logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଫିରିଙ୍ଗିଆ ଠାରେ ଶାନ୍ତି ଶୃଙ୍ଖଳା ସହ ଅଷ୍ଟ ଦଣ୍ଡ ମିଳନ ସମ୍ପୂର୍ଣ ଫିରିଙ୍ଗିଆ ଠାରେ ଅଷ୍ଟ ଦଣ୍ଡ ମିଳନ ସୁଚାରୁ ରୂପେ ସମ୍ପନ୍ନ ହୋଇଛି ଏହି ଅବସରରେ ସନ୍ଧ୍ୟା ସମୟରେ ଫିରିଙ୍ଗିଆ ବଜାର ଠାରେ ଆଠ ଗୋଟି ଦଣ୍ଡ ନାଚ ର ମିଳନ ଉତ୍ସବ ସନ୍ଧ୍ୟା ସମୟରେ ଅନୁଷ୍ଠିତ ହୋଇଥିଲା

2 hrs ago
user_ସେବା ଧର୍ମ
ସେବା ଧର୍ମ
ଫିରିଙ୍ଗିଆ, କନ୍ଧମାଳ, ଓଡ଼ିଶା•
2 hrs ago

ଫିରିଙ୍ଗିଆ ଠାରେ ଶାନ୍ତି ଶୃଙ୍ଖଳା ସହ ଅଷ୍ଟ ଦଣ୍ଡ ମିଳନ ସମ୍ପୂର୍ଣ ଫିରିଙ୍ଗିଆ ଠାରେ ଅଷ୍ଟ ଦଣ୍ଡ ମିଳନ ସୁଚାରୁ ରୂପେ ସମ୍ପନ୍ନ ହୋଇଛି ଏହି ଅବସରରେ ସନ୍ଧ୍ୟା ସମୟରେ ଫିରିଙ୍ଗିଆ ବଜାର ଠାରେ ଆଠ ଗୋଟି ଦଣ୍ଡ ନାଚ ର ମିଳନ ଉତ୍ସବ ସନ୍ଧ୍ୟା ସମୟରେ ଅନୁଷ୍ଠିତ ହୋଇଥିଲା

More news from ଓଡ଼ିଶା and nearby areas
  • ବନ୍ଦକୁ ନେଇ ପ୍ରତିକ୍ରିୟା ରଖିଲେ ପୃଥ୍ୱୀରାଜ ଜଗଦଲା ସୁବର୍ଣ୍ଣପୁର: ଖଣିଜ ସମ୍ପଦ ଲୁଟ ଏବଂ ମହାନଦୀ ସୁରକ୍ଷାରେ ବୀରମହାରାଜପୁର ବନ୍ଦକୁ ନେଇ ନିଜ ପ୍ରତିକ୍ରିୟା ରଖିଲେ ଆମ ଆଦମୀ ପାର୍ଟିର ଜିଲ୍ଲା ସଭାପତି ପୃଥ୍ୱୀରାଜ ଜଗଦଲା
    1
    ବନ୍ଦକୁ ନେଇ ପ୍ରତିକ୍ରିୟା ରଖିଲେ ପୃଥ୍ୱୀରାଜ ଜଗଦଲା
ସୁବର୍ଣ୍ଣପୁର: ଖଣିଜ ସମ୍ପଦ ଲୁଟ ଏବଂ ମହାନଦୀ ସୁରକ୍ଷାରେ ବୀରମହାରାଜପୁର ବନ୍ଦକୁ ନେଇ ନିଜ ପ୍ରତିକ୍ରିୟା ରଖିଲେ ଆମ ଆଦମୀ ପାର୍ଟିର ଜିଲ୍ଲା ସଭାପତି ପୃଥ୍ୱୀରାଜ ଜଗଦଲା
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    11 hrs ago
  • ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ସ୍ରସିକ୍ଷଣ ମହାଅଭିଯାନ ମଣ୍ଡଲ ପ୍ରଶିକ୍ଷଣ ଵର୍ଗ ସୁଵର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ମେଟାକନି ମଣ୍ଡଳ ସ୍ତରୀୟ ପ୍ରଶିକ୍ଷଣ ଵର୍ଗ ପାତାଳି ଶ୍ରୀକ୍ଷେତ୍ର ଠାରେ ଅନୁଷ୍ଠିତ ହେଉଛି। ଏହି କାର୍ଯ୍ୟକ୍ରମ ୦୫/୦୪/୨୦୨୬ ରୁ ୦୬/୦୪/୨୦୨୬
    3
    ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ  ସ୍ରସିକ୍ଷଣ ମହାଅଭିଯାନ ମଣ୍ଡଲ ପ୍ରଶିକ୍ଷଣ ଵର୍ଗ 
ସୁଵର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ମେଟାକନି ମଣ୍ଡଳ ସ୍ତରୀୟ ପ୍ରଶିକ୍ଷଣ ଵର୍ଗ ପାତାଳି ଶ୍ରୀକ୍ଷେତ୍ର ଠାରେ ଅନୁଷ୍ଠିତ ହେଉଛି। ଏହି କାର୍ଯ୍ୟକ୍ରମ ୦୫/୦୪/୨୦୨୬ ରୁ ୦୬/୦୪/୨୦୨୬
    user_Ajira Samachar
    Ajira Samachar
    Photographer ସୋନପୁର, ସୋନପୁର, ଓଡ଼ିଶା•
    15 hrs ago
  • ଜଗନ୍ନାଥ ପ୍ରସାଦ ମାଆ ଦଣ୍ଡକାଳୀ ଙ୍କ ସୁନ୍ଦର ଆଳତି ବେଳେ ଭକ୍ତ ମାନଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି |
    1
    ଜଗନ୍ନାଥ ପ୍ରସାଦ ମାଆ ଦଣ୍ଡକାଳୀ ଙ୍କ ସୁନ୍ଦର ଆଳତି ବେଳେ ଭକ୍ତ ମାନଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି |
    user_Chitaranjan gantayat
    Chitaranjan gantayat
    ରିପୋଟର ଭଞ୍ଜନଗର, ଗଞ୍ଜାମ, ଓଡ଼ିଶା•
    2 hrs ago
  • ମାନ୍ୟବର LOP ଶ୍ରୀଯୁକ୍ତ ରାହୁଳ ଗାନ୍ଧୀ ଜୀ ଙ୍କ ବିରାଟ ବଡ଼ ଜନ ସମାବେଶ ରେ ଯୋଗଦାନ
    1
    ମାନ୍ୟବର  LOP ଶ୍ରୀଯୁକ୍ତ ରାହୁଳ ଗାନ୍ଧୀ ଜୀ ଙ୍କ ବିରାଟ ବଡ଼ ଜନ ସମାବେଶ ରେ ଯୋଗଦାନ
    user_OWNER-EDITOR
    OWNER-EDITOR
    Association or organisation ତୁମୁଡ଼ିବନ୍ଧ, କନ୍ଧମାଳ, ଓଡ଼ିଶା•
    4 hrs ago
  • 🇹🇯🇹🇯🇹🇯♥️🇹🇯♥️♥️🇹🇯🇹🇯🇹🇯
    1
    🇹🇯🇹🇯🇹🇯♥️🇹🇯♥️♥️🇹🇯🇹🇯🇹🇯
    user_Bighne Rana
    Bighne Rana
    Dancer ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    14 hrs ago
  • ବର୍ଷା ପବନର କିଟିମିଟ୍ ଅନ୍ଧାରର ସୁଯୋଗ ନେଇ କୋଠାଘରେ ଭିନ୍ନକ୍ଷମ ଝିଅକୁ ଦୁ-ଷ୍କର୍ମ, ଚିତ୍କାର ଶୁଣି ପହଞ୍ଚିଲେ ଲୋକେ ଗଣେଶ ପାଣିଗ୍ରାହୀ ରିପୋର୍ଟ
    1
    ବର୍ଷା ପବନର କିଟିମିଟ୍ ଅନ୍ଧାରର ସୁଯୋଗ ନେଇ କୋଠାଘରେ ଭିନ୍ନକ୍ଷମ ଝିଅକୁ ଦୁ-ଷ୍କର୍ମ, ଚିତ୍କାର ଶୁଣି ପହଞ୍ଚିଲେ ଲୋକେ ଗଣେଶ ପାଣିଗ୍ରାହୀ ରିପୋର୍ଟ
    user_GANESH PANlGRAHl
    GANESH PANlGRAHl
    ସାମ୍ବାଦିକ ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    5 hrs ago
  • ପୃଥ୍ୱୀରାଜ ଓ ପ୍ରିୟବ୍ରତ ଗିରଫ ସୁବର୍ଣ୍ଣପୁର: ବୀରମହାରାଜପୁର ବନ୍ଦ ଡାକରା ଦେଇଥିବା ଆମ ଆଦମୀ ପାର୍ଟିର ଜିଲ୍ଲା ସଭାପତି ପୃଥ୍ୱୀରାଜ ଜଗଦଲା ଏବଂ ବୀର ମହାରାଜପୁର ବନ୍ଦକୁ ସମର୍ଥନ ଜଣାଇଥିବା କଂଗ୍ରେସ ନେତା ପ୍ରିୟବ୍ରତ ସାହୁଙ୍କୁ ଗିରଫ କରୁଛି ପୁଲିସ।
    1
    ପୃଥ୍ୱୀରାଜ ଓ ପ୍ରିୟବ୍ରତ ଗିରଫ
ସୁବର୍ଣ୍ଣପୁର: ବୀରମହାରାଜପୁର ବନ୍ଦ ଡାକରା ଦେଇଥିବା ଆମ ଆଦମୀ ପାର୍ଟିର ଜିଲ୍ଲା ସଭାପତି  ପୃଥ୍ୱୀରାଜ ଜଗଦଲା ଏବଂ ବୀର ମହାରାଜପୁର ବନ୍ଦକୁ ସମର୍ଥନ ଜଣାଇଥିବା କଂଗ୍ରେସ ନେତା ପ୍ରିୟବ୍ରତ ସାହୁଙ୍କୁ ଗିରଫ କରୁଛି ପୁଲିସ।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    11 hrs ago
  • ମୌଳିକ ସୁବିଧା ପାଇବାରେ ବଞ୍ଚିତ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲଜ ବୁଡାଗୁଡା ଗ୍ରାମ ପଞ୍ଚାୟତ ର ଡପାକିଆ ଗ୍ରାମବାସୀ କଳିଙ୍ଗ ସମ୍ବାଦ ଲାଇଭ ଚାନେଲ ର ମାଲିକ ତଥା ସମ୍ପାଦକ ଶ୍ରୀଯୁକ୍ତ ଶ୍ୟାମ ସୁନ୍ଦର ବଡ଼ସେଠ କନ୍ଧମାଳ ଗସ୍ତ ରେ ଯାଇ ଦାରିଙ୍ଗବାଡି ବ୍ଲକ ଅଧିନରେ ଥିବା ବୁଡାଗୁଡା ଗ୍ରାମ ପଞ୍ଚାୟତ ର ଡପାକିଆ ଗ୍ରାମ ରେ ପହଂଚି ଥିଲେ, ସେହି ଗ୍ରାମ ରେ ଗ୍ରାମ ବାସୀ ମାନେ ମୌଳିକ ସୁବିଧାରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଥିଲେ। ଦୀର୍ଘ ଦିନ ହେଲା ବିଦ୍ୟୁତ ସଂଯୋଗ କରାଯାଇ ନାହିଁ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ କେହିଁ ଜଣେ ମଧ୍ୟ ଘର ପାଇ ନ ଥିବା ନଜରକୁ ଆସିଛି।ଗାଁ କୁ ଯିବା ପାଇଁ ଭଲ ରାସ୍ତା ଖଣ୍ଡିଏ ନାହିଁ। ଏହି ଗାଁ କୁ ଯିବା ପାଇଁ ଏକ ପୋଲ ନିର୍ମାଣ କରାଯାଇଛି, ଦୀର୍ଘ ଦିନ ହେଲା ସମ୍ପୂର୍ଣ୍ଣ ହୋଇ ନାହିଁ। ସନ୍ଦେହ କରାଯାଉଛି ଏହି ପୋଲ ନିର୍ମାଣ ଅର୍ଥ ହରିଲୁଟ ହୋଇଛି ବୋଲି। ଗ୍ରାମ ବାସୀମାନେ ପିଇବା ପାଇଁ ପାଣି ର ବ୍ୟବସ୍ଥା ମଧ୍ୟ ନାହିଁ। ଏହି ଗ୍ରାମ ର ଗ୍ରାମ ବାସୀ ମାନେ ନାଳ ପାଣି ବ୍ୟବହାର କରି ବିଭିନ୍ନ ପ୍ରକାର ରୋଗ ଗ୍ରସ୍ତ ହେଉଥିବା ଅଭିଯୋଗ କରିଛନ୍ତି। ଏହି ଗ୍ରାମ ରେ ସମସ୍ତେ ଆଦିବାସୀ ଅଟନ୍ତି। ଏହି ଆଦିବାସୀ ମାନଙ୍କୁ ପ୍ରଧାନମନ୍ତ୍ରୀ JANMAN ଯୋଜନା ରେ ସାମିଲ ନ କରି ରାଜନୈତିକ ଉଦେଶ୍ୟ ରଖି ସମସ୍ତ ଙ୍କୁ ବଞ୍ଚିତ କରାଯାଇଛି। ଏଣୁ ତୁରନ୍ତ ସର୍ଭେ କରି ସମସ୍ତ ଯୋଗ୍ୟ ହିତାଧିକାରୀ ମାନଙ୍କୁ ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ JANMAN ଯୋଜନା ରେ ସାମିଲ କରି ଗୃହ ଯୋଗାଇବା ସଙ୍ଗେ ସଙ୍ଗେ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦେବା ନିମନ୍ତେ ସରକାର ତଥା ଦାରିଙ୍ଗବାଡି ବ୍ଲକ ପ୍ରଶାସନ ଙ୍କୁ ଗ୍ରାମ ବାସୀ ନିବେଦନ କରିଥିବା ଦେଖିବାକୁ ମିଳିଛି। କନ୍ଧମାଳ ଦାରିଙ୍ଗବାଡି ବୁଡାଗୁଡା ଡପାକିଆ ରୁ ନିୟୁଜ ଏଡିଟର ଶ୍ରୀଯୁକ୍ତ ଶ୍ୟାମେନ୍ଦ୍ର ବଡ଼ସେଠ ଙ୍କ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ,ଓଡିଶା, ଭୁବନେଶ୍ୱର।
    1
    ମୌଳିକ ସୁବିଧା ପାଇବାରେ ବଞ୍ଚିତ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲଜ ବୁଡାଗୁଡା ଗ୍ରାମ ପଞ୍ଚାୟତ ର ଡପାକିଆ ଗ୍ରାମବାସୀ 
କଳିଙ୍ଗ ସମ୍ବାଦ ଲାଇଭ ଚାନେଲ ର ମାଲିକ ତଥା ସମ୍ପାଦକ ଶ୍ରୀଯୁକ୍ତ ଶ୍ୟାମ ସୁନ୍ଦର ବଡ଼ସେଠ କନ୍ଧମାଳ ଗସ୍ତ ରେ ଯାଇ ଦାରିଙ୍ଗବାଡି ବ୍ଲକ ଅଧିନରେ ଥିବା ବୁଡାଗୁଡା ଗ୍ରାମ ପଞ୍ଚାୟତ ର ଡପାକିଆ ଗ୍ରାମ ରେ ପହଂଚି ଥିଲେ, ସେହି ଗ୍ରାମ ରେ ଗ୍ରାମ ବାସୀ ମାନେ ମୌଳିକ ସୁବିଧାରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଥିଲେ। ଦୀର୍ଘ ଦିନ ହେଲା ବିଦ୍ୟୁତ ସଂଯୋଗ କରାଯାଇ ନାହିଁ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ କେହିଁ ଜଣେ ମଧ୍ୟ ଘର ପାଇ ନ ଥିବା ନଜରକୁ ଆସିଛି।ଗାଁ କୁ ଯିବା ପାଇଁ ଭଲ ରାସ୍ତା ଖଣ୍ଡିଏ ନାହିଁ। ଏହି ଗାଁ କୁ ଯିବା ପାଇଁ ଏକ ପୋଲ ନିର୍ମାଣ କରାଯାଇଛି, ଦୀର୍ଘ ଦିନ ହେଲା ସମ୍ପୂର୍ଣ୍ଣ ହୋଇ ନାହିଁ। ସନ୍ଦେହ କରାଯାଉଛି ଏହି ପୋଲ ନିର୍ମାଣ ଅର୍ଥ ହରିଲୁଟ ହୋଇଛି ବୋଲି। ଗ୍ରାମ ବାସୀମାନେ ପିଇବା ପାଇଁ ପାଣି ର ବ୍ୟବସ୍ଥା ମଧ୍ୟ ନାହିଁ। ଏହି ଗ୍ରାମ ର ଗ୍ରାମ ବାସୀ ମାନେ ନାଳ ପାଣି ବ୍ୟବହାର କରି ବିଭିନ୍ନ ପ୍ରକାର ରୋଗ ଗ୍ରସ୍ତ ହେଉଥିବା ଅଭିଯୋଗ କରିଛନ୍ତି। ଏହି ଗ୍ରାମ ରେ ସମସ୍ତେ ଆଦିବାସୀ ଅଟନ୍ତି। ଏହି ଆଦିବାସୀ ମାନଙ୍କୁ ପ୍ରଧାନମନ୍ତ୍ରୀ JANMAN ଯୋଜନା ରେ ସାମିଲ ନ କରି ରାଜନୈତିକ ଉଦେଶ୍ୟ ରଖି ସମସ୍ତ ଙ୍କୁ ବଞ୍ଚିତ କରାଯାଇଛି।
ଏଣୁ ତୁରନ୍ତ ସର୍ଭେ କରି ସମସ୍ତ ଯୋଗ୍ୟ ହିତାଧିକାରୀ ମାନଙ୍କୁ ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ JANMAN ଯୋଜନା ରେ ସାମିଲ କରି ଗୃହ ଯୋଗାଇବା ସଙ୍ଗେ ସଙ୍ଗେ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦେବା ନିମନ୍ତେ ସରକାର ତଥା ଦାରିଙ୍ଗବାଡି ବ୍ଲକ ପ୍ରଶାସନ ଙ୍କୁ ଗ୍ରାମ ବାସୀ ନିବେଦନ କରିଥିବା ଦେଖିବାକୁ ମିଳିଛି।
କନ୍ଧମାଳ ଦାରିଙ୍ଗବାଡି ବୁଡାଗୁଡା ଡପାକିଆ ରୁ  ନିୟୁଜ ଏଡିଟର ଶ୍ରୀଯୁକ୍ତ ଶ୍ୟାମେନ୍ଦ୍ର ବଡ଼ସେଠ ଙ୍କ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ,ଓଡିଶା, ଭୁବନେଶ୍ୱର।
    user_OWNER-EDITOR
    OWNER-EDITOR
    Association or organisation ତୁମୁଡ଼ିବନ୍ଧ, କନ୍ଧମାଳ, ଓଡ଼ିଶା•
    10 hrs ago
  • ହାତୀଓଟ ହାଇ ସ୍କୁଲରେ ପ୍ରବେଶ ଓ ଖଡିଛୁଆଁ ଉତ୍ସବ ପୋଲସରା, ୦୫/୪/୨୬ : ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ଏପ୍ରିଲ ୪ ତାରିଖ ଦିନ ପ୍ରବେଶ ଓ ଖଡିଛୁଆଁ ଉତ୍ସବ ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ହାତୀଓଟ ନୋଡାଲ୍ ଉଚ୍ଚ ବିଦ୍ୟାଳୟରେ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମାଶଙ୍କର ଦାସ ତତ୍ତ୍ୱାବଧାନରେ ଅତିଥିଭାବେ ସମାଜସେବୀ ମୃତ୍ୟୁଞ୍ଜୟ ପଟ୍ଟନାୟକ ଓ ବରିଷ୍ଠ ଶିକ୍ଷାବିତ୍ ମୂରଲୀଧର ନନ୍ଦ ଏହି ଉତ୍ସବରେ ଯୋଗ ଦେଇଥିଲେ। ଯେଉଁ ଶିଶୁମାନେ ଅଙ୍ଗନବାଡ଼ି ଶିକ୍ଷା ସମାପ୍ତ କରି ଆସନ୍ତା ସେପ୍ଟେମ୍ବର ସୁଦ୍ଧା ୫ ବର୍ଷ ପୂରଣ କରିବେ ସେମାନଙ୍କୁ ଶିଶୁ ବାଟିକାରେ ନାମଲେଖାଇ ସହ ୬ ବର୍ଷ ପୂରଣ କରିଥିବା ଛାତ୍ରଛାତ୍ରୀମାନେ ପ୍ରଥମ ଶ୍ରେଣୀରେ ପ୍ରବେଶ ପାଇଁ ଯୋଗ୍ୟ ବିବେଚିତ ହେଲେ । ବିଦ୍ୟାଳୟରେ ମୋଟ ୫ ଜଣ କୁନିକୁନି ଛାତ୍ର ଛାତ୍ରୀ ଶିଶୁ ବାଟିକାରେ ନାମଲେଖାଇ ଥିଲେ ୲ ବରିଷ୍ଠ ଶିକ୍ଷକ ନିରାନନ୍ଦ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ଶଙ୍କର ପ୍ରଧାନ, ଶୁଭକାନ୍ତ ସାହୁ, ଗଣପତି ସାହୁ, ସୁଶାନ୍ତ କୁମାର ସ୍ବାଇଁ ଓ ସମିର କୁମାର ଦଳାଇ ଏବଂ ଶିକ୍ଷୟିତ୍ରୀ ସବିତା ରାଉତ, ସୁନିତା କୁମାରୀ ବଡ଼ଜେନା , ସୁଚିସ୍ମିତା ପାତ୍ରଙ୍କ ସମେତ କର୍ମଚାରୀ ଦୀପକ ପ୍ରଧାନ ଓ ସ୍ବରାଜ ନାୟକ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଗଣେଶ ପାଣିଗ୍ରାହୀ ରିପୋର୍ଟ
    1
    ହାତୀଓଟ ହାଇ ସ୍କୁଲରେ  ପ୍ରବେଶ ଓ ଖଡିଛୁଆଁ ଉତ୍ସବ 
ପୋଲସରା, ୦୫/୪/୨୬ : ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ଏପ୍ରିଲ ୪ ତାରିଖ ଦିନ ପ୍ରବେଶ ଓ ଖଡିଛୁଆଁ ଉତ୍ସବ ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ହାତୀଓଟ ନୋଡାଲ୍ ଉଚ୍ଚ  ବିଦ୍ୟାଳୟରେ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମାଶଙ୍କର ଦାସ  ତତ୍ତ୍ୱାବଧାନରେ ଅତିଥିଭାବେ ସମାଜସେବୀ ମୃତ୍ୟୁଞ୍ଜୟ ପଟ୍ଟନାୟକ ଓ ବରିଷ୍ଠ ଶିକ୍ଷାବିତ୍ ମୂରଲୀଧର ନନ୍ଦ ଏହି ଉତ୍ସବରେ ଯୋଗ ଦେଇଥିଲେ। ଯେଉଁ ଶିଶୁମାନେ ଅଙ୍ଗନବାଡ଼ି ଶିକ୍ଷା ସମାପ୍ତ କରି ଆସନ୍ତା ସେପ୍ଟେମ୍ବର ସୁଦ୍ଧା ୫ ବର୍ଷ ପୂରଣ କରିବେ ସେମାନଙ୍କୁ  ଶିଶୁ ବାଟିକାରେ ନାମଲେଖାଇ ସହ ୬ ବର୍ଷ ପୂରଣ କରିଥିବା ଛାତ୍ରଛାତ୍ରୀମାନେ ପ୍ରଥମ ଶ୍ରେଣୀରେ ପ୍ରବେଶ ପାଇଁ ଯୋଗ୍ୟ ବିବେଚିତ ହେଲେ । ବିଦ୍ୟାଳୟରେ ମୋଟ ୫ ଜଣ କୁନିକୁନି ଛାତ୍ର ଛାତ୍ରୀ ଶିଶୁ ବାଟିକାରେ ନାମଲେଖାଇ ଥିଲେ ୲ ବରିଷ୍ଠ ଶିକ୍ଷକ ନିରାନନ୍ଦ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ଶଙ୍କର ପ୍ରଧାନ, ଶୁଭକାନ୍ତ ସାହୁ, ଗଣପତି ସାହୁ, ସୁଶାନ୍ତ କୁମାର ସ୍ବାଇଁ ଓ ସମିର କୁମାର ଦଳାଇ ଏବଂ ଶିକ୍ଷୟିତ୍ରୀ ସବିତା ରାଉତ, ସୁନିତା କୁମାରୀ ବଡ଼ଜେନା , ସୁଚିସ୍ମିତା ପାତ୍ରଙ୍କ ସମେତ କର୍ମଚାରୀ ଦୀପକ ପ୍ରଧାନ ଓ ସ୍ବରାଜ ନାୟକ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଗଣେଶ ପାଣିଗ୍ରାହୀ ରିପୋର୍ଟ
    user_GANESH PANlGRAHl
    GANESH PANlGRAHl
    ସାମ୍ବାଦିକ ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    6 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.