ପଡ଼ିଆ ପଞ୍ଚାୟତ ମୋଟମଗୁଡ଼ାରୁ ଝାଡେଶ୍ୱର ମନ୍ଦିର ଯିବା କଂକ୍ରିଟ ରାସ୍ତା କାହା ଭାଗରେ କେତେ.. *କାର୍ଯ୍ୟରେ ନିମ୍ନ ମାନର ଅଭିଯୋଗ ଆଣିଛନ୍ତି ମନ୍ଦିରର ମୁଖ୍ୟ ପୂଜକ* ମାଲକାନଗିରି ଜିଲ୍ଲା ପଡିଆ ବ୍ଲକର ମୋଟମଗୁଡା ଦେଈ ଆର୍ଥିକ ବର୍ଷ ୨୦୨୫-୨୬, ୫ମ ଏସ ଏଫ ସୀ ଯୋଜନା ଅନ୍ତର୍ଭୁକ୍ତ ଅଟକଳ ମୂଲ୍ୟ ୪ ଲକ୍ଷ୍ୟ ମୂଲ୍ୟ ରେ ଯେଉଁ ସିମେଣ୍ଟ କଂକ୍ରିଟ ରାସ୍ତା ଚାଲିଛି ତାହା ନିମ୍ନ ମାନର ଅଭିଯୋଗ ଆଣିଛନ୍ତି ମୁଖ୍ୟ ପୂଜକ । ସୂଚନା ଅନୁସାରେ ଯେତେବେଳେ ମନ୍ଦିରକୁ ରାସ୍ତା ନ ଥିଲା,ବର୍ଷା ଦିନେ ଭକ୍ତ ମାନଙ୍କୁ ଝାଡେସ୍ୱର ମନ୍ଦିର କୁ ଯିବା ଆସିବା କରିବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ସେଥି ପାଇଁ ମାଲକାନଗିରି ବିଧାୟକ ଓ ପଡ଼ିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଅଭିଯୋଗ କରାଯାଇଥିଲା କି ପାହାଡ଼ରୁ ପାଣି ଆସି ରାସ୍ତା ଭାଙ୍ଗି କାଦୁଅ କରୁଛି ତା ଯୋଗୁ ପାଣି ନିଷ୍କାସନ ପାଇଁ ନାଳ ଦରକାର କିନ୍ତୁ ତାହା ହେଇପାରିଲାନି । ଆଉ ରାସ୍ତା କେବଳ ବାଲି ମାରି କଂକ୍ରିଟ କରିଦେଉଛନ୍ତି ଅଳ୍ପ ଖୋଳି ଦୁଇପଟରୁ ମଝିରେ କେବଳ ବାଲି ପକାଇ ତାହା ଉପରେ ମାତ୍ର ତିନି ଇଞ୍ଚ ମେଟଲ୍ କଂକ୍ରିଟ କରି ଛାଡ଼ି ଦେଲେ ।ଯାହା ଅଳ୍ପ ଦିନ ପରେ ଭାଙ୍ଗିଯିବାର ସମ୍ଭାବନା ଅଛି । ଏତେ ଅଭିଯୋଗ ପରେ ବି ତରବରିଆ ଭାବେ ନିମ୍ନ ମାନର କାମ କରି ରାତାରାତି ସାରିବାକୁ ବସିଛନ୍ତି ଠିକାଦାର । ରାସ୍ତା କାମ ଖାଲି ମେଟଲରେ କରାଯାଉଛି, ଚିପ୍ସ ଜମା ବ୍ୟବହାର କରୁନାହାନ୍ତି । କିଉରିଂ ନ କରିବା ଫଳରେ ରାସ୍ତା କଂକ୍ରିଟର ରଙ୍ଗ ବଦଳି ଯାଇଛି । ଏଣୁ ଏହି ନିମ୍ନ ମାନର କାର୍ଯ୍ୟ ର ଜିଲ୍ଲା ସ୍ତରୀୟ ଅଧିକାରୀ ଙ୍କ ଦ୍ୱାରା ତଦନ୍ତ ଦରକାର ତେବେ ବୁଝିବାକୁ ବାକି ରହିଲା ଗଣ ମାଧ୍ୟମରେ ଖବର ପ୍ରକାଶ ହେବା ପରେ କାମରେ କେବେ ସୁଧାର ଆସିବ କେବେ ସରକାରୀ ଅର୍ଥର ହରିଲୁଟ ବନ୍ଦ ହବ ,ଦେଖିବାକୁ ବାକି ରହିଲା ।
ପଡ଼ିଆ ପଞ୍ଚାୟତ ମୋଟମଗୁଡ଼ାରୁ ଝାଡେଶ୍ୱର ମନ୍ଦିର ଯିବା କଂକ୍ରିଟ ରାସ୍ତା କାହା ଭାଗରେ କେତେ.. *କାର୍ଯ୍ୟରେ ନିମ୍ନ ମାନର ଅଭିଯୋଗ ଆଣିଛନ୍ତି ମନ୍ଦିରର ମୁଖ୍ୟ ପୂଜକ* ମାଲକାନଗିରି ଜିଲ୍ଲା ପଡିଆ ବ୍ଲକର ମୋଟମଗୁଡା ଦେଈ ଆର୍ଥିକ ବର୍ଷ ୨୦୨୫-୨୬, ୫ମ ଏସ ଏଫ ସୀ ଯୋଜନା ଅନ୍ତର୍ଭୁକ୍ତ ଅଟକଳ ମୂଲ୍ୟ ୪ ଲକ୍ଷ୍ୟ ମୂଲ୍ୟ ରେ ଯେଉଁ ସିମେଣ୍ଟ କଂକ୍ରିଟ ରାସ୍ତା ଚାଲିଛି ତାହା ନିମ୍ନ ମାନର ଅଭିଯୋଗ ଆଣିଛନ୍ତି ମୁଖ୍ୟ ପୂଜକ । ସୂଚନା
ଅନୁସାରେ ଯେତେବେଳେ ମନ୍ଦିରକୁ ରାସ୍ତା ନ ଥିଲା,ବର୍ଷା ଦିନେ ଭକ୍ତ ମାନଙ୍କୁ ଝାଡେସ୍ୱର ମନ୍ଦିର କୁ ଯିବା ଆସିବା କରିବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ସେଥି ପାଇଁ ମାଲକାନଗିରି ବିଧାୟକ ଓ ପଡ଼ିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଅଭିଯୋଗ କରାଯାଇଥିଲା କି ପାହାଡ଼ରୁ ପାଣି ଆସି ରାସ୍ତା ଭାଙ୍ଗି କାଦୁଅ କରୁଛି ତା ଯୋଗୁ ପାଣି ନିଷ୍କାସନ ପାଇଁ ନାଳ ଦରକାର କିନ୍ତୁ ତାହା ହେଇପାରିଲାନି । ଆଉ
ରାସ୍ତା କେବଳ ବାଲି ମାରି କଂକ୍ରିଟ କରିଦେଉଛନ୍ତି ଅଳ୍ପ ଖୋଳି ଦୁଇପଟରୁ ମଝିରେ କେବଳ ବାଲି ପକାଇ ତାହା ଉପରେ ମାତ୍ର ତିନି ଇଞ୍ଚ ମେଟଲ୍ କଂକ୍ରିଟ କରି ଛାଡ଼ି ଦେଲେ ।ଯାହା ଅଳ୍ପ ଦିନ ପରେ ଭାଙ୍ଗିଯିବାର ସମ୍ଭାବନା ଅଛି । ଏତେ ଅଭିଯୋଗ ପରେ ବି ତରବରିଆ ଭାବେ ନିମ୍ନ ମାନର କାମ କରି ରାତାରାତି ସାରିବାକୁ ବସିଛନ୍ତି ଠିକାଦାର । ରାସ୍ତା କାମ ଖାଲି ମେଟଲରେ କରାଯାଉଛି, ଚିପ୍ସ ଜମା ବ୍ୟବହାର
କରୁନାହାନ୍ତି । କିଉରିଂ ନ କରିବା ଫଳରେ ରାସ୍ତା କଂକ୍ରିଟର ରଙ୍ଗ ବଦଳି ଯାଇଛି । ଏଣୁ ଏହି ନିମ୍ନ ମାନର କାର୍ଯ୍ୟ ର ଜିଲ୍ଲା ସ୍ତରୀୟ ଅଧିକାରୀ ଙ୍କ ଦ୍ୱାରା ତଦନ୍ତ ଦରକାର ତେବେ ବୁଝିବାକୁ ବାକି ରହିଲା ଗଣ ମାଧ୍ୟମରେ ଖବର ପ୍ରକାଶ ହେବା ପରେ କାମରେ କେବେ ସୁଧାର ଆସିବ କେବେ ସରକାରୀ ଅର୍ଥର ହରିଲୁଟ ବନ୍ଦ ହବ ,ଦେଖିବାକୁ ବାକି ରହିଲା ।
- କୋଟପାଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼କ୍ଟର ରଞ୍ଜିତ ଦାସଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା1
- କୋରାପୁଟ: କୋରାପୁଟ ଜିଲ୍ଲାରେ ବିଜେପି ଦଳର 47ତମ ସ୍ଥାପନା ଦିବସ ଉତ୍ସାହର ସହିତ ପାଳନ କରାଯାଇଛି। ଏହି ଅବସରରେ ବିଭିନ୍ନ କାର୍ୟକ୍ରମ ଆୟୋଜନ ହୋଇଥିବାବେଳେ ଦଳୀୟ କର୍ମୀମାନେ ବୃହତ୍ ସଂଖ୍ୟାରେ ଯୋଗଦେଇଥିଲେ। ଅବସରରେ କୋରାପୁଟ ବିଧାୟକ ରଘୁରାମ ମାଛ କହିଥିଲେ ଯେ, “ଶଙ୍ଖ ଯେପରି ଭାଙ୍ଗି ଭାଙ୍ଗି ଯାଉଛି, ହାତ ଛିଣ୍ଡି ଛିଣ୍ଡି ଯାଉଛି, ସେପରି ପଦ୍ମ ଫୁଟି ଫୁଟି ଯାଉଛି। ଆଗାମୀ ଦିନରେ ପଦ୍ମ ଯେଉଁଠିକୁ ଯିବ ସେଠି ଫୁଟିବ,” ବୋଲି ସେ ଦାବି କରିଥିଲେ।1
- ପାନୀୟ ଜଳ ଓ ରାସ୍ତା ମରାମତି ଲାଗି ଗୁହାରି, ପ୍ରଶାସନ ଅବହେଳା କଲେ ଆନ୍ଦୋଳନ ଲାଗି ଚେତାବନୀ : ସ୍ବାଧୀନତାର ଦୀର୍ଘ ବର୍ଷପରେ ମଧ୍ୟ ଗ୍ରାମରେ ସରକାରୀ ଯୋଜନା ଅପହଞ୍ଚ ଥିବା ଅଭିଯୋଗ। ଏ ପରି ଏକ ଅଭିଯୋଗ ଆସିଛି ଗଜପତି ଜିଲ୍ଲା,ରାୟଗଡ ବ୍ଲକ ଡମ୍ବlଳ ପଞ୍ଚାୟତ ଅନ୍ତର୍ଗତ ଉପର- ରୁଇସିଙ୍ଗି ଗ୍ରାମରୁ। ଅଭିଯୋଗ ପ୍ରକାରେ ଏହି ଗ୍ରାମରେ ବହୁ ଦୀର୍ଘ ବର୍ଷ ରୁ ବସବାସ କରି ଆସନ୍ତି ପ୍ରାୟ ୨୩ ଘର ର ପ୍ରାୟ ଦୁଇଶହ ଜଣ ବାସିନ୍ଦା । ସେ ଗାଁ ରେ ନା ଅଛି ପାନୀୟ ଜଳ ଯୋଗାଣ ସୁବିଧା, ନା ଅଛି ରାସ୍ତା ଘାଟ ର ସୁବିଧା, ୨୩ ଘର ବାସିନ୍ଦା ଙ୍କ ମଧ୍ୟରେ ଏଯାଇ ମିଳିଛି କେବଳ ଦୁଇ ଗୋଟି ଆବାସ ଘର। ଗାଁ ରେ ଥିଲା ଗୋଟିଏ ପ୍ରାଥମିକ ବିଦ୍ୟାଳୟ ତାହା ମଧ୍ୟ ବର୍ତ୍ତମାନ ବନ୍ଦ ହୋଇଯାଇଛି। ରାସ୍ତା ଘାଟ ଶୋଚନୀୟ ଅବସ୍ଥା ଲାଗି ରୋଗୀ ସେବା, ଗର୍ଭବତୀ ପ୍ରସ୍ତୁତି ସେବା, ବୃଦ୍ଧା ବୃଦ୍ଧି ଙ୍କ ଲାଗି ଯାତାୟାତ କଷ୍ଟକର, ବିଦ୍ୟାଳୟ କୁ ଯିବାକୁ ପିଲାଙ୍କ ଅସୁବିଧାରୁ ପାଠ ପଢ଼ା ଅଧାରୁ ବନ୍ଦ ହେବାକୁ ଲାଗିଛି। ଏ ସବୁ ସମାଧାନ ଲାଗି ପଞ୍ଚାୟତ, ବ୍ଲକ,ଜିଲ୍ଲା ଅଭିଯୋଗ ଶୁଣାଣି ରେ ଅଭିଯୋଗ କରି ଆସୁଥିଲେ ମଧ୍ୟ କିଛି ଫଳ ପାଇନଥିବାରୁ ପୁନର୍ବାର ଗଣ ମାଧ୍ୟମ ଜରିଆରେ ସରକାରଙ୍କୁ ଅନୁରୋଧ କରିଛନ୍ତି ଗ୍ରାମବାସୀ। ଏଥର ପ୍ରଶାସନ ଗୁହାରି ନ ଶୁଣନ୍ତି ତାହା ହେଲେ ଆଗାମୀ ଦିନରେ ମୁଖ୍ୟ ରାସ୍ତାରେ ଅନ୍ଦୋଳନ ସହ ଭୋଟ ବର୍ଜନର ଚେତାବନୀ ଦେଇଛନ୍ତି।1
- ପେଗଡା ଗ୍ରାମ ରେ ଅଟୋ ଏବଂ କାର ମଧ୍ୟରେ ମୁହାଁ ମୁହିଁ ଧକା ।1
- Post by Jitendra sahu1
- Post by Aasis Anisha1
- କୋଟପାଡ଼ରେ କୁଆ ପଥର ଘଡ଼ଘଡି ସହ ପ୍ରବଳ ବର୍ଷା1
- ଆସନ୍ତା ଅପ୍ରେଲ ୧୨ ତାରିଖ ଦିନ ଜୟପୁର ପାରାବେଡା ଛକ ନିକଟରେ ମା ଦଣ୍ଡକାଳୀଙ୍କ ପୂଜା ଅନୁଷ୍ଠିତ ହେବ। ଏହି ପବିତ୍ର ଅବସରରେ ସମସ୍ତ ଭକ୍ତଜନଙ୍କୁ ମାଙ୍କ ଦର୍ଶନ ପାଇଁ ସାଦର ନିମନ୍ତ୍ରଣ। ଆସନ୍ତୁ ଏବଂ ମାଙ୍କର ଆଶୀର୍ବାଦ ଗ୍ରହଣ କରନ୍ତୁ। 🙏1
- ଜଙ୍ଗଲକୁ ନିଅ ଦାଉରୁ ରକ୍ଷା କରିବା ପାଇଁ ସଚେତନତା ଶିବିର ଅନୁଷ୍ଠିତ.... ଗଜପତି ଜିଲ୍ଲା ରାୟଗଡର ଡମ୍ବାପୁର ଠାରେ ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ କେ ନାଗରାଜୁ ଓ ମହେନ୍ଦ୍ର ବନାଞ୍ଚଳ ଅଧିକାରୀ ଅମିତ ସୁଭ୍ରଜିତଙ୍କ ନିର୍ଦ୍ଧେଶକ୍ରମେ ରାୟଗଡ ବନପାଳ ଗୀତାଞ୍ଜଳି ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଡ଼ମ୍ବାପୁର ଠାରେ ଆଖପାଖ ଅଞ୍ଚଳର ଲୋକଙ୍କୁ ନେଇ ଜଙ୍ଗଲକୁ ନିଅ ଦାଉରୁ ରକ୍ଷା କରିବା ପାଇଁ ସଚେତନତା କାର୍ଯ୍ୟକ୍ରମ କରାଯିବା ସହ ମହିଳା ମାନଙ୍କୁ ନେଇ ନିଆରା ଢଙ୍ଗରେ ମ୍ୟୁଜିକାଲ ଚେୟାର ଖେଳ ଅନୁଷ୍ଟିତ କରି ସଚେତନ କରିଥିବା ଦେଖେଇବାକୁ ମିଳିଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ୱାଡ଼ ମେମ୍ବର ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ଆଶା, ବନ ରକ୍ଷୀ ଲକ୍ଷ୍ମୀ ପ୍ରିୟାସାହୁ, ଅବିର ପାତ୍ର, ସନ୍ତସ ସାମଲ, ବେଞ୍ଜାମିନ ରାଇତ, ଏସୀୟ ଗମାଙ୍ଗ ଅଚ୍ୟୁତ ଶବର, ଅଶୋକ କୁମାର ନାୟକ ଥିବାବେଳେ ସମସ୍ତ ବନ କର୍ମଚାରି ସୋହୋଯୋଗ କରିଥିଲେ। ଗଜପତି ଜିଲ୍ଲା ରୁ ଟିକି ଲିମା ଙ୍କ ରିପୋର୍ଟ ଖବର ତରଙ୍ଗ1