logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ओडिशा के कोरापुट जिले में शनिवार देर रात भूकंप के झटके महसूस किए गए। रिक्टर स्केल पर इस भूकंप की तीव्रता 4.4 मापी गई है। जानकारी के अनुसार, भूकंप रात करीब 11:30 बजे आया। इसका केंद्र कोरापुट जिले के जयेपुर (जयपुर) क्षेत्र के पास बताया जा रहा है, जो सुनाबेड़ा से लगभग 30 से 35 किलोमीटर दूर है। भूकंप की गहराई करीब 5 किलोमीटर थी, जिसके कारण आसपास के इलाकों में झटके अधिक महसूस किए गए। झटकों के बाद लोगों में दहशत फैल गई और कई लोग घरों से बाहर निकल आए। हालांकि, अब तक किसी भी बड़े नुकसान या जान-माल की हानि की खबर नहीं है। फिलहाल स्थिति सामान्य बताई जा रही है।#Koraput #Odisha #KoraputNews #OdishaNews #Earthquake #Bhukamp #LocalNews #Jeypore #Sunabeda #BreakingNews

9 hrs ago
user_Sanjay nag
Sanjay nag
Local News Reporter କୋରାପୁଟ, କୋରାପୁଟ, ଓଡ଼ିଶା•
9 hrs ago

ओडिशा के कोरापुट जिले में शनिवार देर रात भूकंप के झटके महसूस किए गए। रिक्टर स्केल पर इस भूकंप की तीव्रता 4.4 मापी गई है। जानकारी के अनुसार, भूकंप रात करीब 11:30 बजे आया। इसका केंद्र कोरापुट जिले के जयेपुर (जयपुर) क्षेत्र के पास बताया जा रहा है, जो सुनाबेड़ा से लगभग 30 से 35 किलोमीटर दूर है। भूकंप की गहराई करीब 5 किलोमीटर थी, जिसके कारण आसपास के इलाकों में झटके अधिक महसूस किए गए। झटकों के बाद लोगों में दहशत फैल गई और कई लोग घरों से बाहर निकल आए। हालांकि, अब तक किसी भी बड़े नुकसान या जान-माल की हानि की खबर नहीं है। फिलहाल स्थिति सामान्य बताई जा रही है।#Koraput #Odisha #KoraputNews #OdishaNews #Earthquake #Bhukamp #LocalNews #Jeypore #Sunabeda #BreakingNews

More news from Kalahandi and nearby areas
  • ଜିଲ୍ଲାସ୍ତରୀୟ ଖଡିଛୁଆଁ ଓ ପ୍ରବେଶ ଉତ୍ସବ ଭବାନୀପାଟଣା : ତା. ୦୪.୦୪.୨୦୨୬ – ଓଡିଆ ପକ୍ଷ ପାଳନ ଅବସରରେ ଆଜି ଥୁଆପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଜିଲ୍ଲାସ୍ତରୀୟ ଖଡିଛୁଆଁ ଓ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ କଳାହାଣ୍ଡି ପାୱାର ସଚିନ ପ୍ରକାଶ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ ଏବଂ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ପାଠ୍ୟପୁସ୍ତକ ଜିଲ୍ଲାପାଳଙ୍କ ଦ୍ଵାରା ବଣ୍ଟନ କରାଯାଇଥିଲା । ଏହି ସମାବେଶରେ ଜିଲ୍ଲାପାଳ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହିତ ସମସ୍ତେ ଭଲ ପାଠ ପଢି ଭଲ ମଣିଷ ହେବାପାଇଁ ଆହ୍ଵାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭବାନୀପାଟଣା ଚନ୍ଦନ କୁମାର ଭୋଇ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ହେମସାଗର ମହାନନ୍ଦ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ତପିମଣି ଜାନୀ, ଏ.ବି.ଇ.ଓ. ଜଗଦୀଶ ଚନ୍ଦ୍ର ମୁଣ୍ଡ, ଜିଲ୍ଲାପରିଷଦ ସଭ୍ୟ ଦୟାନିଧି ନାଏକ, ସରପଞ୍ଚ ଦିଗାମ୍ବର ଲୁହା, ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏମ୍. ନାଗେଶ୍ଵର ରାଓ ପ୍ରମୁଖ ଯୋଗଦେଇଥିଲେ । ପ୍ରକାଶ ଥାଉକି ଓଡିଆ ପକ୍ଷ ପାଳନ ଏପ୍ରିଲ ପହିଲା ଓଡ଼ିଶା ଦିବସ ରୁ ଆରମ୍ଭ କରାଯାଇଅଛି ଏହା ଚଳିତ ମାସ ୧୪ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପାଳନ କରାଯିବ । ଶେଷରେ ଏ.ବି.ଇ.ଓ. ଶ୍ରୀ ମୁଣ୍ଡ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । କଳାହାଣ୍ଡିରୁ ରିତେଶ କୁମାର ମୁଣ୍ଡଙ୍କ ରିପୋର୍ଟ
    4
    ଜିଲ୍ଲାସ୍ତରୀୟ ଖଡିଛୁଆଁ ଓ ପ୍ରବେଶ ଉତ୍ସବ 
ଭବାନୀପାଟଣା : ତା. ୦୪.୦୪.୨୦୨୬ – ଓଡିଆ ପକ୍ଷ ପାଳନ ଅବସରରେ ଆଜି ଥୁଆପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଜିଲ୍ଲାସ୍ତରୀୟ ଖଡିଛୁଆଁ ଓ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ କଳାହାଣ୍ଡି ପାୱାର ସଚିନ ପ୍ରକାଶ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ ଏବଂ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ପାଠ୍ୟପୁସ୍ତକ ଜିଲ୍ଲାପାଳଙ୍କ ଦ୍ଵାରା ବଣ୍ଟନ କରାଯାଇଥିଲା । ଏହି ସମାବେଶରେ ଜିଲ୍ଲାପାଳ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହିତ ସମସ୍ତେ ଭଲ ପାଠ ପଢି ଭଲ ମଣିଷ ହେବାପାଇଁ ଆହ୍ଵାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭବାନୀପାଟଣା ଚନ୍ଦନ କୁମାର ଭୋଇ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ହେମସାଗର ମହାନନ୍ଦ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ତପିମଣି ଜାନୀ, ଏ.ବି.ଇ.ଓ. ଜଗଦୀଶ ଚନ୍ଦ୍ର ମୁଣ୍ଡ, ଜିଲ୍ଲାପରିଷଦ ସଭ୍ୟ ଦୟାନିଧି ନାଏକ, ସରପଞ୍ଚ ଦିଗାମ୍ବର ଲୁହା, ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏମ୍. ନାଗେଶ୍ଵର ରାଓ ପ୍ରମୁଖ ଯୋଗଦେଇଥିଲେ । ପ୍ରକାଶ ଥାଉକି ଓଡିଆ ପକ୍ଷ ପାଳନ ଏପ୍ରିଲ ପହିଲା ଓଡ଼ିଶା ଦିବସ ରୁ ଆରମ୍ଭ କରାଯାଇଅଛି ଏହା ଚଳିତ ମାସ ୧୪ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପାଳନ କରାଯିବ । ଶେଷରେ ଏ.ବି.ଇ.ଓ. ଶ୍ରୀ ମୁଣ୍ଡ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।
କଳାହାଣ୍ଡିରୁ ରିତେଶ କୁମାର ମୁଣ୍ଡଙ୍କ ରିପୋର୍ଟ
    user_ରିତେଶ ମୁଣ୍ଡ କୋକସରା ମେଡ଼ିଆ
    ରିତେଶ ମୁଣ୍ଡ କୋକସରା ମେଡ଼ିଆ
    Press advisory Kokasara, Kalahandi•
    20 hrs ago
  • ମାଥିଲିରେ ନିଖୋଜ ଘଟଣାକୁ ନେଇ ଆକ୍ରୋଶ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକର କିଆଙ୍ଗ ପଞ୍ଚାୟତ ସିନ୍ଧିଗୁଡ଼ା ଗ୍ରାମର ଜଣେ ଯୁବକ ଶଙ୍କର ପୂଜାରୀ ଗତ 24 ତାରିଖ ଠାରୁ ନିଖୋଜ ହୋଇଥିବା ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ପରିବାର ଓ ଗ୍ରାମବାସୀଙ୍କ ଚାପରେ ପୋଲିସ ତଦନ୍ତକୁ ତ୍ୱରାନ୍ୱିତ କରିବା ଦାବି ଜୋର ଧରିଛି। ସିନ୍ଧିଗୁଡ଼ା ଗ୍ରାମର ଶଙ୍କର ପୂଜାରୀ ଗତ ମଙ୍ଗଳବାର ଠାରୁ ନିଖୋଜ ହୋଇଥିବା ବେଳେ ପରିବାର ଲୋକେ ପ୍ରଥମେ ନିଜ ସମ୍ପର୍କୀୟ ଘରେ ଖୋଜାଖୋଜି କରିଥିଲେ। କିନ୍ତୁ କୌଣସି ସନ୍ଧାନ ନମିଳିବାରୁ ଗତ 30 ତାରିଖରେ ମାଥିଲି ଥାନାରେ ଅଭିଯୋଗ ଦାଖଲ କରାଯାଇଥିଲା। ଘଟଣାରେ ଗୁରୁତ୍ୱ ଦେଇ ବରିଷ୍ଠ ଆଦିବାସୀ ନେତା ଶରତ ଚନ୍ଦ୍ର ବୁରୁଦା ଗ୍ରାମକୁ ପହଞ୍ଚି ପରିସ୍ଥିତିର ଅନୁଧ୍ୟାନ କରିଥିଲେ। ଆଜି ତାଙ୍କ ନେତୃତ୍ୱରେ ଶତାଧିକ ଗ୍ରାମବାସୀ ମାଥିଲି ଥାନାକୁ ପହଞ୍ଚି ଥାନା ଅଧିକାରୀଣୀ ଦିପାଞ୍ଜଳି ପ୍ରଧାନଙ୍କ ସହ ଆଲୋଚନା କରିଥିଲେ। ପୋଲିସ ପକ୍ଷରୁ କୁହାଯାଇଛି ଯେ ନିଖୋଜ ଯୁବକଙ୍କ ସନ୍ଧାନ ପାଇଁ ସମସ୍ତ ଦିଗରୁ ତଦନ୍ତ ଜାରି ରହିଛି। ତେବେ ଗ୍ରାମବାସୀମାନେ ତ୍ୱରିତ ପଦକ୍ଷେପ ନେଇ ଶଙ୍କରଙ୍କୁ ଶୀଘ୍ର ଉଦ୍ଧାର କରିବାକୁ ଦାବି କରିଛନ୍ତି।
    1
    ମାଥିଲିରେ ନିଖୋଜ ଘଟଣାକୁ ନେଇ ଆକ୍ରୋଶ
ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକର କିଆଙ୍ଗ ପଞ୍ଚାୟତ ସିନ୍ଧିଗୁଡ଼ା ଗ୍ରାମର ଜଣେ ଯୁବକ ଶଙ୍କର ପୂଜାରୀ ଗତ 24 ତାରିଖ ଠାରୁ ନିଖୋଜ ହୋଇଥିବା ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ପରିବାର ଓ ଗ୍ରାମବାସୀଙ୍କ ଚାପରେ ପୋଲିସ ତଦନ୍ତକୁ ତ୍ୱରାନ୍ୱିତ କରିବା ଦାବି ଜୋର ଧରିଛି।
ସିନ୍ଧିଗୁଡ଼ା ଗ୍ରାମର ଶଙ୍କର ପୂଜାରୀ ଗତ ମଙ୍ଗଳବାର ଠାରୁ ନିଖୋଜ ହୋଇଥିବା ବେଳେ ପରିବାର ଲୋକେ ପ୍ରଥମେ ନିଜ ସମ୍ପର୍କୀୟ ଘରେ ଖୋଜାଖୋଜି କରିଥିଲେ। କିନ୍ତୁ କୌଣସି ସନ୍ଧାନ ନମିଳିବାରୁ ଗତ 30 ତାରିଖରେ ମାଥିଲି ଥାନାରେ ଅଭିଯୋଗ ଦାଖଲ କରାଯାଇଥିଲା।
ଘଟଣାରେ ଗୁରୁତ୍ୱ ଦେଇ ବରିଷ୍ଠ ଆଦିବାସୀ ନେତା ଶରତ ଚନ୍ଦ୍ର ବୁରୁଦା ଗ୍ରାମକୁ ପହଞ୍ଚି ପରିସ୍ଥିତିର ଅନୁଧ୍ୟାନ କରିଥିଲେ। ଆଜି ତାଙ୍କ ନେତୃତ୍ୱରେ ଶତାଧିକ ଗ୍ରାମବାସୀ ମାଥିଲି ଥାନାକୁ ପହଞ୍ଚି ଥାନା ଅଧିକାରୀଣୀ ଦିପାଞ୍ଜଳି ପ୍ରଧାନଙ୍କ ସହ ଆଲୋଚନା କରିଥିଲେ।
ପୋଲିସ ପକ୍ଷରୁ କୁହାଯାଇଛି ଯେ ନିଖୋଜ ଯୁବକଙ୍କ ସନ୍ଧାନ ପାଇଁ ସମସ୍ତ ଦିଗରୁ ତଦନ୍ତ ଜାରି ରହିଛି। ତେବେ ଗ୍ରାମବାସୀମାନେ ତ୍ୱରିତ ପଦକ୍ଷେପ ନେଇ ଶଙ୍କରଙ୍କୁ ଶୀଘ୍ର ଉଦ୍ଧାର କରିବାକୁ ଦାବି କରିଛନ୍ତି।
    user_The Malkangiri news
    The Malkangiri news
    ସାମ୍ବାଦିକ ମାଲକାନଗିରି, ମାଲକାନଗିରି, ଓଡ଼ିଶା•
    23 hrs ago
  • ଧରା ପଡ଼ିଗଲା ବାଇକ ଚୋର ।
    1
    ଧରା ପଡ଼ିଗଲା ବାଇକ ଚୋର ।
    user_AK14TV
    AK14TV
    ସାମ୍ବାଦିକ ପାରଳାଖେମୁଣ୍ଡି, ଗଜପତି, ଓଡ଼ିଶା•
    5 hrs ago
  • ପୂଣ୍ୟ ଶୁକ୍ରବାର ଓ ପୁନରୁତ୍ଥାନ ରବିବାର ଅବସରରେ ଆୟୋଜିତ ହୋଇଛି ମେଗା ରକ୍ତଦାନ ଶିବିର। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ସେଣ୍ଟ ଜୋସେଫ କ୍ୟାଥୋଲିକ ଚର୍ଚ୍ଚ ପରିସରରେ ଆୟୋଜିତ ହୋଇଛି ରକ୍ତ ଦାନ ଶିବିର। ସେଣ୍ଟ ଜୋସେଫ କ୍ୟାଥୋଲିକ ଚର୍ଚ୍ଚ ପକ୍ଷରୁ ଆୟୋଜିତ ଏହି ଶିବିରରେ ପାରଳାଖେମୁଣ୍ଡି ବିଧାୟକ ଇଞ୍ଜିନିୟର ରୁପେଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସାନ୍ତନୁ ପାଢ଼ୀ ଓ ସାରା ଚକ୍ଷୁ ଚିକିତ୍ସାଳୟ ର ନିର୍ଦ୍ଦେଶକ ତଥା ଚକ୍ଷୁ ବିଶେଷଜ୍ଞ ଡ: ପ୍ରଦୀପ କୁମାର ସ୍ବାଇଁ ଯୋଗ ଦେଇ ରକ୍ତ ଦାତାଙ୍କୁ ଉତ୍ସାହିତ କରିଥିଲେ। ରକ୍ତଦାନ ଶିବିରର ମୂଳ ଉଦ୍ଦେଶ୍ୟ ମାନବ ଜାତିର ସ୍ବାର୍ଥ ପାଇଁ ଯୀଶୁ ଖ୍ରୀଷ୍ଟ ଯେପରି ନିଜର ଶେଷ ରକ୍ତ ବିନ୍ଦୁକୁ ଦାନ କରିଦେଇଛନ୍ତି ତାହାର ଅନୁକରଣ କରି ରକ୍ତଦାନ ଦ୍ବାରା ରକ୍ତ ଅଭାବ କାରଣରୁ ଅନେକଙ୍କ ଜୀବନ ରକ୍ଷା ପାଇପାରିବ ଏହାହିଁ ଏହାର ମୂଳ ଉଦ୍ଦେଶ୍ୟ। ତେବେ ଏହି ଶିବିରରେ ୫୦ ୟୁନିଟିରୁ ଅଧିକ ରକ୍ତ ସଂଗ୍ରହ କରିବାର ଲକ୍ଷ୍ୟ ରଖାଯାଇଛି। ରକ୍ତ ଦାନ ମହାପୁଣ୍ୟ ଉକ୍ତିର ସଫଳତା ହେଉଚି ଏହି ଶିବିରର ମୂଳ ଲକ୍ଷ୍ୟ। ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଉପସ୍ଥିତ ରହି କାର୍ଯ୍ୟକୁ ପରିଚାଳନା କରିଥିଲେ । ଏଥିରେ ପାରଳାଖେମୁଣ୍ଡି କ୍ୟାଥୋଲିକ ମୁଖ୍ୟ ଯାଜକ ଶ୍ରୀ ଅଜିତ କୁମାର ନାୟକ , ସମାଜ ସେବୀ ଶ୍ରୀ ଲାଜାର ଲିମା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।
    1
    ପୂଣ୍ୟ ଶୁକ୍ରବାର ଓ ପୁନରୁତ୍ଥାନ ରବିବାର ଅବସରରେ ଆୟୋଜିତ ହୋଇଛି ମେଗା ରକ୍ତଦାନ ଶିବିର।  ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ସେଣ୍ଟ ଜୋସେଫ କ୍ୟାଥୋଲିକ ଚର୍ଚ୍ଚ ପରିସରରେ ଆୟୋଜିତ ହୋଇଛି ରକ୍ତ ଦାନ ଶିବିର। ସେଣ୍ଟ ଜୋସେଫ କ୍ୟାଥୋଲିକ ଚର୍ଚ୍ଚ ପକ୍ଷରୁ ଆୟୋଜିତ ଏହି ଶିବିରରେ ପାରଳାଖେମୁଣ୍ଡି ବିଧାୟକ ଇଞ୍ଜିନିୟର ରୁପେଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି।  ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସାନ୍ତନୁ ପାଢ଼ୀ ଓ ସାରା ଚକ୍ଷୁ ଚିକିତ୍ସାଳୟ ର ନିର୍ଦ୍ଦେଶକ ତଥା ଚକ୍ଷୁ ବିଶେଷଜ୍ଞ  ଡ: ପ୍ରଦୀପ କୁମାର ସ୍ବାଇଁ ଯୋଗ ଦେଇ ରକ୍ତ ଦାତାଙ୍କୁ ଉତ୍ସାହିତ କରିଥିଲେ। ରକ୍ତଦାନ ଶିବିରର ମୂଳ ଉଦ୍ଦେଶ୍ୟ ମାନବ ଜାତିର ସ୍ବାର୍ଥ ପାଇଁ ଯୀଶୁ ଖ୍ରୀଷ୍ଟ ଯେପରି ନିଜର ଶେଷ ରକ୍ତ ବିନ୍ଦୁକୁ ଦାନ କରିଦେଇଛନ୍ତି ତାହାର ଅନୁକରଣ କରି ରକ୍ତଦାନ ଦ୍ବାରା ରକ୍ତ ଅଭାବ କାରଣରୁ ଅନେକଙ୍କ ଜୀବନ ରକ୍ଷା ପାଇପାରିବ ଏହାହିଁ ଏହାର ମୂଳ ଉଦ୍ଦେଶ୍ୟ। ତେବେ ଏହି ଶିବିରରେ ୫୦ ୟୁନିଟିରୁ ଅଧିକ ରକ୍ତ ସଂଗ୍ରହ କରିବାର ଲକ୍ଷ୍ୟ ରଖାଯାଇଛି। ରକ୍ତ ଦାନ ମହାପୁଣ୍ୟ ଉକ୍ତିର ସଫଳତା ହେଉଚି ଏହି ଶିବିରର ମୂଳ ଲକ୍ଷ୍ୟ। ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଉପସ୍ଥିତ ରହି କାର୍ଯ୍ୟକୁ ପରିଚାଳନା କରିଥିଲେ । ଏଥିରେ ପାରଳାଖେମୁଣ୍ଡି କ୍ୟାଥୋଲିକ ମୁଖ୍ୟ ଯାଜକ ଶ୍ରୀ ଅଜିତ କୁମାର ନାୟକ , ସମାଜ ସେବୀ ଶ୍ରୀ ଲାଜାର ଲିମା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।
    user_KHABAR TARANGA
    KHABAR TARANGA
    ସେରଙ୍ଗୋ, ଗଜପତି, ଓଡ଼ିଶା•
    6 hrs ago
  • Post by Ansubhai Pandey
    1
    Post by Ansubhai Pandey
    user_Ansubhai Pandey
    Ansubhai Pandey
    ମୋହନା, ଗଜପତି, ଓଡ଼ିଶା•
    9 hrs ago
  • #♥️♥️♥️🙂♥️♥️♥️♥️♥️
    1
    #♥️♥️♥️🙂♥️♥️♥️♥️♥️
    user_Bighne Rana
    Bighne Rana
    Dancer ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    10 hrs ago
  • #ପାହାଡ଼_ତଳେ_ମିଳିଲା_44Kgଗଞ୍ଜେଇ_ଜଣେ_ଗିରଫ ଦଶମନ୍ତପୁରର କୁନ୍ଦୁପୁଟ ଅଂଚଳରେ 44Kg ଗଞ୍ଜେଇ ସହ ଜଣେ ଗିରଫ,ଗଞ୍ଜେଇର ଆନୁମାନିକ ମୂଲ୍ୟ 5ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ #Deshduniyakhabar24 #koraput
    1
    #ପାହାଡ଼_ତଳେ_ମିଳିଲା_44Kgଗଞ୍ଜେଇ_ଜଣେ_ଗିରଫ
ଦଶମନ୍ତପୁରର କୁନ୍ଦୁପୁଟ ଅଂଚଳରେ 44Kg ଗଞ୍ଜେଇ ସହ ଜଣେ ଗିରଫ,ଗଞ୍ଜେଇର ଆନୁମାନିକ ମୂଲ୍ୟ 5ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ #Deshduniyakhabar24 #koraput
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    20 hrs ago
  • ଜିଲ୍ଲା ସ୍ତରୀୟ ପ୍ରବେଶ ଉତ୍ସବ ଏବଂ ଖଡିଛୁଆଁ କାର୍ଯ୍ୟକ୍ରମ ଆରମ୍ଭ ପାରଳାଖେମୁଣ୍ଡି-ସ୍ଥାନୀୟ ମହେନ୍ଦ୍ରଗିରି (ପୌର) ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ପ୍ରବେଶ ଉତ୍ସବ ଏବଂ ଖଡିଛୁଆଁ ଆରମ୍ଭ ହୋଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ଡ. ମାୟାଧର ସାହୁଂକର ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ତଥା ସମ୍ମାନିତ ଅତିଥି ଭାବେ ଗଜପତି ଜିଲ୍ଲା ପରିଷଦର ଅଧକ୍ଷ ଗାବରା ତିରୁପତି ରାଓ, ପାରଳାଖେମୁଣ୍ଡି ପୌର ପରିଷଦର ଅଧ୍ୟକ୍ଷା ନିର୍ମଳା ସେଠୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଏସ୍. ଗିରିଧର,ଓ୍ୱାର୍ଡ କାଉନସିଲର ବାଳକ୍ରୁଷ୍ଣ ପାତ୍ର ଓ ବିଭୂତି ଭୂଷଣ ବେହେରା, ସାଂସଦ ପ୍ରତିନିଧି ଦାରାପୁ ଚିଟ୍ଟି ଏବଂ ଡାଇଟ୍ ର ଅଧ୍ୟକ୍ଷ ଡାକ୍ତର ମୁର୍ମୁ ମଂଚାସୀନ ଥିଲେ। ବକ୍ତାମାନେ ଶିକ୍ଷାନୀତି ୨୦୨୦ ର ବିଶେଷତ୍ୱ କୁ ଆଧାର କରି ଶିଶୁ ବାଟିକା ଓ ପ୍ରଥମ ଶ୍ରେଣୀରେ ନାମଲେଖା ଗୁରୁତ୍ବ ଦେବା ସହ ସମସ୍ତ ୫ ରୁ ୧୮ ବର୍ଷ ବାଳକ ବାଳିକା ମାନଂକୁ ଶିକ୍ଷାର ମୁଖ୍ୟ ସ୍ରୋତରେ ନେବାପାଇଁ ଆହ୍ବାନ କରିଥିଲେ। ଏହି ଅବସରରେ ଶିଶୁମାନଙ୍କୁ ଅତିଥି ମାନେ ଅକ୍ଷର ଲେଖିବା ଶିଖାଇଥିଲେ। ଏହାକୁ ପ୍ରଧାନ ଶିକ୍ଷକ ପୂର୍ଣଚନ୍ଦ୍ର ପ୍ରଧାନ ତଥା ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ସହଯୋଗ କରିଥିଲେ। ୩ଟି ପ୍ରଚାର ଓ ପ୍ରସାର ଗାଡିକୁ ମୁଖ୍ୟ ଅତିଥି ସବୁଜ ପତାକା ଦେଖାଇଥିଲେ। ଏହା ଗୋଷାଣି, କାଶୀନଗର ଓ ଗୁମ୍ମା ବ୍ଲକ ଯାଇ ସଚେତନ କରାଇବ। ସମସ୍ତ ୭ଟି ବ୍ଲକରେ ଆଜି ଏହି ନାମଲେଖା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।
    1
    ଜିଲ୍ଲା ସ୍ତରୀୟ ପ୍ରବେଶ ଉତ୍ସବ ଏବଂ  ଖଡିଛୁଆଁ କାର୍ଯ୍ୟକ୍ରମ ଆରମ୍ଭ
ପାରଳାଖେମୁଣ୍ଡି-ସ୍ଥାନୀୟ ମହେନ୍ଦ୍ରଗିରି (ପୌର) ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ପ୍ରବେଶ ଉତ୍ସବ ଏବଂ ଖଡିଛୁଆଁ ଆରମ୍ଭ ହୋଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ଡ. ମାୟାଧର ସାହୁଂକର ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ତଥା ସମ୍ମାନିତ ଅତିଥି ଭାବେ ଗଜପତି ଜିଲ୍ଲା ପରିଷଦର ଅଧକ୍ଷ ଗାବରା ତିରୁପତି ରାଓ, ପାରଳାଖେମୁଣ୍ଡି ପୌର ପରିଷଦର ଅଧ୍ୟକ୍ଷା ନିର୍ମଳା ସେଠୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ  ଏସ୍. ଗିରିଧର,ଓ୍ୱାର୍ଡ କାଉନସିଲର ବାଳକ୍ରୁଷ୍ଣ ପାତ୍ର ଓ ବିଭୂତି ଭୂଷଣ ବେହେରା, ସାଂସଦ ପ୍ରତିନିଧି ଦାରାପୁ ଚିଟ୍ଟି ଏବଂ ଡାଇଟ୍ ର ଅଧ୍ୟକ୍ଷ ଡାକ୍ତର ମୁର୍ମୁ ମଂଚାସୀନ ଥିଲେ। ବକ୍ତାମାନେ ଶିକ୍ଷାନୀତି ୨୦୨୦ ର ବିଶେଷତ୍ୱ କୁ ଆଧାର କରି ଶିଶୁ ବାଟିକା ଓ ପ୍ରଥମ ଶ୍ରେଣୀରେ ନାମଲେଖା ଗୁରୁତ୍ବ ଦେବା ସହ ସମସ୍ତ ୫ ରୁ ୧୮ ବର୍ଷ ବାଳକ ବାଳିକା ମାନଂକୁ ଶିକ୍ଷାର ମୁଖ୍ୟ ସ୍ରୋତରେ ନେବାପାଇଁ ଆହ୍ବାନ କରିଥିଲେ। ଏହି ଅବସରରେ ଶିଶୁମାନଙ୍କୁ ଅତିଥି ମାନେ ଅକ୍ଷର ଲେଖିବା ଶିଖାଇଥିଲେ। ଏହାକୁ ପ୍ରଧାନ ଶିକ୍ଷକ ପୂର୍ଣଚନ୍ଦ୍ର ପ୍ରଧାନ ତଥା ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ସହଯୋଗ କରିଥିଲେ। ୩ଟି ପ୍ରଚାର ଓ ପ୍ରସାର ଗାଡିକୁ ମୁଖ୍ୟ ଅତିଥି ସବୁଜ ପତାକା ଦେଖାଇଥିଲେ। ଏହା ଗୋଷାଣି, କାଶୀନଗର ଓ ଗୁମ୍ମା ବ୍ଲକ ଯାଇ ସଚେତନ କରାଇବ। ସମସ୍ତ ୭ଟି ବ୍ଲକରେ ଆଜି ଏହି ନାମଲେଖା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।
    user_KHABAR TARANGA
    KHABAR TARANGA
    ସେରଙ୍ଗୋ, ଗଜପତି, ଓଡ଼ିଶା•
    6 hrs ago
  • ଉତ୍କଳ ଦିବସ -2026 ଆଜି ଉତ୍କଳ ଦିବସ ଉପଲକ୍ଷେ ରାୟଗଡା ସ୍ଥିତ ସାଇପ୍ରିୟା ୱେଲଫେୟାର୍ ଟ୍ରସ୍ଟ୍ ତରଫରୁ ମୃଦୁପାନୀୟ ଜଳ ଓ ଫଳମୂଳ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହା ଫଳରେ ରାୟଗଡା ଜନସାଧାରଣ ଏହାର ଉପକାର ଉଠାଇଥିଲେ ଏବଂ ସମସ୍ତେ ଖୁସି ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାୟଗଡା ସ୍ଥିତ ସାଇପ୍ରିୟା ୱେଲଫେୟାର୍ ଟ୍ରସ୍ଟ୍ର ସମସ୍ତ କାର୍ଯ୍ୟକର୍ତ୍ତା କମିଟି ସଦସ୍ୟମାନେ
    1
    ଉତ୍କଳ ଦିବସ -2026
ଆଜି ଉତ୍କଳ ଦିବସ ଉପଲକ୍ଷେ ରାୟଗଡା ସ୍ଥିତ ସାଇପ୍ରିୟା ୱେଲଫେୟାର୍ ଟ୍ରସ୍ଟ୍ ତରଫରୁ ମୃଦୁପାନୀୟ ଜଳ  ଓ ଫଳମୂଳ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
ଏହା ଫଳରେ ରାୟଗଡା ଜନସାଧାରଣ ଏହାର ଉପକାର ଉଠାଇଥିଲେ ଏବଂ ସମସ୍ତେ ଖୁସି ପ୍ରକାଶ କରିଥିଲେ।
ଏହି କାର୍ଯ୍ୟକ୍ରମରେ ରାୟଗଡା ସ୍ଥିତ ସାଇପ୍ରିୟା ୱେଲଫେୟାର୍ ଟ୍ରସ୍ଟ୍ର ସମସ୍ତ କାର୍ଯ୍ୟକର୍ତ୍ତା କମିଟି ସଦସ୍ୟମାନେ
    user_OWNER-PUBLISHER-PRINTER-EDITOR
    OWNER-PUBLISHER-PRINTER-EDITOR
    Advertising agency ବାଲିଗୁଡା, କନ୍ଧମାଳ, ଓଡ଼ିଶା•
    4 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.