logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ହିନ୍ଦୋଳ ଏନ ଏ ସି ରେ ଘର ଉପରେ ପଡିଲା ଗଛ. ଅଳ୍ପେକେ ବର୍ତିଲେ ପରିବାର. ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନ ଏ ସି ୮ ନମ୍ବର ୱାର୍ଡରେ କାଳ ବୈଶାଖୀ ପ୍ରଭାବ ରେ ଘର ଉପରେ ଉପୁଡି ପଡିଲା ବିରାଟ ଗଛ. ଅଳ୍ପେକେ ବର୍ତିଲେ ପରିବାର. ଦମକଳ ବାହିନୀ ଏନ ଏ ସି କର୍ମଚାରୀ କଲେ ଉଦ୍ଧର.

5 hrs ago
user_BIKRAM SAHU
BIKRAM SAHU
City Star ହିନ୍ଦୋଳ, ଢେଙ୍କାନାଳ, ଓଡ଼ିଶା•
5 hrs ago

ହିନ୍ଦୋଳ ଏନ ଏ ସି ରେ ଘର ଉପରେ ପଡିଲା ଗଛ. ଅଳ୍ପେକେ ବର୍ତିଲେ ପରିବାର. ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନ ଏ ସି ୮ ନମ୍ବର ୱାର୍ଡରେ କାଳ ବୈଶାଖୀ ପ୍ରଭାବ ରେ ଘର ଉପରେ ଉପୁଡି ପଡିଲା ବିରାଟ ଗଛ. ଅଳ୍ପେକେ ବର୍ତିଲେ ପରିବାର. ଦମକଳ ବାହିନୀ ଏନ ଏ ସି କର୍ମଚାରୀ କଲେ ଉଦ୍ଧର.

More news from ଓଡ଼ିଶା and nearby areas
  • ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ଓଡାପଡା ବ୍ଲକ କୋତମ ଗ୍ରାମରେ ହାତୀ ଆତଙ୍କ ନେଇ ଆଜି ଜିଲ୍ଲା ବନଖଣ୍ଡ ଅଧିକାରିଙ୍କୁ ଭେଟି ହାତୀ ପାଇଁ ଧନଜୀବନ ସୁରକ୍ଷା ଦାବି ନେଇ ଦେଲେ ଦାବି ପତ୍ର.
    1
    ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ଓଡାପଡା ବ୍ଲକ କୋତମ  ଗ୍ରାମରେ ହାତୀ ଆତଙ୍କ ନେଇ ଆଜି ଜିଲ୍ଲା ବନଖଣ୍ଡ ଅଧିକାରିଙ୍କୁ ଭେଟି ହାତୀ ପାଇଁ ଧନଜୀବନ ସୁରକ୍ଷା ଦାବି ନେଇ ଦେଲେ ଦାବି ପତ୍ର.
    user_BIKRAM SAHU
    BIKRAM SAHU
    City Star ହିନ୍ଦୋଳ, ଢେଙ୍କାନାଳ, ଓଡ଼ିଶା•
    5 hrs ago
  • ଅଦ୍ୟ ତା ୦୪/୦୪/୨୦୨୬ ରିଖ ଶନିବାର ଦିନ ବଅଁରପାଳ ବ୍ଲକ ବୁଢାପଙ୍କ ପଞ୍ଚାୟତ ତେନ୍ତୁଳିହତା ଗ୍ରାମରେ ଫାୟାର ଷ୍ଟେସନ ଖେଳ ପଡ଼ିଆରେ ମା ବାଉତୀ କ୍ରିକେଟ କ୍ଳବ ତେନ୍ତୁଳିହତା ତରଫରୁ ପ୍ରଥମ ଥର ପାଇଁ ବାବା ସାହେବ୍ ଆମ୍ବେଦକର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶୁଭାରମ୍ଭ ରେ କାଉଁସିଲ ପରିବାର ତରଫରୁ ଲିଙ୍ଗରାଜ କ୍ଷେତ୍ରର ସମ୍ପାଦକ ସୁବାଷ ଚନ୍ଦ୍ର ନାଏକ ମହୋଦୟ, ଇନଚାର୍ଜ ଧର୍ମେନ୍ଦ୍ର କୁମାର ନାଏକ ମହୋଦୟ, କୋଷାଧ୍ୟକ୍ଷ ହେମନ୍ତ କୁମାର ନାଏକ ମହୋଦୟ ଏବଂ କାର୍ଯକାରୀ ସଭାପତି ଜିଡି ଶୀଳରତ୍ନ ବୋଦ୍ଧି ମହୋଦୟ(𝐌𝐂𝐋) ଉପସ୍ଥିତ ରହି କ୍ଲବ ର ସମସ୍ତ ସଦସ୍ୟ ମାନଙ୍କୁ ସାଧୁବାଦ୍ ଦେବା ସହିତ ଖେଳର ଶୁଭାରମ୍ଭ କରିଥିଲେ। ଜୟ ଭୀମ୍ ! ଜୟ ସମ୍ବିଧାନ !! ଜୟ ବହୁଜନ !!! ଜୟ କାଉଁସିଲ !!!! 🌹🙏🌹🙏🌹🙏
    1
    ଅଦ୍ୟ ତା ୦୪/୦୪/୨୦୨୬ ରିଖ ଶନିବାର ଦିନ ବଅଁରପାଳ ବ୍ଲକ ବୁଢାପଙ୍କ ପଞ୍ଚାୟତ ତେନ୍ତୁଳିହତା ଗ୍ରାମରେ ଫାୟାର ଷ୍ଟେସନ ଖେଳ ପଡ଼ିଆରେ  ମା ବାଉତୀ କ୍ରିକେଟ କ୍ଳବ ତେନ୍ତୁଳିହତା ତରଫରୁ ପ୍ରଥମ ଥର ପାଇଁ ବାବା ସାହେବ୍ ଆମ୍ବେଦକର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶୁଭାରମ୍ଭ ରେ କାଉଁସିଲ ପରିବାର ତରଫରୁ ଲିଙ୍ଗରାଜ କ୍ଷେତ୍ରର ସମ୍ପାଦକ ସୁବାଷ ଚନ୍ଦ୍ର ନାଏକ ମହୋଦୟ, ଇନଚାର୍ଜ ଧର୍ମେନ୍ଦ୍ର କୁମାର ନାଏକ ମହୋଦୟ, କୋଷାଧ୍ୟକ୍ଷ ହେମନ୍ତ କୁମାର ନାଏକ ମହୋଦୟ ଏବଂ କାର୍ଯକାରୀ ସଭାପତି ଜିଡି ଶୀଳରତ୍ନ ବୋଦ୍ଧି ମହୋଦୟ(𝐌𝐂𝐋) ଉପସ୍ଥିତ ରହି କ୍ଲବ ର ସମସ୍ତ ସଦସ୍ୟ ମାନଙ୍କୁ ସାଧୁବାଦ୍ ଦେବା ସହିତ ଖେଳର ଶୁଭାରମ୍ଭ କରିଥିଲେ। ଜୟ ଭୀମ୍ ! ଜୟ ସମ୍ବିଧାନ !! ଜୟ ବହୁଜନ !!! ଜୟ କାଉଁସିଲ !!!! 🌹🙏🌹🙏🌹🙏
    user_Dharmendra Naik
    Dharmendra Naik
    Voice of people ଅନୁଗୁଳ, ଅନୁଗୁଳ, ଓଡ଼ିଶା•
    5 min ago
  • Post by ଶଶାଙ୍କ ଶେଖର ସାମଲ
    1
    Post by ଶଶାଙ୍କ ଶେଖର ସାମଲ
    user_ଶଶାଙ୍କ ଶେଖର ସାମଲ
    ଶଶାଙ୍କ ଶେଖର ସାମଲ
    Court reporter ବିକ୍ରମପୁର, ଅନୁଗୁଳ, ଓଡ଼ିଶା•
    7 hrs ago
  • Post by Banaja SAHOO samay Live news repoter
    1
    Post by Banaja SAHOO samay Live news repoter
    user_Banaja SAHOO samay Live news repoter
    Banaja SAHOO samay Live news repoter
    Plumber କୋଲିୟରୀ, ଅନୁଗୁଳ, ଓଡ଼ିଶା•
    2 hrs ago
  • Post by Ranjan hota
    1
    Post by Ranjan hota
    user_Ranjan hota
    Ranjan hota
    କୋଲିୟରୀ, ଅନୁଗୁଳ, ଓଡ଼ିଶା•
    7 hrs ago
  • Post by Dhenkanal News
    1
    Post by Dhenkanal News
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    2 hrs ago
  • ଢେଙ୍କାନାଳ ପୌରାଞ୍ଚଳ ୧୮ ନମ୍ବର ୱାର୍ଡ ରାମେଶ୍ଵର ପୁର ଅଞ୍ଚଳରେ ୫୦ ପରିବାର ନୂତନ ସାହିରେ ରହି ଆସୁଛନ୍ତି । ଏହି ବସ୍ତିର ଲୋକମାନେ ବହୁ ସମସ୍ୟା ଦେଇ ଗତି କରୁଛନ୍ତି । ଯଥା ସାହିକୁ ଭଲ ରାସ୍ତା ନାହିଁ, ଷ୍ଟ୍ରିଟ ଲାଇଟର ସୁବିଧା ନାହିଁ, ବର୍ଷାଦିନେ ପାଣି ଜମି ବିଭିନ୍ନ ସମସ୍ୟା ସୃଷ୍ଟି କରେ ଏହି ପରି ବହୁ ଅସୁବିଧାକୁ ପୌର ପରିଷଦରେ ଜଣାଇ ସାହି ବାସିନ୍ଦା ଫେଲ ମାରିଛନ୍ତି । ଆଜି ଉପ ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣୀ ଶିବିରରେ ପହଞ୍ଚି ଜିଲ୍ଲାପାଳଙ୍କୁ ସମସ୍ୟା ଗୁଡିକର ସମାଧାନ ପାଇଁ ଅଭିଯୋଗ କରିଛନ୍ତି ।
    1
    ଢେଙ୍କାନାଳ ପୌରାଞ୍ଚଳ ୧୮ ନମ୍ବର ୱାର୍ଡ ରାମେଶ୍ଵର ପୁର ଅଞ୍ଚଳରେ ୫୦ ପରିବାର ନୂତନ ସାହିରେ ରହି ଆସୁଛନ୍ତି । ଏହି ବସ୍ତିର ଲୋକମାନେ ବହୁ ସମସ୍ୟା ଦେଇ ଗତି କରୁଛନ୍ତି । ଯଥା ସାହିକୁ ଭଲ ରାସ୍ତା ନାହିଁ, ଷ୍ଟ୍ରିଟ ଲାଇଟର ସୁବିଧା ନାହିଁ, ବର୍ଷାଦିନେ ପାଣି ଜମି ବିଭିନ୍ନ ସମସ୍ୟା ସୃଷ୍ଟି କରେ ଏହି ପରି ବହୁ ଅସୁବିଧାକୁ ପୌର ପରିଷଦରେ ଜଣାଇ ସାହି ବାସିନ୍ଦା ଫେଲ ମାରିଛନ୍ତି । ଆଜି ଉପ ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣୀ ଶିବିରରେ ପହଞ୍ଚି ଜିଲ୍ଲାପାଳଙ୍କୁ ସମସ୍ୟା ଗୁଡିକର ସମାଧାନ ପାଇଁ ଅଭିଯୋଗ କରିଛନ୍ତି ।
    user_Amani Sahoo
    Amani Sahoo
    ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    8 hrs ago
  • ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନ ଏ ସି ୮ ନମ୍ବର ୱାର୍ଡରେ କାଳ ବୈଶାଖୀ ପ୍ରଭାବ ରେ ଘର ଉପରେ ଉପୁଡି ପଡିଲା ବିରାଟ ଗଛ. ଅଳ୍ପେକେ ବର୍ତିଲେ ପରିବାର. ଦମକଳ ବାହିନୀ ଏନ ଏ ସି କର୍ମଚାରୀ କଲେ ଉଦ୍ଧର.
    1
    ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନ ଏ ସି ୮ ନମ୍ବର ୱାର୍ଡରେ କାଳ ବୈଶାଖୀ ପ୍ରଭାବ ରେ ଘର ଉପରେ ଉପୁଡି ପଡିଲା ବିରାଟ ଗଛ. ଅଳ୍ପେକେ ବର୍ତିଲେ ପରିବାର. ଦମକଳ ବାହିନୀ ଏନ ଏ ସି କର୍ମଚାରୀ କଲେ ଉଦ୍ଧର.
    user_BIKRAM SAHU
    BIKRAM SAHU
    City Star ହିନ୍ଦୋଳ, ଢେଙ୍କାନାଳ, ଓଡ଼ିଶା•
    5 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.