ପଟ୍ଟନାୟକ ଓ ବରିଷ୍ଠ ଶିକ୍ଷାବିତ୍ ମୂରଲୀଧର ନନ୍ଦ ଏହି ଉତ୍ସବରେ ଯୋଗ ଦେଇଥିଲେ। ଯେଉଁ ଶିଶୁମାନେ ଅଙ୍ଗନବାଡ଼ି ଶିକ୍ଷା ସମାପ୍ତ କରି ଆସନ୍ତା ସେପ୍ଟେମ୍ବର ସୁଦ୍ଧା ୫ ବର୍ଷ ପୂରଣ କରିବେ ସେମାନଙ୍କୁ ଶିଶୁ ବାଟିକାରେ ନାମଲେଖାଇ ସହ ୬ ବର୍ଷ ପୂରଣ କରିଥିବା ଛାତ୍ରଛାତ୍ରୀମାନେ ପ୍ରଥମ ଶ୍ରେଣୀରେ ପ୍ରବେଶ ପାଇଁ ଯୋଗ୍ୟ ବିବେଚିତ ହେଲେ । ବିଦ୍ୟାଳୟରେ ମୋଟ ୫ ଜଣ କୁନିକୁନି ଛାତ୍ର ଛାତ୍ରୀ ଶିଶୁ ବାଟିକାରେ ନାମଲେଖାଇ ଥିଲେ ୲ ବରିଷ୍ଠ ଶିକ୍ଷକ ନିରାନନ୍ଦ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ଶଙ୍କର ପ୍ରଧାନ, ଶୁଭକାନ୍ତ ସାହୁ, ଗଣପତି ସାହୁ, ସୁଶାନ୍ତ କୁମାର ସ୍ବାଇଁ ଓ ସମିର କୁମାର ଦଳାଇ ଏବଂ ଶିକ୍ଷୟିତ୍ରୀ ସବିତା ରାଉତ, ସୁନିତା କୁମାରୀ ବଡ଼ଜେନା , ସୁଚିସ୍ମିତା ପାତ୍ରଙ୍କ ସମେତ କର୍ମଚାରୀ ଦୀପକ ପ୍ରଧାନ ଓ ସ୍ବରାଜ ନାୟକ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଗଣେଶ ପାଣିଗ୍ରାହୀ ରିପୋର୍ଟ1