ପଞ୍ଚପଟ୍ଟମାଳି ନାଟକ ପ୍ରତିଯୋଗିତା ଉଦ୍ଘାଟିତ ‘ଈଶ୍ବର ଆଲ୍ଲା ତେରେ ନାମ୍’ ଓ ‘କିନ୍ନର’ ମଞ୍ଚସ୍ଥ ପଞ୍ଚପଟ୍ଟମାଳି ନାଟକ ପ୍ରତିଯୋଗିତା ଉଦ୍ଘାଟିତ ‘ଈଶ୍ବର ଆଲ୍ଲା ତେରେ ନାମ୍’ ଓ ‘କିନ୍ନର’ ମଞ୍ଚସ୍ଥ ଦାମନଯୋଡି ଶିଳ୍ପାଞ୍ଚଳର ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ‘ପଞ୍ଚପଟ୍ଟମାଳୀ ନାଟ୍ୟ ମହୋତ୍ସବ' ପକ୍ଷରୁ ରାଜ୍ୟସ୍ତରୀୟ ନାଟକ ପ୍ରତିଯୋଗିତା ନାଲକୋ ଟାଉନସିପ୍ ସ୍ଥିତ ମୁକ୍ତାକାଶ ରଙ୍ଗମଞ୍ଚ ଠାରେ ଉଦଘାଟିତ ହୋଇଯାଇଛି। ସଭାପତି ବିଚ୍ଛନ୍ଦ ଚରଣ ଦାଶଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଉଦଘାଟନୀ ସମାରୋହରେ ନାଲକୋ ଇଡି ଅମରେନ୍ଦ୍ର କୁମାର ମିଶ୍ର ଓ ଭିଏସଏସ ଆନନ୍ଦଙ୍କ ସମେତ ନାଲକୋର ବିଭିନ୍ନ ବିଭାଗର ମୁଖ୍ୟ ମହାପ୍ରବନ୍ଧକ ଅତିଥି ଭାବେ ଯୋଗ ଦେଇଥିଲେ I ଉଦ୍ଘାଟନୀ ସନ୍ଧ୍ୟାରେ ନଟରାଜ ସାଂସ୍କୃତିକ ଅନୁଷ୍ଠାନ ଭଦ୍ରକ ଦ୍ବାରା ପ୍ରଥମ ନାଟକ ‘ଈଶ୍ବର ଆଲ୍ଲା ତେରେ ନାମ' ମଞ୍ଚସ୍ଥ ହୋଇଥିଲା। ସେହିପରି ଜୟପୁର ସାଂସ୍କୃତିକ ଅନୁଷ୍ଠାନ ଶ୍ରାବଣୀ ପକ୍ଷରୁ ଦ୍ଵିତୀୟ ନାଟକ ‘କିନ୍ନର' ମଞ୍ଚସ୍ଥ ହୋଇଥିଲା । ଓଡ଼ିଶାର ସୁନାମଧନ୍ୟ ନାଟ୍ୟକାର ରମାକାନ୍ତ ମିଶ୍ର, ନବଦୀପ ମହାଳିକ, ଦିନିଶେ ଦାସ ପ୍ରମୁଖ ୩ ଜଣ ବିଚାରକ ମଣ୍ଡଳୀ ଦାୟିତ୍ୱରେ ରହିଛନ୍ତି । ଏପ୍ରିଲ ୧୩ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଚାଲିବାକୁ ଥିବା ବେଳେ ଓଡ଼ିଶାର ବିଭିନ୍ନ ଜିଲାରୁ ୧୮ଟି ନାଟ୍ୟ ଦଳ ବିବେଚିତ ହୋଇଥିବା ସୂଚନା ମିଳିଛି। ଉଦ୍ଘାଟନୀ ଉତ୍ସବରେ ଅନୁଷ୍ଠାନର ମୁଖପତ୍ର ‘କଳାକାର’ ଉନ୍ମୋଚିତ ହୋଇଥିଲା। ଅନୁଷ୍ଠାନର ସମ୍ପାଦକ ନିର୍ମଳ ରାଉତ ଓ ସଦସ୍ୟ ଶ୍ରୀଧର ପରିଡ଼ା ମଞ୍ଚ ସଂଯୋଜନା କରିଥିଲେ ।

- ପଞ୍ଚପଟ୍ଟମାଳି ନାଟକ ପ୍ରତିଯୋଗିତା ଉଦ୍ଘାଟିତ ‘ଈଶ୍ବର ଆଲ୍ଲା ତେରେ ନାମ୍’ ଓ ‘କିନ୍ନର’ ମଞ୍ଚସ୍ଥ ଦାମନଯୋଡି ଶିଳ୍ପାଞ୍ଚଳର ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ‘ପଞ୍ଚପଟ୍ଟମାଳୀ ନାଟ୍ୟ ମହୋତ୍ସବ' ପକ୍ଷରୁ ରାଜ୍ୟସ୍ତରୀୟ ନାଟକ ପ୍ରତିଯୋଗିତା ନାଲକୋ ଟାଉନସିପ୍ ସ୍ଥିତ ମୁକ୍ତାକାଶ ରଙ୍ଗମଞ୍ଚ ଠାରେ ଉଦଘାଟିତ ହୋଇଯାଇଛି। ସଭାପତି ବିଚ୍ଛନ୍ଦ ଚରଣ ଦାଶଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଉଦଘାଟନୀ ସମାରୋହରେ ନାଲକୋ ଇଡି ଅମରେନ୍ଦ୍ର କୁମାର ମିଶ୍ର ଓ ଭିଏସଏସ ଆନନ୍ଦଙ୍କ ସମେତ ନାଲକୋର ବିଭିନ୍ନ ବିଭାଗର ମୁଖ୍ୟ ମହାପ୍ରବନ୍ଧକ ଅତିଥି ଭାବେ ଯୋଗ ଦେଇଥିଲେ I ଉଦ୍ଘାଟନୀ ସନ୍ଧ୍ୟାରେ ନଟରାଜ ସାଂସ୍କୃତିକ ଅନୁଷ୍ଠାନ ଭଦ୍ରକ ଦ୍ବାରା ପ୍ରଥମ ନାଟକ ‘ଈଶ୍ବର ଆଲ୍ଲା ତେରେ ନାମ' ମଞ୍ଚସ୍ଥ ହୋଇଥିଲା। ସେହିପରି ଜୟପୁର ସାଂସ୍କୃତିକ ଅନୁଷ୍ଠାନ ଶ୍ରାବଣୀ ପକ୍ଷରୁ ଦ୍ଵିତୀୟ ନାଟକ ‘କିନ୍ନର' ମଞ୍ଚସ୍ଥ ହୋଇଥିଲା । ଓଡ଼ିଶାର ସୁନାମଧନ୍ୟ ନାଟ୍ୟକାର ରମାକାନ୍ତ ମିଶ୍ର, ନବଦୀପ ମହାଳିକ, ଦିନିଶେ ଦାସ ପ୍ରମୁଖ ୩ ଜଣ ବିଚାରକ ମଣ୍ଡଳୀ ଦାୟିତ୍ୱରେ ରହିଛନ୍ତି । ଏପ୍ରିଲ ୧୩ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଚାଲିବାକୁ ଥିବା ବେଳେ ଓଡ଼ିଶାର ବିଭିନ୍ନ ଜିଲାରୁ ୧୮ଟି ନାଟ୍ୟ ଦଳ ବିବେଚିତ ହୋଇଥିବା ସୂଚନା ମିଳିଛି। ଉଦ୍ଘାଟନୀ ଉତ୍ସବରେ ଅନୁଷ୍ଠାନର ମୁଖପତ୍ର ‘କଳାକାର’ ଉନ୍ମୋଚିତ ହୋଇଥିଲା। ଅନୁଷ୍ଠାନର ସମ୍ପାଦକ ନିର୍ମଳ ରାଉତ ଓ ସଦସ୍ୟ ଶ୍ରୀଧର ପରିଡ଼ା ମଞ୍ଚ ସଂଯୋଜନା କରିଥିଲେ ।1
- ओडिशा के कोरापुट जिले में शनिवार देर रात भूकंप के झटके महसूस किए गए। रिक्टर स्केल पर इस भूकंप की तीव्रता 4.4 मापी गई है। जानकारी के अनुसार, भूकंप रात करीब 11:30 बजे आया। इसका केंद्र कोरापुट जिले के जयेपुर (जयपुर) क्षेत्र के पास बताया जा रहा है, जो सुनाबेड़ा से लगभग 30 से 35 किलोमीटर दूर है। भूकंप की गहराई करीब 5 किलोमीटर थी, जिसके कारण आसपास के इलाकों में झटके अधिक महसूस किए गए। झटकों के बाद लोगों में दहशत फैल गई और कई लोग घरों से बाहर निकल आए। हालांकि, अब तक किसी भी बड़े नुकसान या जान-माल की हानि की खबर नहीं है। फिलहाल स्थिति सामान्य बताई जा रही है।#Koraput #Odisha #KoraputNews #OdishaNews #Earthquake #Bhukamp #LocalNews #Jeypore #Sunabeda #BreakingNews1
- ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଟିକିରି ରେ ଗତକାଲି ବିଳମ୍ବିତ ରାତିରେ ଭୂକମ୍ପ ଝଟକା1
- ତିନିଜଣ ଆନ୍ତଃ ରାଜ୍ୟ ଚୋର ଗ୍ୟାଙ୍ଗକୁ ବାନ୍ଧିଲା ପୋଲିସ1
- ଦେଖନ୍ତୁ 🙏🙏🙏1
- Post by MSP TV (Reporter:-MiHiR)1
- ରେଳ ଷ୍ଟେଶନରୁ ୪୦ ଲକ୍ଷ ଜବତ: ଯୁବକଙ୍କୁ ଅଟକ ରଖିଲା ପୋଲିସ ସମ୍ବଲପୁର ରେଲୱେ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଲୱେ ଷ୍ଟେଶନରେ ଜଣେ ଯୁବକଙ୍କଠାରୁ ଟିଟିଲାଗଡ ରେଲୱେ ପୋଲିସ ୪୦ ଲକ୍ଷ ଟଙ୍କା ଜବତ ଜଣେ ଆସାମୀକୁ ଅଟକ ରଖିଛି। କେସିଙ୍ଗା ରେଲୱେ ଷ୍ଟେଶନରୁ ଜଣେ ଯୁବକ ଗୋଟିଏ ବ୍ୟାଗରେ ଟଙ୍କା ନେଉଥିବାର ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଟିଟିଲାଗଡ଼ ରେଳବାଇ ପୋଲିସ କେସିଙ୍ଗା ରେଲୱେ ଷ୍ଟେଶନରେ ବିଭିନ୍ନ ଜାଗାରେ ତଦନ୍ତ କରିଥିଲା। ଏହି ଘଟଣାରେ ସମ୍ପୃକ୍ତ ଯୁବକଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି। ତେବେ ଯୁବକ ଜଣକ ପଶ୍ଚିମବଙ୍ଗର ପ୍ରଭାତ ସାମୁଏଲ (୩୪)ବୋଲି ଜଣାପଡ଼ିଛି। କେସିଙ୍ଗା ଅଞ୍ଚଳର ଜଣେ ବ୍ୟବସାୟୀଙ୍କଠାରୁ ଟଙ୍କା ନେଇ ରାୟପୁର ଯାଉଥିବା କହିଥିଲେ ବୋଲି ରେଳବାଇ ପୋଲିସ ସୂତ୍ରରୁ ଜଣାପଡିଛି। ଏ ସଂକ୍ରାନ୍ତରେ ଟିଟିଲାଗଡ ଆର.ପି.ଏଫ ଅଧିକାରୀ ତ୍ରିବିକ୍ରମ ସେଠଙ୍କୁ ପଚାରିବାରୁ ଉକ୍ତ ଯୁବକ ଓ ନଗଦ ୪୦ ଲକ୍ଷ ଟଙ୍କା ଜବତ କରାଯାଇଛି। ସମ୍ବଲପୁରରୁ ଉଚ୍ଚ ଅଧିକାରୀମାନେ ଓ ଆୟକର ବିଭାଗ ଆସିବେ ଓ ଟଙ୍କାର ସମ୍ପୁର୍ଣ୍ଣ ତଦନ୍ତ କରିବେ ବୋଲି ପ୍ରକାଶ କରିଥିଲେ। କଳାହାଣ୍ଡି ରୁ ରିତେଶ କୁମାର ମୁଣ୍ଡଙ୍କ ରିପୋର୍ଟ4
- ମାଥାଲପୁଟ ବସଷ୍ଟାଣ୍ଡ ଠାରେ ଦଣ୍ଡ ନାଚ ଆୟୋଜିତ ହୋଇଛି । ପାଣିଦଣ୍ଡ ପରେ ମାଥାଲପୁଟ ମାର୍କେଟରେ ଦଣ୍ଡୁଆ ମାନେ କରୁଛନ୍ତି ନଗର ପରିକ୍ରମା । ରାତିରେ ସାମାଜିକ ନାଟକ ଅନୁଷ୍ଠିତ ହେବ।1