Shuru
Apke Nagar Ki App…
ରାୟଗଡ଼ା ଜିଲ୍ଲା ବିଜେପି ପକ୍ଷରୁ ଭାଜପା ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି ରାୟଗଡ଼ା ଜିଲ୍ଲା ବିଜେପି ପକ୍ଷରୁ ଭାଜପା ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି
Tuna Behera
ରାୟଗଡ଼ା ଜିଲ୍ଲା ବିଜେପି ପକ୍ଷରୁ ଭାଜପା ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି ରାୟଗଡ଼ା ଜିଲ୍ଲା ବିଜେପି ପକ୍ଷରୁ ଭାଜପା ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି
More news from ଓଡ଼ିଶା and nearby areas
- ରାୟଗଡ଼ା ଜିଲ୍ଲା ବିଜେପି ପକ୍ଷରୁ ଭାଜପା ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି1
- ପଞ୍ଚପଟ୍ଟମାଳି ନାଟକ ପ୍ରତିଯୋଗିତା ଉଦ୍ଘାଟିତ ‘ଈଶ୍ବର ଆଲ୍ଲା ତେରେ ନାମ୍’ ଓ ‘କିନ୍ନର’ ମଞ୍ଚସ୍ଥ ଦାମନଯୋଡି ଶିଳ୍ପାଞ୍ଚଳର ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ‘ପଞ୍ଚପଟ୍ଟମାଳୀ ନାଟ୍ୟ ମହୋତ୍ସବ' ପକ୍ଷରୁ ରାଜ୍ୟସ୍ତରୀୟ ନାଟକ ପ୍ରତିଯୋଗିତା ନାଲକୋ ଟାଉନସିପ୍ ସ୍ଥିତ ମୁକ୍ତାକାଶ ରଙ୍ଗମଞ୍ଚ ଠାରେ ଉଦଘାଟିତ ହୋଇଯାଇଛି। ସଭାପତି ବିଚ୍ଛନ୍ଦ ଚରଣ ଦାଶଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଉଦଘାଟନୀ ସମାରୋହରେ ନାଲକୋ ଇଡି ଅମରେନ୍ଦ୍ର କୁମାର ମିଶ୍ର ଓ ଭିଏସଏସ ଆନନ୍ଦଙ୍କ ସମେତ ନାଲକୋର ବିଭିନ୍ନ ବିଭାଗର ମୁଖ୍ୟ ମହାପ୍ରବନ୍ଧକ ଅତିଥି ଭାବେ ଯୋଗ ଦେଇଥିଲେ I ଉଦ୍ଘାଟନୀ ସନ୍ଧ୍ୟାରେ ନଟରାଜ ସାଂସ୍କୃତିକ ଅନୁଷ୍ଠାନ ଭଦ୍ରକ ଦ୍ବାରା ପ୍ରଥମ ନାଟକ ‘ଈଶ୍ବର ଆଲ୍ଲା ତେରେ ନାମ' ମଞ୍ଚସ୍ଥ ହୋଇଥିଲା। ସେହିପରି ଜୟପୁର ସାଂସ୍କୃତିକ ଅନୁଷ୍ଠାନ ଶ୍ରାବଣୀ ପକ୍ଷରୁ ଦ୍ଵିତୀୟ ନାଟକ ‘କିନ୍ନର' ମଞ୍ଚସ୍ଥ ହୋଇଥିଲା । ଓଡ଼ିଶାର ସୁନାମଧନ୍ୟ ନାଟ୍ୟକାର ରମାକାନ୍ତ ମିଶ୍ର, ନବଦୀପ ମହାଳିକ, ଦିନିଶେ ଦାସ ପ୍ରମୁଖ ୩ ଜଣ ବିଚାରକ ମଣ୍ଡଳୀ ଦାୟିତ୍ୱରେ ରହିଛନ୍ତି । ଏପ୍ରିଲ ୧୩ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଚାଲିବାକୁ ଥିବା ବେଳେ ଓଡ଼ିଶାର ବିଭିନ୍ନ ଜିଲାରୁ ୧୮ଟି ନାଟ୍ୟ ଦଳ ବିବେଚିତ ହୋଇଥିବା ସୂଚନା ମିଳିଛି। ଉଦ୍ଘାଟନୀ ଉତ୍ସବରେ ଅନୁଷ୍ଠାନର ମୁଖପତ୍ର ‘କଳାକାର’ ଉନ୍ମୋଚିତ ହୋଇଥିଲା। ଅନୁଷ୍ଠାନର ସମ୍ପାଦକ ନିର୍ମଳ ରାଉତ ଓ ସଦସ୍ୟ ଶ୍ରୀଧର ପରିଡ଼ା ମଞ୍ଚ ସଂଯୋଜନା କରିଥିଲେ ।1
- କୋରାପୁଟ: କୋରାପୁଟ ଜିଲ୍ଲାପାଳ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ କାର୍ୟକ୍ରମ ଅନୁଷ୍ଠିତ ହୋଇଛି। କୋରାପୁଟ ବିଧାୟକ ରଘୁରାମ ମାଛ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନଙ୍କ କାର୍ଯ୍ୟାଳୟରେ ପହଞ୍ଚି କୋରାପୁଟ ଜିଲ୍ଲା ଯୋଜନା ବୋର୍ଡ କମିଟିର “ଅଧ୍ୟକ୍ଷ” ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।1
- Post by MSP TV (Reporter:-MiHiR)1
- କାଳବୈଶାଖୀ ପ୍ରଭାଵରେ କୋଟପାଡ଼ରେ ପ୍ରବଳ ବର୍ଷା1
- ମାନ୍ୟବର LOP ଶ୍ରୀଯୁକ୍ତ ରାହୁଳ ଗାନ୍ଧୀ ଜୀ ଙ୍କ ବିରାଟ ବଡ଼ ଜନ ସମାବେଶ ରେ ଯୋଗଦାନ1
- Post by Sai mpcl chairman1
- ମାଥାଲପୁଟ ବସଷ୍ଟାଣ୍ଡ ଠାରେ ଦଣ୍ଡ ନାଚ ଆୟୋଜିତ ହୋଇଛି । ପାଣିଦଣ୍ଡ ପରେ ମାଥାଲପୁଟ ମାର୍କେଟରେ ଦଣ୍ଡୁଆ ମାନେ କରୁଛନ୍ତି ନଗର ପରିକ୍ରମା । ରାତିରେ ସାମାଜିକ ନାଟକ ଅନୁଷ୍ଠିତ ହେବ।1