logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଚାକିରି ଦେବା ନାମରେ କେମିତି ଠକେଇ ଚାଲିଥିଲା ଶୁଣନ୍ତୁ ଏ ସମ୍ପର୍କରେ କଣ କହୁଛନ୍ତି ଜଗତସିଂହ ପୁର ଆରକ୍ଷୀ ଅଧିକ୍ଷକ। ଗଣେଶ ପାଣିଗ୍ରାହୀ ରିପୋର୍ଟ

13 hrs ago
user_GANESH PANlGRAHl
GANESH PANlGRAHl
ସାମ୍ବାଦିକ ଧରାକୋଟେ, ଗଞ୍ଜାମ, ଓଡ଼ିଶା•
13 hrs ago

ଚାକିରି ଦେବା ନାମରେ କେମିତି ଠକେଇ ଚାଲିଥିଲା ଶୁଣନ୍ତୁ ଏ ସମ୍ପର୍କରେ କଣ କହୁଛନ୍ତି ଜଗତସିଂହ ପୁର ଆରକ୍ଷୀ ଅଧିକ୍ଷକ। ଗଣେଶ ପାଣିଗ୍ରାହୀ ରିପୋର୍ଟ

More news from ଓଡ଼ିଶା and nearby areas
  • Post by Ansubhai Pandey
    1
    Post by Ansubhai Pandey
    user_Ansubhai Pandey
    Ansubhai Pandey
    ମୋହନା, ଗଜପତି, ଓଡ଼ିଶା•
    4 hrs ago
  • ପାନୀୟ ଜଳ ଓ ରାସ୍ତା ମରାମତି ଲାଗି ଗୁହାରି, ପ୍ରଶାସନ ଅବହେଳା କଲେ ଆନ୍ଦୋଳନ ଲାଗି ଚେତାବନୀ : ସ୍ବାଧୀନତାର ଦୀର୍ଘ ବର୍ଷପରେ ମଧ୍ୟ ଗ୍ରାମରେ ସରକାରୀ ଯୋଜନା ଅପହଞ୍ଚ ଥିବା ଅଭିଯୋଗ। ଏ ପରି ଏକ ଅଭିଯୋଗ ଆସିଛି ଗଜପତି ଜିଲ୍ଲା,ରାୟଗଡ ବ୍ଲକ ଡମ୍ବlଳ ପଞ୍ଚାୟତ ଅନ୍ତର୍ଗତ ଉପର- ରୁଇସିଙ୍ଗି ଗ୍ରାମରୁ। ଅଭିଯୋଗ ପ୍ରକାରେ ଏହି ଗ୍ରାମରେ ବହୁ ଦୀର୍ଘ ବର୍ଷ ରୁ ବସବାସ କରି ଆସନ୍ତି ପ୍ରାୟ ୨୩ ଘର ର ପ୍ରାୟ ଦୁଇଶହ ଜଣ ବାସିନ୍ଦା । ସେ ଗାଁ ରେ ନା ଅଛି ପାନୀୟ ଜଳ ଯୋଗାଣ ସୁବିଧା, ନା ଅଛି ରାସ୍ତା ଘାଟ ର ସୁବିଧା, ୨୩ ଘର ବାସିନ୍ଦା ଙ୍କ ମଧ୍ୟରେ ଏଯାଇ ମିଳିଛି କେବଳ ଦୁଇ ଗୋଟି ଆବାସ ଘର। ଗାଁ ରେ ଥିଲା ଗୋଟିଏ ପ୍ରାଥମିକ ବିଦ୍ୟାଳୟ ତାହା ମଧ୍ୟ ବର୍ତ୍ତମାନ ବନ୍ଦ ହୋଇଯାଇଛି। ରାସ୍ତା ଘାଟ ଶୋଚନୀୟ ଅବସ୍ଥା ଲାଗି ରୋଗୀ ସେବା, ଗର୍ଭବତୀ ପ୍ରସ୍ତୁତି ସେବା, ବୃଦ୍ଧା ବୃଦ୍ଧି ଙ୍କ ଲାଗି ଯାତାୟାତ କଷ୍ଟକର, ବିଦ୍ୟାଳୟ କୁ ଯିବାକୁ ପିଲାଙ୍କ ଅସୁବିଧାରୁ ପାଠ ପଢ଼ା ଅଧାରୁ ବନ୍ଦ ହେବାକୁ ଲାଗିଛି। ଏ ସବୁ ସମାଧାନ ଲାଗି ପଞ୍ଚାୟତ, ବ୍ଲକ,ଜିଲ୍ଲା ଅଭିଯୋଗ ଶୁଣାଣି ରେ ଅଭିଯୋଗ କରି ଆସୁଥିଲେ ମଧ୍ୟ କିଛି ଫଳ ପାଇନଥିବାରୁ ପୁନର୍ବାର ଗଣ ମାଧ୍ୟମ ଜରିଆରେ ସରକାରଙ୍କୁ ଅନୁରୋଧ କରିଛନ୍ତି ଗ୍ରାମବାସୀ। ଏଥର ପ୍ରଶାସନ ଗୁହାରି ନ ଶୁଣନ୍ତି ତାହା ହେଲେ ଆଗାମୀ ଦିନରେ ମୁଖ୍ୟ ରାସ୍ତାରେ ଅନ୍ଦୋଳନ ସହ ଭୋଟ ବର୍ଜନର ଚେତାବନୀ ଦେଇଛନ୍ତି।
    1
    ପାନୀୟ ଜଳ ଓ ରାସ୍ତା ମରାମତି ଲାଗି ଗୁହାରି, ପ୍ରଶାସନ ଅବହେଳା କଲେ ଆନ୍ଦୋଳନ ଲାଗି ଚେତାବନୀ :
ସ୍ବାଧୀନତାର ଦୀର୍ଘ ବର୍ଷପରେ ମଧ୍ୟ ଗ୍ରାମରେ ସରକାରୀ ଯୋଜନା ଅପହଞ୍ଚ ଥିବା ଅଭିଯୋଗ।  ଏ ପରି ଏକ ଅଭିଯୋଗ ଆସିଛି ଗଜପତି ଜିଲ୍ଲା,ରାୟଗଡ ବ୍ଲକ  ଡମ୍ବlଳ ପଞ୍ଚାୟତ ଅନ୍ତର୍ଗତ ଉପର- ରୁଇସିଙ୍ଗି ଗ୍ରାମରୁ। ଅଭିଯୋଗ ପ୍ରକାରେ ଏହି ଗ୍ରାମରେ ବହୁ ଦୀର୍ଘ ବର୍ଷ ରୁ ବସବାସ କରି ଆସନ୍ତି ପ୍ରାୟ ୨୩ ଘର ର ପ୍ରାୟ ଦୁଇଶହ ଜଣ ବାସିନ୍ଦା । ସେ ଗାଁ ରେ ନା ଅଛି ପାନୀୟ ଜଳ ଯୋଗାଣ ସୁବିଧା, ନା ଅଛି ରାସ୍ତା ଘାଟ ର ସୁବିଧା, ୨୩ ଘର ବାସିନ୍ଦା ଙ୍କ ମଧ୍ୟରେ ଏଯାଇ ମିଳିଛି କେବଳ ଦୁଇ ଗୋଟି ଆବାସ ଘର। ଗାଁ ରେ ଥିଲା ଗୋଟିଏ ପ୍ରାଥମିକ ବିଦ୍ୟାଳୟ ତାହା ମଧ୍ୟ ବର୍ତ୍ତମାନ ବନ୍ଦ ହୋଇଯାଇଛି। ରାସ୍ତା ଘାଟ ଶୋଚନୀୟ ଅବସ୍ଥା ଲାଗି ରୋଗୀ ସେବା, ଗର୍ଭବତୀ ପ୍ରସ୍ତୁତି ସେବା, ବୃଦ୍ଧା ବୃଦ୍ଧି ଙ୍କ ଲାଗି ଯାତାୟାତ କଷ୍ଟକର, ବିଦ୍ୟାଳୟ କୁ ଯିବାକୁ ପିଲାଙ୍କ ଅସୁବିଧାରୁ ପାଠ ପଢ଼ା ଅଧାରୁ ବନ୍ଦ ହେବାକୁ ଲାଗିଛି। ଏ ସବୁ ସମାଧାନ ଲାଗି ପଞ୍ଚାୟତ, ବ୍ଲକ,ଜିଲ୍ଲା ଅଭିଯୋଗ ଶୁଣାଣି ରେ ଅଭିଯୋଗ କରି ଆସୁଥିଲେ ମଧ୍ୟ କିଛି ଫଳ ପାଇନଥିବାରୁ ପୁନର୍ବାର ଗଣ ମାଧ୍ୟମ ଜରିଆରେ ସରକାରଙ୍କୁ ଅନୁରୋଧ କରିଛନ୍ତି ଗ୍ରାମବାସୀ। ଏଥର ପ୍ରଶାସନ ଗୁହାରି ନ ଶୁଣନ୍ତି  ତାହା ହେଲେ ଆଗାମୀ ଦିନରେ ମୁଖ୍ୟ ରାସ୍ତାରେ ଅନ୍ଦୋଳନ ସହ ଭୋଟ ବର୍ଜନର ଚେତାବନୀ ଦେଇଛନ୍ତି।
    user_KHABAR TARANGA
    KHABAR TARANGA
    ସେରଙ୍ଗୋ, ଗଜପତି, ଓଡ଼ିଶା•
    51 min ago
  • ଫିରିଙ୍ଗିଆ ଠାରେ ଅଷ୍ଟ ଦଣ୍ଡ ମିଳନ ସୁଚାରୁ ରୂପେ ସମ୍ପନ୍ନ ହୋଇଛି ଏହି ଅବସରରେ ସନ୍ଧ୍ୟା ସମୟରେ ଫିରିଙ୍ଗିଆ ବଜାର ଠାରେ ଆଠ ଗୋଟି ଦଣ୍ଡ ନାଚ ର ମିଳନ ଉତ୍ସବ ସନ୍ଧ୍ୟା ସମୟରେ ଅନୁଷ୍ଠିତ ହୋଇଥିଲା
    1
    ଫିରିଙ୍ଗିଆ ଠାରେ ଅଷ୍ଟ ଦଣ୍ଡ ମିଳନ ସୁଚାରୁ ରୂପେ ସମ୍ପନ୍ନ ହୋଇଛି ଏହି ଅବସରରେ ସନ୍ଧ୍ୟା ସମୟରେ ଫିରିଙ୍ଗିଆ ବଜାର ଠାରେ ଆଠ ଗୋଟି ଦଣ୍ଡ ନାଚ ର ମିଳନ ଉତ୍ସବ ସନ୍ଧ୍ୟା ସମୟରେ ଅନୁଷ୍ଠିତ ହୋଇଥିଲା
    user_ସେବା ଧର୍ମ
    ସେବା ଧର୍ମ
    ଫିରିଙ୍ଗିଆ, କନ୍ଧମାଳ, ଓଡ଼ିଶା•
    54 min ago
  • ମାନ୍ୟବର LOP ଶ୍ରୀଯୁକ୍ତ ରାହୁଳ ଗାନ୍ଧୀ ଜୀ ଙ୍କ ବିରାଟ ବଡ଼ ଜନ ସମାବେଶ ରେ ଯୋଗଦାନ
    1
    ମାନ୍ୟବର  LOP ଶ୍ରୀଯୁକ୍ତ ରାହୁଳ ଗାନ୍ଧୀ ଜୀ ଙ୍କ ବିରାଟ ବଡ଼ ଜନ ସମାବେଶ ରେ ଯୋଗଦାନ
    user_OWNER-EDITOR
    OWNER-EDITOR
    Association or organisation ତୁମୁଡ଼ିବନ୍ଧ, କନ୍ଧମାଳ, ଓଡ଼ିଶା•
    2 hrs ago
  • ଦିବାକର ପରିଡ଼ା ଙ୍କ ଜନ୍ମ ମାଟି ଗଡବାଣିକିଲୋ ରେ ସହିଦ୍ ଦିବସ ପାଳନ,,, ସହିଦ ମଣ୍ଡପ ର ବାକିଥିବା କାମ ଏକମାସ ଭିତରେ ଶେଷ ହେବ ବୋଲି କଥା ଦେଲେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ,, କାଳୁ ଭାଇ,,
    1
    ଦିବାକର ପରିଡ଼ା ଙ୍କ ଜନ୍ମ ମାଟି ଗଡବାଣିକିଲୋ ରେ ସହିଦ୍ ଦିବସ ପାଳନ,,,
ସହିଦ ମଣ୍ଡପ ର ବାକିଥିବା କାମ ଏକମାସ ଭିତରେ ଶେଷ ହେବ ବୋଲି କଥା ଦେଲେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ,, କାଳୁ ଭାଇ,,
    user_Dillip Parida
    Dillip Parida
    Local News Reporter ରଣପୁର, ନୟାଗଡ଼, ଓଡ଼ିଶା•
    6 hrs ago
  • ପେଗଡା ଗ୍ରାମ ରେ ଅଟୋ ଏବଂ କାର ମଧ୍ୟରେ ମୁହାଁ ମୁହିଁ ଧକା ।
    1
    ପେଗଡା ଗ୍ରାମ ରେ ଅଟୋ ଏବଂ କାର ମଧ୍ୟରେ ମୁହାଁ ମୁହିଁ ଧକା ।
    user_AK14TV
    AK14TV
    ସାମ୍ବାଦିକ ପାରଳାଖେମୁଣ୍ଡି, ଗଜପତି, ଓଡ଼ିଶା•
    1 hr ago
  • ଜଙ୍ଗଲକୁ ନିଅ ଦାଉରୁ ରକ୍ଷା କରିବା ପାଇଁ ସଚେତନତା ଶିବିର ଅନୁଷ୍ଠିତ.... ଗଜପତି ଜିଲ୍ଲା ରାୟଗଡର ଡମ୍ବାପୁର ଠାରେ ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ କେ ନାଗରାଜୁ ଓ ମହେନ୍ଦ୍ର ବନାଞ୍ଚଳ ଅଧିକାରୀ ଅମିତ ସୁଭ୍ରଜିତଙ୍କ ନିର୍ଦ୍ଧେଶକ୍ରମେ ରାୟଗଡ ବନପାଳ ଗୀତାଞ୍ଜଳି ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଡ଼ମ୍ବାପୁର ଠାରେ ଆଖପାଖ ଅଞ୍ଚଳର ଲୋକଙ୍କୁ ନେଇ ଜଙ୍ଗଲକୁ ନିଅ ଦାଉରୁ ରକ୍ଷା କରିବା ପାଇଁ ସଚେତନତା କାର୍ଯ୍ୟକ୍ରମ କରାଯିବା ସହ ମହିଳା ମାନଙ୍କୁ ନେଇ ନିଆରା ଢଙ୍ଗରେ ମ୍ୟୁଜିକାଲ ଚେୟାର ଖେଳ ଅନୁଷ୍ଟିତ କରି ସଚେତନ କରିଥିବା ଦେଖେଇବାକୁ ମିଳିଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ୱାଡ଼ ମେମ୍ବର ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ଆଶା, ବନ ରକ୍ଷୀ ଲକ୍ଷ୍ମୀ ପ୍ରିୟାସାହୁ, ଅବିର ପାତ୍ର, ସନ୍ତସ ସାମଲ, ବେଞ୍ଜାମିନ ରାଇତ, ଏସୀୟ ଗମାଙ୍ଗ ଅଚ୍ୟୁତ ଶବର, ଅଶୋକ କୁମାର ନାୟକ ଥିବାବେଳେ ସମସ୍ତ ବନ କର୍ମଚାରି ସୋହୋଯୋଗ କରିଥିଲେ। ଗଜପତି ଜିଲ୍ଲା ରୁ ଟିକି ଲିମା ଙ୍କ ରିପୋର୍ଟ ଖବର ତରଙ୍ଗ
    1
    ଜଙ୍ଗଲକୁ ନିଅ ଦାଉରୁ ରକ୍ଷା କରିବା ପାଇଁ ସଚେତନତା ଶିବିର ଅନୁଷ୍ଠିତ....
ଗଜପତି ଜିଲ୍ଲା ରାୟଗଡର ଡମ୍ବାପୁର ଠାରେ ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ କେ ନାଗରାଜୁ ଓ ମହେନ୍ଦ୍ର ବନାଞ୍ଚଳ ଅଧିକାରୀ ଅମିତ ସୁଭ୍ରଜିତଙ୍କ ନିର୍ଦ୍ଧେଶକ୍ରମେ ରାୟଗଡ ବନପାଳ ଗୀତାଞ୍ଜଳି ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଡ଼ମ୍ବାପୁର ଠାରେ ଆଖପାଖ ଅଞ୍ଚଳର ଲୋକଙ୍କୁ ନେଇ ଜଙ୍ଗଲକୁ ନିଅ ଦାଉରୁ ରକ୍ଷା କରିବା ପାଇଁ ସଚେତନତା କାର୍ଯ୍ୟକ୍ରମ କରାଯିବା ସହ ମହିଳା ମାନଙ୍କୁ ନେଇ ନିଆରା ଢଙ୍ଗରେ ମ୍ୟୁଜିକାଲ ଚେୟାର ଖେଳ ଅନୁଷ୍ଟିତ କରି ସଚେତନ କରିଥିବା ଦେଖେଇବାକୁ ମିଳିଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ୱାଡ଼ ମେମ୍ବର ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ଆଶା, ବନ ରକ୍ଷୀ ଲକ୍ଷ୍ମୀ ପ୍ରିୟାସାହୁ, ଅବିର ପାତ୍ର, ସନ୍ତସ ସାମଲ, ବେଞ୍ଜାମିନ ରାଇତ, ଏସୀୟ ଗମାଙ୍ଗ ଅଚ୍ୟୁତ ଶବର, ଅଶୋକ କୁମାର ନାୟକ ଥିବାବେଳେ ସମସ୍ତ ବନ କର୍ମଚାରି ସୋହୋଯୋଗ କରିଥିଲେ।
ଗଜପତି ଜିଲ୍ଲା ରୁ ଟିକି ଲିମା ଙ୍କ ରିପୋର୍ଟ ଖବର ତରଙ୍ଗ
    user_KHABAR TARANGA
    KHABAR TARANGA
    ସେରଙ୍ଗୋ, ଗଜପତି, ଓଡ଼ିଶା•
    1 hr ago
  • ମୌଳିକ ସୁବିଧା ପାଇବାରେ ବଞ୍ଚିତ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲଜ ବୁଡାଗୁଡା ଗ୍ରାମ ପଞ୍ଚାୟତ ର ଡପାକିଆ ଗ୍ରାମବାସୀ କଳିଙ୍ଗ ସମ୍ବାଦ ଲାଇଭ ଚାନେଲ ର ମାଲିକ ତଥା ସମ୍ପାଦକ ଶ୍ରୀଯୁକ୍ତ ଶ୍ୟାମ ସୁନ୍ଦର ବଡ଼ସେଠ କନ୍ଧମାଳ ଗସ୍ତ ରେ ଯାଇ ଦାରିଙ୍ଗବାଡି ବ୍ଲକ ଅଧିନରେ ଥିବା ବୁଡାଗୁଡା ଗ୍ରାମ ପଞ୍ଚାୟତ ର ଡପାକିଆ ଗ୍ରାମ ରେ ପହଂଚି ଥିଲେ, ସେହି ଗ୍ରାମ ରେ ଗ୍ରାମ ବାସୀ ମାନେ ମୌଳିକ ସୁବିଧାରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଥିଲେ। ଦୀର୍ଘ ଦିନ ହେଲା ବିଦ୍ୟୁତ ସଂଯୋଗ କରାଯାଇ ନାହିଁ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ କେହିଁ ଜଣେ ମଧ୍ୟ ଘର ପାଇ ନ ଥିବା ନଜରକୁ ଆସିଛି।ଗାଁ କୁ ଯିବା ପାଇଁ ଭଲ ରାସ୍ତା ଖଣ୍ଡିଏ ନାହିଁ। ଏହି ଗାଁ କୁ ଯିବା ପାଇଁ ଏକ ପୋଲ ନିର୍ମାଣ କରାଯାଇଛି, ଦୀର୍ଘ ଦିନ ହେଲା ସମ୍ପୂର୍ଣ୍ଣ ହୋଇ ନାହିଁ। ସନ୍ଦେହ କରାଯାଉଛି ଏହି ପୋଲ ନିର୍ମାଣ ଅର୍ଥ ହରିଲୁଟ ହୋଇଛି ବୋଲି। ଗ୍ରାମ ବାସୀମାନେ ପିଇବା ପାଇଁ ପାଣି ର ବ୍ୟବସ୍ଥା ମଧ୍ୟ ନାହିଁ। ଏହି ଗ୍ରାମ ର ଗ୍ରାମ ବାସୀ ମାନେ ନାଳ ପାଣି ବ୍ୟବହାର କରି ବିଭିନ୍ନ ପ୍ରକାର ରୋଗ ଗ୍ରସ୍ତ ହେଉଥିବା ଅଭିଯୋଗ କରିଛନ୍ତି। ଏହି ଗ୍ରାମ ରେ ସମସ୍ତେ ଆଦିବାସୀ ଅଟନ୍ତି। ଏହି ଆଦିବାସୀ ମାନଙ୍କୁ ପ୍ରଧାନମନ୍ତ୍ରୀ JANMAN ଯୋଜନା ରେ ସାମିଲ ନ କରି ରାଜନୈତିକ ଉଦେଶ୍ୟ ରଖି ସମସ୍ତ ଙ୍କୁ ବଞ୍ଚିତ କରାଯାଇଛି। ଏଣୁ ତୁରନ୍ତ ସର୍ଭେ କରି ସମସ୍ତ ଯୋଗ୍ୟ ହିତାଧିକାରୀ ମାନଙ୍କୁ ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ JANMAN ଯୋଜନା ରେ ସାମିଲ କରି ଗୃହ ଯୋଗାଇବା ସଙ୍ଗେ ସଙ୍ଗେ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦେବା ନିମନ୍ତେ ସରକାର ତଥା ଦାରିଙ୍ଗବାଡି ବ୍ଲକ ପ୍ରଶାସନ ଙ୍କୁ ଗ୍ରାମ ବାସୀ ନିବେଦନ କରିଥିବା ଦେଖିବାକୁ ମିଳିଛି। କନ୍ଧମାଳ ଦାରିଙ୍ଗବାଡି ବୁଡାଗୁଡା ଡପାକିଆ ରୁ ନିୟୁଜ ଏଡିଟର ଶ୍ରୀଯୁକ୍ତ ଶ୍ୟାମେନ୍ଦ୍ର ବଡ଼ସେଠ ଙ୍କ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ,ଓଡିଶା, ଭୁବନେଶ୍ୱର।
    1
    ମୌଳିକ ସୁବିଧା ପାଇବାରେ ବଞ୍ଚିତ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲଜ ବୁଡାଗୁଡା ଗ୍ରାମ ପଞ୍ଚାୟତ ର ଡପାକିଆ ଗ୍ରାମବାସୀ 
କଳିଙ୍ଗ ସମ୍ବାଦ ଲାଇଭ ଚାନେଲ ର ମାଲିକ ତଥା ସମ୍ପାଦକ ଶ୍ରୀଯୁକ୍ତ ଶ୍ୟାମ ସୁନ୍ଦର ବଡ଼ସେଠ କନ୍ଧମାଳ ଗସ୍ତ ରେ ଯାଇ ଦାରିଙ୍ଗବାଡି ବ୍ଲକ ଅଧିନରେ ଥିବା ବୁଡାଗୁଡା ଗ୍ରାମ ପଞ୍ଚାୟତ ର ଡପାକିଆ ଗ୍ରାମ ରେ ପହଂଚି ଥିଲେ, ସେହି ଗ୍ରାମ ରେ ଗ୍ରାମ ବାସୀ ମାନେ ମୌଳିକ ସୁବିଧାରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଥିଲେ। ଦୀର୍ଘ ଦିନ ହେଲା ବିଦ୍ୟୁତ ସଂଯୋଗ କରାଯାଇ ନାହିଁ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ କେହିଁ ଜଣେ ମଧ୍ୟ ଘର ପାଇ ନ ଥିବା ନଜରକୁ ଆସିଛି।ଗାଁ କୁ ଯିବା ପାଇଁ ଭଲ ରାସ୍ତା ଖଣ୍ଡିଏ ନାହିଁ। ଏହି ଗାଁ କୁ ଯିବା ପାଇଁ ଏକ ପୋଲ ନିର୍ମାଣ କରାଯାଇଛି, ଦୀର୍ଘ ଦିନ ହେଲା ସମ୍ପୂର୍ଣ୍ଣ ହୋଇ ନାହିଁ। ସନ୍ଦେହ କରାଯାଉଛି ଏହି ପୋଲ ନିର୍ମାଣ ଅର୍ଥ ହରିଲୁଟ ହୋଇଛି ବୋଲି। ଗ୍ରାମ ବାସୀମାନେ ପିଇବା ପାଇଁ ପାଣି ର ବ୍ୟବସ୍ଥା ମଧ୍ୟ ନାହିଁ। ଏହି ଗ୍ରାମ ର ଗ୍ରାମ ବାସୀ ମାନେ ନାଳ ପାଣି ବ୍ୟବହାର କରି ବିଭିନ୍ନ ପ୍ରକାର ରୋଗ ଗ୍ରସ୍ତ ହେଉଥିବା ଅଭିଯୋଗ କରିଛନ୍ତି। ଏହି ଗ୍ରାମ ରେ ସମସ୍ତେ ଆଦିବାସୀ ଅଟନ୍ତି। ଏହି ଆଦିବାସୀ ମାନଙ୍କୁ ପ୍ରଧାନମନ୍ତ୍ରୀ JANMAN ଯୋଜନା ରେ ସାମିଲ ନ କରି ରାଜନୈତିକ ଉଦେଶ୍ୟ ରଖି ସମସ୍ତ ଙ୍କୁ ବଞ୍ଚିତ କରାଯାଇଛି।
ଏଣୁ ତୁରନ୍ତ ସର୍ଭେ କରି ସମସ୍ତ ଯୋଗ୍ୟ ହିତାଧିକାରୀ ମାନଙ୍କୁ ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ JANMAN ଯୋଜନା ରେ ସାମିଲ କରି ଗୃହ ଯୋଗାଇବା ସଙ୍ଗେ ସଙ୍ଗେ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦେବା ନିମନ୍ତେ ସରକାର ତଥା ଦାରିଙ୍ଗବାଡି ବ୍ଲକ ପ୍ରଶାସନ ଙ୍କୁ ଗ୍ରାମ ବାସୀ ନିବେଦନ କରିଥିବା ଦେଖିବାକୁ ମିଳିଛି।
କନ୍ଧମାଳ ଦାରିଙ୍ଗବାଡି ବୁଡାଗୁଡା ଡପାକିଆ ରୁ  ନିୟୁଜ ଏଡିଟର ଶ୍ରୀଯୁକ୍ତ ଶ୍ୟାମେନ୍ଦ୍ର ବଡ଼ସେଠ ଙ୍କ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ,ଓଡିଶା, ଭୁବନେଶ୍ୱର।
    user_OWNER-EDITOR
    OWNER-EDITOR
    Association or organisation ତୁମୁଡ଼ିବନ୍ଧ, କନ୍ଧମାଳ, ଓଡ଼ିଶା•
    8 hrs ago
  • ରଘୁ ଦିବାକର ଙ୍କ ବଳିଦାନର ଦିବସ ପାଳନ,,, ଅପ୍ରେଲ ଚାରି ଆଜିର ଦିନରେ ଫାସୀ ଖୁଣ୍ଟରେ ଝୁଲା ଯାଇଥିଲା ରଘୁ ଦିବାକର ଦୁଇ ଅମୁଲ୍ୟ ରତ୍ନ ଙ୍କୁ,,,
    1
    ରଘୁ ଦିବାକର ଙ୍କ ବଳିଦାନର ଦିବସ ପାଳନ,,,
ଅପ୍ରେଲ ଚାରି ଆଜିର ଦିନରେ ଫାସୀ ଖୁଣ୍ଟରେ ଝୁଲା ଯାଇଥିଲା ରଘୁ ଦିବାକର ଦୁଇ ଅମୁଲ୍ୟ ରତ୍ନ ଙ୍କୁ,,,
    user_Dillip Parida
    Dillip Parida
    Local News Reporter ରଣପୁର, ନୟାଗଡ଼, ଓଡ଼ିଶା•
    11 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.