Shuru
Apke Nagar Ki App…
୫_କେଜିଆ_ଗ୍ୟାସ_ସମ୍ପର୍କରେ_ଯୋଗାଣ_ମନ୍ତ୍ରୀଙ୍କ_ପ୍ରତିକ୍ରିୟା ଛାତ୍ରଛାତ୍ରୀ ଓ ମାଇଗ୍ରାଣ୍ଟ ଶ୍ରମିକଙ୍କ ପାଇଁ ୫ କେଜିଆ ଗ୍ୟାସ ସିଲିଣ୍ଡର ଯୋଗାଣ ସମ୍ପର୍କରେ ଆଜି ପ୍ରେସମିଟ୍ରେ ଯୋଗାଣ ମନ୍ତ୍ରୀ ନିଜ ପ୍ରତିକ୍ରିୟା ରଖିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ସହର ଓ ଶିକ୍ଷାନୁଷ୍ଠାନ ଅଞ୍ଚଳରେ ରହୁଥିବା ଛାତ୍ରଛାତ୍ରୀ ଏବଂ କାମ ସନ୍ଧାନରେ ଆସିଥିବା ମାଇଗ୍ରାଣ୍ଟ ଲୋକଙ୍କ ସୁବିଧା ପାଇଁ ଛୋଟ (୫ କେଜି) LPG ସିଲିଣ୍ଡର ବ୍ୟବସ୍ଥାକୁ ଆହୁରି ସୁଦୃଢ କରାଯିବ। ଏହା ସହ ଯୋଗାଣ ବ୍ୟବସ୍ଥାକୁ ସହଜ, ସୁଲଭ ଓ ପହଞ୍ଚଗମ୍ୟ କରିବା ପାଇଁ ସରକାର ପକ୍ଷରୁ ପଦକ୍ଷେପ ନିଆଯାଉଛି ବୋଲି ସେ ଉଲ୍ଲେଖ କରିଛନ୍ତି। #Tags: #BJPGovernment #BJD #Congress #Odisha #Dhenkanal #LPG #LPGCylinder #GasUpdate #breakingnews
Dhenkanal News

More news from Odisha and nearby areas
- Post by Dhenkanal News1
- ଢେଙ୍କାନାଳ ପୌରାଞ୍ଚଳ ୧୮ ନମ୍ବର ୱାର୍ଡ ରାମେଶ୍ଵର ପୁର ଅଞ୍ଚଳରେ ୫୦ ପରିବାର ନୂତନ ସାହିରେ ରହି ଆସୁଛନ୍ତି । ଏହି ବସ୍ତିର ଲୋକମାନେ ବହୁ ସମସ୍ୟା ଦେଇ ଗତି କରୁଛନ୍ତି । ଯଥା ସାହିକୁ ଭଲ ରାସ୍ତା ନାହିଁ, ଷ୍ଟ୍ରିଟ ଲାଇଟର ସୁବିଧା ନାହିଁ, ବର୍ଷାଦିନେ ପାଣି ଜମି ବିଭିନ୍ନ ସମସ୍ୟା ସୃଷ୍ଟି କରେ ଏହି ପରି ବହୁ ଅସୁବିଧାକୁ ପୌର ପରିଷଦରେ ଜଣାଇ ସାହି ବାସିନ୍ଦା ଫେଲ ମାରିଛନ୍ତି । ଆଜି ଉପ ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣୀ ଶିବିରରେ ପହଞ୍ଚି ଜିଲ୍ଲାପାଳଙ୍କୁ ସମସ୍ୟା ଗୁଡିକର ସମାଧାନ ପାଇଁ ଅଭିଯୋଗ କରିଛନ୍ତି ।1
- Post by Dipak Kumar Nayak2
- Post by News odia odisha1
- ଘୁଙ୍ଗୁର ମିଶ୍ର - ମୋ ପାଖରେ ସବୁ ପ୍ରମାଣ ଅଛି | ନ୍ୟାୟ ନ ମିଳିଲେ ଆତ୍ମହତ୍ୟା କରିବି ଭୁବନେଶ୍ବର, ଓଡ଼ିଶା #bhubaneswar #odisha1
- କଟକ ଲିଙ୍କ୍ ରୋଡର ଦୃଶ୍ୟ। ରାସ୍ତାରେ ଖରାପ ହୋଇଗଲା ଆମ ବସ୍ ! ଠେଲି ଠେଲି ବସ୍ କୁ ସାଇଡ କଲେ ଟ୍ରାଫିକ ପୋଲିସ ଓ ସାଧାରଣ ଲୋକ। ବାରମ୍ବାର ରାସ୍ତା ରେ ଡିଜେଲ ଆମ ବସ୍ ଖରାପ ହେଉଥିବା ବେଳେ ରକ୍ଷଣ ବେକ୍ଷଣର ଅଭାବ ହେଉଥିବା ଅଭିଯୋଗ ହେଉଛି।1
- Post by NEWS MANORANJAN1
- Post by Dhenkanal News1