Shuru
Apke Nagar Ki App…
Banaja SAHOO samay Live news repoter
More news from ଓଡ଼ିଶା and nearby areas
- Post by Ranjan hota1
- Post by Banaja SAHOO samay Live news repoter1
- karala odisha2
- ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅଂଚଳରେ ଚଞ୍ଚଲ୍ୟ, 24 ଘଣ୍ଟା ମଧ୍ୟରେ ଦୁଇ ଦୁଇଟି ନରପିଶାଚଙ୍କ ଅମାନବୀୟ କାଣ୍ଡ. ବାପ ନିଜ ଦୃଷ୍ଟି ବାଧିତ ଝିଅକୁ କଲା କୁକର୍ମ. ଏହାକୁ ନେଇ ମାଆ ଆଜି ମେଡିକାଲ ପରିସରରେ ଆଣିଲେ ବାପା ନାଁରେ ଦୁଷ୍କର୍ମ ର ଅଭିଯୋଗ.ସେପଟେ ଅଭିଯୁକ୍ତ ବାପା କୋର୍ଟ ଚାଲାଣ. ଅନ୍ୟ ପକ୍ଷରେ ମାଆ ସମାନ ମହିଳାଙ୍କୁ ଜଣେ ଯୁବକ କଲେ ଦୁଷ୍କର୍ମ. ଅଂଚଳରେ ଆଲୋଡନ.1
- Post by Titu Dehuru2
- ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଳକ ଅଁଳାବେରେଣୀ ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ଗ୍ରାମର ବିଦ୍ୟୁତ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ସୂଚନା ମୁତାବକ ଗ୍ରାମର ବାବୁ ବେହେରାଙ୍କ ୩୦ ବର୍ଷିୟ ପୁତ୍ର ବିଶୁ ବେହେଲା ଆଜି ସକାଳେ ଗାଧୋଇ ସାରି ଘରେ ଏକ ତାରରେ ଗାମୁଛା ସୁଖାଉ ଥିବା ବେଳେ ବିଦ୍ୟୁତ ସ୍ପର୍ଣସରେ ଆସି ଯାଇଥିଲେ । ଯାହାର ପ୍ରଭାବରେ ବିଶୁ ବିଦ୍ୟୁତ ଆଘାତରେ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।1
- ହାଁ ତୁମେ ପରା ସେହି ଠାକୁର ଯିଏ ଭକତ ପାଇଁ ଆସେ ଛାଡି ମନ୍ଦିର 🙏🙏ହାଁ ତୁମେ ପରା ସେହି ଠାକୁର ଯିଏ ଭକତ ପାଇଁ ଆସେ ଛାଡି ମନ୍ଦିର 🙏🙏ହାଁ ତୁମେ ପରା ସେହି ଠାକୁର ଯିଏ ଭକତ ପାଇଁ ଆସେ ଛାଡି ମନ୍ଦିର 🙏🙏1
- Post by Ranjan hota1