logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଶ୍ରମିକଙ୍କ ଝାଲ ବୁହା ଟଙ୍କା ଖାଇଗଲା ଗାଁ ସାଥି ଭକ୍ତ ରାମ ସାହୁ

2 hrs ago
user_Jitendra sahu
Jitendra sahu
Construction Worker ବାଙ୍ଗୋମୁଣ୍ଡା, ବଲାଙ୍ଗୀର, ଓଡ଼ିଶା•
2 hrs ago

ଶ୍ରମିକଙ୍କ ଝାଲ ବୁହା ଟଙ୍କା ଖାଇଗଲା ଗାଁ ସାଥି ଭକ୍ତ ରାମ ସାହୁ

More news from ଓଡ଼ିଶା and nearby areas
  • ଅଜଣା ବୃଦ୍ଧଙ୍କ ଶେଷକୃତ୍ୟ ସମ୍ପନ୍ନ କଲେ ବରଗଡ଼ର ସଂକଳ୍ପ ପରିବାର। ସମାଜସେବା କ୍ଷେତ୍ରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ବରଗଡ଼ର ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ ‘ସଂକଳ୍ପ ପରିବାର’। ଜଣେ ଅଚିହ୍ନା ବୃଦ୍ଧଙ୍କ ବାରିସହୀନ ଶବକୁ ପୂର୍ଣ୍ଣ ମର୍ଯ୍ୟାଦାର ସହ ସତ୍କାର କରି ସଂଗଠନ ଆଜି ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି। ଗତ ୩୧.୦୩.୨୦୨୬ ରିଖରେ ସିନ୍ଦୁରବାହାଲ-ଗୋଡଭଗା କେନାଲ ନିକଟରୁ ଜଣେ ପ୍ରାୟ ୫୫ ରୁ ୬୦ ବର୍ଷୀୟ ବୃଦ୍ଧଙ୍କ ଶବ ଭାସମାନ ଅବସ୍ଥାରେ ଅତାବିରା ପୋଲିସ ଦ୍ୱାରା ଉଦ୍ଧାର କରାଯାଇଥିଲା। ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ଶବ ବ୍ୟବଚ୍ଛଦ ପରେ ପରିଚୟ ଖୋଜିବା ପାଇଁ ଦୀର୍ଘ ୯୬ ଘଣ୍ଟା ଅପେକ୍ଷା କରାଯାଇଥିଲେ ସୁଦ୍ଧା କୌଣସି ସମ୍ପର୍କୀୟଙ୍କ ପତ୍ତା ମିଳିନଥିଲା। ଶେଷରେ ଅତାବିରା ପୋଲିସ ପ୍ରଶାସନ ପକ୍ଷରୁ ସଂକଳ୍ପ ପରିବାରକୁ ଶବ ସତ୍କାର କରିବା ପାଈଁ ଅନୁରୋଧ କରାଯାଇଥିଲା। ପ୍ରଶାସନର ଅନୁରୋଧକୁ ରକ୍ଷା କରି ଆଜି ସଂକଳ୍ପ ପରିବାରର ସଦସ୍ୟମାନେ ଗୋଡଭଗା ଫାଣ୍ଡି କନଷ୍ଟେବଲ ସରସ୍ୱତୀ ଡନସନାଙ୍କ ଉପସ୍ଥିତିରେ ଶବ ସତ୍କାର ସମ୍ପନ୍ନ କରିଛନ୍ତି। ଏହି ପୂଣ୍ୟ କାର୍ଯ୍ୟରେ ସଂଗଠନର ଶେଷଦେବ ପଧାନ,ନିଲେଶ ପ୍ରଧାନ, ଚିନ୍ମୟ ପାଣ୍ଡେ,, ତରୁଣ ପଟେଲ ଏବଂ ତପନ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ। ସୂଚନାଯୋଗ୍ୟ ଯେ, ସଂକଳ୍ପ ପରିବାର କୌଣସି ପ୍ରକାର ଶବ ସତ୍କାର ପାଇଁ କାହାଠାରୁ ଅର୍ଥ ଗ୍ରହଣ କରେ ନାହିଁ। କେବଳ ମାନବ ସେବାକୁ ଲକ୍ଷ୍ୟ ରଖି ସଂଗଠନ ବର୍ଷ ବର୍ଷ ଧରି ଏଭଳି ମହତ କାର୍ଯ୍ୟ ଜାରି ରଖିଛି। ସଂକଳ୍ପ ପରିବାରର ଏହି ନିସ୍ୱାର୍ଥପର କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସା କରାଯାଇଛି।
    1
    ଅଜଣା ବୃଦ୍ଧଙ୍କ ଶେଷକୃତ୍ୟ ସମ୍ପନ୍ନ କଲେ ବରଗଡ଼ର ସଂକଳ୍ପ ପରିବାର।
ସମାଜସେବା କ୍ଷେତ୍ରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ବରଗଡ଼ର ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ ‘ସଂକଳ୍ପ ପରିବାର’। ଜଣେ ଅଚିହ୍ନା ବୃଦ୍ଧଙ୍କ ବାରିସହୀନ ଶବକୁ ପୂର୍ଣ୍ଣ ମର୍ଯ୍ୟାଦାର ସହ ସତ୍କାର କରି ସଂଗଠନ ଆଜି ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି। 
ଗତ ୩୧.୦୩.୨୦୨୬ ରିଖରେ ସିନ୍ଦୁରବାହାଲ-ଗୋଡଭଗା କେନାଲ ନିକଟରୁ ଜଣେ ପ୍ରାୟ ୫୫ ରୁ ୬୦ ବର୍ଷୀୟ ବୃଦ୍ଧଙ୍କ ଶବ ଭାସମାନ ଅବସ୍ଥାରେ ଅତାବିରା ପୋଲିସ ଦ୍ୱାରା ଉଦ୍ଧାର କରାଯାଇଥିଲା। ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ଶବ ବ୍ୟବଚ୍ଛଦ ପରେ ପରିଚୟ ଖୋଜିବା ପାଇଁ ଦୀର୍ଘ ୯୬ ଘଣ୍ଟା ଅପେକ୍ଷା କରାଯାଇଥିଲେ ସୁଦ୍ଧା କୌଣସି ସମ୍ପର୍କୀୟଙ୍କ ପତ୍ତା ମିଳିନଥିଲା। ଶେଷରେ ଅତାବିରା ପୋଲିସ ପ୍ରଶାସନ ପକ୍ଷରୁ ସଂକଳ୍ପ ପରିବାରକୁ ଶବ ସତ୍କାର କରିବା ପାଈଁ ଅନୁରୋଧ କରାଯାଇଥିଲା।
ପ୍ରଶାସନର ଅନୁରୋଧକୁ ରକ୍ଷା କରି ଆଜି ସଂକଳ୍ପ ପରିବାରର ସଦସ୍ୟମାନେ ଗୋଡଭଗା ଫାଣ୍ଡି କନଷ୍ଟେବଲ ସରସ୍ୱତୀ ଡନସନାଙ୍କ ଉପସ୍ଥିତିରେ ଶବ ସତ୍କାର ସମ୍ପନ୍ନ କରିଛନ୍ତି। ଏହି ପୂଣ୍ୟ କାର୍ଯ୍ୟରେ ସଂଗଠନର ଶେଷଦେବ ପଧାନ,ନିଲେଶ ପ୍ରଧାନ, ଚିନ୍ମୟ ପାଣ୍ଡେ,, ତରୁଣ ପଟେଲ ଏବଂ ତପନ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ।
ସୂଚନାଯୋଗ୍ୟ ଯେ, ସଂକଳ୍ପ ପରିବାର କୌଣସି ପ୍ରକାର ଶବ ସତ୍କାର ପାଇଁ କାହାଠାରୁ ଅର୍ଥ ଗ୍ରହଣ କରେ ନାହିଁ। କେବଳ ମାନବ ସେବାକୁ ଲକ୍ଷ୍ୟ ରଖି ସଂଗଠନ ବର୍ଷ ବର୍ଷ ଧରି ଏଭଳି ମହତ କାର୍ଯ୍ୟ ଜାରି ରଖିଛି। ସଂକଳ୍ପ ପରିବାରର ଏହି ନିସ୍ୱାର୍ଥପର କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସା କରାଯାଇଛି।
    user_KOSAL TIMES
    KOSAL TIMES
    ପାଟଣାଗଡ଼, ବଲାଙ୍ଗୀର, ଓଡ଼ିଶା•
    4 hrs ago
  • #ମରିଗଲା_ଗୋଲାପୀ_ହାତୀ ଭାଇରାଲ୍ ଗୋଲାପୀ ହାତୀର ମୃତ୍ୟୁ। ହୋସ୍ ଉଡ଼ାଇଦେଲା ପୋଷ୍ଟମର୍ଟମ ରିପୋର୍ଟ। ଲାଇକ ଓ ଭ୍ୟୁ ପାଇଁ କରିଦେଲେ କି ହତ୍ୟା ? #PinkElephant #JaipurNews #AnimalCruelty #ViralNews #ChanchalElephant #WildlifeProtection #SocialMediaImpact #IndiaNews #BreakingNews #AnimalRights #Controversy #TrendingNews #EthicalIssues #SpecialStory #OTV
    1
    #ମରିଗଲା_ଗୋଲାପୀ_ହାତୀ
ଭାଇରାଲ୍ ଗୋଲାପୀ ହାତୀର ମୃତ୍ୟୁ। ହୋସ୍ ଉଡ଼ାଇଦେଲା ପୋଷ୍ଟମର୍ଟମ ରିପୋର୍ଟ। ଲାଇକ ଓ ଭ୍ୟୁ ପାଇଁ କରିଦେଲେ କି ହତ୍ୟା ?
#PinkElephant #JaipurNews #AnimalCruelty #ViralNews #ChanchalElephant #WildlifeProtection #SocialMediaImpact #IndiaNews #BreakingNews #AnimalRights #Controversy #TrendingNews #EthicalIssues #SpecialStory #OTV
    user_B Putel
    B Putel
    Mission ପାଟଣାଗଡ଼, ବଲାଙ୍ଗୀର, ଓଡ଼ିଶା•
    17 hrs ago
  • ନୂଆପଡ଼ା - ୦୬/୦୪-ନୂଆପଡ଼ା ଜିଲ୍ଲା ସଦର ବ୍ଳକ୍ ଅନ୍ତର୍ଗତ ବିରୋମାଲ ଗ୍ରାମ ପଞ୍ଚାୟତରେ ପ୍ରବାସୀ ଶ୍ରମିକ ନିରାକରଣ ନିମନ୍ତେ ଏକ ବ୍ୟାପକ ସଚେତନତା ଶିବିର ଓ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ସଭା ରେ ପ୍ରଥମେ ଜିଲ୍ଲା ମୂଖ୍ୟ ଉନ୍ନୟନ ଅଧିକାରୀ ସଭା ପରିଚାଳନା କରି ସମସ୍ତଙ୍କୁ ସ୍ୱାଗତ କରିଥିଲେ। ସଭାରେ ବିଭିନ୍ନ ବିଭାଗର ଅଧିକାରୀମାନେ ଶ୍ରମିକ, କୃଷକ, ମହିଳା ଓ ସାଧାରଣ ଲୋକଙ୍କ ପାଇଁ ରହିଥିବା ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ସଚେତନ କରିଥିଲେ। ନିଜ ଅଭିଭାଷଣରେ ଜିଲ୍ଲାପାଳ ମଧୁସୁଦନ ଦାଶ କହିଥିଲେ ଯେ, ଜିଲ୍ଲାରେ ବିଭିନ୍ନ ଯୋଜନାର ସଫଳ ରୂପାୟନ ଫଳରେ ନୂଆପଡ଼ା ରାଜ୍ୟ ଓ ଜାତୀୟ ସ୍ତରରେ ନିଜସ୍ୱ ପରିଚୟ ସୃଷ୍ଟି କରିପାରିଛି। ପ୍ରବାସୀ ଶ୍ରମିକ ସମସ୍ୟା ନିରାକରଣ ପାଇଁ ଲୋକଙ୍କ ସହଭାଗିତା ଆବଶ୍ୟକ ବୋଲି ସେ ଉଲ୍ଲେଖ କରିଥିଲେ। ପ୍ରତି ଶ୍ରମିକ ପରିବାରକୁ ୩୦୦ ଦିନର କାମ ଯୋଗାଇ ଦେବା ଲକ୍ଷ୍ୟ ରହିଥିବା ସହିତ ଗ୍ରାମରେ ରହି ଆର୍ଥିକ ସ୍ୱାବଳମ୍ବନ ହାସଲ କରିବାକୁ ସେ ଆହ୍ୱାନ ଦେଇଥିଲେ। ସମସ୍ତେ ମିଳି ମିଶି ପ୍ରବାସମୁକ୍ତ ଗ୍ରାମ ପଞ୍ଚାୟତ ଗଢ଼ିବା ପାଇଁ ସେ ଆହ୍ୱାନ କରିଥିଲେ। ଅବୈଧ ମଦ ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ମଧ୍ୟ ସେ ଗ୍ରାମବାସୀଙ୍କୁ ଅନୁରୋଧ କରିଥିଲେ। କାର୍ଯ୍ୟକ୍ରମର ଆରମ୍ଭରେ “ଝିଅ ପାଇଁ ଗଛଟିଏ” ଓ “ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ” ପାଳନ କରାଯାଇଥିଲା। ଜିଲ୍ଲାପାଳ ଦୁଇ ନବଜାତ କନ୍ୟା ଶିଶୁଙ୍କୁ କୋଳରେ ଧରି ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ ଓ ଚାରା ଓ ଉପହାର ପ୍ରଦାନ କରିଥିଲେ। ଗର୍ଭବତୀ ମହିଳାମାନଙ୍କୁ ପୃଷ୍ଟିକର ଖାଦ୍ୟ ଓ ଉପହାର ବଣ୍ଟନ କରାଯାଇଥିଲା। ସ୍ଥାନୀୟ ସ୍କୁଲ୍ ଛାତ୍ରୀ ମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା ଓ ୧୦୦ ଦିନରୁ ଅଧିକ କାମ କରିଥିବା ଶ୍ରମିକମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଶ୍ରମ ବିଭାଗ ପକ୍ଷରୁ ନିର୍ମାଣ ଶ୍ରମିକମାନଙ୍କୁ ପରିଚୟ ପତ୍ର, ମୃତ୍ୟୁ ସହାୟତା, ବିବାହ ସହାୟତା, ଶିକ୍ଷା ଓ ମାତୃତ୍ୱ ସହାୟତା ପ୍ରଦାନ କରାଯାଇଥିଲା। ୧୦ ଜଣଙ୍କୁ ନିର୍ମାଣ ଶ୍ରମିକ କାର୍ଡ ବଣ୍ଟନ କରାଯାଇଥିଲା। ଏହି ଅବସରରେ ଧରମବନ୍ଧା ଗ୍ରାମ ପଞ୍ଚାୟତର ପତୋରା ଗ୍ରାମର ୭ ଜଣ ହିତାଧିକାରୀଙ୍କୁ ବ୍ୟକ୍ତିଗତ ଜଙ୍ଗଲ ଅଧିକାର ସିରୋନାମା ପ୍ରଦାନ କରାଯାଇଥିଲା। ମଧୁବାବୁ ପେନସନ ଯୋଜନାରେ ନୂତନ ୫ ଜଣ ହିତାଧିକରୀ ଙ୍କୁ ପ୍ରଥମ କିସ୍ତି ପେନସନ ବଣ୍ଟନ କରାଯାଇଥିଲା। ଏହା ସହ ଏସଏଚଜି ସଦସ୍ୟ ରୁପଲତା ଚନ୍ଦ୍ରକାର, ଶିକ୍ଷକ ଗୋକୁଳରାମ ଦଣ୍ଡସେନା ଓ ଅବସରପ୍ରାପ୍ତ ଆଙ୍ଗନୱାଡ଼ି କର୍ମୀ ସଲ୍ୟା କୁମାରୀ ରଣାଙ୍କୁ “ସ୍ୱଚ୍ଛତା ଦୂତ ପୁରସ୍କାର” ପ୍ରଦାନ କରାଯାଇଥିଲା। ପରବର୍ତ୍ତୀ କାର୍ଯ୍ୟକ୍ରମରେ “ପକ୍ଷୀ ପାଇଁ ଦିନଟିଏ” ପାଳନ କରାଯାଇ ପକ୍ଷୀମାନଙ୍କୁ ଖାଦ୍ୟ ଓ ପାଣି ଯୋଗାଇ ଦିଆଯାଇଥିଲା। ଶେଷରେ ଜିଲ୍ଲାପାଳ ଫେରନ୍ତା ପ୍ରବାସୀ ଶ୍ରମିକ ଦୀପେନ ରାଉତ ଓ ତାଙ୍କ ସ୍ତ୍ରୀ ଶ୍ରୀମତୀ କୁନ୍ତଳା ସତନାମୀଙ୍କୁ ସାକ୍ଷାତ କରି ସେମାନଙ୍କୁ ସରକାରୀ ସହାୟତା ଦେବା ସହ ଆଉ ପ୍ରବାସକୁ ନଯିବା ପାଇଁ ପରାମର୍ଶ ଦେଇଥିଲେ। ଜିଲ୍ଲାପାଳ ଗୃହ ପ୍ରବେଶ କାର୍ଯ୍ୟକ୍ରମରେ ମଧ୍ୟ ସେ ଅଂଶଗ୍ରହଣ କରିଥିଲେ। ସମଗ୍ର କାର୍ଯ୍ୟକ୍ରମରେ “ପ୍ରବାସମୁକ୍ତ ଓ ଉନ୍ନତ ପଞ୍ଚାୟତ” ଗଠନ ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ଜିଲ୍ଲାପାଳ ଉଲ୍ଲେଖ କରିଥିଲେ। ଉପରୋକ୍ତ କାର୍ଯ୍ୟକ୍ରମ ରେ ମୂଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ସୁର୍ମି ସୋରେନ, ସିଡିଏମଓ ଡଃ ଧନେଶ୍ୱର ସେଠୀ, ବିଡିଓ ରୋହିତ ଭୋଇ, ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ତାରେଶ୍ୱରୀ ସାହୁ, ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ନିରା ଚନ୍ଦ୍ରକାର ଓ ସମିତି ସଦସ୍ୟା ଶ୍ରୀମତୀ ଗାୟତ୍ରୀ ବାଇ ମାଝୀ ପ୍ରମୁଖ ଯୋଗଦେଇଥିଲେ।
    4
    ନୂଆପଡ଼ା - ୦୬/୦୪-ନୂଆପଡ଼ା ଜିଲ୍ଲା ସଦର ବ୍ଳକ୍ ଅନ୍ତର୍ଗତ ବିରୋମାଲ ଗ୍ରାମ ପଞ୍ଚାୟତରେ ପ୍ରବାସୀ ଶ୍ରମିକ ନିରାକରଣ ନିମନ୍ତେ ଏକ ବ୍ୟାପକ ସଚେତନତା ଶିବିର ଓ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ସଭା ରେ ପ୍ରଥମେ ଜିଲ୍ଲା ମୂଖ୍ୟ ଉନ୍ନୟନ ଅଧିକାରୀ ସଭା ପରିଚାଳନା କରି ସମସ୍ତଙ୍କୁ ସ୍ୱାଗତ କରିଥିଲେ।
ସଭାରେ ବିଭିନ୍ନ ବିଭାଗର ଅଧିକାରୀମାନେ ଶ୍ରମିକ, କୃଷକ, ମହିଳା ଓ ସାଧାରଣ ଲୋକଙ୍କ ପାଇଁ ରହିଥିବା ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ସଚେତନ କରିଥିଲେ।
ନିଜ ଅଭିଭାଷଣରେ ଜିଲ୍ଲାପାଳ ମଧୁସୁଦନ ଦାଶ କହିଥିଲେ ଯେ, ଜିଲ୍ଲାରେ ବିଭିନ୍ନ ଯୋଜନାର ସଫଳ ରୂପାୟନ ଫଳରେ ନୂଆପଡ଼ା ରାଜ୍ୟ ଓ ଜାତୀୟ ସ୍ତରରେ ନିଜସ୍ୱ ପରିଚୟ ସୃଷ୍ଟି କରିପାରିଛି। ପ୍ରବାସୀ ଶ୍ରମିକ ସମସ୍ୟା ନିରାକରଣ ପାଇଁ ଲୋକଙ୍କ ସହଭାଗିତା ଆବଶ୍ୟକ ବୋଲି ସେ ଉଲ୍ଲେଖ କରିଥିଲେ। ପ୍ରତି ଶ୍ରମିକ ପରିବାରକୁ ୩୦୦ ଦିନର କାମ ଯୋଗାଇ ଦେବା ଲକ୍ଷ୍ୟ ରହିଥିବା ସହିତ ଗ୍ରାମରେ ରହି ଆର୍ଥିକ ସ୍ୱାବଳମ୍ବନ ହାସଲ କରିବାକୁ ସେ ଆହ୍ୱାନ ଦେଇଥିଲେ। ସମସ୍ତେ ମିଳି ମିଶି ପ୍ରବାସମୁକ୍ତ ଗ୍ରାମ ପଞ୍ଚାୟତ ଗଢ଼ିବା ପାଇଁ ସେ ଆହ୍ୱାନ କରିଥିଲେ। ଅବୈଧ ମଦ ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ମଧ୍ୟ ସେ ଗ୍ରାମବାସୀଙ୍କୁ ଅନୁରୋଧ କରିଥିଲେ। କାର୍ଯ୍ୟକ୍ରମର ଆରମ୍ଭରେ “ଝିଅ ପାଇଁ ଗଛଟିଏ” ଓ “ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ” ପାଳନ କରାଯାଇଥିଲା। ଜିଲ୍ଲାପାଳ ଦୁଇ ନବଜାତ କନ୍ୟା ଶିଶୁଙ୍କୁ କୋଳରେ ଧରି ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ ଓ ଚାରା ଓ ଉପହାର ପ୍ରଦାନ କରିଥିଲେ। ଗର୍ଭବତୀ ମହିଳାମାନଙ୍କୁ ପୃଷ୍ଟିକର ଖାଦ୍ୟ ଓ ଉପହାର ବଣ୍ଟନ କରାଯାଇଥିଲା।
ସ୍ଥାନୀୟ ସ୍କୁଲ୍ ଛାତ୍ରୀ ମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା ଓ ୧୦୦ ଦିନରୁ ଅଧିକ କାମ କରିଥିବା ଶ୍ରମିକମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।
ଶ୍ରମ ବିଭାଗ ପକ୍ଷରୁ ନିର୍ମାଣ ଶ୍ରମିକମାନଙ୍କୁ ପରିଚୟ ପତ୍ର, ମୃତ୍ୟୁ ସହାୟତା, ବିବାହ ସହାୟତା, ଶିକ୍ଷା ଓ ମାତୃତ୍ୱ ସହାୟତା ପ୍ରଦାନ କରାଯାଇଥିଲା। ୧୦ ଜଣଙ୍କୁ ନିର୍ମାଣ ଶ୍ରମିକ କାର୍ଡ ବଣ୍ଟନ କରାଯାଇଥିଲା। ଏହି ଅବସରରେ ଧରମବନ୍ଧା ଗ୍ରାମ ପଞ୍ଚାୟତର ପତୋରା ଗ୍ରାମର ୭ ଜଣ ହିତାଧିକାରୀଙ୍କୁ ବ୍ୟକ୍ତିଗତ ଜଙ୍ଗଲ ଅଧିକାର ସିରୋନାମା  ପ୍ରଦାନ କରାଯାଇଥିଲା।
ମଧୁବାବୁ ପେନସନ ଯୋଜନାରେ ନୂତନ ୫ ଜଣ ହିତାଧିକରୀ ଙ୍କୁ ପ୍ରଥମ କିସ୍ତି ପେନସନ ବଣ୍ଟନ କରାଯାଇଥିଲା। ଏହା ସହ ଏସଏଚଜି ସଦସ୍ୟ ରୁପଲତା ଚନ୍ଦ୍ରକାର, ଶିକ୍ଷକ ଗୋକୁଳରାମ ଦଣ୍ଡସେନା ଓ ଅବସରପ୍ରାପ୍ତ ଆଙ୍ଗନୱାଡ଼ି କର୍ମୀ ସଲ୍ୟା କୁମାରୀ ରଣାଙ୍କୁ “ସ୍ୱଚ୍ଛତା ଦୂତ ପୁରସ୍କାର” ପ୍ରଦାନ କରାଯାଇଥିଲା।
ପରବର୍ତ୍ତୀ କାର୍ଯ୍ୟକ୍ରମରେ “ପକ୍ଷୀ ପାଇଁ ଦିନଟିଏ” ପାଳନ କରାଯାଇ ପକ୍ଷୀମାନଙ୍କୁ ଖାଦ୍ୟ ଓ ପାଣି ଯୋଗାଇ ଦିଆଯାଇଥିଲା।
ଶେଷରେ ଜିଲ୍ଲାପାଳ ଫେରନ୍ତା ପ୍ରବାସୀ ଶ୍ରମିକ ଦୀପେନ ରାଉତ ଓ ତାଙ୍କ ସ୍ତ୍ରୀ ଶ୍ରୀମତୀ କୁନ୍ତଳା ସତନାମୀଙ୍କୁ ସାକ୍ଷାତ କରି ସେମାନଙ୍କୁ ସରକାରୀ ସହାୟତା ଦେବା ସହ ଆଉ ପ୍ରବାସକୁ ନଯିବା ପାଇଁ ପରାମର୍ଶ ଦେଇଥିଲେ। ଜିଲ୍ଲାପାଳ ଗୃହ ପ୍ରବେଶ କାର୍ଯ୍ୟକ୍ରମରେ ମଧ୍ୟ ସେ ଅଂଶଗ୍ରହଣ କରିଥିଲେ।
ସମଗ୍ର କାର୍ଯ୍ୟକ୍ରମରେ “ପ୍ରବାସମୁକ୍ତ ଓ ଉନ୍ନତ ପଞ୍ଚାୟତ” ଗଠନ ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ଜିଲ୍ଲାପାଳ ଉଲ୍ଲେଖ କରିଥିଲେ। ଉପରୋକ୍ତ କାର୍ଯ୍ୟକ୍ରମ ରେ ମୂଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ସୁର୍ମି ସୋରେନ, ସିଡିଏମଓ ଡଃ ଧନେଶ୍ୱର ସେଠୀ, ବିଡିଓ ରୋହିତ ଭୋଇ, ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ତାରେଶ୍ୱରୀ ସାହୁ, ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ନିରା ଚନ୍ଦ୍ରକାର ଓ ସମିତି ସଦସ୍ୟା ଶ୍ରୀମତୀ ଗାୟତ୍ରୀ ବାଇ ମାଝୀ ପ୍ରମୁଖ ଯୋଗଦେଇଥିଲେ।
    user_Surendra Tiwari
    Surendra Tiwari
    Life Insurance Agency ନୂଆପଡା, ନୂଆପଡ଼ା, ଓଡ଼ିଶା•
    1 hr ago
  • 🇹🇯🇹🇯🇹🇯♥️🇹🇯♥️♥️🇹🇯🇹🇯🇹🇯
    1
    🇹🇯🇹🇯🇹🇯♥️🇹🇯♥️♥️🇹🇯🇹🇯🇹🇯
    user_Bighne Rana
    Bighne Rana
    Dancer ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    16 hrs ago
  • କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ଅଧିନ ରେ ଥିବା କୁର୍ତ୍ତମଗଡ଼ ଗ୍ରାମ ରେ ଭୀଷଣ କାଳ ବୈଶାଖୀ ଯୋଗୁଁ ଅନେକ ଲୋକ ଙ୍କ ଘର ଟିଣ ଛପର ଏବଂ ଆଜବେଷ୍ଟସ ପବନ ରେ ଚୁର ମାର୍ ହୋଇଯାଇଛି। ତୁରନ୍ତ ସମ୍ପୃକ୍ତ ଅଧିକାରୀ ଅନୁଧ୍ୟାନ କରି ସାହାଯ୍ୟ ସହଯୋଗ କରିବାକୁ ଅଞ୍ଚଳ ବାସୀ ଅନୁରୋଧ କରିଛନ୍ତି। ଵି ଇ ରୋ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ୍ ଓଡିଶା, ଭୁବନେଶ୍ୱର
    1
    କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ଅଧିନ ରେ ଥିବା କୁର୍ତ୍ତମଗଡ଼ ଗ୍ରାମ ରେ ଭୀଷଣ କାଳ ବୈଶାଖୀ ଯୋଗୁଁ ଅନେକ ଲୋକ ଙ୍କ ଘର ଟିଣ ଛପର ଏବଂ ଆଜବେଷ୍ଟସ ପବନ ରେ ଚୁର ମାର୍  ହୋଇଯାଇଛି। ତୁରନ୍ତ ସମ୍ପୃକ୍ତ ଅଧିକାରୀ ଅନୁଧ୍ୟାନ କରି ସାହାଯ୍ୟ ସହଯୋଗ କରିବାକୁ ଅଞ୍ଚଳ ବାସୀ ଅନୁରୋଧ କରିଛନ୍ତି।
ଵି ଇ ରୋ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ୍
ଓଡିଶା, ଭୁବନେଶ୍ୱର
    user_OWNER-EDITOR
    OWNER-EDITOR
    Association or organisation ତୁମୁଡ଼ିବନ୍ଧ, କନ୍ଧମାଳ, ଓଡ଼ିଶା•
    1 hr ago
  • ଜଙ୍ଗଲ ରେ ଲାଗୁଚି ନିଆଁ, ଯିବଜନ୍ତୁ ସହ ପରିବେଶ ନଷ୍ଟ
    1
    ଜଙ୍ଗଲ ରେ ଲାଗୁଚି ନିଆଁ, ଯିବଜନ୍ତୁ ସହ ପରିବେଶ ନଷ୍ଟ
    user_Jitendra mohanty
    Jitendra mohanty
    Agricultural machinery manufacturer ଉମରକୋଟ, ନବରଙ୍ଗପୁର, ଓଡ଼ିଶା•
    10 hrs ago
  • ଅଜଣା ବୃଦ୍ଧଙ୍କ ଶେଷକୃତ୍ୟ ସମ୍ପନ୍ନ କଲେ ବରଗଡ଼ର ସଂକଳ୍ପ ପରିବାର। ସମାଜସେବା କ୍ଷେତ୍ରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ବରଗଡ଼ର ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ ‘ସଂକଳ୍ପ ପରିବାର’। ଜଣେ ଅଚିହ୍ନା ବୃଦ୍ଧଙ୍କ ବାରିସହୀନ ଶବକୁ ପୂର୍ଣ୍ଣ ମର୍ଯ୍ୟାଦାର ସହ ସତ୍କାର କରି ସଂଗଠନ ଆଜି ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି। ଗତ ୩୧.୦୩.୨୦୨୬ ରିଖରେ ସିନ୍ଦୁରବାହାଲ-ଗୋଡଭଗା କେନାଲ ନିକଟରୁ ଜଣେ ପ୍ରାୟ ୫୫ ରୁ ୬୦ ବର୍ଷୀୟ ବୃଦ୍ଧଙ୍କ ଶବ ଭାସମାନ ଅବସ୍ଥାରେ ଅତାବିରା ପୋଲିସ ଦ୍ୱାରା ଉଦ୍ଧାର କରାଯାଇଥିଲା। ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ଶବ ବ୍ୟବଚ୍ଛଦ ପରେ ପରିଚୟ ଖୋଜିବା ପାଇଁ ଦୀର୍ଘ ୯୬ ଘଣ୍ଟା ଅପେକ୍ଷା କରାଯାଇଥିଲେ ସୁଦ୍ଧା କୌଣସି ସମ୍ପର୍କୀୟଙ୍କ ପତ୍ତା ମିଳିନଥିଲା। ଶେଷରେ ଅତାବିରା ପୋଲିସ ପ୍ରଶାସନ ପକ୍ଷରୁ ସଂକଳ୍ପ ପରିବାରକୁ ଶବ ସତ୍କାର କରିବା ପାଈଁ ଅନୁରୋଧ କରାଯାଇଥିଲା। ପ୍ରଶାସନର ଅନୁରୋଧକୁ ରକ୍ଷା କରି ଆଜି ସଂକଳ୍ପ ପରିବାରର ସଦସ୍ୟମାନେ ଗୋଡଭଗା ଫାଣ୍ଡି କନଷ୍ଟେବଲ ସରସ୍ୱତୀ ଡନସନାଙ୍କ ଉପସ୍ଥିତିରେ ଶବ ସତ୍କାର ସମ୍ପନ୍ନ କରିଛନ୍ତି। ଏହି ପୂଣ୍ୟ କାର୍ଯ୍ୟରେ ସଂଗଠନର ଶେଷଦେବ ପଧାନ,ନିଲେଶ ପ୍ରଧାନ, ଚିନ୍ମୟ ପାଣ୍ଡେ,, ତରୁଣ ପଟେଲ ଏବଂ ତପନ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ। ସୂଚନାଯୋଗ୍ୟ ଯେ, ସଂକଳ୍ପ ପରିବାର କୌଣସି ପ୍ରକାର ଶବ ସତ୍କାର ପାଇଁ କାହାଠାରୁ ଅର୍ଥ ଗ୍ରହଣ କରେ ନାହିଁ। କେବଳ ମାନବ ସେବାକୁ ଲକ୍ଷ୍ୟ ରଖି ସଂଗଠନ ବର୍ଷ ବର୍ଷ ଧରି ଏଭଳି ମହତ କାର୍ଯ୍ୟ ଜାରି ରଖିଛି। ସଂକଳ୍ପ ପରିବାରର ଏହି ନିସ୍ୱାର୍ଥପର କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସା କରାଯାଇଛି।
    1
    ଅଜଣା ବୃଦ୍ଧଙ୍କ ଶେଷକୃତ୍ୟ ସମ୍ପନ୍ନ କଲେ ବରଗଡ଼ର ସଂକଳ୍ପ ପରିବାର।
ସମାଜସେବା କ୍ଷେତ୍ରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ବରଗଡ଼ର ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ ‘ସଂକଳ୍ପ ପରିବାର’। ଜଣେ ଅଚିହ୍ନା ବୃଦ୍ଧଙ୍କ ବାରିସହୀନ ଶବକୁ ପୂର୍ଣ୍ଣ ମର୍ଯ୍ୟାଦାର ସହ ସତ୍କାର କରି ସଂଗଠନ ଆଜି ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି। 
ଗତ ୩୧.୦୩.୨୦୨୬ ରିଖରେ ସିନ୍ଦୁରବାହାଲ-ଗୋଡଭଗା କେନାଲ ନିକଟରୁ ଜଣେ ପ୍ରାୟ ୫୫ ରୁ ୬୦ ବର୍ଷୀୟ ବୃଦ୍ଧଙ୍କ ଶବ ଭାସମାନ ଅବସ୍ଥାରେ ଅତାବିରା ପୋଲିସ ଦ୍ୱାରା ଉଦ୍ଧାର କରାଯାଇଥିଲା। ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ଶବ ବ୍ୟବଚ୍ଛଦ ପରେ ପରିଚୟ ଖୋଜିବା ପାଇଁ ଦୀର୍ଘ ୯୬ ଘଣ୍ଟା ଅପେକ୍ଷା କରାଯାଇଥିଲେ ସୁଦ୍ଧା କୌଣସି ସମ୍ପର୍କୀୟଙ୍କ ପତ୍ତା ମିଳିନଥିଲା। ଶେଷରେ ଅତାବିରା ପୋଲିସ ପ୍ରଶାସନ ପକ୍ଷରୁ ସଂକଳ୍ପ ପରିବାରକୁ ଶବ ସତ୍କାର କରିବା ପାଈଁ ଅନୁରୋଧ କରାଯାଇଥିଲା।
ପ୍ରଶାସନର ଅନୁରୋଧକୁ ରକ୍ଷା କରି ଆଜି ସଂକଳ୍ପ ପରିବାରର ସଦସ୍ୟମାନେ ଗୋଡଭଗା ଫାଣ୍ଡି କନଷ୍ଟେବଲ ସରସ୍ୱତୀ ଡନସନାଙ୍କ ଉପସ୍ଥିତିରେ ଶବ ସତ୍କାର ସମ୍ପନ୍ନ କରିଛନ୍ତି। ଏହି ପୂଣ୍ୟ କାର୍ଯ୍ୟରେ ସଂଗଠନର ଶେଷଦେବ ପଧାନ,ନିଲେଶ ପ୍ରଧାନ, ଚିନ୍ମୟ ପାଣ୍ଡେ,, ତରୁଣ ପଟେଲ ଏବଂ ତପନ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ।
ସୂଚନାଯୋଗ୍ୟ ଯେ, ସଂକଳ୍ପ ପରିବାର କୌଣସି ପ୍ରକାର ଶବ ସତ୍କାର ପାଇଁ କାହାଠାରୁ ଅର୍ଥ ଗ୍ରହଣ କରେ ନାହିଁ। କେବଳ ମାନବ ସେବାକୁ ଲକ୍ଷ୍ୟ ରଖି ସଂଗଠନ ବର୍ଷ ବର୍ଷ ଧରି ଏଭଳି ମହତ କାର୍ଯ୍ୟ ଜାରି ରଖିଛି। ସଂକଳ୍ପ ପରିବାରର ଏହି ନିସ୍ୱାର୍ଥପର କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସା କରାଯାଇଛି।
    user_KOSAL TIMES
    KOSAL TIMES
    ପାଟଣାଗଡ଼, ବଲାଙ୍ଗୀର, ଓଡ଼ିଶା•
    4 hrs ago
  • ମାନ୍ୟବର LOP ଶ୍ରୀଯୁକ୍ତ ରାହୁଳ ଗାନ୍ଧୀ ଜୀ ଙ୍କ ବିରାଟ ବଡ଼ ଜନ ସମାବେଶ ରେ ଯୋଗଦାନ
    1
    ମାନ୍ୟବର  LOP ଶ୍ରୀଯୁକ୍ତ ରାହୁଳ ଗାନ୍ଧୀ ଜୀ ଙ୍କ ବିରାଟ ବଡ଼ ଜନ ସମାବେଶ ରେ ଯୋଗଦାନ
    user_OWNER-EDITOR
    OWNER-EDITOR
    Association or organisation ତୁମୁଡ଼ିବନ୍ଧ, କନ୍ଧମାଳ, ଓଡ଼ିଶା•
    6 hrs ago
  • Post by SonepurSambad
    1
    Post by SonepurSambad
    user_SonepurSambad
    SonepurSambad
    Court reporter ଡୁଙ୍ଗୁରିପାଲି, ସୋନପୁର, ଓଡ଼ିଶା•
    17 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.