ହାତୀଓଟ ହାଇ ସ୍କୁଲରେ ପ୍ରବେଶ ଓ ଖଡିଛୁଆଁ ଉତ୍ସବ ପୋଲସରା, ୦୫/୪/୨୬ : ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ଏପ୍ରିଲ ୪ ତାରିଖ ଦିନ ପ୍ରବେଶ ଓ ଖଡିଛୁଆଁ ଉତ୍ସବ ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ହାତୀଓଟ ନୋଡାଲ୍ ଉଚ୍ଚ ବିଦ୍ୟାଳୟରେ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମାଶଙ୍କର ଦାସ ତତ୍ତ୍ୱାବଧାନରେ ଅତିଥିଭାବେ ସମାଜସେବୀ ମୃତ୍ୟୁଞ୍ଜୟ ପଟ୍ଟନାୟକ ଓ ବରିଷ୍ଠ ଶିକ୍ଷାବିତ୍ ମୂରଲୀଧର ନନ୍ଦ ଏହି ଉତ୍ସବରେ ଯୋଗ ଦେଇଥିଲେ। ଯେଉଁ ଶିଶୁମାନେ ଅଙ୍ଗନବାଡ଼ି ଶିକ୍ଷା ସମାପ୍ତ କରି ଆସନ୍ତା ସେପ୍ଟେମ୍ବର ସୁଦ୍ଧା ୫ ବର୍ଷ ପୂରଣ କରିବେ ସେମାନଙ୍କୁ ଶିଶୁ ବାଟିକାରେ ନାମଲେଖାଇ ସହ ୬ ବର୍ଷ ପୂରଣ କରିଥିବା ଛାତ୍ରଛାତ୍ରୀମାନେ ପ୍ରଥମ ଶ୍ରେଣୀରେ ପ୍ରବେଶ ପାଇଁ ଯୋଗ୍ୟ ବିବେଚିତ ହେଲେ । ବିଦ୍ୟାଳୟରେ ମୋଟ ୫ ଜଣ କୁନିକୁନି ଛାତ୍ର ଛାତ୍ରୀ ଶିଶୁ ବାଟିକାରେ ନାମଲେଖାଇ ଥିଲେ ୲ ବରିଷ୍ଠ ଶିକ୍ଷକ ନିରାନନ୍ଦ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ଶଙ୍କର ପ୍ରଧାନ, ଶୁଭକାନ୍ତ ସାହୁ, ଗଣପତି ସାହୁ, ସୁଶାନ୍ତ କୁମାର ସ୍ବାଇଁ ଓ ସମିର କୁମାର ଦଳାଇ ଏବଂ ଶିକ୍ଷୟିତ୍ରୀ ସବିତା ରାଉତ, ସୁନିତା କୁମାରୀ ବଡ଼ଜେନା , ସୁଚିସ୍ମିତା ପାତ୍ରଙ୍କ ସମେତ କର୍ମଚାରୀ ଦୀପକ ପ୍ରଧାନ ଓ ସ୍ବରାଜ ନାୟକ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଗଣେଶ ପାଣିଗ୍ରାହୀ ରିପୋର୍ଟ

- Post by Ansubhai Pandey1
- Post by Rabindra Mandal1
- ଭୋଲେନାଥ କି ଜୟ, ଜୟ ଶିବ ଶଙ୍କର କି ଜୟ, ଜୟ ଭୁତ ନାଥ କି ଜୟ1
- ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଅନ୍ତର୍ଗତ ଜଲାଙ୍ଗ ପଞ୍ଚାୟତରେ ଏକ ମାଗଣା ସ୍ବାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି। ଶ୍ରୀକାକୁଲମ ଜିଲ୍ଲାର ଜେମ୍ସ ହସ୍ପିଟାଲ ର ଏକ ଡାକ୍ତର ଦଳର ସହଯୋଗରେ ମାଗଣା ଚକ୍ଷୁ ଏବଂ ସାଧାରଣ ରୋଗର ଚିକିତ୍ସା କରାଯାଇ ଔଷଧ ବିତରଣ କରାଯାଇଥିଲା। ଏଥିରେ ପ୍ରାୟ ୧୦୦ ରୁ ଉର୍ଦ୍ଧ ଲୋକ ସ୍ବାସ୍ଥ୍ୟ ସେବାର ଲାଭ ପାଇଥିଲେ। ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସ୍ବାସ୍ଥ୍ୟ ପାଇଁ ଏକତ୍ର ହେବା ଏବଂ ବିଜ୍ଞାନ ସହିତ ଛିଡା ହେବା। ଗ୍ରାମୀଣ ଅଞ୍ଚଳର ଲୋକମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ଓ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷଣର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ସହ ଅନ୍ଧ ବିଶ୍ୱାସ ଠାରୁ ଦୁରେଇ ରହିବା। ଏହି କାର୍ଯ୍ୟକ୍ରମ କୁ ଭେଙ୍କେଟେଶ ସେନାପତି ପରିଚାଳନା କରିଥିବାବେଳେ ତେଜସ୍ପିନି ଦେବୀ ଏବଂ ସମାହିତ ସଂଗଠନର ଟିମ୍ ଦ୍ୱାରା ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।1
- ଫିରିଙ୍ଗିଆ ଠାରେ ଅଷ୍ଟ ଦଣ୍ଡ ମିଳନ ସୁଚାରୁ ରୂପେ ସମ୍ପନ୍ନ ହୋଇଛି ଏହି ଅବସରରେ ସନ୍ଧ୍ୟା ସମୟରେ ଫିରିଙ୍ଗିଆ ବଜାର ଠାରେ ଆଠ ଗୋଟି ଦଣ୍ଡ ନାଚ ର ମିଳନ ଉତ୍ସବ ସନ୍ଧ୍ୟା ସମୟରେ ଅନୁଷ୍ଠିତ ହୋଇଥିଲା1
- ଦିବାକର ପରିଡ଼ା ଙ୍କ ଜନ୍ମ ମାଟି ଗଡବାଣିକିଲୋ ରେ ସହିଦ୍ ଦିବସ ପାଳନ,,, ସହିଦ ମଣ୍ଡପ ର ବାକିଥିବା କାମ ଏକମାସ ଭିତରେ ଶେଷ ହେବ ବୋଲି କଥା ଦେଲେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ,, କାଳୁ ଭାଇ,,1
- ପାନୀୟ ଜଳ ଓ ରାସ୍ତା ମରାମତି ଲାଗି ଗୁହାରି, ପ୍ରଶାସନ ଅବହେଳା କଲେ ଆନ୍ଦୋଳନ ଲାଗି ଚେତାବନୀ : ସ୍ବାଧୀନତାର ଦୀର୍ଘ ବର୍ଷପରେ ମଧ୍ୟ ଗ୍ରାମରେ ସରକାରୀ ଯୋଜନା ଅପହଞ୍ଚ ଥିବା ଅଭିଯୋଗ। ଏ ପରି ଏକ ଅଭିଯୋଗ ଆସିଛି ଗଜପତି ଜିଲ୍ଲା,ରାୟଗଡ ବ୍ଲକ ଡମ୍ବlଳ ପଞ୍ଚାୟତ ଅନ୍ତର୍ଗତ ଉପର- ରୁଇସିଙ୍ଗି ଗ୍ରାମରୁ। ଅଭିଯୋଗ ପ୍ରକାରେ ଏହି ଗ୍ରାମରେ ବହୁ ଦୀର୍ଘ ବର୍ଷ ରୁ ବସବାସ କରି ଆସନ୍ତି ପ୍ରାୟ ୨୩ ଘର ର ପ୍ରାୟ ଦୁଇଶହ ଜଣ ବାସିନ୍ଦା । ସେ ଗାଁ ରେ ନା ଅଛି ପାନୀୟ ଜଳ ଯୋଗାଣ ସୁବିଧା, ନା ଅଛି ରାସ୍ତା ଘାଟ ର ସୁବିଧା, ୨୩ ଘର ବାସିନ୍ଦା ଙ୍କ ମଧ୍ୟରେ ଏଯାଇ ମିଳିଛି କେବଳ ଦୁଇ ଗୋଟି ଆବାସ ଘର। ଗାଁ ରେ ଥିଲା ଗୋଟିଏ ପ୍ରାଥମିକ ବିଦ୍ୟାଳୟ ତାହା ମଧ୍ୟ ବର୍ତ୍ତମାନ ବନ୍ଦ ହୋଇଯାଇଛି। ରାସ୍ତା ଘାଟ ଶୋଚନୀୟ ଅବସ୍ଥା ଲାଗି ରୋଗୀ ସେବା, ଗର୍ଭବତୀ ପ୍ରସ୍ତୁତି ସେବା, ବୃଦ୍ଧା ବୃଦ୍ଧି ଙ୍କ ଲାଗି ଯାତାୟାତ କଷ୍ଟକର, ବିଦ୍ୟାଳୟ କୁ ଯିବାକୁ ପିଲାଙ୍କ ଅସୁବିଧାରୁ ପାଠ ପଢ଼ା ଅଧାରୁ ବନ୍ଦ ହେବାକୁ ଲାଗିଛି। ଏ ସବୁ ସମାଧାନ ଲାଗି ପଞ୍ଚାୟତ, ବ୍ଲକ,ଜିଲ୍ଲା ଅଭିଯୋଗ ଶୁଣାଣି ରେ ଅଭିଯୋଗ କରି ଆସୁଥିଲେ ମଧ୍ୟ କିଛି ଫଳ ପାଇନଥିବାରୁ ପୁନର୍ବାର ଗଣ ମାଧ୍ୟମ ଜରିଆରେ ସରକାରଙ୍କୁ ଅନୁରୋଧ କରିଛନ୍ତି ଗ୍ରାମବାସୀ। ଏଥର ପ୍ରଶାସନ ଗୁହାରି ନ ଶୁଣନ୍ତି ତାହା ହେଲେ ଆଗାମୀ ଦିନରେ ମୁଖ୍ୟ ରାସ୍ତାରେ ଅନ୍ଦୋଳନ ସହ ଭୋଟ ବର୍ଜନର ଚେତାବନୀ ଦେଇଛନ୍ତି।1
- ମାନ୍ୟବର LOP ଶ୍ରୀଯୁକ୍ତ ରାହୁଳ ଗାନ୍ଧୀ ଜୀ ଙ୍କ ବିରାଟ ବଡ଼ ଜନ ସମାବେଶ ରେ ଯୋଗଦାନ1
- ରଘୁ ଦିବାକର ଙ୍କ ବଳିଦାନର ଦିବସ ପାଳନ,,, ଅପ୍ରେଲ ଚାରି ଆଜିର ଦିନରେ ଫାସୀ ଖୁଣ୍ଟରେ ଝୁଲା ଯାଇଥିଲା ରଘୁ ଦିବାକର ଦୁଇ ଅମୁଲ୍ୟ ରତ୍ନ ଙ୍କୁ,,,1