logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

କୋଟପାଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼କ୍ଟର ରଞ୍ଜିତ ଦାସଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

2 hrs ago
user_Kopad Breaking News
Kopad Breaking News
କୋଟପାଡ, କୋରାପୁଟ, ଓଡ଼ିଶା•
2 hrs ago

କୋଟପାଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼କ୍ଟର ରଞ୍ଜିତ ଦାସଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

More news from ଓଡ଼ିଶା and nearby areas
  • କାଳବୈଶାଖୀ ପ୍ରଭାଵରେ କୋଟପାଡ଼ରେ ପ୍ରବଳ ବର୍ଷା
    1
    କାଳବୈଶାଖୀ ପ୍ରଭାଵରେ କୋଟପାଡ଼ରେ ପ୍ରବଳ ବର୍ଷା
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    2 hrs ago
  • କୋରାପୁଟ: କୋରାପୁଟ ଜିଲ୍ଲାପାଳ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ କାର୍ୟକ୍ରମ ଅନୁଷ୍ଠିତ ହୋଇଛି। କୋରାପୁଟ ବିଧାୟକ ରଘୁରାମ ମାଛ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନଙ୍କ କାର୍ଯ୍ୟାଳୟରେ ପହଞ୍ଚି କୋରାପୁଟ ଜିଲ୍ଲା ଯୋଜନା ବୋର୍ଡ କମିଟିର “ଅଧ୍ୟକ୍ଷ” ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।
    1
    କୋରାପୁଟ: କୋରାପୁଟ ଜିଲ୍ଲାପାଳ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ କାର୍ୟକ୍ରମ ଅନୁଷ୍ଠିତ ହୋଇଛି। କୋରାପୁଟ ବିଧାୟକ ରଘୁରାମ ମାଛ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନଙ୍କ କାର୍ଯ୍ୟାଳୟରେ ପହଞ୍ଚି କୋରାପୁଟ ଜିଲ୍ଲା ଯୋଜନା ବୋର୍ଡ କମିଟିର “ଅଧ୍ୟକ୍ଷ” ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    5 hrs ago
  • ଜଙ୍ଗଲ ରେ ଲାଗୁଚି ନିଆଁ, ଯିବଜନ୍ତୁ ସହ ପରିବେଶ ନଷ୍ଟ
    1
    ଜଙ୍ଗଲ ରେ ଲାଗୁଚି ନିଆଁ, ଯିବଜନ୍ତୁ ସହ ପରିବେଶ ନଷ୍ଟ
    user_Jitendra mohanty
    Jitendra mohanty
    Agricultural machinery manufacturer ଉମରକୋଟ, ନବରଙ୍ଗପୁର, ଓଡ଼ିଶା•
    8 hrs ago
  • ପଞ୍ଚପଟ୍ଟମାଳି ନାଟକ ପ୍ରତିଯୋଗିତା ଉଦ୍‌ଘାଟିତ ‘ଈଶ୍ବର ଆଲ୍ଲା ତେରେ ନାମ୍’ ଓ ‘କିନ୍ନର’ ମଞ୍ଚସ୍ଥ ଦାମନଯୋଡି ଶିଳ୍ପାଞ୍ଚଳର ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ‘ପଞ୍ଚପଟ୍ଟମାଳୀ ନାଟ୍ୟ ମହୋତ୍ସବ' ପକ୍ଷରୁ ରାଜ୍ୟସ୍ତରୀୟ ନାଟକ ପ୍ରତିଯୋଗିତା ନାଲକୋ ଟାଉନସିପ୍ ସ୍ଥିତ ମୁକ୍ତାକାଶ ରଙ୍ଗମଞ୍ଚ ଠାରେ ଉଦଘାଟିତ ହୋଇଯାଇଛି। ସଭାପତି ବିଚ୍ଛନ୍ଦ ଚରଣ ଦାଶଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଉଦଘାଟନୀ ସମାରୋହରେ ନାଲକୋ ଇଡି ଅମରେନ୍ଦ୍ର କୁମାର ମିଶ୍ର ଓ ଭିଏସଏସ ଆନନ୍ଦଙ୍କ ସମେତ ନାଲକୋର ବିଭିନ୍ନ ବିଭାଗର ମୁଖ୍ୟ ମହାପ୍ରବନ୍ଧକ ଅତିଥି ଭାବେ ଯୋଗ ଦେଇଥିଲେ I ଉଦ୍ଘାଟନୀ ସନ୍ଧ୍ୟାରେ ନଟରାଜ ସାଂସ୍କୃତିକ ଅନୁଷ୍ଠାନ ଭଦ୍ରକ ଦ୍ବାରା ପ୍ରଥମ ନାଟକ ‘ଈଶ୍ବର ଆଲ୍ଲା ତେରେ ନାମ' ମଞ୍ଚସ୍ଥ ହୋଇଥିଲା। ସେହିପରି ଜୟପୁର ସାଂସ୍କୃତିକ ଅନୁଷ୍ଠାନ ଶ୍ରାବଣୀ ପକ୍ଷରୁ ଦ୍ଵିତୀୟ ନାଟକ ‘କିନ୍ନର' ମଞ୍ଚସ୍ଥ ହୋଇଥିଲା । ଓଡ଼ିଶାର ସୁନାମଧନ୍ୟ ନାଟ୍ୟକାର ରମାକାନ୍ତ ମିଶ୍ର, ନବଦୀପ ମହାଳିକ, ଦିନିଶେ ଦାସ ପ୍ରମୁଖ ୩ ଜଣ ବିଚାରକ ମଣ୍ଡଳୀ ଦାୟିତ୍ୱରେ ରହିଛନ୍ତି । ଏପ୍ରିଲ ୧୩ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଚାଲିବାକୁ ଥିବା ବେଳେ ଓଡ଼ିଶାର ବିଭିନ୍ନ ଜିଲାରୁ ୧୮ଟି ନାଟ୍ୟ ଦଳ ବିବେଚିତ ହୋଇଥିବା ସୂଚନା ମିଳିଛି। ଉଦ୍‌ଘାଟନୀ ଉତ୍ସବରେ ଅନୁଷ୍ଠାନର ମୁଖପତ୍ର ‘କଳାକାର’ ଉନ୍ମୋଚିତ ହୋଇଥିଲା। ଅନୁଷ୍ଠାନର ସମ୍ପାଦକ ନିର୍ମଳ ରାଉତ ଓ ସଦସ୍ୟ ଶ୍ରୀଧର ପରିଡ଼ା ମଞ୍ଚ ସଂଯୋଜନା କରିଥିଲେ ।
    1
    ପଞ୍ଚପଟ୍ଟମାଳି ନାଟକ ପ୍ରତିଯୋଗିତା ଉଦ୍‌ଘାଟିତ ‘ଈଶ୍ବର ଆଲ୍ଲା ତେରେ ନାମ୍’ ଓ ‘କିନ୍ନର’ ମଞ୍ଚସ୍ଥ
ଦାମନଯୋଡି ଶିଳ୍ପାଞ୍ଚଳର ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ‘ପଞ୍ଚପଟ୍ଟମାଳୀ ନାଟ୍ୟ ମହୋତ୍ସବ' ପକ୍ଷରୁ ରାଜ୍ୟସ୍ତରୀୟ ନାଟକ ପ୍ରତିଯୋଗିତା ନାଲକୋ ଟାଉନସିପ୍ ସ୍ଥିତ ମୁକ୍ତାକାଶ ରଙ୍ଗମଞ୍ଚ ଠାରେ ଉଦଘାଟିତ ହୋଇଯାଇଛି। ସଭାପତି ବିଚ୍ଛନ୍ଦ ଚରଣ ଦାଶଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଉଦଘାଟନୀ ସମାରୋହରେ ନାଲକୋ ଇଡି ଅମରେନ୍ଦ୍ର କୁମାର ମିଶ୍ର ଓ ଭିଏସଏସ ଆନନ୍ଦଙ୍କ ସମେତ ନାଲକୋର ବିଭିନ୍ନ ବିଭାଗର ମୁଖ୍ୟ ମହାପ୍ରବନ୍ଧକ ଅତିଥି ଭାବେ ଯୋଗ ଦେଇଥିଲେ I ଉଦ୍ଘାଟନୀ ସନ୍ଧ୍ୟାରେ ନଟରାଜ ସାଂସ୍କୃତିକ ଅନୁଷ୍ଠାନ ଭଦ୍ରକ ଦ୍ବାରା ପ୍ରଥମ ନାଟକ ‘ଈଶ୍ବର ଆଲ୍ଲା ତେରେ ନାମ' ମଞ୍ଚସ୍ଥ ହୋଇଥିଲା। ସେହିପରି ଜୟପୁର ସାଂସ୍କୃତିକ ଅନୁଷ୍ଠାନ ଶ୍ରାବଣୀ ପକ୍ଷରୁ ଦ୍ଵିତୀୟ ନାଟକ ‘କିନ୍ନର' ମଞ୍ଚସ୍ଥ ହୋଇଥିଲା । ଓଡ଼ିଶାର ସୁନାମଧନ୍ୟ ନାଟ୍ୟକାର ରମାକାନ୍ତ ମିଶ୍ର, ନବଦୀପ ମହାଳିକ, ଦିନିଶେ ଦାସ ପ୍ରମୁଖ ୩ ଜଣ ବିଚାରକ ମଣ୍ଡଳୀ ଦାୟିତ୍ୱରେ ରହିଛନ୍ତି । ଏପ୍ରିଲ ୧୩ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଚାଲିବାକୁ ଥିବା ବେଳେ ଓଡ଼ିଶାର ବିଭିନ୍ନ ଜିଲାରୁ ୧୮ଟି ନାଟ୍ୟ ଦଳ ବିବେଚିତ ହୋଇଥିବା ସୂଚନା ମିଳିଛି। ଉଦ୍‌ଘାଟନୀ ଉତ୍ସବରେ ଅନୁଷ୍ଠାନର ମୁଖପତ୍ର ‘କଳାକାର’ ଉନ୍ମୋଚିତ ହୋଇଥିଲା। ଅନୁଷ୍ଠାନର ସମ୍ପାଦକ ନିର୍ମଳ ରାଉତ ଓ ସଦସ୍ୟ ଶ୍ରୀଧର ପରିଡ଼ା ମଞ୍ଚ ସଂଯୋଜନା କରିଥିଲେ ।
    user_Manas Ranjan Kar
    Manas Ranjan Kar
    Insurance Agent ଦାମନଯୋଡି, କୋରାପୁଟ, ଓଡ଼ିଶା•
    22 hrs ago
  • ରାୟଗଡ଼ା ଜିଲ୍ଲା ବିଜେପି ପକ୍ଷରୁ ଭାଜପା ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି
    1
    ରାୟଗଡ଼ା ଜିଲ୍ଲା ବିଜେପି ପକ୍ଷରୁ  ଭାଜପା ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି
    user_Tuna Behera
    Tuna Behera
    କାଶୀପୁର, ରାୟଗଡା, ଓଡ଼ିଶା•
    5 hrs ago
  • ପଡ଼ିଆ ପଞ୍ଚାୟତ ମୋଟମଗୁଡ଼ାରୁ ଝାଡେଶ୍ୱର ମନ୍ଦିର ଯିବା କଂକ୍ରିଟ ରାସ୍ତା କାହା ଭାଗରେ କେତେ.. *କାର୍ଯ୍ୟରେ ନିମ୍ନ ମାନର ଅଭିଯୋଗ ଆଣିଛନ୍ତି ମନ୍ଦିରର ମୁଖ୍ୟ ପୂଜକ* ମାଲକାନଗିରି ଜିଲ୍ଲା ପଡିଆ ବ୍ଲକର ମୋଟମଗୁଡା ଦେଈ ଆର୍ଥିକ ବର୍ଷ ୨୦୨୫-୨୬, ୫ମ ଏସ ଏଫ ସୀ ଯୋଜନା ଅନ୍ତର୍ଭୁକ୍ତ ଅଟକଳ ମୂଲ୍ୟ ୪ ଲକ୍ଷ୍ୟ ମୂଲ୍ୟ ରେ ଯେଉଁ ସିମେଣ୍ଟ କଂକ୍ରିଟ ରାସ୍ତା ଚାଲିଛି ତାହା ନିମ୍ନ ମାନର ଅଭିଯୋଗ ଆଣିଛନ୍ତି ମୁଖ୍ୟ ପୂଜକ । ସୂଚନା ଅନୁସାରେ ଯେତେବେଳେ ମନ୍ଦିରକୁ ରାସ୍ତା ନ ଥିଲା,ବର୍ଷା ଦିନେ ଭକ୍ତ ମାନଙ୍କୁ ଝାଡେସ୍ୱର ମନ୍ଦିର କୁ ଯିବା ଆସିବା କରିବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ସେଥି ପାଇଁ ମାଲକାନଗିରି ବିଧାୟକ ଓ ପଡ଼ିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଅଭିଯୋଗ କରାଯାଇଥିଲା କି ପାହାଡ଼ରୁ ପାଣି ଆସି ରାସ୍ତା ଭାଙ୍ଗି କାଦୁଅ କରୁଛି ତା ଯୋଗୁ ପାଣି ନିଷ୍କାସନ ପାଇଁ ନାଳ ଦରକାର କିନ୍ତୁ ତାହା ହେଇପାରିଲାନି । ଆଉ ରାସ୍ତା କେବଳ ବାଲି ମାରି କଂକ୍ରିଟ କରିଦେଉଛନ୍ତି ଅଳ୍ପ ଖୋଳି ଦୁଇପଟରୁ ମଝିରେ କେବଳ ବାଲି ପକାଇ ତାହା ଉପରେ ମାତ୍ର ତିନି ଇଞ୍ଚ ମେଟଲ୍ କଂକ୍ରିଟ କରି ଛାଡ଼ି ଦେଲେ ।ଯାହା ଅଳ୍ପ ଦିନ ପରେ ଭାଙ୍ଗିଯିବାର ସମ୍ଭାବନା ଅଛି । ଏତେ ଅଭିଯୋଗ ପରେ ବି ତରବରିଆ ଭାବେ ନିମ୍ନ ମାନର କାମ କରି ରାତାରାତି ସାରିବାକୁ ବସିଛନ୍ତି ଠିକାଦାର । ରାସ୍ତା କାମ ଖାଲି ମେଟଲରେ କରାଯାଉଛି, ଚିପ୍ସ ଜମା ବ୍ୟବହାର କରୁନାହାନ୍ତି । କିଉରିଂ ନ କରିବା ଫଳରେ ରାସ୍ତା କଂକ୍ରିଟର ରଙ୍ଗ ବଦଳି ଯାଇଛି । ଏଣୁ ଏହି ନିମ୍ନ ମାନର କାର୍ଯ୍ୟ ର ଜିଲ୍ଲା ସ୍ତରୀୟ ଅଧିକାରୀ ଙ୍କ ଦ୍ୱାରା ତଦନ୍ତ ଦରକାର ତେବେ ବୁଝିବାକୁ ବାକି ରହିଲା ଗଣ ମାଧ୍ୟମରେ ଖବର ପ୍ରକାଶ ହେବା ପରେ କାମରେ କେବେ ସୁଧାର ଆସିବ କେବେ ସରକାରୀ ଅର୍ଥର ହରିଲୁଟ ବନ୍ଦ ହବ ,ଦେଖିବାକୁ ବାକି ରହିଲା ।
    4
    ପଡ଼ିଆ ପଞ୍ଚାୟତ ମୋଟମଗୁଡ଼ାରୁ ଝାଡେଶ୍ୱର ମନ୍ଦିର ଯିବା କଂକ୍ରିଟ ରାସ୍ତା କାହା ଭାଗରେ କେତେ..
*କାର୍ଯ୍ୟରେ ନିମ୍ନ ମାନର ଅଭିଯୋଗ ଆଣିଛନ୍ତି ମନ୍ଦିରର  ମୁଖ୍ୟ ପୂଜକ* 
ମାଲକାନଗିରି ଜିଲ୍ଲା ପଡିଆ ବ୍ଲକର ମୋଟମଗୁଡା ଦେଈ ଆର୍ଥିକ ବର୍ଷ ୨୦୨୫-୨୬, ୫ମ ଏସ ଏଫ ସୀ  ଯୋଜନା ଅନ୍ତର୍ଭୁକ୍ତ ଅଟକଳ ମୂଲ୍ୟ ୪ ଲକ୍ଷ୍ୟ ମୂଲ୍ୟ ରେ ଯେଉଁ ସିମେଣ୍ଟ କଂକ୍ରିଟ  ରାସ୍ତା ଚାଲିଛି ତାହା ନିମ୍ନ ମାନର ଅଭିଯୋଗ ଆଣିଛନ୍ତି ମୁଖ୍ୟ ପୂଜକ । ସୂଚନା ଅନୁସାରେ ଯେତେବେଳେ ମନ୍ଦିରକୁ ରାସ୍ତା ନ ଥିଲା,ବର୍ଷା ଦିନେ ଭକ୍ତ ମାନଙ୍କୁ ଝାଡେସ୍ୱର ମନ୍ଦିର କୁ  ଯିବା ଆସିବା କରିବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ସେଥି ପାଇଁ  ମାଲକାନଗିରି ବିଧାୟକ  ଓ ପଡ଼ିଆ ଗୋଷ୍ଠୀ  ଉନ୍ନୟନ ଅଧିକାରୀଙ୍କୁ ଅଭିଯୋଗ କରାଯାଇଥିଲା କି ପାହାଡ଼ରୁ ପାଣି ଆସି ରାସ୍ତା ଭାଙ୍ଗି କାଦୁଅ କରୁଛି ତା ଯୋଗୁ ପାଣି ନିଷ୍କାସନ ପାଇଁ ନାଳ ଦରକାର କିନ୍ତୁ ତାହା ହେଇପାରିଲାନି ।
ଆଉ ରାସ୍ତା କେବଳ ବାଲି ମାରି କଂକ୍ରିଟ କରିଦେଉଛନ୍ତି ଅଳ୍ପ ଖୋଳି ଦୁଇପଟରୁ  ମଝିରେ କେବଳ ବାଲି ପକାଇ ତାହା ଉପରେ ମାତ୍ର ତିନି  ଇଞ୍ଚ ମେଟଲ୍ କଂକ୍ରିଟ କରି ଛାଡ଼ି ଦେଲେ ।ଯାହା ଅଳ୍ପ ଦିନ ପରେ ଭାଙ୍ଗିଯିବାର ସମ୍ଭାବନା ଅଛି ।
ଏତେ ଅଭିଯୋଗ ପରେ ବି ତରବରିଆ ଭାବେ ନିମ୍ନ ମାନର କାମ କରି ରାତାରାତି ସାରିବାକୁ ବସିଛନ୍ତି ଠିକାଦାର  । ରାସ୍ତା କାମ ଖାଲି ମେଟଲରେ କରାଯାଉଛି, ଚିପ୍ସ ଜମା ବ୍ୟବହାର କରୁନାହାନ୍ତି ।   କିଉରିଂ ନ କରିବା ଫଳରେ ରାସ୍ତା କଂକ୍ରିଟର ରଙ୍ଗ ବଦଳି ଯାଇଛି । ଏଣୁ ଏହି  ନିମ୍ନ ମାନର କାର୍ଯ୍ୟ ର  ଜିଲ୍ଲା ସ୍ତରୀୟ ଅଧିକାରୀ ଙ୍କ ଦ୍ୱାରା ତଦନ୍ତ ଦରକାର ତେବେ ବୁଝିବାକୁ ବାକି ରହିଲା ଗଣ ମାଧ୍ୟମରେ ଖବର ପ୍ରକାଶ ହେବା ପରେ କାମରେ କେବେ ସୁଧାର ଆସିବ 
କେବେ ସରକାରୀ ଅର୍ଥର ହରିଲୁଟ ବନ୍ଦ ହବ ,ଦେଖିବାକୁ ବାକି ରହିଲା ।
    user_The Malkangiri news
    The Malkangiri news
    ସାମ୍ବାଦିକ ମାଲକାନଗିରି, ମାଲକାନଗିରି, ଓଡ଼ିଶା•
    11 hrs ago
  • Post by Sai mpcl chairman
    1
    Post by Sai mpcl chairman
    user_Sai mpcl chairman
    Sai mpcl chairman
    Agriculture cooperative ସିନାପାଲି, ନୂଆପଡ଼ା, ଓଡ଼ିଶା•
    9 hrs ago
  • କୋଟପାଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼କ୍ଟର ରଞ୍ଜିତ ଦାସଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା
    1
    କୋଟପାଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼କ୍ଟର ରଞ୍ଜିତ ଦାସଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    2 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.