Shuru
Apke Nagar Ki App…
ରାମେଶ୍ଵର ପୁରର ୫୦ ପରିବାର ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ ଢେଙ୍କାନାଳ ପୌରାଞ୍ଚଳ ୧୮ ନମ୍ବର ୱାର୍ଡ ରାମେଶ୍ଵର ପୁର ଅଞ୍ଚଳରେ ୫୦ ପରିବାର ନୂତନ ସାହିରେ ରହି ଆସୁଛନ୍ତି । ଏହି ବସ୍ତିର ଲୋକମାନେ ବହୁ ସମସ୍ୟା ଦେଇ ଗତି କରୁଛନ୍ତି । ଯଥା ସାହିକୁ ଭଲ ରାସ୍ତା ନାହିଁ, ଷ୍ଟ୍ରିଟ ଲାଇଟର ସୁବିଧା ନାହିଁ, ବର୍ଷାଦିନେ ପାଣି ଜମି ବିଭିନ୍ନ ସମସ୍ୟା ସୃଷ୍ଟି କରେ ଏହି ପରି ବହୁ ଅସୁବିଧାକୁ ପୌର ପରିଷଦରେ ଜଣାଇ ସାହି ବାସିନ୍ଦା ଫେଲ ମାରିଛନ୍ତି । ଆଜି ଉପ ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣୀ ଶିବିରରେ ପହଞ୍ଚି ଜିଲ୍ଲାପାଳଙ୍କୁ ସମସ୍ୟା ଗୁଡିକର ସମାଧାନ ପାଇଁ ଅଭିଯୋଗ କରିଛନ୍ତି ।
Amani Sahoo

More news from ଓଡ଼ିଶା and nearby areas
- ଢେଙ୍କାନାଳ ପୌରାଞ୍ଚଳ ୧୮ ନମ୍ବର ୱାର୍ଡ ରାମେଶ୍ଵର ପୁର ଅଞ୍ଚଳରେ ୫୦ ପରିବାର ନୂତନ ସାହିରେ ରହି ଆସୁଛନ୍ତି । ଏହି ବସ୍ତିର ଲୋକମାନେ ବହୁ ସମସ୍ୟା ଦେଇ ଗତି କରୁଛନ୍ତି । ଯଥା ସାହିକୁ ଭଲ ରାସ୍ତା ନାହିଁ, ଷ୍ଟ୍ରିଟ ଲାଇଟର ସୁବିଧା ନାହିଁ, ବର୍ଷାଦିନେ ପାଣି ଜମି ବିଭିନ୍ନ ସମସ୍ୟା ସୃଷ୍ଟି କରେ ଏହି ପରି ବହୁ ଅସୁବିଧାକୁ ପୌର ପରିଷଦରେ ଜଣାଇ ସାହି ବାସିନ୍ଦା ଫେଲ ମାରିଛନ୍ତି । ଆଜି ଉପ ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣୀ ଶିବିରରେ ପହଞ୍ଚି ଜିଲ୍ଲାପାଳଙ୍କୁ ସମସ୍ୟା ଗୁଡିକର ସମାଧାନ ପାଇଁ ଅଭିଯୋଗ କରିଛନ୍ତି ।1
- Post by Dipak Kumar Nayak2
- Post by News odia odisha1
- ଘୁଙ୍ଗୁର ମିଶ୍ର - ମୋ ପାଖରେ ସବୁ ପ୍ରମାଣ ଅଛି | ନ୍ୟାୟ ନ ମିଳିଲେ ଆତ୍ମହତ୍ୟା କରିବି ଭୁବନେଶ୍ବର, ଓଡ଼ିଶା #bhubaneswar #odisha1
- କଟକ ଲିଙ୍କ୍ ରୋଡର ଦୃଶ୍ୟ। ରାସ୍ତାରେ ଖରାପ ହୋଇଗଲା ଆମ ବସ୍ ! ଠେଲି ଠେଲି ବସ୍ କୁ ସାଇଡ କଲେ ଟ୍ରାଫିକ ପୋଲିସ ଓ ସାଧାରଣ ଲୋକ। ବାରମ୍ବାର ରାସ୍ତା ରେ ଡିଜେଲ ଆମ ବସ୍ ଖରାପ ହେଉଥିବା ବେଳେ ରକ୍ଷଣ ବେକ୍ଷଣର ଅଭାବ ହେଉଥିବା ଅଭିଯୋଗ ହେଉଛି।1
- ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ଓଡାପଡା ବ୍ଲକ କୋତମ ଗ୍ରାମରେ ହାତୀ ଆତଙ୍କ ନେଇ ଆଜି ଜିଲ୍ଲା ବନଖଣ୍ଡ ଅଧିକାରିଙ୍କୁ ଭେଟି ହାତୀ ପାଇଁ ଧନଜୀବନ ସୁରକ୍ଷା ଦାବି ନେଇ ଦେଲେ ଦାବି ପତ୍ର.1
- Post by NEWS MANORANJAN1
- ଢେଙ୍କାନାଳ ପୌରାଞ୍ଚଳ ନିକଟରେ ଶତାଧିକ ଭୂମିହୀନ ପରିବାର ଭଗବାନ ପୁର ନିକଟରେ ୫୦ ବର୍ଷ ହେବ ସରକାରୀ ଜମିରେ ରହି ଆସୁଛନ୍ତି । ରହି ଥିବା ବସ୍ତିକୁ ସରକାର ସମସ୍ତ ସୁବିଧା ତଥା ପାଣି ରାସ୍ତା ବିଦ୍ୟୁତ କରିଦେଇଛନ୍ତି । ଏପରିକି ଭୋଟ ସମୟରେ ସେମାନେ ପୌରାଞ୍ଚଳରେ ଭୋଟ ଦେଉଛନ୍ତି । ହେଲେ ଆଜି ପର୍ଯ୍ୟନ୍ତ ଏହି ପରିବାର ମାନେ ପଟା ପାଇବାରୁ ବଞ୍ଚିତ ଥିବାରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ମିଳିତ ଜନ ଶୁଣାଣୀ ଶିବିରରେ ପହଞ୍ଚି ପଟା ପ୍ରଦାନ ଏବଂ ସମସ୍ତ ପରିବାର ଗୁଡିକୁ ପୌରାଞ୍ଚଳରେ ସାମିଲ କରିବା ପାଇଁ ଦାବି କରିଛନ୍ତି ।1