logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଚୈତ୍ର ମାସ ରେ ଦଣ୍ଡନାଚ ମା ମଙ୍ଗଳା ଙ୍କ ଅନ୍ୟ ଏକ ପରମ୍ପରା ସେଥିରେ ଧୂଳି ଦଣ୍ଡ ଏକ ନିଆରା ୧୩ଭକ୍ରିଆ ଗୋଟିଏ ଦଳ ଦିନଯାକ ରେ ଗୋଟିଏ ଥର ଭୋଜନ କରନ୍ତି ଏବଂ ଧୂଳି ଦଣ୍ଡ ଯାହା ଚୈତ୍ର ପ୍ରଚଣ୍ଡ ଖରା ରେ ମା ମଙ୍ଗଳା ଉଦ୍ୟଶ ରେ ଆରଧନା କରାଯାଇଥାଏ

6 hrs ago
user_Dipak Kumar Nayak
Dipak Kumar Nayak
Voice of people Dhenkanal Sadar, Odisha•
6 hrs ago

ଚୈତ୍ର ମାସ ରେ ଦଣ୍ଡନାଚ ମା ମଙ୍ଗଳା ଙ୍କ ଅନ୍ୟ ଏକ ପରମ୍ପରା ସେଥିରେ ଧୂଳି ଦଣ୍ଡ ଏକ ନିଆରା ୧୩ଭକ୍ରିଆ ଗୋଟିଏ ଦଳ ଦିନଯାକ ରେ ଗୋଟିଏ ଥର ଭୋଜନ କରନ୍ତି ଏବଂ ଧୂଳି ଦଣ୍ଡ ଯାହା ଚୈତ୍ର ପ୍ରଚଣ୍ଡ ଖରା ରେ ମା ମଙ୍ଗଳା ଉଦ୍ୟଶ ରେ ଆରଧନା କରାଯାଇଥାଏ

More news from ଓଡ଼ିଶା and nearby areas
  • ଢେଙ୍କାନାଳ ପୌରାଞ୍ଚଳ ୧୮ ନମ୍ବର ୱାର୍ଡ ରାମେଶ୍ଵର ପୁର ଅଞ୍ଚଳରେ ୫୦ ପରିବାର ନୂତନ ସାହିରେ ରହି ଆସୁଛନ୍ତି । ଏହି ବସ୍ତିର ଲୋକମାନେ ବହୁ ସମସ୍ୟା ଦେଇ ଗତି କରୁଛନ୍ତି । ଯଥା ସାହିକୁ ଭଲ ରାସ୍ତା ନାହିଁ, ଷ୍ଟ୍ରିଟ ଲାଇଟର ସୁବିଧା ନାହିଁ, ବର୍ଷାଦିନେ ପାଣି ଜମି ବିଭିନ୍ନ ସମସ୍ୟା ସୃଷ୍ଟି କରେ ଏହି ପରି ବହୁ ଅସୁବିଧାକୁ ପୌର ପରିଷଦରେ ଜଣାଇ ସାହି ବାସିନ୍ଦା ଫେଲ ମାରିଛନ୍ତି । ଆଜି ଉପ ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣୀ ଶିବିରରେ ପହଞ୍ଚି ଜିଲ୍ଲାପାଳଙ୍କୁ ସମସ୍ୟା ଗୁଡିକର ସମାଧାନ ପାଇଁ ଅଭିଯୋଗ କରିଛନ୍ତି ।
    1
    ଢେଙ୍କାନାଳ ପୌରାଞ୍ଚଳ ୧୮ ନମ୍ବର ୱାର୍ଡ ରାମେଶ୍ଵର ପୁର ଅଞ୍ଚଳରେ ୫୦ ପରିବାର ନୂତନ ସାହିରେ ରହି ଆସୁଛନ୍ତି । ଏହି ବସ୍ତିର ଲୋକମାନେ ବହୁ ସମସ୍ୟା ଦେଇ ଗତି କରୁଛନ୍ତି । ଯଥା ସାହିକୁ ଭଲ ରାସ୍ତା ନାହିଁ, ଷ୍ଟ୍ରିଟ ଲାଇଟର ସୁବିଧା ନାହିଁ, ବର୍ଷାଦିନେ ପାଣି ଜମି ବିଭିନ୍ନ ସମସ୍ୟା ସୃଷ୍ଟି କରେ ଏହି ପରି ବହୁ ଅସୁବିଧାକୁ ପୌର ପରିଷଦରେ ଜଣାଇ ସାହି ବାସିନ୍ଦା ଫେଲ ମାରିଛନ୍ତି । ଆଜି ଉପ ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣୀ ଶିବିରରେ ପହଞ୍ଚି ଜିଲ୍ଲାପାଳଙ୍କୁ ସମସ୍ୟା ଗୁଡିକର ସମାଧାନ ପାଇଁ ଅଭିଯୋଗ କରିଛନ୍ତି ।
    user_Amani Sahoo
    Amani Sahoo
    ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    4 hrs ago
  • Post by Dipak Kumar Nayak
    2
    Post by Dipak Kumar Nayak
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    6 hrs ago
  • Post by News odia odisha
    1
    Post by News odia odisha
    user_News odia odisha
    News odia odisha
    Tailor ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    11 hrs ago
  • ଘୁଙ୍ଗୁର ମିଶ୍ର - ମୋ ପାଖରେ ସବୁ ପ୍ରମାଣ ଅଛି | ନ୍ୟାୟ ନ ମିଳିଲେ ଆତ୍ମହତ୍ୟା କରିବି ଭୁବନେଶ୍ବର, ଓଡ଼ିଶା #bhubaneswar #odisha
    1
    ଘୁଙ୍ଗୁର ମିଶ୍ର - ମୋ ପାଖରେ ସବୁ ପ୍ରମାଣ ଅଛି | ନ୍ୟାୟ ନ ମିଳିଲେ ଆତ୍ମହତ୍ୟା କରିବି
ଭୁବନେଶ୍ବର, ଓଡ଼ିଶା 
#bhubaneswar #odisha
    user_Nanda Kishor Naik
    Nanda Kishor Naik
    ଭୁବନ, ଢେଙ୍କାନାଳ, ଓଡ଼ିଶା•
    36 min ago
  • କଟକ ଲିଙ୍କ୍ ରୋଡର ଦୃଶ୍ୟ। ରାସ୍ତାରେ ଖରାପ ହୋଇଗଲା ଆମ ବସ୍ ! ଠେଲି ଠେଲି ବସ୍ କୁ ସାଇଡ କଲେ ଟ୍ରାଫିକ ପୋଲିସ ଓ ସାଧାରଣ ଲୋକ। ବାରମ୍ବାର ରାସ୍ତା ରେ ଡିଜେଲ ଆମ ବସ୍ ଖରାପ ହେଉଥିବା ବେଳେ ରକ୍ଷଣ ବେକ୍ଷଣର ଅଭାବ ହେଉଥିବା ଅଭିଯୋଗ ହେଉଛି।
    1
    କଟକ ଲିଙ୍କ୍ ରୋଡର ଦୃଶ୍ୟ। ରାସ୍ତାରେ ଖରାପ ହୋଇଗଲା ଆମ ବସ୍ ! ଠେଲି ଠେଲି ବସ୍ କୁ ସାଇଡ କଲେ ଟ୍ରାଫିକ ପୋଲିସ ଓ ସାଧାରଣ ଲୋକ। ବାରମ୍ବାର ରାସ୍ତା ରେ ଡିଜେଲ ଆମ ବସ୍ ଖରାପ ହେଉଥିବା ବେଳେ ରକ୍ଷଣ ବେକ୍ଷଣର ଅଭାବ ହେଉଥିବା ଅଭିଯୋଗ ହେଉଛି।
    user_Amrit Prasad Das
    Amrit Prasad Das
    Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    10 hrs ago
  • ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ଓଡାପଡା ବ୍ଲକ କୋତମ ଗ୍ରାମରେ ହାତୀ ଆତଙ୍କ ନେଇ ଆଜି ଜିଲ୍ଲା ବନଖଣ୍ଡ ଅଧିକାରିଙ୍କୁ ଭେଟି ହାତୀ ପାଇଁ ଧନଜୀବନ ସୁରକ୍ଷା ଦାବି ନେଇ ଦେଲେ ଦାବି ପତ୍ର.
    1
    ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ଓଡାପଡା ବ୍ଲକ କୋତମ  ଗ୍ରାମରେ ହାତୀ ଆତଙ୍କ ନେଇ ଆଜି ଜିଲ୍ଲା ବନଖଣ୍ଡ ଅଧିକାରିଙ୍କୁ ଭେଟି ହାତୀ ପାଇଁ ଧନଜୀବନ ସୁରକ୍ଷା ଦାବି ନେଇ ଦେଲେ ଦାବି ପତ୍ର.
    user_BIKRAM SAHU
    BIKRAM SAHU
    City Star ହିନ୍ଦୋଳ, ଢେଙ୍କାନାଳ, ଓଡ଼ିଶା•
    1 hr ago
  • Post by NEWS MANORANJAN
    1
    Post by NEWS  MANORANJAN
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    1 hr ago
  • ଢେଙ୍କାନାଳ ପୌରାଞ୍ଚଳ ନିକଟରେ ଶତାଧିକ ଭୂମିହୀନ ପରିବାର ଭଗବାନ ପୁର ନିକଟରେ ୫୦ ବର୍ଷ ହେବ ସରକାରୀ ଜମିରେ ରହି ଆସୁଛନ୍ତି । ରହି ଥିବା ବସ୍ତିକୁ ସରକାର ସମସ୍ତ ସୁବିଧା ତଥା ପାଣି ରାସ୍ତା ବିଦ୍ୟୁତ କରିଦେଇଛନ୍ତି । ଏପରିକି ଭୋଟ ସମୟରେ ସେମାନେ ପୌରାଞ୍ଚଳରେ ଭୋଟ ଦେଉଛନ୍ତି । ହେଲେ ଆଜି ପର୍ଯ୍ୟନ୍ତ ଏହି ପରିବାର ମାନେ ପଟା ପାଇବାରୁ ବଞ୍ଚିତ ଥିବାରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ମିଳିତ ଜନ ଶୁଣାଣୀ ଶିବିରରେ ପହଞ୍ଚି ପଟା ପ୍ରଦାନ ଏବଂ ସମସ୍ତ ପରିବାର ଗୁଡିକୁ ପୌରାଞ୍ଚଳରେ ସାମିଲ କରିବା ପାଇଁ ଦାବି କରିଛନ୍ତି ।
    1
    ଢେଙ୍କାନାଳ ପୌରାଞ୍ଚଳ ନିକଟରେ ଶତାଧିକ ଭୂମିହୀନ ପରିବାର ଭଗବାନ ପୁର ନିକଟରେ ୫୦ ବର୍ଷ ହେବ ସରକାରୀ ଜମିରେ ରହି ଆସୁଛନ୍ତି । ରହି ଥିବା ବସ୍ତିକୁ ସରକାର ସମସ୍ତ ସୁବିଧା ତଥା ପାଣି ରାସ୍ତା ବିଦ୍ୟୁତ କରିଦେଇଛନ୍ତି । ଏପରିକି ଭୋଟ ସମୟରେ ସେମାନେ ପୌରାଞ୍ଚଳରେ ଭୋଟ ଦେଉଛନ୍ତି । ହେଲେ ଆଜି ପର୍ଯ୍ୟନ୍ତ ଏହି ପରିବାର ମାନେ ପଟା ପାଇବାରୁ ବଞ୍ଚିତ ଥିବାରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ମିଳିତ ଜନ ଶୁଣାଣୀ ଶିବିରରେ ପହଞ୍ଚି ପଟା ପ୍ରଦାନ  ଏବଂ ସମସ୍ତ ପରିବାର ଗୁଡିକୁ ପୌରାଞ୍ଚଳରେ ସାମିଲ କରିବା ପାଇଁ ଦାବି କରିଛନ୍ତି ।
    user_Amani Sahoo
    Amani Sahoo
    ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    4 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.