logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

କୋରାପୁଟ: କୋରାପୁଟ ଜିଲ୍ଲାରେ ବିଜେପି ଦଳର 47ତମ ସ୍ଥାପନା ଦିବସ ଉତ୍ସାହର ସହିତ ପାଳନ କରାଯାଇଛି। ଏହି ଅବସରରେ ବିଭିନ୍ନ କାର୍ୟକ୍ରମ ଆୟୋଜନ ହୋଇଥିବାବେଳେ ଦଳୀୟ କର୍ମୀମାନେ ବୃହତ୍ ସଂଖ୍ୟାରେ ଯୋଗଦେଇଥିଲେ। ଅବସରରେ କୋରାପୁଟ ବିଧାୟକ ରଘୁରାମ ମାଛ କହିଥିଲେ ଯେ, “ଶଙ୍ଖ ଯେପରି ଭାଙ୍ଗି ଭାଙ୍ଗି ଯାଉଛି, ହାତ ଛିଣ୍ଡି ଛିଣ୍ଡି ଯାଉଛି, ସେପରି ପଦ୍ମ ଫୁଟି ଫୁଟି ଯାଉଛି। ଆଗାମୀ ଦିନରେ ପଦ୍ମ ଯେଉଁଠିକୁ ଯିବ ସେଠି ଫୁଟିବ,” ବୋଲି ସେ ଦାବି କରିଥିଲେ। କୋରାପୁଟ: କୋରାପୁଟ ଜିଲ୍ଲାରେ ବିଜେପି ଦଳର 47ତମ ସ୍ଥାପନା ଦିବସ ଉତ୍ସାହର ସହିତ ପାଳନ କରାଯାଇଛି। ଏହି ଅବସରରେ ବିଭିନ୍ନ କାର୍ୟକ୍ରମ ଆୟୋଜନ ହୋଇଥିବାବେଳେ ଦଳୀୟ କର୍ମୀମାନେ ବୃହତ୍ ସଂଖ୍ୟାରେ ଯୋଗଦେଇଥିଲେ। ଅବସରରେ କୋରାପୁଟ ବିଧାୟକ ରଘୁରାମ ମାଛ କହିଥିଲେ ଯେ, “ଶଙ୍ଖ ଯେପରି ଭାଙ୍ଗି ଭାଙ୍ଗି ଯାଉଛି, ହାତ ଛିଣ୍ଡି ଛିଣ୍ଡି ଯାଉଛି, ସେପରି ପଦ୍ମ ଫୁଟି ଫୁଟି ଯାଉଛି। ଆଗାମୀ ଦିନରେ ପଦ୍ମ ଯେଉଁଠିକୁ ଯିବ ସେଠି ଫୁଟିବ,” ବୋଲି ସେ ଦାବି କରିଥିଲେ।

9 hrs ago
user_UD MEDIA NEWS
UD MEDIA NEWS
Journalist ଜୟପୁର, କୋରାପୁଟ, ଓଡ଼ିଶା•
9 hrs ago

କୋରାପୁଟ: କୋରାପୁଟ ଜିଲ୍ଲାରେ ବିଜେପି ଦଳର 47ତମ ସ୍ଥାପନା ଦିବସ ଉତ୍ସାହର ସହିତ ପାଳନ କରାଯାଇଛି। ଏହି ଅବସରରେ ବିଭିନ୍ନ କାର୍ୟକ୍ରମ ଆୟୋଜନ ହୋଇଥିବାବେଳେ ଦଳୀୟ କର୍ମୀମାନେ ବୃହତ୍ ସଂଖ୍ୟାରେ ଯୋଗଦେଇଥିଲେ। ଅବସରରେ କୋରାପୁଟ ବିଧାୟକ ରଘୁରାମ ମାଛ କହିଥିଲେ ଯେ, “ଶଙ୍ଖ ଯେପରି ଭାଙ୍ଗି ଭାଙ୍ଗି ଯାଉଛି, ହାତ ଛିଣ୍ଡି ଛିଣ୍ଡି ଯାଉଛି, ସେପରି ପଦ୍ମ ଫୁଟି ଫୁଟି ଯାଉଛି। ଆଗାମୀ ଦିନରେ ପଦ୍ମ ଯେଉଁଠିକୁ ଯିବ ସେଠି ଫୁଟିବ,” ବୋଲି ସେ ଦାବି କରିଥିଲେ। କୋରାପୁଟ: କୋରାପୁଟ ଜିଲ୍ଲାରେ ବିଜେପି ଦଳର 47ତମ ସ୍ଥାପନା ଦିବସ ଉତ୍ସାହର ସହିତ ପାଳନ କରାଯାଇଛି। ଏହି ଅବସରରେ ବିଭିନ୍ନ କାର୍ୟକ୍ରମ ଆୟୋଜନ ହୋଇଥିବାବେଳେ ଦଳୀୟ କର୍ମୀମାନେ ବୃହତ୍ ସଂଖ୍ୟାରେ ଯୋଗଦେଇଥିଲେ। ଅବସରରେ କୋରାପୁଟ ବିଧାୟକ ରଘୁରାମ ମାଛ କହିଥିଲେ ଯେ, “ଶଙ୍ଖ ଯେପରି ଭାଙ୍ଗି ଭାଙ୍ଗି ଯାଉଛି, ହାତ ଛିଣ୍ଡି ଛିଣ୍ଡି ଯାଉଛି, ସେପରି ପଦ୍ମ ଫୁଟି ଫୁଟି ଯାଉଛି। ଆଗାମୀ ଦିନରେ ପଦ୍ମ ଯେଉଁଠିକୁ ଯିବ ସେଠି ଫୁଟିବ,” ବୋଲି ସେ ଦାବି କରିଥିଲେ।

More news from ଓଡ଼ିଶା and nearby areas
  • କୋଟପାଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼କ୍ଟର ରଞ୍ଜିତ ଦାସଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା
    1
    କୋଟପାଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼କ୍ଟର ରଞ୍ଜିତ ଦାସଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    4 hrs ago
  • ମାଥିଲି ଥାନା ଅନ୍ତର୍ଗତ ମହୁପଦର ରେ ଟ୍ରାକ୍ଟର ଓଲଟି ୨୦ ରୁ ଅଧିକ ଜଣ ଲକେ ଆହତ.... l ଭାରସାମ୍ୟ ହରାଇ ଓଲଟି ପଡିଲା ଟ୍ରାକ୍ଟର । ୨୦ ଜଣ ଗୁରୁତର ଏଭଳି ମର୍ମାହତ ସଡକ ଦୁର୍ଘଟଣା ଘଟିଛି ମାଥିଲି ଥାନା ଅନ୍ତର୍ଗତ ମହୁପଦର ପଞ୍ଚାୟତର ପେରମାରାଶି ଠାରେ । ଆକୁର ଗ୍ରାମରେ ପ୍ରତି ବର୍ଷ ମଣ୍ଡେଇ ଯାତ୍ରା ହୁଏ । ଏହି ଯାତ୍ରାରେ ଆଖପାଖ ଅଞ୍ଚଳର ଲୋକେ ଏହି ଯାତ୍ରାରେ ଯୋଗ ଦେଇଥାନ୍ତି । ମଣ୍ଡେଇ ଯାତ୍ରା ବଡ଼ ଧୁମଧାମରେ ପାଳିତ ହୋଇଥାଏ । ମଣ୍ଡେଇ ଯାତ୍ରାରେ ଯୋଗ ଦେବା ପାଇଁ ମହୁପଦର ଗ୍ରାମର ଦୁରୁଆ ନାଚ ପାର୍ଥି ଆକୁର ଗ୍ରାମରେ ଏକ ଟ୍ରାକ୍ଟର ରେ ପ୍ରାୟ ୨୦ ଜଣ,ମହିଳା ଓ ପୁରୁଷ ବସି ଯାଉଥିଲେ । ଟ୍ରାକ୍ଟର ରେ ଅତ୍ୟଦିକ ଲୋକ ବସି ଥିବା ହେତୁ ପେରମାରାଶି ପାଖରେ ଟ୍ରାକ୍ଟର ଭାରସାମ୍ୟ ହରାଇ ଓଲଟି ପଡିଲା । ଟ୍ରାକ୍ଟରରେ ବସିଥିବା ସମସ୍ତେ ଛିଟିକି ପଡ଼ିଥିଲେ । କାହାର ହାତ ଭାଙ୍ଗିଛି ତ ,କାହାର ମୁଣ୍ଡ ଫାଟି ଯାଇଛି । ଖବର ପାଇ ଆଖ ପାଖ କିଛି ଗାଁ ଲୋକ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଲୋକଙ୍କୁ ଉଦ୍ଧାର କରି ମାଥିଲି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା । ତହିଁ ମଧ୍ୟରୁ ତିନି ଜଣ ବବି ନାୟକ(୧୪),ଟୁକୁଡୁ ଦୁରୁଆ(୪୫),ସମନାଥ ଦୁରୁଆ(୧୬)ଙ୍କ ସ୍ୱାସ୍ତ୍ୟବ୍ୟସ୍ତ ଅତି ଗୁରୁତ୍ୱ ଥିବାରୁ ସେମାନଙ୍କୁ କୋରାପୁଟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନ୍ତତରିତ କରାଯାଇଛି। ଗୀତାଞ୍ଜଳି ଦାରୁଆଙ୍କ ସ୍ୱାସ୍ତ୍ୟବ୍ୟସ୍ତ ମଧ୍ୟ ଗୁରୁତ୍ୱ ଥିବାରୁ ମାଲକାନଗିରି ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ତାନାନ୍ତରିତ କରାଯାଇଛି । ଅନ୍ୟ କେତେ ଜଣଙ୍କୁ ମଧ୍ୟ କୋରାପୁଟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯିବାର ସମ୍ବାବନ ରହିଛି ।
    1
    ମାଥିଲି ଥାନା ଅନ୍ତର୍ଗତ ମହୁପଦର ରେ ଟ୍ରାକ୍ଟର ଓଲଟି ୨୦ ରୁ ଅଧିକ ଜଣ ଲକେ ଆହତ.... l
ଭାରସାମ୍ୟ ହରାଇ ଓଲଟି ପଡିଲା ଟ୍ରାକ୍ଟର । ୨୦ ଜଣ ଗୁରୁତର ଏଭଳି ମର୍ମାହତ ସଡକ ଦୁର୍ଘଟଣା ଘଟିଛି ମାଥିଲି ଥାନା ଅନ୍ତର୍ଗତ ମହୁପଦର ପଞ୍ଚାୟତର ପେରମାରାଶି ଠାରେ । ଆକୁର ଗ୍ରାମରେ ପ୍ରତି ବର୍ଷ ମଣ୍ଡେଇ ଯାତ୍ରା ହୁଏ । ଏହି ଯାତ୍ରାରେ ଆଖପାଖ ଅଞ୍ଚଳର ଲୋକେ ଏହି ଯାତ୍ରାରେ ଯୋଗ ଦେଇଥାନ୍ତି । ମଣ୍ଡେଇ ଯାତ୍ରା ବଡ଼ ଧୁମଧାମରେ ପାଳିତ ହୋଇଥାଏ । ମଣ୍ଡେଇ ଯାତ୍ରାରେ ଯୋଗ ଦେବା ପାଇଁ 
ମହୁପଦର ଗ୍ରାମର ଦୁରୁଆ ନାଚ ପାର୍ଥି ଆକୁର ଗ୍ରାମରେ ଏକ ଟ୍ରାକ୍ଟର ରେ ପ୍ରାୟ ୨୦ ଜଣ,ମହିଳା ଓ ପୁରୁଷ ବସି ଯାଉଥିଲେ । ଟ୍ରାକ୍ଟର ରେ ଅତ୍ୟଦିକ ଲୋକ ବସି ଥିବା ହେତୁ   ପେରମାରାଶି ପାଖରେ ଟ୍ରାକ୍ଟର ଭାରସାମ୍ୟ ହରାଇ ଓଲଟି ପଡିଲା । ଟ୍ରାକ୍ଟରରେ ବସିଥିବା ସମସ୍ତେ ଛିଟିକି ପଡ଼ିଥିଲେ । କାହାର ହାତ ଭାଙ୍ଗିଛି ତ ,କାହାର ମୁଣ୍ଡ ଫାଟି ଯାଇଛି । ଖବର ପାଇ ଆଖ ପାଖ କିଛି ଗାଁ ଲୋକ   ଘଟଣା ସ୍ଥଳରେ ପହଞ୍ଚି ଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଲୋକଙ୍କୁ ଉଦ୍ଧାର କରି ମାଥିଲି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା । ତହିଁ ମଧ୍ୟରୁ ତିନି ଜଣ ବବି ନାୟକ(୧୪),ଟୁକୁଡୁ ଦୁରୁଆ(୪୫),ସମନାଥ ଦୁରୁଆ(୧୬)ଙ୍କ ସ୍ୱାସ୍ତ୍ୟବ୍ୟସ୍ତ ଅତି ଗୁରୁତ୍ୱ ଥିବାରୁ ସେମାନଙ୍କୁ କୋରାପୁଟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନ୍ତତରିତ କରାଯାଇଛି। ଗୀତାଞ୍ଜଳି ଦାରୁଆଙ୍କ ସ୍ୱାସ୍ତ୍ୟବ୍ୟସ୍ତ ମଧ୍ୟ ଗୁରୁତ୍ୱ ଥିବାରୁ ମାଲକାନଗିରି ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ତାନାନ୍ତରିତ କରାଯାଇଛି । ଅନ୍ୟ କେତେ ଜଣଙ୍କୁ ମଧ୍ୟ କୋରାପୁଟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯିବାର ସମ୍ବାବନ ରହିଛି ।
    user_The Malkangiri news
    The Malkangiri news
    ସାମ୍ବାଦିକ ମାଲକାନଗିରି, ମାଲକାନଗିରି, ଓଡ଼ିଶା•
    13 hrs ago
  • ପାନୀୟ ଜଳ ଓ ରାସ୍ତା ମରାମତି ଲାଗି ଗୁହାରି, ପ୍ରଶାସନ ଅବହେଳା କଲେ ଆନ୍ଦୋଳନ ଲାଗି ଚେତାବନୀ : ସ୍ବାଧୀନତାର ଦୀର୍ଘ ବର୍ଷପରେ ମଧ୍ୟ ଗ୍ରାମରେ ସରକାରୀ ଯୋଜନା ଅପହଞ୍ଚ ଥିବା ଅଭିଯୋଗ। ଏ ପରି ଏକ ଅଭିଯୋଗ ଆସିଛି ଗଜପତି ଜିଲ୍ଲା,ରାୟଗଡ ବ୍ଲକ ଡମ୍ବlଳ ପଞ୍ଚାୟତ ଅନ୍ତର୍ଗତ ଉପର- ରୁଇସିଙ୍ଗି ଗ୍ରାମରୁ। ଅଭିଯୋଗ ପ୍ରକାରେ ଏହି ଗ୍ରାମରେ ବହୁ ଦୀର୍ଘ ବର୍ଷ ରୁ ବସବାସ କରି ଆସନ୍ତି ପ୍ରାୟ ୨୩ ଘର ର ପ୍ରାୟ ଦୁଇଶହ ଜଣ ବାସିନ୍ଦା । ସେ ଗାଁ ରେ ନା ଅଛି ପାନୀୟ ଜଳ ଯୋଗାଣ ସୁବିଧା, ନା ଅଛି ରାସ୍ତା ଘାଟ ର ସୁବିଧା, ୨୩ ଘର ବାସିନ୍ଦା ଙ୍କ ମଧ୍ୟରେ ଏଯାଇ ମିଳିଛି କେବଳ ଦୁଇ ଗୋଟି ଆବାସ ଘର। ଗାଁ ରେ ଥିଲା ଗୋଟିଏ ପ୍ରାଥମିକ ବିଦ୍ୟାଳୟ ତାହା ମଧ୍ୟ ବର୍ତ୍ତମାନ ବନ୍ଦ ହୋଇଯାଇଛି। ରାସ୍ତା ଘାଟ ଶୋଚନୀୟ ଅବସ୍ଥା ଲାଗି ରୋଗୀ ସେବା, ଗର୍ଭବତୀ ପ୍ରସ୍ତୁତି ସେବା, ବୃଦ୍ଧା ବୃଦ୍ଧି ଙ୍କ ଲାଗି ଯାତାୟାତ କଷ୍ଟକର, ବିଦ୍ୟାଳୟ କୁ ଯିବାକୁ ପିଲାଙ୍କ ଅସୁବିଧାରୁ ପାଠ ପଢ଼ା ଅଧାରୁ ବନ୍ଦ ହେବାକୁ ଲାଗିଛି। ଏ ସବୁ ସମାଧାନ ଲାଗି ପଞ୍ଚାୟତ, ବ୍ଲକ,ଜିଲ୍ଲା ଅଭିଯୋଗ ଶୁଣାଣି ରେ ଅଭିଯୋଗ କରି ଆସୁଥିଲେ ମଧ୍ୟ କିଛି ଫଳ ପାଇନଥିବାରୁ ପୁନର୍ବାର ଗଣ ମାଧ୍ୟମ ଜରିଆରେ ସରକାରଙ୍କୁ ଅନୁରୋଧ କରିଛନ୍ତି ଗ୍ରାମବାସୀ। ଏଥର ପ୍ରଶାସନ ଗୁହାରି ନ ଶୁଣନ୍ତି ତାହା ହେଲେ ଆଗାମୀ ଦିନରେ ମୁଖ୍ୟ ରାସ୍ତାରେ ଅନ୍ଦୋଳନ ସହ ଭୋଟ ବର୍ଜନର ଚେତାବନୀ ଦେଇଛନ୍ତି।
    1
    ପାନୀୟ ଜଳ ଓ ରାସ୍ତା ମରାମତି ଲାଗି ଗୁହାରି, ପ୍ରଶାସନ ଅବହେଳା କଲେ ଆନ୍ଦୋଳନ ଲାଗି ଚେତାବନୀ :
ସ୍ବାଧୀନତାର ଦୀର୍ଘ ବର୍ଷପରେ ମଧ୍ୟ ଗ୍ରାମରେ ସରକାରୀ ଯୋଜନା ଅପହଞ୍ଚ ଥିବା ଅଭିଯୋଗ।  ଏ ପରି ଏକ ଅଭିଯୋଗ ଆସିଛି ଗଜପତି ଜିଲ୍ଲା,ରାୟଗଡ ବ୍ଲକ  ଡମ୍ବlଳ ପଞ୍ଚାୟତ ଅନ୍ତର୍ଗତ ଉପର- ରୁଇସିଙ୍ଗି ଗ୍ରାମରୁ। ଅଭିଯୋଗ ପ୍ରକାରେ ଏହି ଗ୍ରାମରେ ବହୁ ଦୀର୍ଘ ବର୍ଷ ରୁ ବସବାସ କରି ଆସନ୍ତି ପ୍ରାୟ ୨୩ ଘର ର ପ୍ରାୟ ଦୁଇଶହ ଜଣ ବାସିନ୍ଦା । ସେ ଗାଁ ରେ ନା ଅଛି ପାନୀୟ ଜଳ ଯୋଗାଣ ସୁବିଧା, ନା ଅଛି ରାସ୍ତା ଘାଟ ର ସୁବିଧା, ୨୩ ଘର ବାସିନ୍ଦା ଙ୍କ ମଧ୍ୟରେ ଏଯାଇ ମିଳିଛି କେବଳ ଦୁଇ ଗୋଟି ଆବାସ ଘର। ଗାଁ ରେ ଥିଲା ଗୋଟିଏ ପ୍ରାଥମିକ ବିଦ୍ୟାଳୟ ତାହା ମଧ୍ୟ ବର୍ତ୍ତମାନ ବନ୍ଦ ହୋଇଯାଇଛି। ରାସ୍ତା ଘାଟ ଶୋଚନୀୟ ଅବସ୍ଥା ଲାଗି ରୋଗୀ ସେବା, ଗର୍ଭବତୀ ପ୍ରସ୍ତୁତି ସେବା, ବୃଦ୍ଧା ବୃଦ୍ଧି ଙ୍କ ଲାଗି ଯାତାୟାତ କଷ୍ଟକର, ବିଦ୍ୟାଳୟ କୁ ଯିବାକୁ ପିଲାଙ୍କ ଅସୁବିଧାରୁ ପାଠ ପଢ଼ା ଅଧାରୁ ବନ୍ଦ ହେବାକୁ ଲାଗିଛି। ଏ ସବୁ ସମାଧାନ ଲାଗି ପଞ୍ଚାୟତ, ବ୍ଲକ,ଜିଲ୍ଲା ଅଭିଯୋଗ ଶୁଣାଣି ରେ ଅଭିଯୋଗ କରି ଆସୁଥିଲେ ମଧ୍ୟ କିଛି ଫଳ ପାଇନଥିବାରୁ ପୁନର୍ବାର ଗଣ ମାଧ୍ୟମ ଜରିଆରେ ସରକାରଙ୍କୁ ଅନୁରୋଧ କରିଛନ୍ତି ଗ୍ରାମବାସୀ। ଏଥର ପ୍ରଶାସନ ଗୁହାରି ନ ଶୁଣନ୍ତି  ତାହା ହେଲେ ଆଗାମୀ ଦିନରେ ମୁଖ୍ୟ ରାସ୍ତାରେ ଅନ୍ଦୋଳନ ସହ ଭୋଟ ବର୍ଜନର ଚେତାବନୀ ଦେଇଛନ୍ତି।
    user_KHABAR TARANGA
    KHABAR TARANGA
    ସେରଙ୍ଗୋ, ଗଜପତି, ଓଡ଼ିଶା•
    4 hrs ago
  • Post by Jitendra sahu
    1
    Post by Jitendra sahu
    user_Jitendra sahu
    Jitendra sahu
    Construction Worker ବାଙ୍ଗୋମୁଣ୍ଡା, ବଲାଙ୍ଗୀର, ଓଡ଼ିଶା•
    1 hr ago
  • Post by Aasis Anisha
    1
    Post by Aasis Anisha
    user_Aasis Anisha
    Aasis Anisha
    R.Udayagiri, Gajapati•
    3 hrs ago
  • ପେଗଡା ଗ୍ରାମ ରେ ଅଟୋ ଏବଂ କାର ମଧ୍ୟରେ ମୁହାଁ ମୁହିଁ ଧକା ।
    1
    ପେଗଡା ଗ୍ରାମ ରେ ଅଟୋ ଏବଂ କାର ମଧ୍ୟରେ ମୁହାଁ ମୁହିଁ ଧକା ।
    user_AK14TV
    AK14TV
    ସାମ୍ବାଦିକ ପାରଳାଖେମୁଣ୍ଡି, ଗଜପତି, ଓଡ଼ିଶା•
    5 hrs ago
  • ଆସନ୍ତା ଅପ୍ରେଲ ୧୨ ତାରିଖ ଦିନ ଜୟପୁର ପାରାବେଡା ଛକ ନିକଟରେ ମା ଦଣ୍ଡକାଳୀଙ୍କ ପୂଜା ଅନୁଷ୍ଠିତ ହେବ। ଏହି ପବିତ୍ର ଅବସରରେ ସମସ୍ତ ଭକ୍ତଜନଙ୍କୁ ମାଙ୍କ ଦର୍ଶନ ପାଇଁ ସାଦର ନିମନ୍ତ୍ରଣ। ଆସନ୍ତୁ ଏବଂ ମାଙ୍କର ଆଶୀର୍ବାଦ ଗ୍ରହଣ କରନ୍ତୁ। 🙏
    1
    ଆସନ୍ତା ଅପ୍ରେଲ ୧୨ ତାରିଖ ଦିନ ଜୟପୁର ପାରାବେଡା ଛକ ନିକଟରେ ମା ଦଣ୍ଡକାଳୀଙ୍କ ପୂଜା ଅନୁଷ୍ଠିତ ହେବ। ଏହି ପବିତ୍ର ଅବସରରେ ସମସ୍ତ ଭକ୍ତଜନଙ୍କୁ ମାଙ୍କ ଦର୍ଶନ ପାଇଁ ସାଦର ନିମନ୍ତ୍ରଣ। ଆସନ୍ତୁ ଏବଂ ମାଙ୍କର ଆଶୀର୍ବାଦ ଗ୍ରହଣ କରନ୍ତୁ। 🙏
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    17 hrs ago
  • କୋଟପାଡ଼ରେ କୁଆ ପଥର ଘଡ଼ଘଡି ସହ ପ୍ରବଳ ବର୍ଷା
    1
    କୋଟପାଡ଼ରେ କୁଆ ପଥର ଘଡ଼ଘଡି ସହ ପ୍ରବଳ ବର୍ଷା
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    9 hrs ago
  • ଜଙ୍ଗଲକୁ ନିଅ ଦାଉରୁ ରକ୍ଷା କରିବା ପାଇଁ ସଚେତନତା ଶିବିର ଅନୁଷ୍ଠିତ.... ଗଜପତି ଜିଲ୍ଲା ରାୟଗଡର ଡମ୍ବାପୁର ଠାରେ ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ କେ ନାଗରାଜୁ ଓ ମହେନ୍ଦ୍ର ବନାଞ୍ଚଳ ଅଧିକାରୀ ଅମିତ ସୁଭ୍ରଜିତଙ୍କ ନିର୍ଦ୍ଧେଶକ୍ରମେ ରାୟଗଡ ବନପାଳ ଗୀତାଞ୍ଜଳି ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଡ଼ମ୍ବାପୁର ଠାରେ ଆଖପାଖ ଅଞ୍ଚଳର ଲୋକଙ୍କୁ ନେଇ ଜଙ୍ଗଲକୁ ନିଅ ଦାଉରୁ ରକ୍ଷା କରିବା ପାଇଁ ସଚେତନତା କାର୍ଯ୍ୟକ୍ରମ କରାଯିବା ସହ ମହିଳା ମାନଙ୍କୁ ନେଇ ନିଆରା ଢଙ୍ଗରେ ମ୍ୟୁଜିକାଲ ଚେୟାର ଖେଳ ଅନୁଷ୍ଟିତ କରି ସଚେତନ କରିଥିବା ଦେଖେଇବାକୁ ମିଳିଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ୱାଡ଼ ମେମ୍ବର ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ଆଶା, ବନ ରକ୍ଷୀ ଲକ୍ଷ୍ମୀ ପ୍ରିୟାସାହୁ, ଅବିର ପାତ୍ର, ସନ୍ତସ ସାମଲ, ବେଞ୍ଜାମିନ ରାଇତ, ଏସୀୟ ଗମାଙ୍ଗ ଅଚ୍ୟୁତ ଶବର, ଅଶୋକ କୁମାର ନାୟକ ଥିବାବେଳେ ସମସ୍ତ ବନ କର୍ମଚାରି ସୋହୋଯୋଗ କରିଥିଲେ। ଗଜପତି ଜିଲ୍ଲା ରୁ ଟିକି ଲିମା ଙ୍କ ରିପୋର୍ଟ ଖବର ତରଙ୍ଗ
    1
    ଜଙ୍ଗଲକୁ ନିଅ ଦାଉରୁ ରକ୍ଷା କରିବା ପାଇଁ ସଚେତନତା ଶିବିର ଅନୁଷ୍ଠିତ....
ଗଜପତି ଜିଲ୍ଲା ରାୟଗଡର ଡମ୍ବାପୁର ଠାରେ ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ କେ ନାଗରାଜୁ ଓ ମହେନ୍ଦ୍ର ବନାଞ୍ଚଳ ଅଧିକାରୀ ଅମିତ ସୁଭ୍ରଜିତଙ୍କ ନିର୍ଦ୍ଧେଶକ୍ରମେ ରାୟଗଡ ବନପାଳ ଗୀତାଞ୍ଜଳି ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଡ଼ମ୍ବାପୁର ଠାରେ ଆଖପାଖ ଅଞ୍ଚଳର ଲୋକଙ୍କୁ ନେଇ ଜଙ୍ଗଲକୁ ନିଅ ଦାଉରୁ ରକ୍ଷା କରିବା ପାଇଁ ସଚେତନତା କାର୍ଯ୍ୟକ୍ରମ କରାଯିବା ସହ ମହିଳା ମାନଙ୍କୁ ନେଇ ନିଆରା ଢଙ୍ଗରେ ମ୍ୟୁଜିକାଲ ଚେୟାର ଖେଳ ଅନୁଷ୍ଟିତ କରି ସଚେତନ କରିଥିବା ଦେଖେଇବାକୁ ମିଳିଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ୱାଡ଼ ମେମ୍ବର ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ଆଶା, ବନ ରକ୍ଷୀ ଲକ୍ଷ୍ମୀ ପ୍ରିୟାସାହୁ, ଅବିର ପାତ୍ର, ସନ୍ତସ ସାମଲ, ବେଞ୍ଜାମିନ ରାଇତ, ଏସୀୟ ଗମାଙ୍ଗ ଅଚ୍ୟୁତ ଶବର, ଅଶୋକ କୁମାର ନାୟକ ଥିବାବେଳେ ସମସ୍ତ ବନ କର୍ମଚାରି ସୋହୋଯୋଗ କରିଥିଲେ।
ଗଜପତି ଜିଲ୍ଲା ରୁ ଟିକି ଲିମା ଙ୍କ ରିପୋର୍ଟ ଖବର ତରଙ୍ଗ
    user_KHABAR TARANGA
    KHABAR TARANGA
    ସେରଙ୍ଗୋ, ଗଜପତି, ଓଡ଼ିଶା•
    5 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.