logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ମାଥିଲି ଥାନା ଅନ୍ତର୍ଗତ ମହୁପଦର ରେ ଟ୍ରାକ୍ଟର ଓଲଟି ୨୦ ରୁ ଅଧିକ ଜଣ ଲକେ ଆହତ.... l ଭାରସାମ୍ୟ ହରାଇ ଓଲଟି ପଡିଲା ଟ୍ରାକ୍ଟର । ୨୦ ଜଣ ଗୁରୁତର ଏଭଳି ମର୍ମାହତ ସଡକ ଦୁର୍ଘଟଣା ଘଟିଛି ମାଥିଲି ଥାନା ଅନ୍ତର୍ଗତ ମହୁପଦର ପଞ୍ଚାୟତର ପେରମାରାଶି ଠାରେ । ଆକୁର ଗ୍ରାମରେ ପ୍ରତି ବର୍ଷ ମଣ୍ଡେଇ ଯାତ୍ରା ହୁଏ । ଏହି ଯାତ୍ରାରେ ଆଖପାଖ ଅଞ୍ଚଳର ଲୋକେ ଏହି ଯାତ୍ରାରେ ଯୋଗ ଦେଇଥାନ୍ତି । ମଣ୍ଡେଇ ଯାତ୍ରା ବଡ଼ ଧୁମଧାମରେ ପାଳିତ ହୋଇଥାଏ । ମଣ୍ଡେଇ ଯାତ୍ରାରେ ଯୋଗ ଦେବା ପାଇଁ ମହୁପଦର ଗ୍ରାମର ଦୁରୁଆ ନାଚ ପାର୍ଥି ଆକୁର ଗ୍ରାମରେ ଏକ ଟ୍ରାକ୍ଟର ରେ ପ୍ରାୟ ୨୦ ଜଣ,ମହିଳା ଓ ପୁରୁଷ ବସି ଯାଉଥିଲେ । ଟ୍ରାକ୍ଟର ରେ ଅତ୍ୟଦିକ ଲୋକ ବସି ଥିବା ହେତୁ ପେରମାରାଶି ପାଖରେ ଟ୍ରାକ୍ଟର ଭାରସାମ୍ୟ ହରାଇ ଓଲଟି ପଡିଲା । ଟ୍ରାକ୍ଟରରେ ବସିଥିବା ସମସ୍ତେ ଛିଟିକି ପଡ଼ିଥିଲେ । କାହାର ହାତ ଭାଙ୍ଗିଛି ତ ,କାହାର ମୁଣ୍ଡ ଫାଟି ଯାଇଛି । ଖବର ପାଇ ଆଖ ପାଖ କିଛି ଗାଁ ଲୋକ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଲୋକଙ୍କୁ ଉଦ୍ଧାର କରି ମାଥିଲି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା । ତହିଁ ମଧ୍ୟରୁ ତିନି ଜଣ ବବି ନାୟକ(୧୪),ଟୁକୁଡୁ ଦୁରୁଆ(୪୫),ସମନାଥ ଦୁରୁଆ(୧୬)ଙ୍କ ସ୍ୱାସ୍ତ୍ୟବ୍ୟସ୍ତ ଅତି ଗୁରୁତ୍ୱ ଥିବାରୁ ସେମାନଙ୍କୁ କୋରାପୁଟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନ୍ତତରିତ କରାଯାଇଛି। ଗୀତାଞ୍ଜଳି ଦାରୁଆଙ୍କ ସ୍ୱାସ୍ତ୍ୟବ୍ୟସ୍ତ ମଧ୍ୟ ଗୁରୁତ୍ୱ ଥିବାରୁ ମାଲକାନଗିରି ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ତାନାନ୍ତରିତ କରାଯାଇଛି । ଅନ୍ୟ କେତେ ଜଣଙ୍କୁ ମଧ୍ୟ କୋରାପୁଟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯିବାର ସମ୍ବାବନ ରହିଛି ।

13 hrs ago
user_The Malkangiri news
The Malkangiri news
ସାମ୍ବାଦିକ ମାଲକାନଗିରି, ମାଲକାନଗିରି, ଓଡ଼ିଶା•
13 hrs ago

ମାଥିଲି ଥାନା ଅନ୍ତର୍ଗତ ମହୁପଦର ରେ ଟ୍ରାକ୍ଟର ଓଲଟି ୨୦ ରୁ ଅଧିକ ଜଣ ଲକେ ଆହତ.... l ଭାରସାମ୍ୟ ହରାଇ ଓଲଟି ପଡିଲା ଟ୍ରାକ୍ଟର । ୨୦ ଜଣ ଗୁରୁତର ଏଭଳି ମର୍ମାହତ ସଡକ ଦୁର୍ଘଟଣା ଘଟିଛି ମାଥିଲି ଥାନା ଅନ୍ତର୍ଗତ ମହୁପଦର ପଞ୍ଚାୟତର ପେରମାରାଶି ଠାରେ । ଆକୁର ଗ୍ରାମରେ ପ୍ରତି ବର୍ଷ ମଣ୍ଡେଇ ଯାତ୍ରା ହୁଏ । ଏହି ଯାତ୍ରାରେ ଆଖପାଖ ଅଞ୍ଚଳର ଲୋକେ ଏହି ଯାତ୍ରାରେ ଯୋଗ ଦେଇଥାନ୍ତି । ମଣ୍ଡେଇ ଯାତ୍ରା ବଡ଼ ଧୁମଧାମରେ ପାଳିତ ହୋଇଥାଏ । ମଣ୍ଡେଇ ଯାତ୍ରାରେ ଯୋଗ ଦେବା ପାଇଁ ମହୁପଦର ଗ୍ରାମର ଦୁରୁଆ ନାଚ ପାର୍ଥି ଆକୁର ଗ୍ରାମରେ ଏକ ଟ୍ରାକ୍ଟର ରେ ପ୍ରାୟ ୨୦ ଜଣ,ମହିଳା ଓ ପୁରୁଷ ବସି ଯାଉଥିଲେ । ଟ୍ରାକ୍ଟର ରେ ଅତ୍ୟଦିକ ଲୋକ ବସି ଥିବା ହେତୁ ପେରମାରାଶି ପାଖରେ ଟ୍ରାକ୍ଟର ଭାରସାମ୍ୟ ହରାଇ ଓଲଟି ପଡିଲା । ଟ୍ରାକ୍ଟରରେ ବସିଥିବା ସମସ୍ତେ ଛିଟିକି ପଡ଼ିଥିଲେ । କାହାର ହାତ ଭାଙ୍ଗିଛି ତ ,କାହାର ମୁଣ୍ଡ ଫାଟି ଯାଇଛି । ଖବର ପାଇ ଆଖ ପାଖ କିଛି ଗାଁ ଲୋକ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଲୋକଙ୍କୁ ଉଦ୍ଧାର କରି ମାଥିଲି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା । ତହିଁ ମଧ୍ୟରୁ ତିନି ଜଣ ବବି ନାୟକ(୧୪),ଟୁକୁଡୁ ଦୁରୁଆ(୪୫),ସମନାଥ ଦୁରୁଆ(୧୬)ଙ୍କ ସ୍ୱାସ୍ତ୍ୟବ୍ୟସ୍ତ ଅତି ଗୁରୁତ୍ୱ ଥିବାରୁ ସେମାନଙ୍କୁ କୋରାପୁଟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନ୍ତତରିତ କରାଯାଇଛି। ଗୀତାଞ୍ଜଳି ଦାରୁଆଙ୍କ ସ୍ୱାସ୍ତ୍ୟବ୍ୟସ୍ତ ମଧ୍ୟ ଗୁରୁତ୍ୱ ଥିବାରୁ ମାଲକାନଗିରି ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ତାନାନ୍ତରିତ କରାଯାଇଛି । ଅନ୍ୟ କେତେ ଜଣଙ୍କୁ ମଧ୍ୟ କୋରାପୁଟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯିବାର ସମ୍ବାବନ ରହିଛି ।

More news from ଓଡ଼ିଶା and nearby areas
  • ପଡ଼ିଆ ପଞ୍ଚାୟତ ମୋଟମଗୁଡ଼ାରୁ ଝାଡେଶ୍ୱର ମନ୍ଦିର ଯିବା କଂକ୍ରିଟ ରାସ୍ତା କାହା ଭାଗରେ କେତେ.. *କାର୍ଯ୍ୟରେ ନିମ୍ନ ମାନର ଅଭିଯୋଗ ଆଣିଛନ୍ତି ମନ୍ଦିରର ମୁଖ୍ୟ ପୂଜକ* ମାଲକାନଗିରି ଜିଲ୍ଲା ପଡିଆ ବ୍ଲକର ମୋଟମଗୁଡା ଦେଈ ଆର୍ଥିକ ବର୍ଷ ୨୦୨୫-୨୬, ୫ମ ଏସ ଏଫ ସୀ ଯୋଜନା ଅନ୍ତର୍ଭୁକ୍ତ ଅଟକଳ ମୂଲ୍ୟ ୪ ଲକ୍ଷ୍ୟ ମୂଲ୍ୟ ରେ ଯେଉଁ ସିମେଣ୍ଟ କଂକ୍ରିଟ ରାସ୍ତା ଚାଲିଛି ତାହା ନିମ୍ନ ମାନର ଅଭିଯୋଗ ଆଣିଛନ୍ତି ମୁଖ୍ୟ ପୂଜକ । ସୂଚନା ଅନୁସାରେ ଯେତେବେଳେ ମନ୍ଦିରକୁ ରାସ୍ତା ନ ଥିଲା,ବର୍ଷା ଦିନେ ଭକ୍ତ ମାନଙ୍କୁ ଝାଡେସ୍ୱର ମନ୍ଦିର କୁ ଯିବା ଆସିବା କରିବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ସେଥି ପାଇଁ ମାଲକାନଗିରି ବିଧାୟକ ଓ ପଡ଼ିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଅଭିଯୋଗ କରାଯାଇଥିଲା କି ପାହାଡ଼ରୁ ପାଣି ଆସି ରାସ୍ତା ଭାଙ୍ଗି କାଦୁଅ କରୁଛି ତା ଯୋଗୁ ପାଣି ନିଷ୍କାସନ ପାଇଁ ନାଳ ଦରକାର କିନ୍ତୁ ତାହା ହେଇପାରିଲାନି । ଆଉ ରାସ୍ତା କେବଳ ବାଲି ମାରି କଂକ୍ରିଟ କରିଦେଉଛନ୍ତି ଅଳ୍ପ ଖୋଳି ଦୁଇପଟରୁ ମଝିରେ କେବଳ ବାଲି ପକାଇ ତାହା ଉପରେ ମାତ୍ର ତିନି ଇଞ୍ଚ ମେଟଲ୍ କଂକ୍ରିଟ କରି ଛାଡ଼ି ଦେଲେ ।ଯାହା ଅଳ୍ପ ଦିନ ପରେ ଭାଙ୍ଗିଯିବାର ସମ୍ଭାବନା ଅଛି । ଏତେ ଅଭିଯୋଗ ପରେ ବି ତରବରିଆ ଭାବେ ନିମ୍ନ ମାନର କାମ କରି ରାତାରାତି ସାରିବାକୁ ବସିଛନ୍ତି ଠିକାଦାର । ରାସ୍ତା କାମ ଖାଲି ମେଟଲରେ କରାଯାଉଛି, ଚିପ୍ସ ଜମା ବ୍ୟବହାର କରୁନାହାନ୍ତି । କିଉରିଂ ନ କରିବା ଫଳରେ ରାସ୍ତା କଂକ୍ରିଟର ରଙ୍ଗ ବଦଳି ଯାଇଛି । ଏଣୁ ଏହି ନିମ୍ନ ମାନର କାର୍ଯ୍ୟ ର ଜିଲ୍ଲା ସ୍ତରୀୟ ଅଧିକାରୀ ଙ୍କ ଦ୍ୱାରା ତଦନ୍ତ ଦରକାର ତେବେ ବୁଝିବାକୁ ବାକି ରହିଲା ଗଣ ମାଧ୍ୟମରେ ଖବର ପ୍ରକାଶ ହେବା ପରେ କାମରେ କେବେ ସୁଧାର ଆସିବ କେବେ ସରକାରୀ ଅର୍ଥର ହରିଲୁଟ ବନ୍ଦ ହବ ,ଦେଖିବାକୁ ବାକି ରହିଲା ।
    4
    ପଡ଼ିଆ ପଞ୍ଚାୟତ ମୋଟମଗୁଡ଼ାରୁ ଝାଡେଶ୍ୱର ମନ୍ଦିର ଯିବା କଂକ୍ରିଟ ରାସ୍ତା କାହା ଭାଗରେ କେତେ..
*କାର୍ଯ୍ୟରେ ନିମ୍ନ ମାନର ଅଭିଯୋଗ ଆଣିଛନ୍ତି ମନ୍ଦିରର  ମୁଖ୍ୟ ପୂଜକ* 
ମାଲକାନଗିରି ଜିଲ୍ଲା ପଡିଆ ବ୍ଲକର ମୋଟମଗୁଡା ଦେଈ ଆର୍ଥିକ ବର୍ଷ ୨୦୨୫-୨୬, ୫ମ ଏସ ଏଫ ସୀ  ଯୋଜନା ଅନ୍ତର୍ଭୁକ୍ତ ଅଟକଳ ମୂଲ୍ୟ ୪ ଲକ୍ଷ୍ୟ ମୂଲ୍ୟ ରେ ଯେଉଁ ସିମେଣ୍ଟ କଂକ୍ରିଟ  ରାସ୍ତା ଚାଲିଛି ତାହା ନିମ୍ନ ମାନର ଅଭିଯୋଗ ଆଣିଛନ୍ତି ମୁଖ୍ୟ ପୂଜକ । ସୂଚନା ଅନୁସାରେ ଯେତେବେଳେ ମନ୍ଦିରକୁ ରାସ୍ତା ନ ଥିଲା,ବର୍ଷା ଦିନେ ଭକ୍ତ ମାନଙ୍କୁ ଝାଡେସ୍ୱର ମନ୍ଦିର କୁ  ଯିବା ଆସିବା କରିବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ସେଥି ପାଇଁ  ମାଲକାନଗିରି ବିଧାୟକ  ଓ ପଡ଼ିଆ ଗୋଷ୍ଠୀ  ଉନ୍ନୟନ ଅଧିକାରୀଙ୍କୁ ଅଭିଯୋଗ କରାଯାଇଥିଲା କି ପାହାଡ଼ରୁ ପାଣି ଆସି ରାସ୍ତା ଭାଙ୍ଗି କାଦୁଅ କରୁଛି ତା ଯୋଗୁ ପାଣି ନିଷ୍କାସନ ପାଇଁ ନାଳ ଦରକାର କିନ୍ତୁ ତାହା ହେଇପାରିଲାନି ।
ଆଉ ରାସ୍ତା କେବଳ ବାଲି ମାରି କଂକ୍ରିଟ କରିଦେଉଛନ୍ତି ଅଳ୍ପ ଖୋଳି ଦୁଇପଟରୁ  ମଝିରେ କେବଳ ବାଲି ପକାଇ ତାହା ଉପରେ ମାତ୍ର ତିନି  ଇଞ୍ଚ ମେଟଲ୍ କଂକ୍ରିଟ କରି ଛାଡ଼ି ଦେଲେ ।ଯାହା ଅଳ୍ପ ଦିନ ପରେ ଭାଙ୍ଗିଯିବାର ସମ୍ଭାବନା ଅଛି ।
ଏତେ ଅଭିଯୋଗ ପରେ ବି ତରବରିଆ ଭାବେ ନିମ୍ନ ମାନର କାମ କରି ରାତାରାତି ସାରିବାକୁ ବସିଛନ୍ତି ଠିକାଦାର  । ରାସ୍ତା କାମ ଖାଲି ମେଟଲରେ କରାଯାଉଛି, ଚିପ୍ସ ଜମା ବ୍ୟବହାର କରୁନାହାନ୍ତି ।   କିଉରିଂ ନ କରିବା ଫଳରେ ରାସ୍ତା କଂକ୍ରିଟର ରଙ୍ଗ ବଦଳି ଯାଇଛି । ଏଣୁ ଏହି  ନିମ୍ନ ମାନର କାର୍ଯ୍ୟ ର  ଜିଲ୍ଲା ସ୍ତରୀୟ ଅଧିକାରୀ ଙ୍କ ଦ୍ୱାରା ତଦନ୍ତ ଦରକାର ତେବେ ବୁଝିବାକୁ ବାକି ରହିଲା ଗଣ ମାଧ୍ୟମରେ ଖବର ପ୍ରକାଶ ହେବା ପରେ କାମରେ କେବେ ସୁଧାର ଆସିବ 
କେବେ ସରକାରୀ ଅର୍ଥର ହରିଲୁଟ ବନ୍ଦ ହବ ,ଦେଖିବାକୁ ବାକି ରହିଲା ।
    user_The Malkangiri news
    The Malkangiri news
    ସାମ୍ବାଦିକ ମାଲକାନଗିରି, ମାଲକାନଗିରି, ଓଡ଼ିଶା•
    13 hrs ago
  • କାଳବୈଶାଖୀ ପ୍ରଭାଵରେ କୋଟପାଡ଼ରେ ପ୍ରବଳ ବର୍ଷା
    1
    କାଳବୈଶାଖୀ ପ୍ରଭାଵରେ କୋଟପାଡ଼ରେ ପ୍ରବଳ ବର୍ଷା
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    3 hrs ago
  • କୋରାପୁଟ: କୋରାପୁଟ ଜିଲ୍ଲାପାଳ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ କାର୍ୟକ୍ରମ ଅନୁଷ୍ଠିତ ହୋଇଛି। କୋରାପୁଟ ବିଧାୟକ ରଘୁରାମ ମାଛ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନଙ୍କ କାର୍ଯ୍ୟାଳୟରେ ପହଞ୍ଚି କୋରାପୁଟ ଜିଲ୍ଲା ଯୋଜନା ବୋର୍ଡ କମିଟିର “ଅଧ୍ୟକ୍ଷ” ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।
    1
    କୋରାପୁଟ: କୋରାପୁଟ ଜିଲ୍ଲାପାଳ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ କାର୍ୟକ୍ରମ ଅନୁଷ୍ଠିତ ହୋଇଛି। କୋରାପୁଟ ବିଧାୟକ ରଘୁରାମ ମାଛ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନଙ୍କ କାର୍ଯ୍ୟାଳୟରେ ପହଞ୍ଚି କୋରାପୁଟ ଜିଲ୍ଲା ଯୋଜନା ବୋର୍ଡ କମିଟିର “ଅଧ୍ୟକ୍ଷ” ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    7 hrs ago
  • ଜଙ୍ଗଲ ରେ ଲାଗୁଚି ନିଆଁ, ଯିବଜନ୍ତୁ ସହ ପରିବେଶ ନଷ୍ଟ
    1
    ଜଙ୍ଗଲ ରେ ଲାଗୁଚି ନିଆଁ, ଯିବଜନ୍ତୁ ସହ ପରିବେଶ ନଷ୍ଟ
    user_Jitendra mohanty
    Jitendra mohanty
    Agricultural machinery manufacturer ଉମରକୋଟ, ନବରଙ୍ଗପୁର, ଓଡ଼ିଶା•
    10 hrs ago
  • ରାୟଗଡ଼ା ଜିଲ୍ଲା ବିଜେପି ପକ୍ଷରୁ ଭାଜପା ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି
    1
    ରାୟଗଡ଼ା ଜିଲ୍ଲା ବିଜେପି ପକ୍ଷରୁ  ଭାଜପା ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି
    user_Tuna Behera
    Tuna Behera
    କାଶୀପୁର, ରାୟଗଡା, ଓଡ଼ିଶା•
    6 hrs ago
  • Post by Sai mpcl chairman
    1
    Post by Sai mpcl chairman
    user_Sai mpcl chairman
    Sai mpcl chairman
    Agriculture cooperative ସିନାପାଲି, ନୂଆପଡ଼ା, ଓଡ଼ିଶା•
    11 hrs ago
  • ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଅନ୍ତର୍ଗତ ଜଲାଙ୍ଗ ପଞ୍ଚାୟତରେ ଏକ ମାଗଣା ସ୍ବାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି। ଶ୍ରୀକାକୁଲମ ଜିଲ୍ଲାର ଜେମ୍ସ ହସ୍ପିଟାଲ ର ଏକ ଡାକ୍ତର ଦଳର ସହଯୋଗରେ ମାଗଣା ଚକ୍ଷୁ ଏବଂ ସାଧାରଣ ରୋଗର ଚିକିତ୍ସା କରାଯାଇ ଔଷଧ ବିତରଣ କରାଯାଇଥିଲା। ଏଥିରେ ପ୍ରାୟ ୧୦୦ ରୁ ଉର୍ଦ୍ଧ ଲୋକ ସ୍ବାସ୍ଥ୍ୟ ସେବାର ଲାଭ ପାଇଥିଲେ। ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସ୍ବାସ୍ଥ୍ୟ ପାଇଁ ଏକତ୍ର ହେବା ଏବଂ ବିଜ୍ଞାନ ସହିତ ଛିଡା ହେବା। ଗ୍ରାମୀଣ ଅଞ୍ଚଳର ଲୋକମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ଓ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷଣର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ସହ ଅନ୍ଧ ବିଶ୍ୱାସ ଠାରୁ ଦୁରେଇ ରହିବା। ଏହି କାର୍ଯ୍ୟକ୍ରମ କୁ ଭେଙ୍କେଟେଶ ସେନାପତି ପରିଚାଳନା କରିଥିବାବେଳେ ତେଜସ୍ପିନି ଦେବୀ ଏବଂ ସମାହିତ ସଂଗଠନର ଟିମ୍ ଦ୍ୱାରା ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
    1
    ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଅନ୍ତର୍ଗତ ଜଲାଙ୍ଗ ପଞ୍ଚାୟତରେ ଏକ ମାଗଣା ସ୍ବାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି। ଶ୍ରୀକାକୁଲମ ଜିଲ୍ଲାର ଜେମ୍ସ ହସ୍ପିଟାଲ ର ଏକ ଡାକ୍ତର ଦଳର ସହଯୋଗରେ ମାଗଣା ଚକ୍ଷୁ ଏବଂ ସାଧାରଣ ରୋଗର ଚିକିତ୍ସା କରାଯାଇ ଔଷଧ ବିତରଣ କରାଯାଇଥିଲା। ଏଥିରେ ପ୍ରାୟ ୧୦୦ ରୁ ଉର୍ଦ୍ଧ ଲୋକ ସ୍ବାସ୍ଥ୍ୟ ସେବାର ଲାଭ ପାଇଥିଲେ। ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସ୍ବାସ୍ଥ୍ୟ ପାଇଁ ଏକତ୍ର ହେବା ଏବଂ ବିଜ୍ଞାନ ସହିତ ଛିଡା ହେବା। ଗ୍ରାମୀଣ ଅଞ୍ଚଳର ଲୋକମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ଓ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷଣର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ସହ ଅନ୍ଧ ବିଶ୍ୱାସ ଠାରୁ ଦୁରେଇ ରହିବା। ଏହି କାର୍ଯ୍ୟକ୍ରମ କୁ ଭେଙ୍କେଟେଶ ସେନାପତି ପରିଚାଳନା କରିଥିବାବେଳେ ତେଜସ୍ପିନି ଦେବୀ ଏବଂ ସମାହିତ ସଂଗଠନର ଟିମ୍ ଦ୍ୱାରା ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
    user_KHABAR TARANGA
    KHABAR TARANGA
    ସେରଙ୍ଗୋ, ଗଜପତି, ଓଡ଼ିଶା•
    3 hrs ago
  • ମାଥିଲି ଥାନା ଅନ୍ତର୍ଗତ ମହୁପଦର ରେ ଟ୍ରାକ୍ଟର ଓଲଟି ୨୦ ରୁ ଅଧିକ ଜଣ ଲକେ ଆହତ.... l ଭାରସାମ୍ୟ ହରାଇ ଓଲଟି ପଡିଲା ଟ୍ରାକ୍ଟର । ୨୦ ଜଣ ଗୁରୁତର ଏଭଳି ମର୍ମାହତ ସଡକ ଦୁର୍ଘଟଣା ଘଟିଛି ମାଥିଲି ଥାନା ଅନ୍ତର୍ଗତ ମହୁପଦର ପଞ୍ଚାୟତର ପେରମାରାଶି ଠାରେ । ଆକୁର ଗ୍ରାମରେ ପ୍ରତି ବର୍ଷ ମଣ୍ଡେଇ ଯାତ୍ରା ହୁଏ । ଏହି ଯାତ୍ରାରେ ଆଖପାଖ ଅଞ୍ଚଳର ଲୋକେ ଏହି ଯାତ୍ରାରେ ଯୋଗ ଦେଇଥାନ୍ତି । ମଣ୍ଡେଇ ଯାତ୍ରା ବଡ଼ ଧୁମଧାମରେ ପାଳିତ ହୋଇଥାଏ । ମଣ୍ଡେଇ ଯାତ୍ରାରେ ଯୋଗ ଦେବା ପାଇଁ ମହୁପଦର ଗ୍ରାମର ଦୁରୁଆ ନାଚ ପାର୍ଥି ଆକୁର ଗ୍ରାମରେ ଏକ ଟ୍ରାକ୍ଟର ରେ ପ୍ରାୟ ୨୦ ଜଣ,ମହିଳା ଓ ପୁରୁଷ ବସି ଯାଉଥିଲେ । ଟ୍ରାକ୍ଟର ରେ ଅତ୍ୟଦିକ ଲୋକ ବସି ଥିବା ହେତୁ ପେରମାରାଶି ପାଖରେ ଟ୍ରାକ୍ଟର ଭାରସାମ୍ୟ ହରାଇ ଓଲଟି ପଡିଲା । ଟ୍ରାକ୍ଟରରେ ବସିଥିବା ସମସ୍ତେ ଛିଟିକି ପଡ଼ିଥିଲେ । କାହାର ହାତ ଭାଙ୍ଗିଛି ତ ,କାହାର ମୁଣ୍ଡ ଫାଟି ଯାଇଛି । ଖବର ପାଇ ଆଖ ପାଖ କିଛି ଗାଁ ଲୋକ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଲୋକଙ୍କୁ ଉଦ୍ଧାର କରି ମାଥିଲି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା । ତହିଁ ମଧ୍ୟରୁ ତିନି ଜଣ ବବି ନାୟକ(୧୪),ଟୁକୁଡୁ ଦୁରୁଆ(୪୫),ସମନାଥ ଦୁରୁଆ(୧୬)ଙ୍କ ସ୍ୱାସ୍ତ୍ୟବ୍ୟସ୍ତ ଅତି ଗୁରୁତ୍ୱ ଥିବାରୁ ସେମାନଙ୍କୁ କୋରାପୁଟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନ୍ତତରିତ କରାଯାଇଛି। ଗୀତାଞ୍ଜଳି ଦାରୁଆଙ୍କ ସ୍ୱାସ୍ତ୍ୟବ୍ୟସ୍ତ ମଧ୍ୟ ଗୁରୁତ୍ୱ ଥିବାରୁ ମାଲକାନଗିରି ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ତାନାନ୍ତରିତ କରାଯାଇଛି । ଅନ୍ୟ କେତେ ଜଣଙ୍କୁ ମଧ୍ୟ କୋରାପୁଟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯିବାର ସମ୍ବାବନ ରହିଛି ।
    1
    ମାଥିଲି ଥାନା ଅନ୍ତର୍ଗତ ମହୁପଦର ରେ ଟ୍ରାକ୍ଟର ଓଲଟି ୨୦ ରୁ ଅଧିକ ଜଣ ଲକେ ଆହତ.... l
ଭାରସାମ୍ୟ ହରାଇ ଓଲଟି ପଡିଲା ଟ୍ରାକ୍ଟର । ୨୦ ଜଣ ଗୁରୁତର ଏଭଳି ମର୍ମାହତ ସଡକ ଦୁର୍ଘଟଣା ଘଟିଛି ମାଥିଲି ଥାନା ଅନ୍ତର୍ଗତ ମହୁପଦର ପଞ୍ଚାୟତର ପେରମାରାଶି ଠାରେ । ଆକୁର ଗ୍ରାମରେ ପ୍ରତି ବର୍ଷ ମଣ୍ଡେଇ ଯାତ୍ରା ହୁଏ । ଏହି ଯାତ୍ରାରେ ଆଖପାଖ ଅଞ୍ଚଳର ଲୋକେ ଏହି ଯାତ୍ରାରେ ଯୋଗ ଦେଇଥାନ୍ତି । ମଣ୍ଡେଇ ଯାତ୍ରା ବଡ଼ ଧୁମଧାମରେ ପାଳିତ ହୋଇଥାଏ । ମଣ୍ଡେଇ ଯାତ୍ରାରେ ଯୋଗ ଦେବା ପାଇଁ 
ମହୁପଦର ଗ୍ରାମର ଦୁରୁଆ ନାଚ ପାର୍ଥି ଆକୁର ଗ୍ରାମରେ ଏକ ଟ୍ରାକ୍ଟର ରେ ପ୍ରାୟ ୨୦ ଜଣ,ମହିଳା ଓ ପୁରୁଷ ବସି ଯାଉଥିଲେ । ଟ୍ରାକ୍ଟର ରେ ଅତ୍ୟଦିକ ଲୋକ ବସି ଥିବା ହେତୁ   ପେରମାରାଶି ପାଖରେ ଟ୍ରାକ୍ଟର ଭାରସାମ୍ୟ ହରାଇ ଓଲଟି ପଡିଲା । ଟ୍ରାକ୍ଟରରେ ବସିଥିବା ସମସ୍ତେ ଛିଟିକି ପଡ଼ିଥିଲେ । କାହାର ହାତ ଭାଙ୍ଗିଛି ତ ,କାହାର ମୁଣ୍ଡ ଫାଟି ଯାଇଛି । ଖବର ପାଇ ଆଖ ପାଖ କିଛି ଗାଁ ଲୋକ   ଘଟଣା ସ୍ଥଳରେ ପହଞ୍ଚି ଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଲୋକଙ୍କୁ ଉଦ୍ଧାର କରି ମାଥିଲି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା । ତହିଁ ମଧ୍ୟରୁ ତିନି ଜଣ ବବି ନାୟକ(୧୪),ଟୁକୁଡୁ ଦୁରୁଆ(୪୫),ସମନାଥ ଦୁରୁଆ(୧୬)ଙ୍କ ସ୍ୱାସ୍ତ୍ୟବ୍ୟସ୍ତ ଅତି ଗୁରୁତ୍ୱ ଥିବାରୁ ସେମାନଙ୍କୁ କୋରାପୁଟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନ୍ତତରିତ କରାଯାଇଛି। ଗୀତାଞ୍ଜଳି ଦାରୁଆଙ୍କ ସ୍ୱାସ୍ତ୍ୟବ୍ୟସ୍ତ ମଧ୍ୟ ଗୁରୁତ୍ୱ ଥିବାରୁ ମାଲକାନଗିରି ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ତାନାନ୍ତରିତ କରାଯାଇଛି । ଅନ୍ୟ କେତେ ଜଣଙ୍କୁ ମଧ୍ୟ କୋରାପୁଟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯିବାର ସମ୍ବାବନ ରହିଛି ।
    user_The Malkangiri news
    The Malkangiri news
    ସାମ୍ବାଦିକ ମାଲକାନଗିରି, ମାଲକାନଗିରି, ଓଡ଼ିଶା•
    13 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.