logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

2 hrs ago
user_Banaja SAHOO samay Live news repoter
Banaja SAHOO samay Live news repoter
Plumber କୋଲିୟରୀ, ଅନୁଗୁଳ, ଓଡ଼ିଶା•
2 hrs ago

More news from ଓଡ଼ିଶା and nearby areas
  • ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନ ଏ ସି ୮ ନମ୍ବର ୱାର୍ଡରେ କାଳ ବୈଶାଖୀ ପ୍ରଭାବ ରେ ଘର ଉପରେ ଉପୁଡି ପଡିଲା ବିରାଟ ଗଛ. ଅଳ୍ପେକେ ବର୍ତିଲେ ପରିବାର. ଦମକଳ ବାହିନୀ ଏନ ଏ ସି କର୍ମଚାରୀ କଲେ ଉଦ୍ଧର.
    1
    ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନ ଏ ସି ୮ ନମ୍ବର ୱାର୍ଡରେ କାଳ ବୈଶାଖୀ ପ୍ରଭାବ ରେ ଘର ଉପରେ ଉପୁଡି ପଡିଲା ବିରାଟ ଗଛ. ଅଳ୍ପେକେ ବର୍ତିଲେ ପରିବାର. ଦମକଳ ବାହିନୀ ଏନ ଏ ସି କର୍ମଚାରୀ କଲେ ଉଦ୍ଧର.
    user_BIKRAM SAHU
    BIKRAM SAHU
    City Star ହିନ୍ଦୋଳ, ଢେଙ୍କାନାଳ, ଓଡ଼ିଶା•
    5 hrs ago
  • Post by Dhenkanal News
    1
    Post by Dhenkanal News
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    2 hrs ago
  • ଢେଙ୍କାନାଳ ପୌରାଞ୍ଚଳ ୧୮ ନମ୍ବର ୱାର୍ଡ ରାମେଶ୍ଵର ପୁର ଅଞ୍ଚଳରେ ୫୦ ପରିବାର ନୂତନ ସାହିରେ ରହି ଆସୁଛନ୍ତି । ଏହି ବସ୍ତିର ଲୋକମାନେ ବହୁ ସମସ୍ୟା ଦେଇ ଗତି କରୁଛନ୍ତି । ଯଥା ସାହିକୁ ଭଲ ରାସ୍ତା ନାହିଁ, ଷ୍ଟ୍ରିଟ ଲାଇଟର ସୁବିଧା ନାହିଁ, ବର୍ଷାଦିନେ ପାଣି ଜମି ବିଭିନ୍ନ ସମସ୍ୟା ସୃଷ୍ଟି କରେ ଏହି ପରି ବହୁ ଅସୁବିଧାକୁ ପୌର ପରିଷଦରେ ଜଣାଇ ସାହି ବାସିନ୍ଦା ଫେଲ ମାରିଛନ୍ତି । ଆଜି ଉପ ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣୀ ଶିବିରରେ ପହଞ୍ଚି ଜିଲ୍ଲାପାଳଙ୍କୁ ସମସ୍ୟା ଗୁଡିକର ସମାଧାନ ପାଇଁ ଅଭିଯୋଗ କରିଛନ୍ତି ।
    1
    ଢେଙ୍କାନାଳ ପୌରାଞ୍ଚଳ ୧୮ ନମ୍ବର ୱାର୍ଡ ରାମେଶ୍ଵର ପୁର ଅଞ୍ଚଳରେ ୫୦ ପରିବାର ନୂତନ ସାହିରେ ରହି ଆସୁଛନ୍ତି । ଏହି ବସ୍ତିର ଲୋକମାନେ ବହୁ ସମସ୍ୟା ଦେଇ ଗତି କରୁଛନ୍ତି । ଯଥା ସାହିକୁ ଭଲ ରାସ୍ତା ନାହିଁ, ଷ୍ଟ୍ରିଟ ଲାଇଟର ସୁବିଧା ନାହିଁ, ବର୍ଷାଦିନେ ପାଣି ଜମି ବିଭିନ୍ନ ସମସ୍ୟା ସୃଷ୍ଟି କରେ ଏହି ପରି ବହୁ ଅସୁବିଧାକୁ ପୌର ପରିଷଦରେ ଜଣାଇ ସାହି ବାସିନ୍ଦା ଫେଲ ମାରିଛନ୍ତି । ଆଜି ଉପ ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣୀ ଶିବିରରେ ପହଞ୍ଚି ଜିଲ୍ଲାପାଳଙ୍କୁ ସମସ୍ୟା ଗୁଡିକର ସମାଧାନ ପାଇଁ ଅଭିଯୋଗ କରିଛନ୍ତି ।
    user_Amani Sahoo
    Amani Sahoo
    ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    8 hrs ago
  • Post by Dipak Kumar Nayak
    2
    Post by Dipak Kumar Nayak
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    10 hrs ago
  • Post by News odia odisha
    1
    Post by News odia odisha
    user_News odia odisha
    News odia odisha
    Tailor ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    14 hrs ago
  • ବୌଦ୍ଧ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଭାବରେ ଡମ୍ବରୁଧର କହଁର ଏବଂ ଉପାଧ୍ୟକ୍ଷା ଭାବରେ ଶ୍ରୀମତୀ ଝରଣା ଯାନୀଙ୍କୁ ନିଯୁକ୍ତି ମିଳିଥିବା ଜଣାପଡ଼ିଛି । ଖବର ସାମ୍ନାକୁ ଆସିବା ପରେ ପରିଷଦର ଅଧ୍ୟକ୍ଷ ଶ୍ରୀ କହଁରଙ୍କୁ ବିଜେପି କାର୍ଯ୍ୟାଳୟ ଠାରେ ଦଳର ସଭାପତି ପ୍ରେମାନନ୍ଦ ମିଶ୍ର ସମେତ ବୌଦ୍ଧ ବିଧାୟକ ସରୋଜ ପ୍ରଧାନ ଓ କଣ୍ଟାମାଳ ବିଧାୟକ କାହେଁଇ ଚରଣ ଡ।ଙ୍ଗ ସହ ଅନେକ କର୍ମୀ ଓ ନେତା ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
    1
    ବୌଦ୍ଧ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଭାବରେ ଡମ୍ବରୁଧର କହଁର ଏବଂ ଉପାଧ୍ୟକ୍ଷା ଭାବରେ ଶ୍ରୀମତୀ ଝରଣା ଯାନୀଙ୍କୁ ନିଯୁକ୍ତି ମିଳିଥିବା ଜଣାପଡ଼ିଛି । ଖବର ସାମ୍ନାକୁ ଆସିବା ପରେ  ପରିଷଦର ଅଧ୍ୟକ୍ଷ ଶ୍ରୀ କହଁରଙ୍କୁ ବିଜେପି କାର୍ଯ୍ୟାଳୟ ଠାରେ ଦଳର ସଭାପତି ପ୍ରେମାନନ୍ଦ ମିଶ୍ର ସମେତ ବୌଦ୍ଧ ବିଧାୟକ ସରୋଜ ପ୍ରଧାନ ଓ କଣ୍ଟାମାଳ ବିଧାୟକ କାହେଁଇ ଚରଣ ଡ।ଙ୍ଗ ସହ ଅନେକ କର୍ମୀ ଓ ନେତା ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
    user_Ranjan Kumar Dash
    Ranjan Kumar Dash
    ସାମ୍ବାଦିକ ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    2 hrs ago
  • Post by Ranjan hota
    1
    Post by Ranjan hota
    user_Ranjan hota
    Ranjan hota
    କୋଲିୟରୀ, ଅନୁଗୁଳ, ଓଡ଼ିଶା•
    8 hrs ago
  • Post by Dhenkanal News
    1
    Post by Dhenkanal News
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    3 hrs ago
  • ଢେଙ୍କାନାଳ ପୌରାଞ୍ଚଳ ନିକଟରେ ଶତାଧିକ ଭୂମିହୀନ ପରିବାର ଭଗବାନ ପୁର ନିକଟରେ ୫୦ ବର୍ଷ ହେବ ସରକାରୀ ଜମିରେ ରହି ଆସୁଛନ୍ତି । ରହି ଥିବା ବସ୍ତିକୁ ସରକାର ସମସ୍ତ ସୁବିଧା ତଥା ପାଣି ରାସ୍ତା ବିଦ୍ୟୁତ କରିଦେଇଛନ୍ତି । ଏପରିକି ଭୋଟ ସମୟରେ ସେମାନେ ପୌରାଞ୍ଚଳରେ ଭୋଟ ଦେଉଛନ୍ତି । ହେଲେ ଆଜି ପର୍ଯ୍ୟନ୍ତ ଏହି ପରିବାର ମାନେ ପଟା ପାଇବାରୁ ବଞ୍ଚିତ ଥିବାରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ମିଳିତ ଜନ ଶୁଣାଣୀ ଶିବିରରେ ପହଞ୍ଚି ପଟା ପ୍ରଦାନ ଏବଂ ସମସ୍ତ ପରିବାର ଗୁଡିକୁ ପୌରାଞ୍ଚଳରେ ସାମିଲ କରିବା ପାଇଁ ଦାବି କରିଛନ୍ତି ।
    1
    ଢେଙ୍କାନାଳ ପୌରାଞ୍ଚଳ ନିକଟରେ ଶତାଧିକ ଭୂମିହୀନ ପରିବାର ଭଗବାନ ପୁର ନିକଟରେ ୫୦ ବର୍ଷ ହେବ ସରକାରୀ ଜମିରେ ରହି ଆସୁଛନ୍ତି । ରହି ଥିବା ବସ୍ତିକୁ ସରକାର ସମସ୍ତ ସୁବିଧା ତଥା ପାଣି ରାସ୍ତା ବିଦ୍ୟୁତ କରିଦେଇଛନ୍ତି । ଏପରିକି ଭୋଟ ସମୟରେ ସେମାନେ ପୌରାଞ୍ଚଳରେ ଭୋଟ ଦେଉଛନ୍ତି । ହେଲେ ଆଜି ପର୍ଯ୍ୟନ୍ତ ଏହି ପରିବାର ମାନେ ପଟା ପାଇବାରୁ ବଞ୍ଚିତ ଥିବାରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ମିଳିତ ଜନ ଶୁଣାଣୀ ଶିବିରରେ ପହଞ୍ଚି ପଟା ପ୍ରଦାନ  ଏବଂ ସମସ୍ତ ପରିବାର ଗୁଡିକୁ ପୌରାଞ୍ଚଳରେ ସାମିଲ କରିବା ପାଇଁ ଦାବି କରିଛନ୍ତି ।
    user_Amani Sahoo
    Amani Sahoo
    ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    8 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.