logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଜଙ୍ଗଲ ରେ ଲାଗୁଚି ନିଆଁ, ଯିବଜନ୍ତୁ ସହ ପରିବେଶ ନଷ୍ଟ

10 hrs ago
user_Jitendra mohanty
Jitendra mohanty
Agricultural machinery manufacturer ଉମରକୋଟ, ନବରଙ୍ଗପୁର, ଓଡ଼ିଶା•
10 hrs ago

ଜଙ୍ଗଲ ରେ ଲାଗୁଚି ନିଆଁ, ଯିବଜନ୍ତୁ ସହ ପରିବେଶ ନଷ୍ଟ

More news from ଓଡ଼ିଶା and nearby areas
  • କୋରାପୁଟ: କୋରାପୁଟ ଜିଲ୍ଲାରେ ବିଜେପି ଦଳର 47ତମ ସ୍ଥାପନା ଦିବସ ଉତ୍ସାହର ସହିତ ପାଳନ କରାଯାଇଛି। ଏହି ଅବସରରେ ବିଭିନ୍ନ କାର୍ୟକ୍ରମ ଆୟୋଜନ ହୋଇଥିବାବେଳେ ଦଳୀୟ କର୍ମୀମାନେ ବୃହତ୍ ସଂଖ୍ୟାରେ ଯୋଗଦେଇଥିଲେ। ଅବସରରେ କୋରାପୁଟ ବିଧାୟକ ରଘୁରାମ ମାଛ କହିଥିଲେ ଯେ, “ଶଙ୍ଖ ଯେପରି ଭାଙ୍ଗି ଭାଙ୍ଗି ଯାଉଛି, ହାତ ଛିଣ୍ଡି ଛିଣ୍ଡି ଯାଉଛି, ସେପରି ପଦ୍ମ ଫୁଟି ଫୁଟି ଯାଉଛି। ଆଗାମୀ ଦିନରେ ପଦ୍ମ ଯେଉଁଠିକୁ ଯିବ ସେଠି ଫୁଟିବ,” ବୋଲି ସେ ଦାବି କରିଥିଲେ।
    1
    କୋରାପୁଟ: କୋରାପୁଟ ଜିଲ୍ଲାରେ ବିଜେପି ଦଳର 47ତମ ସ୍ଥାପନା ଦିବସ ଉତ୍ସାହର ସହିତ ପାଳନ କରାଯାଇଛି। ଏହି ଅବସରରେ ବିଭିନ୍ନ କାର୍ୟକ୍ରମ ଆୟୋଜନ ହୋଇଥିବାବେଳେ ଦଳୀୟ କର୍ମୀମାନେ ବୃହତ୍ ସଂଖ୍ୟାରେ ଯୋଗଦେଇଥିଲେ।
ଅବସରରେ କୋରାପୁଟ ବିଧାୟକ ରଘୁରାମ ମାଛ କହିଥିଲେ ଯେ, “ଶଙ୍ଖ ଯେପରି ଭାଙ୍ଗି ଭାଙ୍ଗି ଯାଉଛି, ହାତ ଛିଣ୍ଡି ଛିଣ୍ଡି ଯାଉଛି, ସେପରି ପଦ୍ମ ଫୁଟି ଫୁଟି ଯାଉଛି। ଆଗାମୀ ଦିନରେ ପଦ୍ମ ଯେଉଁଠିକୁ ଯିବ ସେଠି ଫୁଟିବ,” ବୋଲି ସେ ଦାବି କରିଥିଲେ।
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    9 hrs ago
  • Post by Dingar Majhi
    1
    Post by Dingar Majhi
    user_Dingar Majhi
    Dingar Majhi
    Belpara, Balangir•
    3 hrs ago
  • Post by ସୋନୁ ଟାଇଗର
    1
    Post by ସୋନୁ ଟାଇଗର
    user_ସୋନୁ ଟାଇଗର
    ସୋନୁ ଟାଇଗର
    Pujari ବେଲପରା, ବଲାଙ୍ଗୀର, ଓଡ଼ିଶା•
    16 hrs ago
  • ବଲାଙ୍ଗୀର ଜିଲ୍ଲା ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ସରୋଜ କୁମାର ମେହେର ପାଟଣାଗଡ ବ୍ଲକ ସ୍ତରୀୟ ବିଜୁ ଜନତା ଦଳ ର ବୁଥ ସ୍ତରୀୟ ଏଜେଣ୍ଟ ଏବଂ ସକ୍ରିୟ କାର୍ଯ୍ୟକର୍ତ୍ତା ମାନଙ୍କର ବୈଠକ କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ।
    1
    ବଲାଙ୍ଗୀର ଜିଲ୍ଲା ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ସରୋଜ କୁମାର ମେହେର ପାଟଣାଗଡ ବ୍ଲକ ସ୍ତରୀୟ ବିଜୁ ଜନତା ଦଳ ର ବୁଥ ସ୍ତରୀୟ ଏଜେଣ୍ଟ ଏବଂ ସକ୍ରିୟ କାର୍ଯ୍ୟକର୍ତ୍ତା ମାନଙ୍କର ବୈଠକ କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ।
    user_BHOJARAJ DANDASENA
    BHOJARAJ DANDASENA
    Journalist ବେଲପରା, ବଲାଙ୍ଗୀର, ଓଡ଼ିଶା•
    18 hrs ago
  • 🇹🇯🇹🇯🇹🇯♥️🇹🇯♥️♥️🇹🇯🇹🇯🇹🇯
    1
    🇹🇯🇹🇯🇹🇯♥️🇹🇯♥️♥️🇹🇯🇹🇯🇹🇯
    user_Bighne Rana
    Bighne Rana
    Dancer ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    16 hrs ago
  • କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ଅଧିନ ରେ ଥିବା କୁର୍ତ୍ତମଗଡ଼ ଗ୍ରାମ ରେ ଭୀଷଣ କାଳ ବୈଶାଖୀ ଯୋଗୁଁ ଅନେକ ଲୋକ ଙ୍କ ଘର ଟିଣ ଛପର ଏବଂ ଆଜବେଷ୍ଟସ ପବନ ରେ ଚୁର ମାର୍ ହୋଇଯାଇଛି। ତୁରନ୍ତ ସମ୍ପୃକ୍ତ ଅଧିକାରୀ ଅନୁଧ୍ୟାନ କରି ସାହାଯ୍ୟ ସହଯୋଗ କରିବାକୁ ଅଞ୍ଚଳ ବାସୀ ଅନୁରୋଧ କରିଛନ୍ତି। ଵି ଇ ରୋ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ୍ ଓଡିଶା, ଭୁବନେଶ୍ୱର
    1
    କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ଅଧିନ ରେ ଥିବା କୁର୍ତ୍ତମଗଡ଼ ଗ୍ରାମ ରେ ଭୀଷଣ କାଳ ବୈଶାଖୀ ଯୋଗୁଁ ଅନେକ ଲୋକ ଙ୍କ ଘର ଟିଣ ଛପର ଏବଂ ଆଜବେଷ୍ଟସ ପବନ ରେ ଚୁର ମାର୍  ହୋଇଯାଇଛି। ତୁରନ୍ତ ସମ୍ପୃକ୍ତ ଅଧିକାରୀ ଅନୁଧ୍ୟାନ କରି ସାହାଯ୍ୟ ସହଯୋଗ କରିବାକୁ ଅଞ୍ଚଳ ବାସୀ ଅନୁରୋଧ କରିଛନ୍ତି।
ଵି ଇ ରୋ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ୍
ଓଡିଶା, ଭୁବନେଶ୍ୱର
    user_OWNER-EDITOR
    OWNER-EDITOR
    Association or organisation ତୁମୁଡ଼ିବନ୍ଧ, କନ୍ଧମାଳ, ଓଡ଼ିଶା•
    1 hr ago
  • କୋଟପାଡ଼ରେ କୁଆ ପଥର ଘଡ଼ଘଡି ସହ ପ୍ରବଳ ବର୍ଷା
    1
    କୋଟପାଡ଼ରେ କୁଆ ପଥର ଘଡ଼ଘଡି ସହ ପ୍ରବଳ ବର୍ଷା
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    10 hrs ago
  • ଆସନ୍ତା ଅପ୍ରେଲ ୧୨ ତାରିଖ ଦିନ ଜୟପୁର ପାରାବେଡା ଛକ ନିକଟରେ ମା ଦଣ୍ଡକାଳୀଙ୍କ ପୂଜା ଅନୁଷ୍ଠିତ ହେବ। ଏହି ପବିତ୍ର ଅବସରରେ ସମସ୍ତ ଭକ୍ତଜନଙ୍କୁ ମାଙ୍କ ଦର୍ଶନ ପାଇଁ ସାଦର ନିମନ୍ତ୍ରଣ। ଆସନ୍ତୁ ଏବଂ ମାଙ୍କର ଆଶୀର୍ବାଦ ଗ୍ରହଣ କରନ୍ତୁ। 🙏
    1
    ଆସନ୍ତା ଅପ୍ରେଲ ୧୨ ତାରିଖ ଦିନ ଜୟପୁର ପାରାବେଡା ଛକ ନିକଟରେ ମା ଦଣ୍ଡକାଳୀଙ୍କ ପୂଜା ଅନୁଷ୍ଠିତ ହେବ। ଏହି ପବିତ୍ର ଅବସରରେ ସମସ୍ତ ଭକ୍ତଜନଙ୍କୁ ମାଙ୍କ ଦର୍ଶନ ପାଇଁ ସାଦର ନିମନ୍ତ୍ରଣ। ଆସନ୍ତୁ ଏବଂ ମାଙ୍କର ଆଶୀର୍ବାଦ ଗ୍ରହଣ କରନ୍ତୁ। 🙏
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    17 hrs ago
  • ଗମ୍ଭାରୀ କୁଆ ପଥର ବର୍ଷା
    2
    ଗମ୍ଭାରୀ କୁଆ ପଥର ବର୍ଷା
    user_Dingar Majhi
    Dingar Majhi
    Belpara, Balangir•
    3 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.