Shuru
Apke Nagar Ki App…
ଅପ୍ରେଲ ଚାରି ରଘୁ ଦିବାକର ଙ୍କ ବଳିଦାନର ଦିବସ ପାଳନ ଅବସରରେ କାଳୁ ଭାଇ,,, ଦିବାକର ପରିଡ଼ା ଙ୍କ ଜନ୍ମ ମାଟି ଗଡବାଣିକିଲୋ ରେ ସହିଦ୍ ଦିବସ ପାଳନ,,, ସହିଦ ମଣ୍ଡପ ର ବାକିଥିବା କାମ ଏକମାସ ଭିତରେ ଶେଷ ହେବ ବୋଲି କଥା ଦେଲେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ,, କାଳୁ ଭାଇ,,
Dillip Parida

More news from ଓଡ଼ିଶା and nearby areas
- Post by SOUMYA RANJAN1
- Post by NEWS MANORANJAN1
- ଭିଡ଼ିଓ ଟି କୁ ସମ୍ପୂର୍ଣ ଦେଖନ୍ତୁ, ବୁଝନ୍ତୁ,ଶିଖନ୍ତୁ ଏବଂ ପରିବର୍ତ୍ତନ ହୁଅନ୍ତୁ। ସମାଜ ର ବିକାଶ କାମରେ ସହଯୋଗ କରନ୍ତୁ। ଆଜିର ଅନୁଚିନ୍ତା କଳିଙ୍ଗ ସମ୍ବାଦ ଲାଇଭ୍, ନିୟୁଜ ଚାନେଲ, ଓଡିଶା, ଭୁବନେଶ୍ୱର1
- Post by Manoj kumar baliyarsingh2
- Post by Gagan Bhoi1
- ଢେଙ୍କାନାଳ ପୌରାଞ୍ଚଳ ୧୮ ନମ୍ବର ୱାର୍ଡ ରାମେଶ୍ଵର ପୁର ଅଞ୍ଚଳରେ ୫୦ ପରିବାର ନୂତନ ସାହିରେ ରହି ଆସୁଛନ୍ତି । ଏହି ବସ୍ତିର ଲୋକମାନେ ବହୁ ସମସ୍ୟା ଦେଇ ଗତି କରୁଛନ୍ତି । ଯଥା ସାହିକୁ ଭଲ ରାସ୍ତା ନାହିଁ, ଷ୍ଟ୍ରିଟ ଲାଇଟର ସୁବିଧା ନାହିଁ, ବର୍ଷାଦିନେ ପାଣି ଜମି ବିଭିନ୍ନ ସମସ୍ୟା ସୃଷ୍ଟି କରେ ଏହି ପରି ବହୁ ଅସୁବିଧାକୁ ପୌର ପରିଷଦରେ ଜଣାଇ ସାହି ବାସିନ୍ଦା ଫେଲ ମାରିଛନ୍ତି । ଆଜି ଉପ ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣୀ ଶିବିରରେ ପହଞ୍ଚି ଜିଲ୍ଲାପାଳଙ୍କୁ ସମସ୍ୟା ଗୁଡିକର ସମାଧାନ ପାଇଁ ଅଭିଯୋଗ କରିଛନ୍ତି ।1
- ଗଡବାଣିକିଲୋ ଠାରେ ଶହିଦ ଦିବସ ପାଳନ,,,, ପ୍ରଫୁଲ୍ଲ କୁମାର ନାୟକ ଦିବାକର ପରିଡ଼ା ଙ୍କ ଜନ୍ମ ମାଟି ଗଡବାଣିକିଲରେ ସହିଦ ଦ୍ବୟ ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ,,1
- Post by SOUMYA RANJAN1
- ଭିଡ଼ିଓ ଟି କୁ ସମ୍ପୂର୍ଣ ଦେଖନ୍ତୁ, ଆଉ ବୁଝନ୍ତୁ,ଶିଖନ୍ତୁ ଆଉ ପରିବର୍ତ୍ତନ ହୁଅନ୍ତୁ। ଆଜିର ଅନୁଚିନ୍ତା1