logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅଂଚଳରେ ଚଞ୍ଚଲ୍ୟ ,ବାପ କଲା ପାପ, ମାଆ ଆଜି ପୁରା ଘଟଣାର କଲେ ଖୁଲାସା. ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅଂଚଳରେ ଚଞ୍ଚଲ୍ୟ, 24 ଘଣ୍ଟା ମଧ୍ୟରେ ଦୁଇ ଦୁଇଟି ନରପିଶାଚଙ୍କ ଅମାନବୀୟ କାଣ୍ଡ. ବାପ ନିଜ ଦୃଷ୍ଟି ବାଧିତ ଝିଅକୁ କଲା କୁକର୍ମ. ଏହାକୁ ନେଇ ମାଆ ଆଜି ମେଡିକାଲ ପରିସରରେ ଆଣିଲେ ବାପା ନାଁରେ ଦୁଷ୍କର୍ମ ର ଅଭିଯୋଗ.ସେପଟେ ଅଭିଯୁକ୍ତ ବାପା କୋର୍ଟ ଚାଲାଣ. ଅନ୍ୟ ପକ୍ଷରେ ମାଆ ସମାନ ମହିଳାଙ୍କୁ ଜଣେ ଯୁବକ କଲେ ଦୁଷ୍କର୍ମ. ଅଂଚଳରେ ଆଲୋଡନ.

5 hrs ago
user_BIKRAM SAHU
BIKRAM SAHU
City Star ହିନ୍ଦୋଳ, ଢେଙ୍କାନାଳ, ଓଡ଼ିଶା•
5 hrs ago

ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅଂଚଳରେ ଚଞ୍ଚଲ୍ୟ ,ବାପ କଲା ପାପ, ମାଆ ଆଜି ପୁରା ଘଟଣାର କଲେ ଖୁଲାସା. ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅଂଚଳରେ ଚଞ୍ଚଲ୍ୟ, 24 ଘଣ୍ଟା ମଧ୍ୟରେ ଦୁଇ ଦୁଇଟି ନରପିଶାଚଙ୍କ ଅମାନବୀୟ କାଣ୍ଡ. ବାପ ନିଜ ଦୃଷ୍ଟି ବାଧିତ ଝିଅକୁ କଲା କୁକର୍ମ. ଏହାକୁ ନେଇ ମାଆ ଆଜି ମେଡିକାଲ ପରିସରରେ ଆଣିଲେ ବାପା ନାଁରେ ଦୁଷ୍କର୍ମ ର ଅଭିଯୋଗ.ସେପଟେ ଅଭିଯୁକ୍ତ ବାପା କୋର୍ଟ ଚାଲାଣ. ଅନ୍ୟ ପକ୍ଷରେ ମାଆ ସମାନ ମହିଳାଙ୍କୁ ଜଣେ ଯୁବକ କଲେ ଦୁଷ୍କର୍ମ. ଅଂଚଳରେ ଆଲୋଡନ.

More news from ଓଡ଼ିଶା and nearby areas
  • ଓଡ଼ିଶା ଲୋକୋ ଙ୍କ ସରକାର କହି ବାହାସ୍ପଟ୍ ମାରୁଥିବା ଲୋକୋ ଙ୍କ ସରକାର ,ଦେବ ଦତ ସାହୁ,ବୟସ ୧୭,ପିତା ମାତାଙ୍କର ଗୋଟିଏ ପୁଅ,ମାରି ଦେଲେ ଏହି ବିଜେପି ସରକାର।ACB ବଡ ମେଡିକାଲ ରେ ଆୟୁଷ ଟିକିଏ ପାଇ,୫ଦିନ କାଳ ଛଟ ପଟ ହେଲା,ac,room , ICU ଟିକିଏ ପାଇ,ବାପା,ମା ଭିକ ମାଗିଲେ,କିନ୍ତୁ କଷ୍ଟ ସହି ନ ପାରି ଜୀବନ ଶେଷ ଦିଅ ଲିଭିଗଲା।ଧିକ୍ ଏହି ବିଜେପି ସରକାର କୁ। ଧିକ୍
    3
    ଓଡ଼ିଶା ଲୋକୋ ଙ୍କ ସରକାର କହି ବାହାସ୍ପଟ୍ ମାରୁଥିବା ଲୋକୋ ଙ୍କ ସରକାର ,ଦେବ ଦତ ସାହୁ,ବୟସ ୧୭,ପିତା ମାତାଙ୍କର ଗୋଟିଏ ପୁଅ,ମାରି ଦେଲେ ଏହି ବିଜେପି ସରକାର।ACB ବଡ ମେଡିକାଲ ରେ ଆୟୁଷ ଟିକିଏ ପାଇ,୫ଦିନ କାଳ ଛଟ ପଟ ହେଲା,ac,room , ICU ଟିକିଏ ପାଇ,ବାପା,ମା ଭିକ ମାଗିଲେ,କିନ୍ତୁ କଷ୍ଟ ସହି ନ ପାରି ଜୀବନ ଶେଷ ଦିଅ ଲିଭିଗଲା।ଧିକ୍ ଏହି ବିଜେପି ସରକାର କୁ। ଧିକ୍
    user_Banaja SAHOO samay Live news repoter
    Banaja SAHOO samay Live news repoter
    Plumber କୋଲିୟରୀ, ଅନୁଗୁଳ, ଓଡ଼ିଶା•
    6 hrs ago
  • Post by Dhenkanal News
    1
    Post by Dhenkanal News
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    4 hrs ago
  • ଓଡ଼ିଆ ପକ୍ଷ ପାଳନ ଉପଲକ୍ଷେ ଢେଙ୍କାନାଳରେ ଐତିହ୍ୟ ଗଣଦୌଡ଼ ଅନୁଷ୍ଠିତ । ଢେଙ୍କାନାଳ, ତା.୦୫.୪.୨୦୨୬- ଓଡ଼ିଆ ପକ୍ଷ ପାଳନ ଉପଲକ୍ଷେ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ଆଜି ଢେଙ୍କାନାଳରେ ଐତିହ୍ୟ ଗଣଦୌଡ଼ ଅନୁଷ୍ଠିତ ହୋଇଯାଇଛି । ସକାଳ ୬ ଘଟିକା ୩୦ ମିନିଟ୍ ସମୟରେ ସ୍ଥାନୀୟ ମିନି - ଷ୍ଟାଡ଼ିୟମ ଠାରୁ ଆରମ୍ଭ ହୋଇଥିବା ଏହି ଐତିହ୍ୟ ଗଣଦୌଡ଼କୁ ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ୱ ) ଶ୍ରୀ ଲଳିତ ମୋହନ ବେହେରା, ଜିଲ୍ଲା ପରିଷଦର ମୁଖ୍ଯ ଉନ୍ନୟନ ଅଧିକାରୀ ଶ୍ରୀ ଦିପ୍ତୀ ରଂଜନ ସେଠୀ, କ୍ରୀଡ଼ା ଅଧିକାରୀ ଶ୍ରୀ ଦୟାନିଧି ପାତ୍ର, ପର୍ଯ୍ୟଟନ ଅଧିକାରୀ ଶ୍ରୀ ସ୍ୱସ୍ତି ରଂଜନ ସାହୁ, କ୍ରୀଡ଼ା ସଂଘର ସମ୍ପାଦକ ଶ୍ରୀ ନଳିନୀ କୁମାର ଦାସ, ଅଗ୍ନିଶମ ଅଧିକାରୀ ଶ୍ରୀ ଦୀନବନ୍ଧୁ ମଲ୍ଲିକ, ଉପଖଣ୍ଡ ସୂଚ଼ନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ସାହୁ ପ୍ରମୂଖ ପତାକା ଦେଖାଇ ଆରମ୍ଭ କରିଥିଲେ । ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି ଐତିହ୍ୟ ଗଣଦୌଡ଼ରେ ସାମିଲ ହୋଇ ମିନି ଷ୍ଟାଡ଼ିୟମ ଠାରୁ ବାହାରି ରଥଗଡ଼ା ଦେଇ ଶ୍ରୀବଳରାମ ମନ୍ଦିର ଅତିକ୍ରମ କରି ମିନି ଷ୍ଟାଡିୟମ ଠାରେ ପହଞ୍ଚିଥିଲେ । ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା ଓ ଭାଷା ସାହିତ୍ୟକୁ ଆଗେଇ ନେଇ ଏକ ସମୃଦ୍ଧ ଓ ବିକଶିତ ରାଜ୍ୟ ଗଠନରେ ସହଯୋଗ କରିବାକୁ ଅତିଥିମାନେ ଆହ୍ବାନ ଦେଇଥିଲେ । ଶ୍ରୀ ସତ୍ୟନାରାୟଣ କର ଏହି ଐତିହ୍ୟ ଗଣ ଦୌଡ଼ ଉତ୍ସବ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।
    2
    ଓଡ଼ିଆ ପକ୍ଷ ପାଳନ ଉପଲକ୍ଷେ ଢେଙ୍କାନାଳରେ ଐତିହ୍ୟ ଗଣଦୌଡ଼ ଅନୁଷ୍ଠିତ ।   ଢେଙ୍କାନାଳ, ତା.୦୫.୪.୨୦୨୬- ଓଡ଼ିଆ ପକ୍ଷ ପାଳନ ଉପଲକ୍ଷେ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ଆଜି ଢେଙ୍କାନାଳରେ ଐତିହ୍ୟ ଗଣଦୌଡ଼ ଅନୁଷ୍ଠିତ ହୋଇଯାଇଛି । ସକାଳ ୬ ଘଟିକା ୩୦ ମିନିଟ୍ ସମୟରେ ସ୍ଥାନୀୟ ମିନି - ଷ୍ଟାଡ଼ିୟମ ଠାରୁ ଆରମ୍ଭ ହୋଇଥିବା  ଏହି ଐତିହ୍ୟ ଗଣଦୌଡ଼କୁ  ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ୱ ) ଶ୍ରୀ ଲଳିତ ମୋହନ ବେହେରା, ଜିଲ୍ଲା ପରିଷଦର ମୁଖ୍ଯ ଉନ୍ନୟନ ଅଧିକାରୀ ଶ୍ରୀ  ଦିପ୍ତୀ ରଂଜନ ସେଠୀ, କ୍ରୀଡ଼ା ଅଧିକାରୀ ଶ୍ରୀ  ଦୟାନିଧି ପାତ୍ର, ପର୍ଯ୍ୟଟନ ଅଧିକାରୀ ଶ୍ରୀ  ସ୍ୱସ୍ତି ରଂଜନ ସାହୁ, କ୍ରୀଡ଼ା ସଂଘର ସମ୍ପାଦକ ଶ୍ରୀ  ନଳିନୀ କୁମାର ଦାସ, ଅଗ୍ନିଶମ ଅଧିକାରୀ ଶ୍ରୀ  ଦୀନବନ୍ଧୁ ମଲ୍ଲିକ, ଉପଖଣ୍ଡ ସୂଚ଼ନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ସାହୁ ପ୍ରମୂଖ ପତାକା ଦେଖାଇ ଆରମ୍ଭ କରିଥିଲେ । ବିଭିନ୍ନ  ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି ଐତିହ୍ୟ ଗଣଦୌଡ଼ରେ  ସାମିଲ ହୋଇ ମିନି ଷ୍ଟାଡ଼ିୟମ ଠାରୁ ବାହାରି ରଥଗଡ଼ା ଦେଇ  ଶ୍ରୀବଳରାମ ମନ୍ଦିର ଅତିକ୍ରମ କରି ମିନି ଷ୍ଟାଡିୟମ ଠାରେ ପହଞ୍ଚିଥିଲେ । ଓଡ଼ିଶାର କଳା,  ସଂସ୍କୃତି, ପରମ୍ପରା ଓ ଭାଷା ସାହିତ୍ୟକୁ ଆଗେଇ ନେଇ ଏକ ସମୃଦ୍ଧ ଓ ବିକଶିତ ରାଜ୍ୟ ଗଠନରେ ସହଯୋଗ କରିବାକୁ ଅତିଥିମାନେ ଆହ୍ବାନ ଦେଇଥିଲେ । ଶ୍ରୀ ସତ୍ୟନାରାୟଣ କର ଏହି ଐତିହ୍ୟ ଗଣ ଦୌଡ଼ ଉତ୍ସବ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    8 hrs ago
  • ଢେଙ୍କାନାଳ ସହର ପାଖ ମହିଷାପାଟ ନିକଟରେ ଓଭରଲୋଡ ଗାଡିଗୁଡିକୁ ଡ୍ରାଇଭର ମହାସଂଘ ଅଟକାଇ ଦେଇଥିଲେ । ପ୍ରାୟ ୫୦ରୁ ଉର୍ଦ୍ଦ ଟ୍ରକ ଗୁଡିକର ପାଉଁଶ ଗୁଣ୍ଡ ନେଇ ଯାଉଥିବା ସମୟରେ ଢେଙ୍କାନାଳ ଜିଲ୍ଲା ଡ୍ରାଇଭର ସଂଘର କର୍ମକର୍ତ୍ତାମାନେ ପହଞ୍ଚି ଗାଡିଗୁଡିକୁ ଅଟକାଇ ପଲ୍ଲିଶ୍ରୀ ପଡ଼ିଆ ମଧ୍ୟରେ ଭର୍ତ୍ତି କରିଥିଲେ । ଯାହା ଦ୍ଵାରା ଟ୍ରାଫିକ ସମସ୍ୟା ଦେଖାଦେଇଥିଲା । ଘଟଣା ସ୍ଥଳରେ ଟାଉନ ଥାନା ପୋଲିସ ଓ ଜିଲ୍ଲା ପରିବହନର କର୍ମକର୍ତ୍ତାମାନେ ପହଞ୍ଚି ବୁଝାସୁଝା କରିଥିଲେ । ଯାହା ବିଶେଷ ସୂଚନା ରହିଛି । ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ନିଷ୍ପତି କରାଯାଇଛି ଯେ କୌଣସି ଗାଡିରେ ଓଭର ଲୋଡ ଗ ନିଆଯିବ ନାହିଁ । କିନ୍ତୁ ଏହାର କିଛି ମାଲିକ ଅମାନ୍ୟ କରି ଗାଡି ଚଳାଉଛନ୍ତି । ସେଥିପାଇଁ ରାଜ୍ୟ ସଂଘର ନିସ୍ପତି କ୍ରମେ ଢେଙ୍କାନାଳ ଜିଲ୍ଲା ସଂଘ ଏପରି ନିଷ୍ପତିକୁ ସ୍ବାଗତ ଜଣାଇ ଓଭର ଲୋଡ ଗାଡି ଗୁଡିକୁ ଅଟକାଇଥିଲେ ।
    1
    ଢେଙ୍କାନାଳ ସହର ପାଖ ମହିଷାପାଟ ନିକଟରେ ଓଭରଲୋଡ ଗାଡିଗୁଡିକୁ  ଡ୍ରାଇଭର ମହାସଂଘ ଅଟକାଇ ଦେଇଥିଲେ । ପ୍ରାୟ ୫୦ରୁ ଉର୍ଦ୍ଦ ଟ୍ରକ ଗୁଡିକର ପାଉଁଶ ଗୁଣ୍ଡ ନେଇ ଯାଉଥିବା ସମୟରେ ଢେଙ୍କାନାଳ ଜିଲ୍ଲା  ଡ୍ରାଇଭର ସଂଘର କର୍ମକର୍ତ୍ତାମାନେ ପହଞ୍ଚି ଗାଡିଗୁଡିକୁ ଅଟକାଇ ପଲ୍ଲିଶ୍ରୀ  ପଡ଼ିଆ ମଧ୍ୟରେ ଭର୍ତ୍ତି କରିଥିଲେ । ଯାହା ଦ୍ଵାରା ଟ୍ରାଫିକ ସମସ୍ୟା ଦେଖାଦେଇଥିଲା । ଘଟଣା ସ୍ଥଳରେ ଟାଉନ ଥାନା ପୋଲିସ ଓ ଜିଲ୍ଲା ପରିବହନର କର୍ମକର୍ତ୍ତାମାନେ ପହଞ୍ଚି ବୁଝାସୁଝା କରିଥିଲେ । ଯାହା ବିଶେଷ ସୂଚନା ରହିଛି । ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ନିଷ୍ପତି କରାଯାଇଛି ଯେ କୌଣସି ଗାଡିରେ ଓଭର ଲୋଡ ଗ ନିଆଯିବ ନାହିଁ । କିନ୍ତୁ ଏହାର କିଛି ମାଲିକ ଅମାନ୍ୟ କରି ଗାଡି ଚଳାଉଛନ୍ତି । ସେଥିପାଇଁ ରାଜ୍ୟ ସଂଘର ନିସ୍ପତି କ୍ରମେ ଢେଙ୍କାନାଳ ଜିଲ୍ଲା ସଂଘ ଏପରି ନିଷ୍ପତିକୁ ସ୍ବାଗତ ଜଣାଇ ଓଭର ଲୋଡ ଗାଡି ଗୁଡିକୁ ଅଟକାଇଥିଲେ ।
    user_Amani Sahoo
    Amani Sahoo
    ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    12 hrs ago
  • ଗଡବାଣିକିଲୋ ଠାରେ ଶହିଦ ଦିବସ ପାଳନ,,,, ପ୍ରଫୁଲ୍ଲ କୁମାର ନାୟକ ଦିବାକର ପରିଡ଼ା ଙ୍କ ଜନ୍ମ ମାଟି ଗଡବାଣିକିଲରେ ସହିଦ ଦ୍ବୟ ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ,,
    1
    ଗଡବାଣିକିଲୋ ଠାରେ ଶହିଦ ଦିବସ ପାଳନ,,,, ପ୍ରଫୁଲ୍ଲ କୁମାର ନାୟକ ଦିବାକର ପରିଡ଼ା ଙ୍କ ଜନ୍ମ ମାଟି ଗଡବାଣିକିଲରେ  ସହିଦ ଦ୍ବୟ ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ,,
    user_Dillip Parida
    Dillip Parida
    Local News Reporter ରଣପୁର, ନୟାଗଡ଼, ଓଡ଼ିଶା•
    1 hr ago
  • ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବାୟୋ-ଆନାଲାଜର ମେସିନ ଅଚଳ, ରକ୍ତ ପରୀକ୍ଷା ପାଇଁ ରୋଗୀ ହନ୍ତସନ୍ତ, ଆମ୍ ଆଦମୀ ପାର୍ଟିର ଚିକିତ୍ସାଳୟ ପରିଦର୍ଶନ ଓ ନିନ୍ଦା ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବାୟୋ-ଆନାଲାଜର ମେସିନ ଅଚଳ ହୋଇପଡିଥିବା ବେଳେ ରକ୍ତ ପରୀକ୍ଷା ପାଇଁ ରୋଗୀ ହନ୍ତସନ୍ତ ହେଉଛନ୍ତି। ଆମ୍ ଆଦମୀ ପାର୍ଟିର କର୍ମକର୍ତ୍ତାମାନେ ଚିକିତ୍ସାଳୟ ପରିଦର୍ଶନ କରିଥିଲେ। ପ୍ରକାଶ ଥାଉକି କାମାକ୍ଷାନଗ ବ୍ଲକ ତୁମୁଁସିଙ୍ଗା ଗ୍ରାମର ଗୋଟିଏ ଚଉଦ ମାସର ଶିଶୁ ବିଷାକ୍ତ ପଦାର୍ଥ ଖାଇ ଗତ କାଲି ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଡାକ୍ତର ତାଙ୍କର ତିନୋଟି ପରୀକ୍ଷା (ସିବିସି, ଆରବିସି ଓ ସିଆରପି) କରିବା ପାଇଁଁ ପରାମର୍ଶ ଦେଇଥିଲେ। ରକ୍ତ ନମୁନା ଦେବା ପରେ ତାଙ୍କୁ ରିପୋର୍ଟ ମଧ୍ୟାହ୍ନ ବାରଟାରେ ମିଳିବ ବୋଲି ଟେକନିସିଆନ କହିଥିଲେ। ରୋଗୀଙ୍କ ସମ୍ପର୍କୀୟ ଦିନ ବାରଟାରେ ଯିବାରୁ ତାଙ୍କୁ ଅପରାହ୍ନ ତିନିଟାରେ ସମସ୍ତ ରିପୋର୍ଟ ମିଳିବ ବୋଲି କହିଥିଲେ। ଅପରାହ୍ନ ତିନିଟାରେ ଦୁଇଟି ରିପୋର୍ଟ ମିଳିଥିଲା ଆଉ ଗୋଟିଏ ରିପୋର୍ଟ ପାଇଁ ମେସିନ ଖରାପ ଅଛି, ଆସନ୍ତା କାଲି ରିପୋର୍ଟ ମିଳିବ ବୋଲି କହିଥିଲେ। ରୋଗୀଙ୍କ ସମ୍ପର୍କୀୟ ବ୍ୟସ୍ତ ହୋଇ କୋହଭରା କଣ୍ଠରେ ଆମ୍ ଆଦମୀ ପାର୍ଟି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜିତେନ୍ଦ୍ର ବେହେରାଙ୍କ ସହ ଯୋଗାଯୋଗ କରିଥିଲେ। ଯେହେତୁ ଶିଶୁଟି ବିଷାକ୍ତ ପଦାର୍ଥ ଖାଇ ଦେଇଥିଲା ଶିଶୁର ରକ୍ତ ପରୀକ୍ଷା ତୁରନ୍ତ ବାହାରେ କରାଇ ନେବାପାଇଁ ସେ ପରାମର୍ଶ ଦେଇଥିଲେ। ସୌଭାଗ୍ୟ ବଶତଃ ଶିଶୁର ସ୍ବାସ୍ଥ୍ୟ ଭଲ ହୋଇଗଲା। ଯଦି ଗୁରୁତର ଅବସ୍ଥାରେ ପିଲାଟି ଥାନ୍ତା ଏବଂ କିଛି ଦୁଃଖଦ ଘଟଣା ଘଟିଥାନ୍ତା, ଏଥିପାଇଁ ଦାୟୀ କିଏ ହୋଇଥାନ୍ତା ? ଏସମ୍ପର୍କରେ ଆମ୍ ଆଦମୀ ପାର୍ଟିର ଏକ ଟିମ୍ ସଂସଦୀୟ କ୍ଷେତ୍ର ସଭାପତି ପଙ୍କଜ ନାୟକ, ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ପଣ୍ଡା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜିତେନ୍ଦ୍ର ବେହେରା, ଜିଲ୍ଲା ସାଧାରଣ ସମ୍ପାଦକ ଅନିଲ ସାମଲ, ଗଁଦିଆ ବ୍ଲକ ଯୁବ ସଭାପତି ଅରବିନ୍ଦ ବେହେରା ପ୍ରମୁଖ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଁଞ୍ଚି ଘଟଣାର ତଥ୍ୟ ସଂଗ୍ରହ କରିଥିଲେ। ସୂଚନା ଅନୁସାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଯେଉଁ ବାୟୋ-ଆନାଲାଇଜର ମେସିନ ରହିଛି ତାହା ଅନେକ ପୁରୁଣା ଏବଂ ବାରମ୍ବାର ଖରାପ ହେଉଛି। ତାଛଡ଼ା ଯେତିକି ରକ୍ତ ନମୁନା ପରୀକ୍ଷା ପାଇଁ ସେହି ମେସିନ ସକ୍ଷମ ତାର ଦୁଇ ଗୁଣା ରକ୍ତ ନମୁନା ପରୀକ୍ଷା କରାଯାଉଥିରୁ ମେସିନଟି ବାରମ୍ବାର ଖରାପ ହେଉଛି। ମେସିନ ମରାମତି ପାଇଁ ଏଠାରେ କେହି ଟେକନିସିଆନ ବା ଯନ୍ତ୍ରୀ ନାହାଁନ୍ତି। ଫଳରେ ଦୁଇ ଦିନ ହେଲା ମେସିନ ଖରାପ ହୋଇପଡିଛି। ଫଳରେ ଲୋକମାନେ ବାହାରେ ହଜାର ହଜାର ଟଙ୍କା ଖର୍ଚ୍ଚାନ୍ତ ହୋଇ ରକ୍ତ ପରୀକ୍ଷା କରୁଛନ୍ତି। ସୂଚନା ଥାଉ କି ଏହି ମେସିନ ଲିଭର ଫଙ୍କସନ ଟେଷ୍ଟ (LFT), କିଡନୀ ଫଙ୍କସନ ଟେଷ୍ଟ (KFT/RFT), ଲିପିଡ ପ୍ରୋଫାଇଲ୍ ଟେଷ୍ଟ (Lipid profile -ହୃଦୟ ସ୍ବାସ୍ଥ୍ୟ), କୋଲଷ୍ଟୋରାଲ ପରୀକ୍ଷା, ମଧୁମେହ ବା ଡାଇବେଟିସ ପରୀକ୍ଷା, ଇଲେକ୍ଟ୍ରୋଲାଇଟ ଏବଂ ମିନେରାଲ ପରୀକ୍ଷା, ଅଗ୍ନାଶୟ ରୋଗ ଓ ହୃଦଘାତ ରୋଗ ନିରୂପଣ ପାଇଁ ଏହି ମେସିନ ବ୍ୟବହାର ହୋଇଥାଏ। ଜିଲ୍ଲା ବାସୀଙ୍କୁ ମେଡିକାଲ କଲେଜ ସ୍ବପ୍ନ ଦେଖାଇ ସାମାନ୍ୟ ରକ୍ତ ପରୀକ୍ଷା ପାଇଁ ମାତ୍ର ପଇଁତିରିଶି ଲକ୍ଷ ଟଙ୍କାର ମେସିନ ଗୋଟିଏ ଯୋଗାଇ ନ ପାରୁଥିବା ବିଜେପି ସରକାରକୁ ଆମ୍ ଆଦମୀ ପାର୍ଟି କଡ଼ା ନିନ୍ଦା କରିଛି। ଚିକିତ୍ସାଳୟ ପାଇଁ କୋଠା ତିଆରି ହେଉଛି ଭଲ କଥା, କିନ୍ତୁ ନିରାମୟରେ ଔଷଧ ନଥିବାବେଳେ ଡାକ୍ତର ନିଯୁକ୍ତି ହେଉନି କି ଷ୍ଟାଫ ନିଯୁକ୍ତି ହେଉନି। କେବଳ କଣ୍ଟ୍ରାକ୍ଟଚୁଆଲରେ ପିଲାମାନଙ୍କୁ ରଖାଯାଇ କାମ ତୁଲାଉଛନ୍ତି। ଏସବୁ ସମସ୍ୟା ଦୂର କରିବାପାଇଁ ଗତ ବର୍ଷ ସେପ୍ଟେମ୍ବର ମାସରେ ଦଶ ଦିନ ବ୍ୟାପି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଆମ୍ ଆଦମୀ ପାର୍ଟି ଆନ୍ଦୋଳନ କରିଥିଲା। ପୁନର୍ବାର ଏପରି ସମସ୍ୟା ଦେଖାଦେଲାଣି। ରକ୍ତ ପରୀକ୍ଷା ପାଇଁ ଆଉ ଗୋଟିଏ ନୂଆ ମେସିନ କିଣାଯିବା ଏବଂ ସ୍ଥାୟୀ କର୍ମଚାରୀ ନିଯୁକ୍ତି ପାଇଁ ଆମ୍ ଆଦମୀ ପାର୍ଟି ଦାବି କରୁଛି। ଏହି ସମସ୍ୟାର ତୁରନ୍ତ ସମାଧାନ ନହେଲେ ଦଳ ପୁଣି ଆନ୍ଦୋଳନ କରିବ ବୋଲି ସୂଚନା ଦେଇଛି ।
    1
    ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବାୟୋ-ଆନାଲାଜର ମେସିନ ଅଚଳ, ରକ୍ତ ପରୀକ୍ଷା ପାଇଁ ରୋଗୀ ହନ୍ତସନ୍ତ, ଆମ୍ ଆଦମୀ ପାର୍ଟିର ଚିକିତ୍ସାଳୟ ପରିଦର୍ଶନ ଓ ନିନ୍ଦା
ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବାୟୋ-ଆନାଲାଜର ମେସିନ ଅଚଳ ହୋଇପଡିଥିବା ବେଳେ ରକ୍ତ ପରୀକ୍ଷା ପାଇଁ ରୋଗୀ ହନ୍ତସନ୍ତ ହେଉଛନ୍ତି। ଆମ୍ ଆଦମୀ ପାର୍ଟିର କର୍ମକର୍ତ୍ତାମାନେ ଚିକିତ୍ସାଳୟ ପରିଦର୍ଶନ କରିଥିଲେ। ପ୍ରକାଶ ଥାଉକି କାମାକ୍ଷାନଗ ବ୍ଲକ ତୁମୁଁସିଙ୍ଗା ଗ୍ରାମର ଗୋଟିଏ ଚଉଦ ମାସର ଶିଶୁ ବିଷାକ୍ତ ପଦାର୍ଥ ଖାଇ ଗତ କାଲି ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଡାକ୍ତର ତାଙ୍କର ତିନୋଟି ପରୀକ୍ଷା (ସିବିସି, ଆରବିସି ଓ ସିଆରପି) କରିବା ପାଇଁଁ ପରାମର୍ଶ ଦେଇଥିଲେ। ରକ୍ତ ନମୁନା ଦେବା ପରେ ତାଙ୍କୁ ରିପୋର୍ଟ ମଧ୍ୟାହ୍ନ ବାରଟାରେ ମିଳିବ ବୋଲି ଟେକନିସିଆନ କହିଥିଲେ। ରୋଗୀଙ୍କ ସମ୍ପର୍କୀୟ ଦିନ ବାରଟାରେ ଯିବାରୁ ତାଙ୍କୁ ଅପରାହ୍ନ ତିନିଟାରେ ସମସ୍ତ ରିପୋର୍ଟ ମିଳିବ ବୋଲି କହିଥିଲେ। ଅପରାହ୍ନ ତିନିଟାରେ ଦୁଇଟି ରିପୋର୍ଟ ମିଳିଥିଲା ଆଉ ଗୋଟିଏ ରିପୋର୍ଟ ପାଇଁ ମେସିନ ଖରାପ ଅଛି, ଆସନ୍ତା କାଲି ରିପୋର୍ଟ ମିଳିବ ବୋଲି କହିଥିଲେ। ରୋଗୀଙ୍କ ସମ୍ପର୍କୀୟ ବ୍ୟସ୍ତ ହୋଇ କୋହଭରା କଣ୍ଠରେ ଆମ୍ ଆଦମୀ ପାର୍ଟି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜିତେନ୍ଦ୍ର ବେହେରାଙ୍କ ସହ ଯୋଗାଯୋଗ କରିଥିଲେ। ଯେହେତୁ ଶିଶୁଟି ବିଷାକ୍ତ ପଦାର୍ଥ ଖାଇ ଦେଇଥିଲା ଶିଶୁର ରକ୍ତ ପରୀକ୍ଷା ତୁରନ୍ତ ବାହାରେ କରାଇ ନେବାପାଇଁ ସେ ପରାମର୍ଶ ଦେଇଥିଲେ। ସୌଭାଗ୍ୟ ବଶତଃ ଶିଶୁର ସ୍ବାସ୍ଥ୍ୟ ଭଲ ହୋଇଗଲା। ଯଦି ଗୁରୁତର ଅବସ୍ଥାରେ ପିଲାଟି ଥାନ୍ତା ଏବଂ  କିଛି ଦୁଃଖଦ ଘଟଣା ଘଟିଥାନ୍ତା, ଏଥିପାଇଁ ଦାୟୀ କିଏ ହୋଇଥାନ୍ତା ? ଏସମ୍ପର୍କରେ ଆମ୍ ଆଦମୀ ପାର୍ଟିର ଏକ ଟିମ୍ ସଂସଦୀୟ କ୍ଷେତ୍ର ସଭାପତି ପଙ୍କଜ ନାୟକ, ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ପଣ୍ଡା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜିତେନ୍ଦ୍ର ବେହେରା, ଜିଲ୍ଲା ସାଧାରଣ ସମ୍ପାଦକ ଅନିଲ ସାମଲ, ଗଁଦିଆ ବ୍ଲକ ଯୁବ ସଭାପତି ଅରବିନ୍ଦ ବେହେରା ପ୍ରମୁଖ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଁଞ୍ଚି ଘଟଣାର ତଥ୍ୟ ସଂଗ୍ରହ କରିଥିଲେ। ସୂଚନା ଅନୁସାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଯେଉଁ ବାୟୋ-ଆନାଲାଇଜର ମେସିନ ରହିଛି ତାହା ଅନେକ ପୁରୁଣା ଏବଂ ବାରମ୍ବାର ଖରାପ ହେଉଛି। ତାଛଡ଼ା ଯେତିକି ରକ୍ତ ନମୁନା ପରୀକ୍ଷା ପାଇଁ ସେହି ମେସିନ ସକ୍ଷମ ତାର ଦୁଇ ଗୁଣା ରକ୍ତ ନମୁନା ପରୀକ୍ଷା କରାଯାଉଥିରୁ ମେସିନଟି ବାରମ୍ବାର ଖରାପ ହେଉଛି। ମେସିନ ମରାମତି ପାଇଁ ଏଠାରେ କେହି ଟେକନିସିଆନ ବା ଯନ୍ତ୍ରୀ ନାହାଁନ୍ତି। ଫଳରେ ଦୁଇ ଦିନ ହେଲା ମେସିନ ଖରାପ ହୋଇପଡିଛି। ଫଳରେ ଲୋକମାନେ ବାହାରେ ହଜାର ହଜାର ଟଙ୍କା ଖର୍ଚ୍ଚାନ୍ତ ହୋଇ ରକ୍ତ ପରୀକ୍ଷା କରୁଛନ୍ତି। ସୂଚନା ଥାଉ କି ଏହି ମେସିନ ଲିଭର ଫଙ୍କସନ ଟେଷ୍ଟ (LFT), କିଡନୀ ଫଙ୍କସନ ଟେଷ୍ଟ (KFT/RFT), ଲିପିଡ ପ୍ରୋଫାଇଲ୍ ଟେଷ୍ଟ (Lipid profile -ହୃଦୟ ସ୍ବାସ୍ଥ୍ୟ), କୋଲଷ୍ଟୋରାଲ ପରୀକ୍ଷା, ମଧୁମେହ ବା ଡାଇବେଟିସ ପରୀକ୍ଷା, ଇଲେକ୍ଟ୍ରୋଲାଇଟ ଏବଂ ମିନେରାଲ ପରୀକ୍ଷା, ଅଗ୍ନାଶୟ ରୋଗ ଓ ହୃଦଘାତ ରୋଗ ନିରୂପଣ ପାଇଁ ଏହି ମେସିନ ବ୍ୟବହାର ହୋଇଥାଏ। ଜିଲ୍ଲା ବାସୀଙ୍କୁ ମେଡିକାଲ କଲେଜ ସ୍ବପ୍ନ ଦେଖାଇ ସାମାନ୍ୟ ରକ୍ତ ପରୀକ୍ଷା ପାଇଁ ମାତ୍ର ପଇଁତିରିଶି ଲକ୍ଷ ଟଙ୍କାର ମେସିନ ଗୋଟିଏ ଯୋଗାଇ ନ ପାରୁଥିବା ବିଜେପି ସରକାରକୁ ଆମ୍ ଆଦମୀ ପାର୍ଟି କଡ଼ା ନିନ୍ଦା କରିଛି। ଚିକିତ୍ସାଳୟ ପାଇଁ କୋଠା ତିଆରି ହେଉଛି ଭଲ କଥା, କିନ୍ତୁ ନିରାମୟରେ ଔଷଧ ନଥିବାବେଳେ ଡାକ୍ତର ନିଯୁକ୍ତି ହେଉନି କି ଷ୍ଟାଫ ନିଯୁକ୍ତି ହେଉନି। କେବଳ କଣ୍ଟ୍ରାକ୍ଟଚୁଆଲରେ ପିଲାମାନଙ୍କୁ ରଖାଯାଇ କାମ ତୁଲାଉଛନ୍ତି। ଏସବୁ ସମସ୍ୟା ଦୂର କରିବାପାଇଁ ଗତ ବର୍ଷ ସେପ୍ଟେମ୍ବର ମାସରେ ଦଶ ଦିନ ବ୍ୟାପି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଆମ୍ ଆଦମୀ ପାର୍ଟି ଆନ୍ଦୋଳନ କରିଥିଲା। ପୁନର୍ବାର ଏପରି ସମସ୍ୟା ଦେଖାଦେଲାଣି। ରକ୍ତ ପରୀକ୍ଷା ପାଇଁ ଆଉ ଗୋଟିଏ ନୂଆ ମେସିନ କିଣାଯିବା ଏବଂ ସ୍ଥାୟୀ କର୍ମଚାରୀ ନିଯୁକ୍ତି ପାଇଁ ଆମ୍ ଆଦମୀ ପାର୍ଟି ଦାବି କରୁଛି। ଏହି ସମସ୍ୟାର ତୁରନ୍ତ ସମାଧାନ ନହେଲେ ଦଳ ପୁଣି ଆନ୍ଦୋଳନ କରିବ ବୋଲି ସୂଚନା ଦେଇଛି ।
    user_Tapasdas 6372788705
    Tapasdas 6372788705
    Photographer Gandia, Dhenkanal•
    12 hrs ago
  • Post by Ranjan hota
    1
    Post by Ranjan hota
    user_Ranjan hota
    Ranjan hota
    କୋଲିୟରୀ, ଅନୁଗୁଳ, ଓଡ଼ିଶା•
    14 hrs ago
  • Post by Dhenkanal News
    1
    Post by Dhenkanal News
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    6 hrs ago
  • Post by Dipak Kumar Nayak
    1
    Post by Dipak Kumar Nayak
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    10 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.