logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ରାସ୍ତାରେ ଖରାପ ହୋଇଗଲା ଆମ ବସ୍ ! ଠେଲି ଠେଲି ବସ୍ କୁ ସାଇଡ କଲେ ଟ୍ରାଫିକ ପୋଲିସ ଓ ସାଧାରଣ ଲୋକ। କଟକ ଲିଙ୍କ୍ ରୋଡର ଦୃଶ୍ୟ। ରାସ୍ତାରେ ଖରାପ ହୋଇଗଲା ଆମ ବସ୍ ! ଠେଲି ଠେଲି ବସ୍ କୁ ସାଇଡ କଲେ ଟ୍ରାଫିକ ପୋଲିସ ଓ ସାଧାରଣ ଲୋକ। ବାରମ୍ବାର ରାସ୍ତା ରେ ଡିଜେଲ ଆମ ବସ୍ ଖରାପ ହେଉଥିବା ବେଳେ ରକ୍ଷଣ ବେକ୍ଷଣର ଅଭାବ ହେଉଥିବା ଅଭିଯୋଗ ହେଉଛି।

8 hrs ago
user_Amrit Prasad Das
Amrit Prasad Das
Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
8 hrs ago

ରାସ୍ତାରେ ଖରାପ ହୋଇଗଲା ଆମ ବସ୍ ! ଠେଲି ଠେଲି ବସ୍ କୁ ସାଇଡ କଲେ ଟ୍ରାଫିକ ପୋଲିସ ଓ ସାଧାରଣ ଲୋକ। କଟକ ଲିଙ୍କ୍ ରୋଡର ଦୃଶ୍ୟ। ରାସ୍ତାରେ ଖରାପ ହୋଇଗଲା ଆମ ବସ୍ ! ଠେଲି ଠେଲି ବସ୍ କୁ ସାଇଡ କଲେ ଟ୍ରାଫିକ ପୋଲିସ ଓ ସାଧାରଣ ଲୋକ। ବାରମ୍ବାର ରାସ୍ତା ରେ ଡିଜେଲ ଆମ ବସ୍ ଖରାପ ହେଉଥିବା ବେଳେ ରକ୍ଷଣ ବେକ୍ଷଣର ଅଭାବ ହେଉଥିବା ଅଭିଯୋଗ ହେଉଛି।

More news from ଓଡ଼ିଶା and nearby areas
  • କଟକ ଲିଙ୍କ୍ ରୋଡର ଦୃଶ୍ୟ। ରାସ୍ତାରେ ଖରାପ ହୋଇଗଲା ଆମ ବସ୍ ! ଠେଲି ଠେଲି ବସ୍ କୁ ସାଇଡ କଲେ ଟ୍ରାଫିକ ପୋଲିସ ଓ ସାଧାରଣ ଲୋକ। ବାରମ୍ବାର ରାସ୍ତା ରେ ଡିଜେଲ ଆମ ବସ୍ ଖରାପ ହେଉଥିବା ବେଳେ ରକ୍ଷଣ ବେକ୍ଷଣର ଅଭାବ ହେଉଥିବା ଅଭିଯୋଗ ହେଉଛି।
    1
    କଟକ ଲିଙ୍କ୍ ରୋଡର ଦୃଶ୍ୟ। ରାସ୍ତାରେ ଖରାପ ହୋଇଗଲା ଆମ ବସ୍ ! ଠେଲି ଠେଲି ବସ୍ କୁ ସାଇଡ କଲେ ଟ୍ରାଫିକ ପୋଲିସ ଓ ସାଧାରଣ ଲୋକ। ବାରମ୍ବାର ରାସ୍ତା ରେ ଡିଜେଲ ଆମ ବସ୍ ଖରାପ ହେଉଥିବା ବେଳେ ରକ୍ଷଣ ବେକ୍ଷଣର ଅଭାବ ହେଉଥିବା ଅଭିଯୋଗ ହେଉଛି।
    user_Amrit Prasad Das
    Amrit Prasad Das
    Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    8 hrs ago
  • Post by NEWS MANORANJAN
    1
    Post by NEWS  MANORANJAN
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    33 min ago
  • Post by Sibanava Panda
    1
    Post by Sibanava Panda
    user_Sibanava Panda
    Sibanava Panda
    Local News Reporter ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    3 hrs ago
  • Post by Gagan Bhoi
    1
    Post by Gagan Bhoi
    user_Gagan Bhoi
    Gagan Bhoi
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    5 hrs ago
  • ଭିଡ଼ିଓ ଟି କୁ ସମ୍ପୂର୍ଣ ଦେଖନ୍ତୁ, ବୁଝନ୍ତୁ,ଶିଖନ୍ତୁ ଏବଂ ପରିବର୍ତ୍ତନ ହୁଅନ୍ତୁ। ସମାଜ ର ବିକାଶ କାମରେ ସହଯୋଗ କରନ୍ତୁ। ଆଜିର ଅନୁଚିନ୍ତା କଳିଙ୍ଗ ସମ୍ବାଦ ଲାଇଭ୍, ନିୟୁଜ ଚାନେଲ, ଓଡିଶା, ଭୁବନେଶ୍ୱର
    1
    ଭିଡ଼ିଓ ଟି କୁ ସମ୍ପୂର୍ଣ ଦେଖନ୍ତୁ, ବୁଝନ୍ତୁ,ଶିଖନ୍ତୁ ଏବଂ ପରିବର୍ତ୍ତନ ହୁଅନ୍ତୁ। ସମାଜ ର ବିକାଶ କାମରେ ସହଯୋଗ କରନ୍ତୁ।    
ଆଜିର ଅନୁଚିନ୍ତା 
କଳିଙ୍ଗ ସମ୍ବାଦ ଲାଇଭ୍, ନିୟୁଜ ଚାନେଲ, ଓଡିଶା, ଭୁବନେଶ୍ୱର
    user_OWNER-EDITOR
    OWNER-EDITOR
    Association or organisation Bhubaneswar (M.Corp.), Khordha•
    21 hrs ago
  • Post by ନିଷ୍ଠୁର ଦୁନିଆ Live
    1
    Post by ନିଷ୍ଠୁର ଦୁନିଆ Live
    user_ନିଷ୍ଠୁର ଦୁନିଆ Live
    ନିଷ୍ଠୁର ଦୁନିଆ Live
    Nischintakoili, Cuttack•
    1 hr ago
  • ଢେଙ୍କାନାଳ ପୌରାଞ୍ଚଳ ୧୮ ନମ୍ବର ୱାର୍ଡ ରାମେଶ୍ଵର ପୁର ଅଞ୍ଚଳରେ ୫୦ ପରିବାର ନୂତନ ସାହିରେ ରହି ଆସୁଛନ୍ତି । ଏହି ବସ୍ତିର ଲୋକମାନେ ବହୁ ସମସ୍ୟା ଦେଇ ଗତି କରୁଛନ୍ତି । ଯଥା ସାହିକୁ ଭଲ ରାସ୍ତା ନାହିଁ, ଷ୍ଟ୍ରିଟ ଲାଇଟର ସୁବିଧା ନାହିଁ, ବର୍ଷାଦିନେ ପାଣି ଜମି ବିଭିନ୍ନ ସମସ୍ୟା ସୃଷ୍ଟି କରେ ଏହି ପରି ବହୁ ଅସୁବିଧାକୁ ପୌର ପରିଷଦରେ ଜଣାଇ ସାହି ବାସିନ୍ଦା ଫେଲ ମାରିଛନ୍ତି । ଆଜି ଉପ ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣୀ ଶିବିରରେ ପହଞ୍ଚି ଜିଲ୍ଲାପାଳଙ୍କୁ ସମସ୍ୟା ଗୁଡିକର ସମାଧାନ ପାଇଁ ଅଭିଯୋଗ କରିଛନ୍ତି ।
    1
    ଢେଙ୍କାନାଳ ପୌରାଞ୍ଚଳ ୧୮ ନମ୍ବର ୱାର୍ଡ ରାମେଶ୍ଵର ପୁର ଅଞ୍ଚଳରେ ୫୦ ପରିବାର ନୂତନ ସାହିରେ ରହି ଆସୁଛନ୍ତି । ଏହି ବସ୍ତିର ଲୋକମାନେ ବହୁ ସମସ୍ୟା ଦେଇ ଗତି କରୁଛନ୍ତି । ଯଥା ସାହିକୁ ଭଲ ରାସ୍ତା ନାହିଁ, ଷ୍ଟ୍ରିଟ ଲାଇଟର ସୁବିଧା ନାହିଁ, ବର୍ଷାଦିନେ ପାଣି ଜମି ବିଭିନ୍ନ ସମସ୍ୟା ସୃଷ୍ଟି କରେ ଏହି ପରି ବହୁ ଅସୁବିଧାକୁ ପୌର ପରିଷଦରେ ଜଣାଇ ସାହି ବାସିନ୍ଦା ଫେଲ ମାରିଛନ୍ତି । ଆଜି ଉପ ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣୀ ଶିବିରରେ ପହଞ୍ଚି ଜିଲ୍ଲାପାଳଙ୍କୁ ସମସ୍ୟା ଗୁଡିକର ସମାଧାନ ପାଇଁ ଅଭିଯୋଗ କରିଛନ୍ତି ।
    user_Amani Sahoo
    Amani Sahoo
    ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    2 hrs ago
  • ରଙ୍ଗ ବାଲ୍ଟିରେ କରୁଥିଲେ ଗଞ୍ଜେଇ ଚାଲାଣ !ଦେଖନ୍ତୁ କେମିତି ଧରିଲା ସନ୍ଧାନୀ କୁକୁର। କଟକ ରେଲୱେ ଷ୍ଟେସନର ଦୃଶ୍ୟ।ରଙ୍ଗ ବାଲ୍ଟିରେ କରୁଥିଲେ ଗଞ୍ଜେଇ ଚାଲାଣ !ଦେଖନ୍ତୁ କେମିତି ଧରିଲା ସନ୍ଧାନୀ କୁକୁର। କଟକ ରେଲୱେ ଷ୍ଟେସନର ଦୃଶ୍ୟ
    1
    ରଙ୍ଗ ବାଲ୍ଟିରେ କରୁଥିଲେ ଗଞ୍ଜେଇ ଚାଲାଣ !ଦେଖନ୍ତୁ କେମିତି ଧରିଲା ସନ୍ଧାନୀ କୁକୁର। କଟକ ରେଲୱେ ଷ୍ଟେସନର ଦୃଶ୍ୟ।ରଙ୍ଗ ବାଲ୍ଟିରେ କରୁଥିଲେ ଗଞ୍ଜେଇ ଚାଲାଣ !ଦେଖନ୍ତୁ କେମିତି ଧରିଲା ସନ୍ଧାନୀ କୁକୁର। କଟକ ରେଲୱେ ଷ୍ଟେସନର ଦୃଶ୍ୟ
    user_Amrit Prasad Das
    Amrit Prasad Das
    Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    8 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.