Shuru
Apke Nagar Ki App…
କୋରାପୁଟ: କୋରାପୁଟ ଜିଲ୍ଲାପାଳ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ କାର୍ୟକ୍ରମ ଅନୁଷ୍ଠିତ ହୋଇଛି। କୋରାପୁଟ ବିଧାୟକ ରଘୁରାମ ମାଛ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନଙ୍କ କାର୍ଯ୍ୟାଳୟରେ ପହଞ୍ଚି କୋରାପୁଟ ଜିଲ୍ଲା ଯୋଜନା ବୋର୍ଡ କମିଟିର “ଅଧ୍ୟକ୍ଷ” ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। କୋରାପୁଟ: କୋରାପୁଟ ଜିଲ୍ଲାପାଳ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ କାର୍ୟକ୍ରମ ଅନୁଷ୍ଠିତ ହୋଇଛି। କୋରାପୁଟ ବିଧାୟକ ରଘୁରାମ ମାଛ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନଙ୍କ କାର୍ଯ୍ୟାଳୟରେ ପହଞ୍ଚି କୋରାପୁଟ ଜିଲ୍ଲା ଯୋଜନା ବୋର୍ଡ କମିଟିର “ଅଧ୍ୟକ୍ଷ” ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।
UD MEDIA NEWS
କୋରାପୁଟ: କୋରାପୁଟ ଜିଲ୍ଲାପାଳ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ କାର୍ୟକ୍ରମ ଅନୁଷ୍ଠିତ ହୋଇଛି। କୋରାପୁଟ ବିଧାୟକ ରଘୁରାମ ମାଛ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନଙ୍କ କାର୍ଯ୍ୟାଳୟରେ ପହଞ୍ଚି କୋରାପୁଟ ଜିଲ୍ଲା ଯୋଜନା ବୋର୍ଡ କମିଟିର “ଅଧ୍ୟକ୍ଷ” ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। କୋରାପୁଟ: କୋରାପୁଟ ଜିଲ୍ଲାପାଳ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ କାର୍ୟକ୍ରମ ଅନୁଷ୍ଠିତ ହୋଇଛି। କୋରାପୁଟ ବିଧାୟକ ରଘୁରାମ ମାଛ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନଙ୍କ କାର୍ଯ୍ୟାଳୟରେ ପହଞ୍ଚି କୋରାପୁଟ ଜିଲ୍ଲା ଯୋଜନା ବୋର୍ଡ କମିଟିର “ଅଧ୍ୟକ୍ଷ” ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।
More news from ଓଡ଼ିଶା and nearby areas
- ମାଥାଲପୁଟ ବସଷ୍ଟାଣ୍ଡ ଠାରେ ଦଣ୍ଡ ନାଚ ଆୟୋଜିତ ହୋଇଛି । ପାଣିଦଣ୍ଡ ପରେ ମାଥାଲପୁଟ ମାର୍କେଟରେ ଦଣ୍ଡୁଆ ମାନେ କରୁଛନ୍ତି ନଗର ପରିକ୍ରମା । ରାତିରେ ସାମାଜିକ ନାଟକ ଅନୁଷ୍ଠିତ ହେବ।1
- କୋଟପାଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼କ୍ଟର ରଞ୍ଜିତ ଦାସଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା1
- ମାଥିଲି ଥାନା ଅନ୍ତର୍ଗତ ମହୁପଦର ରେ ଟ୍ରାକ୍ଟର ଓଲଟି ୨୦ ରୁ ଅଧିକ ଜଣ ଲକେ ଆହତ.... l ଭାରସାମ୍ୟ ହରାଇ ଓଲଟି ପଡିଲା ଟ୍ରାକ୍ଟର । ୨୦ ଜଣ ଗୁରୁତର ଏଭଳି ମର୍ମାହତ ସଡକ ଦୁର୍ଘଟଣା ଘଟିଛି ମାଥିଲି ଥାନା ଅନ୍ତର୍ଗତ ମହୁପଦର ପଞ୍ଚାୟତର ପେରମାରାଶି ଠାରେ । ଆକୁର ଗ୍ରାମରେ ପ୍ରତି ବର୍ଷ ମଣ୍ଡେଇ ଯାତ୍ରା ହୁଏ । ଏହି ଯାତ୍ରାରେ ଆଖପାଖ ଅଞ୍ଚଳର ଲୋକେ ଏହି ଯାତ୍ରାରେ ଯୋଗ ଦେଇଥାନ୍ତି । ମଣ୍ଡେଇ ଯାତ୍ରା ବଡ଼ ଧୁମଧାମରେ ପାଳିତ ହୋଇଥାଏ । ମଣ୍ଡେଇ ଯାତ୍ରାରେ ଯୋଗ ଦେବା ପାଇଁ ମହୁପଦର ଗ୍ରାମର ଦୁରୁଆ ନାଚ ପାର୍ଥି ଆକୁର ଗ୍ରାମରେ ଏକ ଟ୍ରାକ୍ଟର ରେ ପ୍ରାୟ ୨୦ ଜଣ,ମହିଳା ଓ ପୁରୁଷ ବସି ଯାଉଥିଲେ । ଟ୍ରାକ୍ଟର ରେ ଅତ୍ୟଦିକ ଲୋକ ବସି ଥିବା ହେତୁ ପେରମାରାଶି ପାଖରେ ଟ୍ରାକ୍ଟର ଭାରସାମ୍ୟ ହରାଇ ଓଲଟି ପଡିଲା । ଟ୍ରାକ୍ଟରରେ ବସିଥିବା ସମସ୍ତେ ଛିଟିକି ପଡ଼ିଥିଲେ । କାହାର ହାତ ଭାଙ୍ଗିଛି ତ ,କାହାର ମୁଣ୍ଡ ଫାଟି ଯାଇଛି । ଖବର ପାଇ ଆଖ ପାଖ କିଛି ଗାଁ ଲୋକ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଲୋକଙ୍କୁ ଉଦ୍ଧାର କରି ମାଥିଲି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା । ତହିଁ ମଧ୍ୟରୁ ତିନି ଜଣ ବବି ନାୟକ(୧୪),ଟୁକୁଡୁ ଦୁରୁଆ(୪୫),ସମନାଥ ଦୁରୁଆ(୧୬)ଙ୍କ ସ୍ୱାସ୍ତ୍ୟବ୍ୟସ୍ତ ଅତି ଗୁରୁତ୍ୱ ଥିବାରୁ ସେମାନଙ୍କୁ କୋରାପୁଟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନ୍ତତରିତ କରାଯାଇଛି। ଗୀତାଞ୍ଜଳି ଦାରୁଆଙ୍କ ସ୍ୱାସ୍ତ୍ୟବ୍ୟସ୍ତ ମଧ୍ୟ ଗୁରୁତ୍ୱ ଥିବାରୁ ମାଲକାନଗିରି ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ତାନାନ୍ତରିତ କରାଯାଇଛି । ଅନ୍ୟ କେତେ ଜଣଙ୍କୁ ମଧ୍ୟ କୋରାପୁଟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯିବାର ସମ୍ବାବନ ରହିଛି ।1
- ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଅନ୍ତର୍ଗତ ଜଲାଙ୍ଗ ପଞ୍ଚାୟତରେ ଏକ ମାଗଣା ସ୍ବାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି। ଶ୍ରୀକାକୁଲମ ଜିଲ୍ଲାର ଜେମ୍ସ ହସ୍ପିଟାଲ ର ଏକ ଡାକ୍ତର ଦଳର ସହଯୋଗରେ ମାଗଣା ଚକ୍ଷୁ ଏବଂ ସାଧାରଣ ରୋଗର ଚିକିତ୍ସା କରାଯାଇ ଔଷଧ ବିତରଣ କରାଯାଇଥିଲା। ଏଥିରେ ପ୍ରାୟ ୧୦୦ ରୁ ଉର୍ଦ୍ଧ ଲୋକ ସ୍ବାସ୍ଥ୍ୟ ସେବାର ଲାଭ ପାଇଥିଲେ। ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସ୍ବାସ୍ଥ୍ୟ ପାଇଁ ଏକତ୍ର ହେବା ଏବଂ ବିଜ୍ଞାନ ସହିତ ଛିଡା ହେବା। ଗ୍ରାମୀଣ ଅଞ୍ଚଳର ଲୋକମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ଓ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷଣର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ସହ ଅନ୍ଧ ବିଶ୍ୱାସ ଠାରୁ ଦୁରେଇ ରହିବା। ଏହି କାର୍ଯ୍ୟକ୍ରମ କୁ ଭେଙ୍କେଟେଶ ସେନାପତି ପରିଚାଳନା କରିଥିବାବେଳେ ତେଜସ୍ପିନି ଦେବୀ ଏବଂ ସମାହିତ ସଂଗଠନର ଟିମ୍ ଦ୍ୱାରା ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।1
- Post by Aasis Anisha1
- ପେଗଡା ଗ୍ରାମ ରେ ଅଟୋ ଏବଂ କାର ମଧ୍ୟରେ ମୁହାଁ ମୁହିଁ ଧକା ।1
- ଆସନ୍ତା ଅପ୍ରେଲ ୧୨ ତାରିଖ ଦିନ ଜୟପୁର ପାରାବେଡା ଛକ ନିକଟରେ ମା ଦଣ୍ଡକାଳୀଙ୍କ ପୂଜା ଅନୁଷ୍ଠିତ ହେବ। ଏହି ପବିତ୍ର ଅବସରରେ ସମସ୍ତ ଭକ୍ତଜନଙ୍କୁ ମାଙ୍କ ଦର୍ଶନ ପାଇଁ ସାଦର ନିମନ୍ତ୍ରଣ। ଆସନ୍ତୁ ଏବଂ ମାଙ୍କର ଆଶୀର୍ବାଦ ଗ୍ରହଣ କରନ୍ତୁ। 🙏1
- ମାଥାଲପୁଟରେ ପାରମ୍ପରିକ ଟିଙ୍ଗିରି ବେଣ୍ଟ ପାଇଁ ଚାଲିଛି ନାଚଗୀତ ।1
- କୋଟପାଡ଼ରେ କୁଆ ପଥର ଘଡ଼ଘଡି ସହ ପ୍ରବଳ ବର୍ଷା1