logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଓଡ଼ିଶା ଲୋକୋ ଙ୍କ ସରକାର କହି ବାହାସ୍ପଟ୍ ମାରୁଥିବା ଲୋକୋ ଙ୍କ ସରକାର ,ଦେବ ଦତ ସାହୁ,ବୟସ ୧୭,ପିତା ମାତାଙ୍କର ଗୋଟିଏ ପୁଅ,ମାରି ଦେଲେ ଏହି ବିଜେପି ସରକାର।ACB ବଡ ମେଡିକାଲ ରେ ଆୟୁଷ ଟିକିଏ ପାଇ,୫ଦିନ କାଳ ଛଟ ପଟ ହେଲା,ac,room , ICU ଟିକିଏ ପାଇ,ବାପା,ମା ଭିକ ମାଗିଲେ,କିନ୍ତୁ କଷ୍ଟ ସହି ନ ପାରି ଜୀବନ ଶେଷ ଦିଅ ଲିଭିଗଲା।ଧିକ୍ ଏହି ବିଜେପି ସରକାର କୁ। ଧିକ୍

6 hrs ago
user_Banaja SAHOO samay Live news repoter
Banaja SAHOO samay Live news repoter
Plumber କୋଲିୟରୀ, ଅନୁଗୁଳ, ଓଡ଼ିଶା•
6 hrs ago

ଓଡ଼ିଶା ଲୋକୋ ଙ୍କ ସରକାର କହି ବାହାସ୍ପଟ୍ ମାରୁଥିବା ଲୋକୋ ଙ୍କ ସରକାର ,ଦେବ ଦତ ସାହୁ,ବୟସ ୧୭,ପିତା ମାତାଙ୍କର ଗୋଟିଏ ପୁଅ,ମାରି ଦେଲେ ଏହି ବିଜେପି ସରକାର।ACB ବଡ ମେଡିକାଲ ରେ ଆୟୁଷ ଟିକିଏ ପାଇ,୫ଦିନ କାଳ ଛଟ ପଟ ହେଲା,ac,room , ICU ଟିକିଏ ପାଇ,ବାପା,ମା ଭିକ ମାଗିଲେ,କିନ୍ତୁ କଷ୍ଟ ସହି ନ ପାରି ଜୀବନ ଶେଷ ଦିଅ ଲିଭିଗଲା।ଧିକ୍ ଏହି ବିଜେପି ସରକାର କୁ। ଧିକ୍

More news from ଓଡ଼ିଶା and nearby areas
  • Post by Ranjan hota
    1
    Post by Ranjan hota
    user_Ranjan hota
    Ranjan hota
    କୋଲିୟରୀ, ଅନୁଗୁଳ, ଓଡ଼ିଶା•
    1 hr ago
  • Post by Banaja SAHOO samay Live news repoter
    1
    Post by Banaja SAHOO samay Live news repoter
    user_Banaja SAHOO samay Live news repoter
    Banaja SAHOO samay Live news repoter
    Plumber କୋଲିୟରୀ, ଅନୁଗୁଳ, ଓଡ଼ିଶା•
    2 hrs ago
  • karala odisha
    2
    karala 
odisha
    user_Srinibash Patra
    Srinibash Patra
    ଅନୁଗୁଳ, ଅନୁଗୁଳ, ଓଡ଼ିଶା•
    23 hrs ago
  • ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅଂଚଳରେ ଚଞ୍ଚଲ୍ୟ, 24 ଘଣ୍ଟା ମଧ୍ୟରେ ଦୁଇ ଦୁଇଟି ନରପିଶାଚଙ୍କ ଅମାନବୀୟ କାଣ୍ଡ. ବାପ ନିଜ ଦୃଷ୍ଟି ବାଧିତ ଝିଅକୁ କଲା କୁକର୍ମ. ଏହାକୁ ନେଇ ମାଆ ଆଜି ମେଡିକାଲ ପରିସରରେ ଆଣିଲେ ବାପା ନାଁରେ ଦୁଷ୍କର୍ମ ର ଅଭିଯୋଗ.ସେପଟେ ଅଭିଯୁକ୍ତ ବାପା କୋର୍ଟ ଚାଲାଣ. ଅନ୍ୟ ପକ୍ଷରେ ମାଆ ସମାନ ମହିଳାଙ୍କୁ ଜଣେ ଯୁବକ କଲେ ଦୁଷ୍କର୍ମ. ଅଂଚଳରେ ଆଲୋଡନ.
    1
    ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅଂଚଳରେ ଚଞ୍ଚଲ୍ୟ, 24 ଘଣ୍ଟା ମଧ୍ୟରେ ଦୁଇ ଦୁଇଟି ନରପିଶାଚଙ୍କ ଅମାନବୀୟ କାଣ୍ଡ. ବାପ ନିଜ ଦୃଷ୍ଟି ବାଧିତ ଝିଅକୁ କଲା କୁକର୍ମ. ଏହାକୁ ନେଇ ମାଆ ଆଜି ମେଡିକାଲ ପରିସରରେ ଆଣିଲେ ବାପା ନାଁରେ ଦୁଷ୍କର୍ମ ର ଅଭିଯୋଗ.ସେପଟେ ଅଭିଯୁକ୍ତ ବାପା କୋର୍ଟ ଚାଲାଣ. ଅନ୍ୟ ପକ୍ଷରେ ମାଆ ସମାନ ମହିଳାଙ୍କୁ ଜଣେ ଯୁବକ କଲେ ଦୁଷ୍କର୍ମ. ଅଂଚଳରେ ଆଲୋଡନ.
    user_BIKRAM SAHU
    BIKRAM SAHU
    City Star ହିନ୍ଦୋଳ, ଢେଙ୍କାନାଳ, ଓଡ଼ିଶା•
    5 hrs ago
  • Post by Titu Dehuru
    2
    Post by Titu Dehuru
    user_Titu Dehuru
    Titu Dehuru
    Artist କୁଣ୍ଢେଇଗୋଲା, ଦେବଗଡ଼, ଓଡ଼ିଶା•
    16 hrs ago
  • ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଳକ ଅଁଳାବେରେଣୀ ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ଗ୍ରାମର ବିଦ୍ୟୁତ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ସୂଚନା ମୁତାବକ ଗ୍ରାମର ବାବୁ ବେହେରାଙ୍କ ୩୦ ବର୍ଷିୟ ପୁତ୍ର ବିଶୁ ବେହେଲା ଆଜି ସକାଳେ ଗାଧୋଇ ସାରି ଘରେ ଏକ ତାରରେ ଗାମୁଛା ସୁଖାଉ ଥିବା ବେଳେ ବିଦ୍ୟୁତ ସ୍ପର୍ଣସରେ ଆସି ଯାଇଥିଲେ । ଯାହାର ପ୍ରଭାବରେ ବିଶୁ ବିଦ୍ୟୁତ ଆଘାତରେ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।
    1
    ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଳକ ଅଁଳାବେରେଣୀ ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ଗ୍ରାମର ବିଦ୍ୟୁତ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ସୂଚନା ମୁତାବକ ଗ୍ରାମର ବାବୁ ବେହେରାଙ୍କ ୩୦ ବର୍ଷିୟ ପୁତ୍ର ବିଶୁ ବେହେଲା ଆଜି ସକାଳେ ଗାଧୋଇ ସାରି ଘରେ ଏକ ତାରରେ ଗାମୁଛା ସୁଖାଉ ଥିବା ବେଳେ ବିଦ୍ୟୁତ ସ୍ପର୍ଣସରେ ଆସି ଯାଇଥିଲେ । ଯାହାର ପ୍ରଭାବରେ ବିଶୁ ବିଦ୍ୟୁତ ଆଘାତରେ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।
    user_Amani Sahoo
    Amani Sahoo
    ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    1 hr ago
  • ହାଁ ତୁମେ ପରା ସେହି ଠାକୁର ଯିଏ ଭକତ ପାଇଁ ଆସେ ଛାଡି ମନ୍ଦିର 🙏🙏ହାଁ ତୁମେ ପରା ସେହି ଠାକୁର ଯିଏ ଭକତ ପାଇଁ ଆସେ ଛାଡି ମନ୍ଦିର 🙏🙏ହାଁ ତୁମେ ପରା ସେହି ଠାକୁର ଯିଏ ଭକତ ପାଇଁ ଆସେ ଛାଡି ମନ୍ଦିର 🙏🙏
    1
    ହାଁ ତୁମେ ପରା ସେହି ଠାକୁର                            ଯିଏ ଭକତ ପାଇଁ ଆସେ ଛାଡି ମନ୍ଦିର 🙏🙏ହାଁ ତୁମେ ପରା ସେହି ଠାକୁର                            ଯିଏ ଭକତ ପାଇଁ ଆସେ ଛାଡି ମନ୍ଦିର 🙏🙏ହାଁ ତୁମେ ପରା ସେହି ଠାକୁର                            ଯିଏ ଭକତ ପାଇଁ ଆସେ ଛାଡି ମନ୍ଦିର 🙏🙏
    user_ବାରକୋଟ ଖବର
    ବାରକୋଟ ଖବର
    Court reporter ବରକୋଟ, ଦେବଗଡ଼, ଓଡ଼ିଶା•
    2 hrs ago
  • Post by Ranjan hota
    1
    Post by Ranjan hota
    user_Ranjan hota
    Ranjan hota
    କୋଲିୟରୀ, ଅନୁଗୁଳ, ଓଡ଼ିଶା•
    4 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.