logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଛିଡା ହୋଇକି ପାଣି ପିଇଲେ ଆଗକୁ ବିପଦ......ସାବଧାନ 👌

19 hrs ago
user_Uttam@9777334422
Uttam@9777334422
Content Creator (YouTuber) କେନ୍ଦୁଝର ସଦର, କେନ୍ଦୁଝର, ଓଡ଼ିଶା•
19 hrs ago

ଛିଡା ହୋଇକି ପାଣି ପିଇଲେ ଆଗକୁ ବିପଦ......ସାବଧାନ 👌

More news from ଓଡ଼ିଶା and nearby areas
  • Post by Uttam@9777334422
    1
    Post by Uttam@9777334422
    user_Uttam@9777334422
    Uttam@9777334422
    Content Creator (YouTuber) କେନ୍ଦୁଝର ସଦର, କେନ୍ଦୁଝର, ଓଡ଼ିଶା•
    49 min ago
  • Post by Jitendra raj
    1
    Post by Jitendra raj
    user_Jitendra raj
    Jitendra raj
    କରଞ୍ଜିଆ, ମୟୂରଭଞ୍ଜ, ଓଡ଼ିଶା•
    7 hrs ago
  • ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଦରଦାମ ବୃଦ୍ଧି ସାଂଗକୁ ଗ୍ୟାସ ନ ମିଳିବା ଏବେ ସବୁଠି ଜନସାଧାରଣ ମାନେ ନାହିଁ ନଥିବ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗ୍ୟାସ ଅଭାବ ଯୋଗୁଁ ହୋଟେଲ ଏବଂ ଜଳଖିଆ ଦୋକାନୀ ମାନେ କାଠ ଚୁଲାରେ ରୋଷେଇ କରୁଥିବା ବେଳେ କିଛି ଦୋକାନ ବନ୍ଦ ହୋଇ ଗଲାଣୀ । ଗୋଦାମରୁ ଗ୍ୟାସ ପାଇବା ପାଇଁ ତ୍ୟେକ ଦିନ ଲମ୍ବା ଧାଡି ଲାଗୁଛି । ଢେଙ୍କାନାଳ ସହରରେ ଗ୍ୟାସ କଳାବଜାରୀ ହେଉଥିବା ଖବର ପାଇ ସଦର ଉପ ଜିଲ୍ଲାପାଳଙ୍କ ନେତୃତ୍ୱରେ ଜିଲ୍ଲା ଯୋଗାଣ ଅଧିକାରୀ, ୩ଜଣ ସପ୍ଲାଇ ଇନସପେକ୍ଟର ଓ କର୍ମଚାରୀମାନଙ୍କୁ ନେଇ ଚନ୍ଦନ ବଜାର ଶାସନ ଛକ ନିକଟରେ ଥିବା ସୀତାରାମ ଗ୍ୟାସ ଦୋକାନ ଉପରେ ଚଢ଼ାଉ କରା ଯାଇଥିଲା । ଦୋକାନରୁ ୨୭ଟି ଗ୍ୟାସ ଜବତ କରାଯାଇଥିଲା । ଦୋକାନର ମାଲିକକୁ ଏ ବିଷୟରେ ପଚରା ଉଚରା କରାଯିବା ସହିତ ବଡ ଧରଣର ଫାଇନ ଲଗାଯିବ ବୋଲି ଅଧିକାରୀମାନେ ପ୍ରକାଶ କରିଛନ୍ତି ।
    1
    ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଦରଦାମ ବୃଦ୍ଧି ସାଂଗକୁ ଗ୍ୟାସ ନ ମିଳିବା ଏବେ ସବୁଠି ଜନସାଧାରଣ ମାନେ ନାହିଁ ନଥିବ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗ୍ୟାସ ଅଭାବ ଯୋଗୁଁ ହୋଟେଲ ଏବଂ ଜଳଖିଆ ଦୋକାନୀ ମାନେ କାଠ ଚୁଲାରେ ରୋଷେଇ କରୁଥିବା ବେଳେ କିଛି ଦୋକାନ ବନ୍ଦ ହୋଇ ଗଲାଣୀ । ଗୋଦାମରୁ ଗ୍ୟାସ ପାଇବା ପାଇଁ ତ୍ୟେକ ଦିନ ଲମ୍ବା ଧାଡି ଲାଗୁଛି । ଢେଙ୍କାନାଳ  ସହରରେ ଗ୍ୟାସ କଳାବଜାରୀ ହେଉଥିବା ଖବର ପାଇ ସଦର ଉପ ଜିଲ୍ଲାପାଳଙ୍କ ନେତୃତ୍ୱରେ ଜିଲ୍ଲା ଯୋଗାଣ ଅଧିକାରୀ, ୩ଜଣ ସପ୍ଲାଇ ଇନସପେକ୍ଟର ଓ କର୍ମଚାରୀମାନଙ୍କୁ ନେଇ ଚନ୍ଦନ ବଜାର ଶାସନ ଛକ ନିକଟରେ ଥିବା ସୀତାରାମ ଗ୍ୟାସ ଦୋକାନ ଉପରେ ଚଢ଼ାଉ କରା ଯାଇଥିଲା । ଦୋକାନରୁ ୨୭ଟି ଗ୍ୟାସ ଜବତ କରାଯାଇଥିଲା । ଦୋକାନର ମାଲିକକୁ ଏ ବିଷୟରେ ପଚରା ଉଚରା କରାଯିବା ସହିତ ବଡ ଧରଣର ଫାଇନ ଲଗାଯିବ ବୋଲି ଅଧିକାରୀମାନେ ପ୍ରକାଶ କରିଛନ୍ତି ।
    user_Odisha Update News
    Odisha Update News
    କଙ୍କଡ଼ାହାଡ଼, ଢେଙ୍କାନାଳ, ଓଡ଼ିଶା•
    18 hrs ago
  • ଭାରତୀୟ ଜନତା ପାର୍ଟି ତରଫରୁ ସୁକିନ୍ଦା ସ୍ଥିତ କାର୍ଯ୍ୟଳୟ ଠାରେ 47 ତମ ଜନ୍ମ ଉଛବ ପାଳିତ. ଯୋଗ ଦେଲେ ସଭାପତି ଦେବଯାନୀ ମୋହାଦୟା
    1
    ଭାରତୀୟ ଜନତା ପାର୍ଟି ତରଫରୁ ସୁକିନ୍ଦା ସ୍ଥିତ କାର୍ଯ୍ୟଳୟ ଠାରେ 47 ତମ ଜନ୍ମ ଉଛବ ପାଳିତ. ଯୋଗ ଦେଲେ ସଭାପତି ଦେବଯାନୀ ମୋହାଦୟା
    user_Kaling lens
    Kaling lens
    ବିକ୍ରେତା କଳିଙ୍ଗନଗର, ଯାଜପୁର, ଓଡ଼ିଶା•
    2 hrs ago
  • ହାଇବା ଧକ୍କାରେ ମହିଳା ମୃତ ବ୍ରାହ୍ମଣି ତରଙ୍ଗ - ପ୍ଲାଣ୍ଟ ସାଇଟ ଥାନା ଅନ୍ତର୍ଗତ ଡିଏ ଭି ଛକ ନିକଟରେ ଏକ ହାଇବା ଧକ୍କାରେ ଜଣେ ମହିଳାଙ୍କ ମୃତ ହୋଇଥିବା ଜଣା ପଡିଛି!ମହିଳା ଙ୍କ ନାମ ପୂଜା ନାୟକ (27)!ସେ ସେକ୍ଟର 6ଅଞ୍ଚଳ ର ବୋଲି ଜଣା ପଡିଛି!ସେ ସକାଳେ ଡ୍ୟୁଟି ଆସୁଥିବା ବେଳେ ହାଇବା ଧକ୍କା ଦେବା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା!ତାଙ୍କ ପରିବାର ଓ ସ୍ଥାନୀୟ ଲୋକ ମାନେ କ୍ଷତି ପୂରଣ ଦାବୀ ରେ ଥାନା ସମ୍ମୁଖରେ ରୁଣ୍ଡ ହୋଇଛନ୍ତି!ପୁଲିସ ହାଇବା କୁ ଜବତ କରିଛି
    1
    ହାଇବା ଧକ୍କାରେ ମହିଳା ମୃତ 
ବ୍ରାହ୍ମଣି ତରଙ୍ଗ - ପ୍ଲାଣ୍ଟ ସାଇଟ ଥାନା ଅନ୍ତର୍ଗତ ଡିଏ ଭି ଛକ ନିକଟରେ ଏକ ହାଇବା ଧକ୍କାରେ ଜଣେ ମହିଳାଙ୍କ ମୃତ ହୋଇଥିବା ଜଣା ପଡିଛି!ମହିଳା ଙ୍କ ନାମ ପୂଜା ନାୟକ (27)!ସେ ସେକ୍ଟର 6ଅଞ୍ଚଳ ର ବୋଲି ଜଣା ପଡିଛି!ସେ ସକାଳେ ଡ୍ୟୁଟି ଆସୁଥିବା ବେଳେ ହାଇବା ଧକ୍କା ଦେବା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା!ତାଙ୍କ ପରିବାର ଓ ସ୍ଥାନୀୟ ଲୋକ ମାନେ କ୍ଷତି ପୂରଣ ଦାବୀ ରେ ଥାନା ସମ୍ମୁଖରେ ରୁଣ୍ଡ ହୋଇଛନ୍ତି!ପୁଲିସ ହାଇବା କୁ ଜବତ କରିଛି
    user_Rabindra Nayak
    Rabindra Nayak
    ବ୍ରାହ୍ମଣୀ ତରଙ୍ଗ, ସୁନ୍ଦରଗଡ଼, ଓଡ଼ିଶା•
    14 hrs ago
  • Dil Jaan Jigar Tujpe Nisar kiya hai#Kedar Shorts reels
    1
    Dil Jaan Jigar Tujpe Nisar kiya hai#Kedar Shorts reels
    user_Kedar Naik
    Kedar Naik
    ଗୋରୁମହିଷାଣୀ, ମୟୂରଭଞ୍ଜ, ଓଡ଼ିଶା•
    19 hrs ago
  • Post by Banaja SAHOO samay Live news repoter
    1
    Post by Banaja SAHOO samay Live news repoter
    user_Banaja SAHOO samay Live news repoter
    Banaja SAHOO samay Live news repoter
    Plumber କୋଲିୟରୀ, ଅନୁଗୁଳ, ଓଡ଼ିଶା•
    3 hrs ago
  • Post by Uttam@9777334422
    1
    Post by Uttam@9777334422
    user_Uttam@9777334422
    Uttam@9777334422
    Content Creator (YouTuber) କେନ୍ଦୁଝର ସଦର, କେନ୍ଦୁଝର, ଓଡ଼ିଶା•
    55 min ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.