logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ମନମୁଣ୍ଡା ସୁବର୍ଣ୍ଣପାଲୀ ତେଲନଦୀ ଘାଟରେ ବିନା ସୂଚନା ଫାଲକରେ ପାହାଚ ନିର୍ମାଣ ଏନେଇ ଭୁଦ୍ଧିଜୀବିଙ୍କ ପ୍ରତିକ୍ରିୟା ସୁବର୍ଣ୍ଣପାଲି ତେଲନଦୀ ଘାଟରେ ବିନା ସୂଚନା ଫଳକରେ ପାହାଚ ନିର୍ମାଣ, ବୁଦ୍ଧିଜୀବିଙ୍କ ପ୍ରତିକ୍ରିୟା ରବିବାର ଦିନ 11 ଘଣ୍ଟା ସମୟରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ମନମୁଣ୍ଡା ପଞ୍ଚାୟତ ସୁବର୍ଣ୍ଣପାଲି ତେଲନଦୀ ଘାଟରେ ବିନା ସୂଚନା ଫଳକରେ ପାହାଚ ନିର୍ମାଣ ସମ୍ପର୍କରେ ପ୍ରତିକ୍ରିୟା ଦେଇଛନ୍ତି ବୁଦ୍ଧିଜୀବି ଆବୁ ବକର ସିଦ୍ଧିକ ଖଁl l ତା ସହିତ ଉକ୍ତ ଘାଟ ପାହାଚ କାମ ଅତି ନିମ୍ନ ମାନର ହୋଇଥିବା ମଧ୍ୟ ଅଭିଯୋଗ କରିଛନ୍ତି | କାମ ଯେନତେନ ପ୍ରକାରେ ସାରି ଦିଆ ଯାଇଥିବା ବେଳେ କାର୍ଯ୍ୟ ସ୍ଥଳରେ ସୂଚନା ଫଳକ ନଥିବା ହେତୁ ଠିକାଦାର କିଏ, କେଉଁ ଅନୁଦାନରେ କେତେ ଟଙ୍କାର ବ୍ୟୟ ଅଟକଳରେ କରା ଯାଇଛି ସେ ସମ୍ପର୍କରେ ଜନ ସାଧାରଣ ଅନ୍ଧାରରେ ଥିବା ଅଭିଯୋଗ ହୋଇଛି | କାର୍ଯ୍ୟ ସମ୍ପର୍କରେ ସୂଚନା ଜାଣିବା ପାଇଁ କଣ୍ଟାମାଳ ବିଡ଼ିଓ ଓ ସହକାରୀ ଜନ୍ତ୍ରୀଙ୍କ ମୋବାଇଲ୍ ସୁଇଚ୍ ଅପ୍ ଓ ପଞ୍ଚାୟତ ଦାୟିତ୍ବରେ ଥିବା କନିଷ୍ଠ ଯନ୍ତ୍ରୀ ଫୋନ୍ ଉଠାଉ ନଥିବା ଶ୍ରୀ ଖାଁ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି |

4 hrs ago
user_Baidyanath Samal Mozillakhabra
Baidyanath Samal Mozillakhabra
Court reporter ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
4 hrs ago

ମନମୁଣ୍ଡା ସୁବର୍ଣ୍ଣପାଲୀ ତେଲନଦୀ ଘାଟରେ ବିନା ସୂଚନା ଫାଲକରେ ପାହାଚ ନିର୍ମାଣ ଏନେଇ ଭୁଦ୍ଧିଜୀବିଙ୍କ ପ୍ରତିକ୍ରିୟା ସୁବର୍ଣ୍ଣପାଲି ତେଲନଦୀ ଘାଟରେ ବିନା ସୂଚନା ଫଳକରେ ପାହାଚ ନିର୍ମାଣ, ବୁଦ୍ଧିଜୀବିଙ୍କ ପ୍ରତିକ୍ରିୟା ରବିବାର ଦିନ 11 ଘଣ୍ଟା ସମୟରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ମନମୁଣ୍ଡା ପଞ୍ଚାୟତ ସୁବର୍ଣ୍ଣପାଲି ତେଲନଦୀ ଘାଟରେ ବିନା ସୂଚନା ଫଳକରେ ପାହାଚ ନିର୍ମାଣ ସମ୍ପର୍କରେ ପ୍ରତିକ୍ରିୟା ଦେଇଛନ୍ତି ବୁଦ୍ଧିଜୀବି ଆବୁ ବକର ସିଦ୍ଧିକ ଖଁl l ତା ସହିତ ଉକ୍ତ ଘାଟ ପାହାଚ କାମ ଅତି ନିମ୍ନ ମାନର ହୋଇଥିବା ମଧ୍ୟ ଅଭିଯୋଗ କରିଛନ୍ତି | କାମ ଯେନତେନ ପ୍ରକାରେ ସାରି ଦିଆ ଯାଇଥିବା ବେଳେ କାର୍ଯ୍ୟ ସ୍ଥଳରେ ସୂଚନା ଫଳକ ନଥିବା ହେତୁ ଠିକାଦାର କିଏ, କେଉଁ ଅନୁଦାନରେ କେତେ ଟଙ୍କାର ବ୍ୟୟ ଅଟକଳରେ କରା ଯାଇଛି ସେ ସମ୍ପର୍କରେ ଜନ ସାଧାରଣ ଅନ୍ଧାରରେ ଥିବା ଅଭିଯୋଗ ହୋଇଛି | କାର୍ଯ୍ୟ ସମ୍ପର୍କରେ ସୂଚନା ଜାଣିବା ପାଇଁ କଣ୍ଟାମାଳ ବିଡ଼ିଓ ଓ ସହକାରୀ ଜନ୍ତ୍ରୀଙ୍କ ମୋବାଇଲ୍ ସୁଇଚ୍ ଅପ୍ ଓ ପଞ୍ଚାୟତ ଦାୟିତ୍ବରେ ଥିବା କନିଷ୍ଠ ଯନ୍ତ୍ରୀ ଫୋନ୍ ଉଠାଉ ନଥିବା ଶ୍ରୀ ଖାଁ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି |

More news from ଓଡ଼ିଶା and nearby areas
  • #ସୁବର୍ଣ୍ଣପୁର_ପୋଲିସକୁ_ମିଳିଛି_ବଡ଼_ସଫଳତା #୨୫ପେଟି_କଫ_ସିରଫ_ସହ_୨ଯୁବକ_ଗିରଫ ସୁବର୍ଣ୍ଣପୁର: ସୋନପୁର ସହର ବ୍ଲକ ଛକରେ ଗୋଟିଏ ଥଣ୍ଡା ପାନୀୟ ବୋଝେଇ ପିକଅପ ଭ୍ୟାନରୁ ୨୫ ପେଟିର ୩୭୫୦ ବୋତଲ କଫ ସିରପ ଜବତ ସହ ୨ଜଣ ଯୁବକଙ୍କୁ ଗିରଫ କରିଛି ସୁବର୍ଣ୍ଣପୁର ପୋଲିସ। ଭୁବନେଶ୍ବର ରୁ ବଲାଙ୍ଗୀର ଯାଉଥିବା ଗୋଟିଏ ଥଣ୍ଡା ପାନୀୟ ବୋଝେଇ ବୋଲେରୋ ପିକଅପ ଭେନକୁ ବ୍ଲକ ଛକରେ ସନ୍ଦେହରେ ଅଟକ ରଖି ଯାଞ୍ଚ କରିଥିଲା ପୋଲିସ। ମାଜିଷ୍ଟ୍ରେଟ ଏବଂ ଡ୍ରଗ୍ସ ଇନ୍ସପେକ୍ଟରଙ୍କ ଉପସ୍ଥିତିରେ ଯାଞ୍ଚ ପରେ ବିପୁଳ ପରିମାଣରେ କଫ ସିରପ ବୋତଲ ବାହାରିଥିଲା। ବୋଲେରୋ ପିକଅପ ଭ୍ୟାନ ସହ ୨ଜଣ ଯୁବକଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି ସୁବର୍ଣ୍ଣପୁର ପୋଲିସ। ଗିରଫ ଯୁବକ ଦ୍ବୟ ବଲାଙ୍ଗିର ନିବାସୀ ନିଖିଲ ଅଦାବର ୨୨ ଓ ଶିବା ବାଗ ୨୪ ବୋଲି ଜଣାପଡିଛି।
    1
    #ସୁବର୍ଣ୍ଣପୁର_ପୋଲିସକୁ_ମିଳିଛି_ବଡ଼_ସଫଳତା
#୨୫ପେଟି_କଫ_ସିରଫ_ସହ_୨ଯୁବକ_ଗିରଫ
ସୁବର୍ଣ୍ଣପୁର: ସୋନପୁର ସହର ବ୍ଲକ ଛକରେ ଗୋଟିଏ ଥଣ୍ଡା ପାନୀୟ ବୋଝେଇ ପିକଅପ ଭ୍ୟାନରୁ ୨୫ ପେଟିର ୩୭୫୦ ବୋତଲ କଫ ସିରପ ଜବତ ସହ ୨ଜଣ ଯୁବକଙ୍କୁ ଗିରଫ କରିଛି ସୁବର୍ଣ୍ଣପୁର ପୋଲିସ। ଭୁବନେଶ୍ବର ରୁ ବଲାଙ୍ଗୀର ଯାଉଥିବା ଗୋଟିଏ ଥଣ୍ଡା ପାନୀୟ ବୋଝେଇ ବୋଲେରୋ ପିକଅପ ଭେନକୁ ବ୍ଲକ ଛକରେ ସନ୍ଦେହରେ ଅଟକ ରଖି ଯାଞ୍ଚ କରିଥିଲା ପୋଲିସ। ମାଜିଷ୍ଟ୍ରେଟ ଏବଂ ଡ୍ରଗ୍ସ ଇନ୍ସପେକ୍ଟରଙ୍କ ଉପସ୍ଥିତିରେ ଯାଞ୍ଚ ପରେ ବିପୁଳ ପରିମାଣରେ କଫ ସିରପ ବୋତଲ ବାହାରିଥିଲା। ବୋଲେରୋ ପିକଅପ ଭ୍ୟାନ ସହ ୨ଜଣ ଯୁବକଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି ସୁବର୍ଣ୍ଣପୁର ପୋଲିସ। ଗିରଫ ଯୁବକ ଦ୍ବୟ ବଲାଙ୍ଗିର ନିବାସୀ ନିଖିଲ ଅଦାବର ୨୨ ଓ ଶିବା ବାଗ ୨୪ ବୋଲି ଜଣାପଡିଛି।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    3 hrs ago
  • ଆଜିର ସମାଚାର ରେ ଆଜିର ତାଜା ଖଵର ଫଟାଫଟ । ତାରିଖ -୦୫/୦୪/୨୦୨୬ ରଵିଵାର । ସକାଳ ୯ ଵଜେର ସମାଚାର ଦେଖନ୍ତୁ ଦେଶ ବିଦେଶର ସମାଚାର ତଥା ଓଡିଶା ର ବିଭିନ୍ନ ଜିଲ୍ଲା ର ସମାଚାର । BREAKING NEWS ଆଜିର ସମାାଚାର ଆମ ଚ୍ୟାନେଲ କୁ ଲାଇକ,ସସ୍କ୍ରାଇବ,ସେୟାର କରନ୍ତୁ ନୂଆଁ ନୂଆଁ ସମାଚାର ଜାଣନ୍ତୁ । । ମୋ-୬୩୭୨୯୬୬୧୨୭
    1
    ଆଜିର ସମାଚାର ରେ ଆଜିର ତାଜା ଖଵର ଫଟାଫଟ ।  ତାରିଖ -୦୫/୦୪/୨୦୨୬ ରଵିଵାର । ସକାଳ ୯ ଵଜେର ସମାଚାର ଦେଖନ୍ତୁ ଦେଶ ବିଦେଶର ସମାଚାର ତଥା ଓଡିଶା ର ବିଭିନ୍ନ ଜିଲ୍ଲା ର ସମାଚାର ।
BREAKING NEWS ଆଜିର ସମାାଚାର ଆମ ଚ୍ୟାନେଲ କୁ ଲାଇକ,ସସ୍କ୍ରାଇବ,ସେୟାର କରନ୍ତୁ ନୂଆଁ ନୂଆଁ ସମାଚାର ଜାଣନ୍ତୁ । । ମୋ-୬୩୭୨୯୬୬୧୨୭
    user_Ajira Samachar
    Ajira Samachar
    Photographer ସୋନପୁର, ସୋନପୁର, ଓଡ଼ିଶା•
    14 hrs ago
  • Post by Ranjan hota
    1
    Post by Ranjan hota
    user_Ranjan hota
    Ranjan hota
    କୋଲିୟରୀ, ଅନୁଗୁଳ, ଓଡ଼ିଶା•
    6 hrs ago
  • ଓଡ଼ିଶା ଲୋକୋ ଙ୍କ ସରକାର କହି ବାହାସ୍ପଟ୍ ମାରୁଥିବା ଲୋକୋ ଙ୍କ ସରକାର ,ଦେବ ଦତ ସାହୁ,ବୟସ ୧୭,ପିତା ମାତାଙ୍କର ଗୋଟିଏ ପୁଅ,ମାରି ଦେଲେ ଏହି ବିଜେପି ସରକାର।ACB ବଡ ମେଡିକାଲ ରେ ଆୟୁଷ ଟିକିଏ ପାଇ,୫ଦିନ କାଳ ଛଟ ପଟ ହେଲା,ac,room , ICU ଟିକିଏ ପାଇ,ବାପା,ମା ଭିକ ମାଗିଲେ,କିନ୍ତୁ କଷ୍ଟ ସହି ନ ପାରି ଜୀବନ ଶେଷ ଦିଅ ଲିଭିଗଲା।ଧିକ୍ ଏହି ବିଜେପି ସରକାର କୁ। ଧିକ୍
    3
    ଓଡ଼ିଶା ଲୋକୋ ଙ୍କ ସରକାର କହି ବାହାସ୍ପଟ୍ ମାରୁଥିବା ଲୋକୋ ଙ୍କ ସରକାର ,ଦେବ ଦତ ସାହୁ,ବୟସ ୧୭,ପିତା ମାତାଙ୍କର ଗୋଟିଏ ପୁଅ,ମାରି ଦେଲେ ଏହି ବିଜେପି ସରକାର।ACB ବଡ ମେଡିକାଲ ରେ ଆୟୁଷ ଟିକିଏ ପାଇ,୫ଦିନ କାଳ ଛଟ ପଟ ହେଲା,ac,room , ICU ଟିକିଏ ପାଇ,ବାପା,ମା ଭିକ ମାଗିଲେ,କିନ୍ତୁ କଷ୍ଟ ସହି ନ ପାରି ଜୀବନ ଶେଷ ଦିଅ ଲିଭିଗଲା।ଧିକ୍ ଏହି ବିଜେପି ସରକାର କୁ। ଧିକ୍
    user_Banaja SAHOO samay Live news repoter
    Banaja SAHOO samay Live news repoter
    Plumber କୋଲିୟରୀ, ଅନୁଗୁଳ, ଓଡ଼ିଶା•
    8 hrs ago
  • मुख्यमंत्री @MohanMOdisha ने प्रवेशोत्सव और"खड़ी धरा',"कार्यक्रम #OdiaPakhya में भाग लेते हुए कहा कि हर पंचायत में पांच एकड़ जमीन पर गोदावरीश मिश्र मॉडल स्कूल बनाया जाएगा
    1
    मुख्यमंत्री @MohanMOdisha ने प्रवेशोत्सव और"खड़ी धरा',"कार्यक्रम #OdiaPakhya में भाग लेते हुए कहा कि हर पंचायत में पांच एकड़ जमीन पर गोदावरीश मिश्र मॉडल स्कूल बनाया जाएगा
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    2 hrs ago
  • ଉତ୍କଳ ଦିବସ -2026 ଆଜି ଉତ୍କଳ ଦିବସ ଉପଲକ୍ଷେ ରାୟଗଡା ସ୍ଥିତ ସାଇପ୍ରିୟା ୱେଲଫେୟାର୍ ଟ୍ରସ୍ଟ୍ ତରଫରୁ ମୃଦୁପାନୀୟ ଜଳ ଓ ଫଳମୂଳ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହା ଫଳରେ ରାୟଗଡା ଜନସାଧାରଣ ଏହାର ଉପକାର ଉଠାଇଥିଲେ ଏବଂ ସମସ୍ତେ ଖୁସି ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାୟଗଡା ସ୍ଥିତ ସାଇପ୍ରିୟା ୱେଲଫେୟାର୍ ଟ୍ରସ୍ଟ୍ର ସମସ୍ତ କାର୍ଯ୍ୟକର୍ତ୍ତା କମିଟି ସଦସ୍ୟମାନେ
    1
    ଉତ୍କଳ ଦିବସ -2026
ଆଜି ଉତ୍କଳ ଦିବସ ଉପଲକ୍ଷେ ରାୟଗଡା ସ୍ଥିତ ସାଇପ୍ରିୟା ୱେଲଫେୟାର୍ ଟ୍ରସ୍ଟ୍ ତରଫରୁ ମୃଦୁପାନୀୟ ଜଳ  ଓ ଫଳମୂଳ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
ଏହା ଫଳରେ ରାୟଗଡା ଜନସାଧାରଣ ଏହାର ଉପକାର ଉଠାଇଥିଲେ ଏବଂ ସମସ୍ତେ ଖୁସି ପ୍ରକାଶ କରିଥିଲେ।
ଏହି କାର୍ଯ୍ୟକ୍ରମରେ ରାୟଗଡା ସ୍ଥିତ ସାଇପ୍ରିୟା ୱେଲଫେୟାର୍ ଟ୍ରସ୍ଟ୍ର ସମସ୍ତ କାର୍ଯ୍ୟକର୍ତ୍ତା କମିଟି ସଦସ୍ୟମାନେ
    user_OWNER-EDITOR
    OWNER-EDITOR
    Association or organisation ବାଲିଗୁଡା, କନ୍ଧମାଳ, ଓଡ଼ିଶା•
    10 hrs ago
  • Post by Ranjan hota
    1
    Post by Ranjan hota
    user_Ranjan hota
    Ranjan hota
    କୋଲିୟରୀ, ଅନୁଗୁଳ, ଓଡ଼ିଶା•
    16 hrs ago
  • एक बार फिर प्रधानमंत्री मोदी जी पर राहुल गांधी ने निशाना साधा और कहा कुछ ऐसा जिसे सुन सभी लोग दंग रह गए: नेता विपक्ष श्री @RahulGandhi 📍 असम
    1
    एक बार फिर प्रधानमंत्री मोदी जी पर राहुल गांधी ने निशाना साधा और कहा कुछ ऐसा जिसे सुन सभी लोग दंग रह गए: नेता विपक्ष श्री @RahulGandhi  
📍 असम
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    2 hrs ago
  • ଓଡିଶା ରାଜ୍ୟ ର ସମସ୍ତ ଜନସାଧାରଣ ଙ୍କୁ ଙ୍ଖୁସି ରେ ବଞ୍ଚିବା କୁ ଦେବା ପାଇଁ ପ୍ରଭୁ ଙ୍କୁ ବିନୀତ ଅନୁରୋଧ କରୁଅଛି
    1
    ଓଡିଶା ରାଜ୍ୟ ର ସମସ୍ତ ଜନସାଧାରଣ ଙ୍କୁ ଙ୍ଖୁସି ରେ ବଞ୍ଚିବା କୁ ଦେବା ପାଇଁ ପ୍ରଭୁ ଙ୍କୁ ବିନୀତ ଅନୁରୋଧ କରୁଅଛି
    user_OWNER-EDITOR
    OWNER-EDITOR
    Association or organisation ବାଲିଗୁଡା, କନ୍ଧମାଳ, ଓଡ଼ିଶା•
    11 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.