Shuru
Apke Nagar Ki App…
ଡ଼ମକୁଡା ରାମ ନବମୀ ଯାତ୍ରା ମହୋତ୍ସବ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି ସବଡେଗା ବ୍ଲକ ଡମକୁଡା ଗ୍ରାମରେ ପ୍ରତିବର୍ଷ ରାମ ନବମୀ ଉତ୍ସବ ହସ ଉଲ୍ଲାସରେ ପାଳନ୍ କରାଯାଏ । ଏହି କାର୍ଯ୍ୟକ୍ରମ ସାତଦିନ ଧରି ଚାଲିଥାଏ । ମହାପ୍ରଭୁ ଜନ୍ମ ଠାରୁ ଆରମ୍ଭ କରି ରାବଣ ବଧ ର ସମ୍ପୂର୍ଣ ଚିତ୍ର ମନ୍ଦିର ଟ୍ରଷ୍ଟ ପକ୍ଷରୁ ନାଟକୀୟ ଢ଼ଙ୍ଗରେ ପରିବେଷଣ କରାଯାଇଥାଏ । ଏହି ଯାତ୍ରା ମହୋତ୍ସବରେ ଗ୍ରାମର ଆବାଳବୃଦ୍ଧବନିତା ସମ୍ପୂର୍ଣ ସହଯୋଗ ଦେଖିବାକୁ ମିଳିଥାଏ । ଏହି ଯାତ୍ରା ମହୋତ୍ସବ ସମୟେ ଅନେକ ଦୋକାନ ବଜାର ସହିତ ମିଷ୍ଟାନ୍ନ ଦୋକାନ ରହିଥିବା ବେଳେ ଅଞ୍ଚଳ ର ବିପୁଳ ସଂଖ୍ୟାରେ ଜନ ସମାଗମ ଦେଖିବାକୁ ମିଳିଥାଏ ।
Raju kumar patel

More news from Sambalpur and nearby areas
- ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ମେଟ୍ରୋ ପ୍ରକଳ୍ପ ଓଡ଼ିଶାବାସୀଙ୍କ ହକ୍। ବିକାଶ କାମରେ ବାଧା ସୃଷ୍ଟି ନକରି ବିଜେଡି ସରକାର ଆରମ୍ଭ କରିଥିବା ମେଟ୍ରୋ ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକାରୀ କରାଯାଉ। ବିଜୁ ଜନତା ଦଳର ସାଂସଦ ଡଃ ସସ୍ମିତ ପାତ୍ର ଏନେଇ କେନ୍ଦ୍ର ଗୃହ ନିର୍ମାଣ ଓ ସହରୀ ବ୍ୟାପାର ମନ୍ତ୍ରୀ ଶ୍ରୀ ମନୋହର ଲାଲ୍ଙ୍କୁ ଚିଠି ଲେଖିଛନ୍ତି। #OdishaMetro #BJPAntiOdisha #ହଟାଅବିଜେପି #ରଙ୍ଗବଦଳାସରକାର #JababMaguchiOdisha1
- Post by Sonepur news khulasa1
- ଆଜିର ସମାଚାର ରେ ଆଜିର ତାଜା ଖଵର ଫଟାଫଟ । ତାରିଖ -୦୬/୦୪/୨୦୨୬ ସୋମଵାର । ୧୧ ଵଜେର ସମାଚାର ଦେଖନ୍ତୁ ଦେଶ ବିଦେଶର ସମାଚାର ତଥା ଓଡିଶା ର ବିଭିନ୍ନ ଜିଲ୍ଲା ର ସମାଚାର । BREAKING NEWS ଆଜିର ସମାାଚାର ଆମ ତ୍ୟାନେଲ କୁ ଲାଇକ,ସସ୍କ୍ରାଇବ,ସେୟାର କରନ୍ତୁ ନୂଆଁ ନୂଆଁ ସମାଚାର ଜାଣନ୍ତୁ । ।1
- ବନ୍ଦକୁ ନେଇ ପ୍ରତିକ୍ରିୟା ରଖିଲେ ପୃଥ୍ୱୀରାଜ ଜଗଦଲା ସୁବର୍ଣ୍ଣପୁର: ଖଣିଜ ସମ୍ପଦ ଲୁଟ ଏବଂ ମହାନଦୀ ସୁରକ୍ଷାରେ ବୀରମହାରାଜପୁର ବନ୍ଦକୁ ନେଇ ନିଜ ପ୍ରତିକ୍ରିୟା ରଖିଲେ ଆମ ଆଦମୀ ପାର୍ଟିର ଜିଲ୍ଲା ସଭାପତି ପୃଥ୍ୱୀରାଜ ଜଗଦଲା1
- ସୁବର୍ଣ୍ଣପୁର କୁଞ୍ଜ ଛକ ରୁ ବ୍ଲକ୍ ଛକ ଦେଇ ଏକ ପିକଅପ୍ ଭେନ୍ ରେ ୩୭୫୦ ବୋତଲ ଉପରେ କଫ ସିରପ ଯାଉଥିବା ସମୟ ରେ ସୁବର୍ଣ୍ଣପୁର ପୋଲିସ ଦ୍ଵାରା ଯାଞ୍ଚ ସମୟ ରେ କଫ ଶିରପ ସହ ଦୁଇ ଆସାମୀ ଗିରଫ। ମାଯା ବୋତଲ ସହିତ ଅଭିନବ ଉପାୟ ରେ ଚାଲାଣ ହେଉଥିଲା କଫ ସିରପ। ପୋଲିସ ଉପସ୍ଥିତ ରେ ସମସ୍ତ ବୋତଲ ଗଣତି କରିବା ପରେ ସିଲ କରାଯାଇଛି। ଯୁବ ପୀଢ଼ି ଏହି ଔଷଧ କୁ ନିଶା ରେ ବ୍ୟବହାର କରୁଥିବା ବେଳେ ସୁବର୍ଣ୍ଣପୁର ରେ ମଧ୍ୟ ବହୁଳ ବ୍ୟବହାର ହେଉଥିବା ଅନେକ ସମୟ ରେ ଅଭିଯୋଗ ହୋଇଆସୁଛି।2
- ଛିଡା ହୋଇକି ପାଣି ପିଇଲେ ଆଗକୁ ବିପଦ......ସାବଧାନ 👌1
- ।।ବେଲପାହାଡ଼ ଉଚ୍ଛବ୍ ‘ମଚାନ୍’ ଉଦଯାପିତ। ବିବିଧ ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ।। #belpahar #BelpaharUchhab2026 #Machan #PalishriMela1
- #Rengali के श्याम मेटलिक्स पर प्रदूषण विभाग का छापा । श्याम मेटलिक्स को प्रदूषण विभाग द्वारा बंद कर दिया गया है । पिछले कई सालों से संबलपुर के #Rengali में प्रदूषण फैला रहा था यह श्याम मैटेलिक कंपनी ।1
- Post by Sonepur news khulasa1